Daily Archives

October 1, 2020

ପର୍ଯ୍ୟଟକଙ୍କ ପ୍ରମୁଖ ଆକର୍ଷଣ ମା’ଙ୍କର ନିତ୍ୟବେଶ ଓ ଶୂନ୍ୟମଣ୍ତପ

ବାଙ୍କୀ: ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ଏକ ସ୍ବତନ୍ତ୍ରତା ବହନ କରିଥିବା ବେଳେ କେଉଁ ଆବହମାନ କାଳରୁ ଚଳିଆସୁଥିବା ମା’ଙ୍କ ନୀତିକାନ୍ତି ଓ ପରମ୍ପରା ଏବେ ମଧ୍ୟ ବଜାୟ ରହିଛି। ଦେବୀଙ୍କର ସ୍ଥାପନା ଏବଂ ନାମକରଣ ସମ୍ପର୍କରେ ବହୁ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ଧର୍ମପୀଠ

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଅକ୍ଟୋବର ମାସ ଲାଗି ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ୍‌‌ ଜୋନ୍ ବାହାରେ କେତେକ କାର୍ଯ୍ୟକଳାପ ପୂର୍ବପରି ବନ୍ଦ ରହିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ସର୍ବସାଧାରଣଙ୍କ ଲାଗି ଧାର୍ମିକ…
ଅଧିକ ଖବର ଦେଖନ୍ତୁ...

ପିଲାଦିନେ ୨ଟଙ୍କା ଦେବାକୁ ବି ସକ୍ଷମ ନଥିଲେ ବୋଲି କହି ‘କୌନ ବନେଗା କରୋଡପତି’ ସୋ’ରେ ଭାବବିହ୍ବଳ ହୋଇଗଲେ…

ମୁମ୍ବାଇ: ଅଭିନେତା ଅମିତାଭ ବଚ୍ଚନ ଗେମ୍ ସୋ ‘କୌନ ବନେଗା କରୋଡପତି’ ସୋ’ରେ ତାଙ୍କ ପିଲାଦିନ କଥା ମନେ ପକାଇ ଭାବବିହ୍ବଳ ହୋଇ ଯାଇଛନ୍ତି। ‘କୌନ ବନେଗା କରୋଡପତି’ ସୋ’କୁ ଆସିଥିବା ଜଣେ ପ୍ରତିଯୋଗୀ ତାଙ୍କ ପରିବାର କିପରି ଆର୍ଥିକ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ତାହାକୁ…
ଅଧିକ ଖବର ଦେଖନ୍ତୁ...

ଅନଲକ୍‌ ୫.୦: ନିର୍ବାଚନୀ ସଭାସମିତିକୁ ସର୍ତ୍ତମୂଳକ ଅନୁମତି; ଅନ୍ୟ ସବୁ ସମାବେଶ ବନ୍ଦ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ସନ୍ଧ୍ୟାରେ ଅନଲକ୍‌ ୫.୦ ଗାଇଡ୍‌ଲାଇନ ବା ମାର୍ଗଦର୍ଶିକା ଜାରି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାରେ କୋଭିଡ୍‌-୧୯ ସଂକ୍ରମଣକୁ ପ୍ରତିହତ କରିବା ଲକ୍ଷ୍ୟରେ ରାଜ୍ୟରେ ସମସ୍ତ ପ୍ରକାରର ସାମାଜିକ, ରାଜନୈତିକ, କ୍ରୀଡ଼ା,…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର, ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସର୍ବଦଳୀୟ ବୈଠକ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୩ରେ ରାଜ୍ୟର ଦୁଇଟି ବିଧାନସଭା ଆସନ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁଶୀଲ କୁମାର ଲୋହାନିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

କୋଇଡ଼ାରେ ପୁଣି ହାତୀ ଆତଙ୍କ; ଭାଙ୍ଗିଲେ ଛଅଟି ଘର

ରାଉରକେଲା : ସୁନ୍ଦରଗଡ ଜିଲ୍ଲା କୋଇଡ଼ା ବ୍ଲକରେ ଦୁଇ ଦୁଇ ଟି ହାତୀଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ହାତୀ ମୃତ୍ୟୁର କାରଣ ରହସ୍ୟ ଘେରରେ ରହିଗଲା। ଗୋଟିଏ ପଟେ ହାତୀ ମୃତ୍ୟୁକୁ ନେଇ ଜନସାଧାରଣ ଭୟଭୀତ ଥିବା ସମୟରେ ବଣୁଆ ହାତୀପଲ ସାଥୀ ହାତୀର ମୃତ୍ୟୁ ଯୋଗୁଁ ଅଧିକ…
ଅଧିକ ଖବର ଦେଖନ୍ତୁ...

