Daily Archives

September 7, 2020

ମଣିକର୍ଣ୍ଣିକା ଫିଲ୍ମସ କାର୍ଯ୍ୟାଳୟକୁ ଭାଙ୍ଗିବାକୁ ଯାଉଛି ବିଏମ୍‌ସି, ଟ୍ବିଟ୍‌ ପୋଷ୍ଟ୍‌ କରି ଅଭିଯୋଗ ଆଣିଲେ…

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାନାୱତ ଅଭିଯୋଗ ଆଣିଛନ୍ତି ଯେ ବ୍ରିହାନମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମ୍‌ସି) ତାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବାକୁ ଯାଉଛି। ତାଙ୍କ ବ୍ୟକ୍ତିଗତ ସଂପତ୍ତିକୁ ବିଏମ୍‌ସି ଭାଙ୍ଗିଥିବା କଙ୍ଗନା ଟ୍ବିଟ୍‌ରେ ଏକ ଭିଡିଓ ସେୟାର କରି ଅଭିଯୋଗ ଆଣିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏହି ଚଳଚ୍ଚିତ୍ରରୁ ଆରମ୍ଭ ହୋଇଥିଲା ଅନୁଭବ-ବର୍ଷାଙ୍କ ଏକତ୍ର ଅଭିନୟ ଯାତ୍ରା…

ଭୁବନେଶ୍ବର: ଓଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ସଂପର୍କରେ ଫାଟ ଦେଖା ଦେବା ଖବର ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିିଛି। ଦୀର୍ଘ ୧୫ ବର୍ଷର ଅଭିନୟ ଯାତ୍ରା ଓ ୬ ବର୍ଷର ବୈବାହିକ ଜୀବନ ପରେ ଯେଉଁ ଭଳି ଭାବେ ସେମାନେ ଏବେ ଅଦାଲତ ଦ୍ବାରସ୍ଥ ହୋଇଛନ୍ତି ତାହା…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌-୧୯ ପ୍ରତିଷେଧକ ଟିକା ‘ସ୍ପୁଟନିକ୍‌-ଭି’ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚଳିତ ମାସରେ ଆରମ୍ଭ ହେବ ଭାରତରେ,…

ମସ୍କୋ/ ନୂଆଦିଲ୍ଲୀ: ରୁଷିଆ ଦ୍ୱାରା ବିକଶିତ କୋଭିଡ୍‌-୧୯ ପ୍ରତିଷେଧକ ଟିକା ସ୍ପୁଟନିକ୍‌-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ ଚଳିତ ମାସରେ ଆରମ୍ଭ ହେବ ଏବଂ ନଭେମ୍ବର ସୁଦ୍ଧା ଫଳାଫଳ ଘୋଷଣା କରାଯିବ। ଆଜି ଏହି ସୂଚନା ପ୍ରଦାନ କରି ରୁଷୀୟ ପ୍ରତ୍ୟକ୍ଷ ନିବେଶ ପାଣ୍ଠିର ମୁଖ୍ୟ କିରିଲ…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିରରେ ବରାଦି ଅବଢ଼ା ବନ୍ଦ; ଜିଲ୍ଲା ବାହାର ଶ୍ରଦ୍ଧାଳୁ ପାଇପାରିବେ ନାହିଁ ଅନ୍ନମହାପ୍ରସାଦ

ପୁରୀ : ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ ତଥା ନୀତି ସଂପୃକ୍ତ ସେବାୟତଙ୍କୁ କରୋନା ସଂକ୍ରମଣଠାରୁ ଦୂରେଇ ରଖିବା ପାଇଁ ଶ୍ରୀମନ୍ଦିରରେ ବରାଦି ଅବଢ଼ା ରନ୍ଧାକାର୍ଯ୍ୟ ଆଜିଠାରୁ ବନ୍ଦ ରଖାଯାଇଛି। ଗତକାଲି ଶ୍ରୀମନ୍ଦିର ପ୍ରଶାସନ ଦେଇଥିବା ଏହି ପ୍ରସ୍ତାବକୁ ଆଜି ସୁଆର ମହାସୁଆର ନିଯୋଗ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୧ରୁ ଦର୍ଶକମାନଙ୍କ ଲାଗି ଖୋଲିବ ତାଜମହଲ ଓ ଆଗ୍ରା ଦୁର୍ଗ

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୧ ତାରିଖରୁ ଦର୍ଶକମାନଙ୍କ ଲାଗି ତାଜମହଲ ଓ ଆଗ୍ରା ଦୁର୍ଗ ପୁନର୍ବାର ଖୋଲିବ ବୋଲି ସୋମବାର ଦିନ ଆଗ୍ରା ସର୍କଲ୍‌ର ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ଘୋଷଣା କରିଛି। କରୋନାଭାଇରସ୍‌ କୋଭିଡ୍‌-୧୯ ମହାମାରୀ ପରିସ୍ଥିତି କାରଣରୁ ମାର୍ଚ ୧୭ ତାରିଖରୁ ଏହି…
ଅଧିକ ଖବର ଦେଖନ୍ତୁ...

