Daily Archives

September 21, 2020

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ପାର୍ଇ କିଏ ଦାୟୀ? ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସଦଗୁରୁ…

ଭୁବନେଶ୍ୱର/ଝାରସୁଗୁଡ଼ା: କଟକର ଜଗତପୁରସ୍ଥିତ ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ଆଜି ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ମିଳିତ ଭାବେ…
ଅଧିକ ଖବର ଦେଖନ୍ତୁ...

ପ୍ରସାରଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ଅଭୟ ପାଢୀଙ୍କ ଦେହାନ୍ତ

ସମ୍ବଲପୁର : ପ୍ରସାରଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦେଶକ ତଥା କବି, ପ୍ରାବନ୍ଧିକ, ସମାଲୋଚକ ଅଭୟ ପାଢୀ(୭୧)ଙ୍କ ସକାଳ ୧୦.୩୦ରେ ବରଗଡ଼ ବିକାଶସ୍ଥିତ କୋଭିଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି। କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସେ ୯ ତାରିଖରୁ ଏଠାରେ…
ଅଧିକ ଖବର ଦେଖନ୍ତୁ...

କୃଷକଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାରଙ୍କ ଉଦ୍ୟମ, ରବି ଫସଲର ଏମଏସପି ୫୦-୩୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ :କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କିତ ଏକ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଗହମ, ମସୁର,…
ଅଧିକ ଖବର ଦେଖନ୍ତୁ...

ଯବାନଙ୍କୁ ନେଇ ଯାଉଥିବା ବସ୍ ପୋଲ ତଳକୁ ଖସିଲା, ଅଳ୍ପକେ ବର୍ତ୍ତିଲେ ଯବାନ 

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ଏକ ଦୁର୍ଘଟଣା ଘଟିଥିଲେ ମଧ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯବାନ। ଡିଆରଜି ଯବାନ କୁମ୍ବିଂ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ଏକ ପୋଲକୁ ପାର କରୁଥିବା ବେଳେ ଗାଡିଟି ପୋଲ ତଳକୁ ଖସିଯାଇଥିଲା। ତେବେ ଏହି…
ଅଧିକ ଖବର ଦେଖନ୍ତୁ...

ସଂସଦକୁ ଜଣାଇଲେ ସରକାର: ଆଫଗାନିସ୍ତାନରେ କାର୍ଯ୍ୟରତ ଭାରତୀୟଙ୍କୁ ଆକ୍ରମଣ କରୁଛି ପାକିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ କାର୍ଯ୍ୟରତ ଭାରତୀୟଙ୍କୁ ପାକିସ୍ତାନ ବିଭିନ୍ନ ଉପାୟରେ ଆକ୍ରମଣ କରୁଛି ଏବଂ ଗତ ୧୨ ବର୍ଷ ମଧ୍ୟରେ ବିକାଶ ପ୍ରକଳ୍ପମାନଙ୍କରେ କାର୍ଯ୍ୟ କରୁଥିବା କେତେକ ଭାରତୀୟଙ୍କୁ ଆକ୍ରମଣ କରିବା ସହ ଅପହରଣ କରିଛି ବୋଲି ଆଜି ସରକାର ସଂସଦକୁ ଜଣାଇଛନ୍ତି। ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ରବି ଫସଲର ଏମଏସପି ବୃଦ୍ଧି କରିପାରନ୍ତି ସରକାର, ଘୋଷଣା ଖୁବ ଶୀଘ୍ର

ନୂଆଦିଲ୍ଲୀ : ନୂଆ କୃଷିନୀତିକୁ ନେଇ ସାରା ଦେଶରେ ବିରୋଧୀଦଳ ଓ କୃଷକମାନେ ବିରୋଧ କରୁଥିବାବେଳେ କେନ୍ଦ୍ର ସରକାର ୨୦୨୧-୨୨ ବର୍ଷ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଏ ସଂପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ ମଂଜୁରୀ…
ଅଧିକ ଖବର ଦେଖନ୍ତୁ...

ଶିଶୁମାନେ ଖୁସିରେ ରହିଲେ ତାଙ୍କଠାରେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ : ଡ. ଅରବିନ୍ଦ ମହାନ୍ତି

ଭୁବନେଶ୍ୱର: ଶିଶୁମାନେ ଖୁସିରେ ରହିଲେ ରୋଗ ପ୍ରତିରୋଧକ କ୍ଷମତା ବଢ଼ିବ । ଏକୁଟିଆ ରହିବା ଛୁଆମାନଙ୍କ ପାଇଁ ଏକ ପ୍ରକାର ଦଣ୍ଡ ବିଧାନ । କାରଣ ସେ ପରିବାର ଲୋକଙ୍କ ସହିତ ସବୁବେଳେ ରହିବାକୁ ଚାହାନ୍ତି । ତେଣୁ ପିଲାଙ୍କୁ ଘର ଭିତରେ ଖେଳିବା ଶିଖାଇବା ଦରକାର । ରାଜ୍ୟ ସରକାରଙ୍କ ତରଫରୁ ବରିଷ୍ଠ…
ଅଧିକ ଖବର ଦେଖନ୍ତୁ...

ମକାବାଡ଼କୁ ଯାଉଥିଲେ ଚାଷୀ, ଭାଲୁ ଆକ୍ରମଣରେ ଲହୁଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି

କାଶୀପୁର: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କୁଚେଇପଦର ଗ୍ରାମରେ ଆଜି ସକାଳେ ନିଜର ମକାବାଡ଼ ଜଗିବାକୁ ଯାଉଥିବା ବେଳେ ବାଟରେ ଜଣେ ଚାଷୀଙ୍କୁ ହଠାତ ଏକ ଭାଲୁ ମାରଣତ୍ମକ ଆକ୍ରମଣ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ କାଶୀପୁର ପରେ ରାୟଗଡା ମୁଖ୍ୟ ଚିକିତ୍ସାଳୟ ପରେ ସ୍ଥିତି ସଙ୍କଟାପନ୍ନ…
ଅଧିକ ଖବର ଦେଖନ୍ତୁ...

କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ସରକାରୀ ଡାକ୍ତରଖାନା ମନା କରିବା ଘଟଣାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ…

ନୂଆଦିଲ୍ଲୀ: କୋଭିଡ୍-୧୯ ପଜିଟିଭ୍ ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରାଯାଉଥିବା ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆଜି ଜାତୀୟ ମାନବ ଅଧିକାର କମିସନ୍ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରିନ୍‌ସିପାଲ୍‌ ସେକ୍ରେଟେରିଙ୍କ ଠାରୁ ରିପୋର୍ଟ ମାଗିଛନ୍ତି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଗଧୋଇବା ଲାଗି କେନାଲକୁ ଯାଇଥିଲେ ୨ ନାବାଳକ, ପାଣିରେ ବୁଡ଼ି ମୃତ୍ୟୁ

ଚାନ୍ଦବାଲି: ଗାଧୋଇବାକୁ ଯାଇ ୨ ଜଣ ନାବାଳକଙ୍କ ମୃତ୍ୟୁ ଘଟିଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବାଂଶଡ଼ା ଥାନା ଅଧିନ ଜଳେଶ୍ୱରପୁର ଗ୍ରାମପଂଚାୟତ ମାଝିସାହିର ଧନେଶ୍ୱର ମହାଳିକଙ୍କ ପୁଅ ଜଗନ ମହାଳିକ (୯) ଓ ବେଣୁଧର ମହାଳିକଙ୍କ ମନୋଜ ମହାଳିକ (୧୨)…
ଅଧିକ ଖବର ଦେଖନ୍ତୁ...