ହାଥ୍‌ରସ୍‌ର ବୁଲଗଡ଼ି ଗାଁକୁ କୋଭିଡ୍ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରିପାରନ୍ତି ସରକାର: ଜିଲ୍ଲା ମାଜିଷ୍ଟ୍ରେଟ୍‌

ନୂଆଦିଲ୍ଲୀ: ବୁଲ୍ଗଡ଼ି ଗାଁକୁ ସରକାର କୋଭିଡ୍ କଣ୍ଟେନ୍‌ମେଣ୍ଟ୍‌ ଜୋନ୍ ଘୋଷଣା କରିପାରନ୍ତି ବୋଲି ଆଜି ହାଥ୍‌ରସ୍‌ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି। ସମ୍ପୃକ୍ତ ଗାଁରେ ଜନସମାଗମ ବନ୍ଦ କରିବାକୁ ଏବେ ୧୪୪ ଧାରା ଜାରି କରାଯିବା ସହ ଚାରି କିଂବା ତା’ଠାରୁ ଅଧିକ ଲୋକ ଏକତ୍ର ହେବାକୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ସରକାରଙ୍କ ଅନଲକ୍ ୫.୦ : ଅକ୍ଟୋବର ୩୧ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ୍ ଜୋନରେ ଜାରି ରହିବ ଲକଡାଉନ୍

ଭୁବନେଶ୍ବର:  ଆଜି ରାଜ୍ୟ ସରକାରଙ୍କ  ପକ୍ଷରୁ ସ୍ବତନ୍ତ୍ର ରିଲିଫ କମିସନର ଅକ୍ଟୋବର ମାସ ଲାଗି ଗାଇଡଲାଇନ୍ ବା ମାର୍ଗଦର୍ଶିକା ଜାରି କରିଛନ୍ତି।  ଗାଇଡ୍‌ଲାଇନ୍‌ ଅନୁସାରେ ସରକାର ପୂର୍ବବତ୍‌ କଣ୍ଟେନମେଣ୍ଟ ଜୋନ୍‌ଗୁଡ଼ିକରେ ଲକଡାଉନ୍ ବଳବତ୍ତର ରଖିଛନ୍ତି ।  କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ସିନେମା ହଲ, ଥିଏଟର

ଭୁବନେଶ୍ୱର : କେନ୍ଦ୍ର ସରକାର ଅନଲକ ୫.୦ ଗାଇଡଲାଇନ ଜାରି କରିବାର ଦିନକ ପରେ ଓଡ଼ିଶା ସରକାର ନିଜସ୍ୱ ଅନଲକ୍ ୫.୦ ଗାଇଡଲାଇନ୍ ଜାରି କରିଛନ୍ତି । ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ମାର୍ଗଦର୍ଶିକା ପ୍ରକାଶ ପାଇଛି। ଏହି ଗାଇଡଲାଇନରେ  ଆସନ୍ତା ଅକ୍ଟୋବର ୩୧…
ଅଧିକ ଖବର ଦେଖନ୍ତୁ...

ପୁଲିସ କର୍ମଚାରୀଙ୍କ ସହିତ ଧସ୍ତାଧସ୍ତି ବେଳେ ତଳେ ପଡ଼ିଯିବା ଘଟଣାକୁ ନେଇ ଗଣମାଧ୍ୟମକୁ ଏଭଳି ପ୍ରତିକ୍ରିୟା ଦେଲେ ରାହୁଲ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ଭେଟିବାକୁ ବହୁସଂଖ୍ୟକ କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ସହ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ କାର୍ ଯୋଗେ ଦିଲ୍ଲୀରୁ ବାହାରିଥିଲେ। କିନ୍ତୁ, ୧୪୪ ଧାରା ଜାରି ହୋଇଥିବା ଦର୍ଶାଇ ହାଥରସ ଯିବା…
ଅଧିକ ଖବର ଦେଖନ୍ତୁ...