ଆଦିତ୍ୟଙ୍କ ପତ୍ନୀ ଓ ବିସ୍ମିତ ବିରୋଧରେ ଥାନାରେ ମାମଲା: ସଙ୍ଗିନ୍‌ ଅଭିଯୋଗ ଆଣିଲେ ଚିନ୍ମୟୀ

ବାଲେଶ୍ବର : ସମା‌ଜସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ମ‌ାମଲା‌େର ବାଲେଶ୍ବରର ଯୁବତୀ ଚିନ୍ମୟୀ ମହାପାତ୍ରଙ୍କୁ ଅଯଥାରେ ଯୋଡ଼ି ଲଗାତାର ଭାବେ ଯେଉଁ ଅପପ୍ରଚାର ଚାଲିଛି, ସେ ନେଇ ଖଇରା ଥାନାରେ ଚିନ୍ମୟୀ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିପାଇଁ ସେ ଖନ୍ତାପଡ଼ା ଥାନା ମହାରାଜପୁର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଆଉ ୩୦୩୪ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ସୁସ୍ଥ ସଂଖ୍ୟା ୧ ଲକ୍ଷ ନିକଟବର୍ତ୍ତୀ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୩୦୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୯୯୩୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଜାରି ତଥ୍ୟ ଅନୁସାରେ ସୁସ୍ଥ ହୋଇଥିବା ୩୦୩୪ ମଧ୍ୟରୁ ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

 ଆଇସିଆଇସିଆଇ-ଭିଡିଓକୋନ୍ ମାମଲା: ଚନ୍ଦା କୋଚ୍ଚରଙ୍କ ସ୍ବାମୀଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦେଶାଳୟ

ନୂଆଦିଲ୍ଲୀ: ‘ଆଇସିଆଇସିଆଇ’ର ପୂର୍ବତନ ସିଇଓ ଚନ୍ଦା କୋଚ୍ଚର୍‌ଙ୍କ ସ୍ବାମୀ ଦୀପକ କୋଚ୍ଚରଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ‘ପ୍ରିଭେନ୍‌ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍‌’ ବ୍ୟବସ୍ଥା ଅନୁସାରେ ଗିରଫ କରିଛି। ଭିଡିଓକୋନ୍‌କୁ ‘ଆଇସିଆଇସିଆଇ’ ଦେଇଥିବା ଋଣ ଅନିୟମିତା ଘଟଣାରେ ଏହି ମାମଲାର…
ଅଧିକ ଖବର ଦେଖନ୍ତୁ...

ମାନସିକ ସ୍ୱାସ୍ଥ୍ୟ ହେଲ୍‌ପଲାଇନ ‘କିରଣ’ ଉଦ୍‌ଘାଟିତ: ଓଡ଼ିଆ ସମେତ ୧୩ଟି ଭାଷାରେ ଯୋଗାଇବ ୨୪ ଘଣ୍ଟିଆ ମାଗଣା ସେବା

ନୂଆଦିଲ୍ଲୀ: ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟ ସହାୟତା ଯୋଗାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି (ସୋମବାର) ଏକ ୨୪ ଘଣ୍ଟିଆ (୨୪x୭) ଟୋଲ୍‌ ଫ୍ରି (ମାଗଣା) ମାନସିକ ପୁନର୍ବାସ ହେଲ୍‌ପଲାଇନ ଆରମ୍ଭ କରାଯାଇଛି। ‘କିରଣ’ (୧୮୦୦-୫୯୯-୦୦୧୯) ନାମରେ ନାମିତ ଏହି ମାନସିକ ସ୍ୱାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଆଜିଠାରୁ ସ୍ବାଭିମାନ ଅଂଚଳରେ ଆରମ୍ଭ ହେଲା ମୋବାଇଲ ସେବା

ମାଲକାନଗିରି/ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳର ଲୋକେ ଏକ ପ୍ରକାର ବିଛିନ୍ନ ହୋଇ ରହିଥିଲେ। ଗତ ସାତ ଦଶନ୍ଧି ଧରି ଲୋକେ ସରକାରୀ ଯୋଜନା କ’ଣ ଏବଂ ବିକାଶ କ’ଣ ଜାଣି ନଥିଲେ। ତେବେ ଗତ ଦୁଇ ବର୍ଷ ତଳେ ଗୁରୁପ୍ରିୟା ସେତୁ ହେବା ପରେ…
ଅଧିକ ଖବର ଦେଖନ୍ତୁ...