Daily Archives

October 21, 2020

ବାପାଙ୍କ ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗିପଡ଼ିଥିବା ଝିଅ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା କଲା

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଜଣେ ଝିଅ ତାର ପିତାଙ୍କ ମୃତ୍ୟୁ ଖବରକୁ ଶୁଣି ଦୁଃଖରେ ଏପରି ଭାବେ ଭାଙ୍ଗି ପଡ଼ିଥିଲେ ଯେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ଯୁବତୀଙ୍କ ନାମ କବିତା ସୋନି ବୋଲି ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଦିନେ ୫୦୦ କୋଟି ଟଙ୍କା ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ, ଏବେ ଦେବାଳିଆ ଘୋଷିତ ହେବାକୁ ଯାଉଛନ୍ତି ଏହି ଶିଳ୍ପପତି

ନୂଆଦିଲ୍ଲୀ: ଦିନେ ନିଜ ଝିଅର ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଶିଳ୍ପପତି ଏବେ ଦେବାଳିଆ ଅବସ୍ଥାକୁ ଆସିଯାଇଛନ୍ତି | ବିଭିନ୍ନ ବ୍ୟାଙ୍କରୁ ଋଣଗ୍ରସ୍ତ ହୋଇଥିବାରୁ ଏବେ ତାଙ୍କୁ ଦେବାଳିଆ ଘୋଷଣା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | ଏହି ବ୍ୟବସାୟୀ ଜଣକ ହେଉଛନ୍ତି ପ୍ରମୋଦ…
ଅଧିକ ଖବର ଦେଖନ୍ତୁ...

ଲୁଟେରା ଗ୍ୟାଙ୍ଗର ୩ ଅଭିଯୁକ୍ତ ଗିରଫ,୧୫ ମୋବାଇଲ ଜବତ

ଧଉଳି: ଧଉଳି ଥାନା ପୁଲିସ ମୋବାଇଲ ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିର ଗୋପି ଦାସ ( ୨୦ ), ଲିପୁନ ଓରଫ ସୂର୍ଯ୍ୟପ୍ରକାଶ ସ୍ବାଇଁ (୨୧) ଏବଂ ଉକ୍ତ ଥାନା ଅଧୀନ ମୁଣ୍ଡାସାହି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ଧୢାନ ଆଧୢାତ୍ମିକ ଦିଗରେ ଲାଗି ରହିବ। ଆଇନ କାନୁନ ମାମଲା ସମାଧାନ ହୋଇପାରେ। ଛାତ୍ରଙ୍କୁ କୌଣସି ବନ୍ଧୁ ସାହାଯ୍ୟ କରିବେ। ବୃଷ: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳି ଯିବ। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବେ। କାର୍ଯ୍ୟ ପରିସର…
ଅଧିକ ଖବର ଦେଖନ୍ତୁ...

ଭୁଲ ନମ୍ବରରେ କଲ କରିବା ମହଙ୍ଗା ପଡ଼ିଲା; ଯୁବକଙ୍କୁ ପିଟିପିଟି ମାରିଦେଲେ ମା’ ଓ ଝିଅ

କୋଏମ୍ବାଟୁର: ତାମିଲନାଡୁ ଅନ୍ତର୍ଗତ କରମାଡିର ପେରିୟାରରେ ଗତ ମଙ୍ଗଳବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ରଙ୍ଗ ନମ୍ବର ଡାଏଲ୍‌ କରିବା ସହ ଦୁର୍ବ୍ୟବହାର କରିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ପିଟି ପିଟି ମା’ ଓ ଝିଅ ମାରି ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୩୨ ବର୍ଷୀୟା ଧନଲକ୍ଷ୍ମୀ…
ଅଧିକ ଖବର ଦେଖନ୍ତୁ...

ଅଭିନେତ୍ରୀ କଙ୍ଗନା ରଣାଓ୍ଵତଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ: ମେହେନ୍ଦି ରେଜାଙ୍କ ଗିରଫ ଦାବି କଲା ଓକିଲ ସଂଘ

ଝାରସୁଗୁଡ଼ା: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତଙ୍କ ପ୍ରତି ଫେସ୍‌ବୁକ୍‌ରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଛନ୍ତି ଝାରସୁଗୁଡ଼ା ବାର୍‌ର ଜଣେ ଓକିଲ। ଆଜି ଓକିଲ ସଂଘ ପକ୍ଷରୁ ମଧ୍ୟ ଏକ ସ୍ୱତନ୍ତ ବୈଠକରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଓକିଲ ମେହେନ୍ଦି ରେଜାଙ୍କୁ ତୁରନ୍ତ ଗିରଫ…
ଅଧିକ ଖବର ଦେଖନ୍ତୁ...

୪୮ ଘଣ୍ଟା ମଧ୍ୟରେ ‘ଆଇଟମ୍’ ମନ୍ତବ୍ୟର ଅର୍ଥ ବୁଝାଇ ଦେବାକୁ କମଲ ନାଥଙ୍କୁ ନୋଟିସ୍ ଜାରି କଲେ ନିର୍ବାଚନ କମିସନ୍

ନୂଆଦିଲ୍ଲୀ: ବିଜେପି ନେତ୍ରୀ ଇମର୍ତ୍ତି ଦେବୀଙ୍କ ପ୍ରତି ‘ଆଇଟମ୍’ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା କମଲ୍‌ ନାଥଙ୍କୁ ବୁଧବାର ଦିନ ନିର୍ବାଚନ କମିସନ୍ ନୋଟିସ ଜାରି କରିଛନ୍ତି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହାର ଅର୍ଥ ବୁଝାଇ ଦେବା ଲାଗି ମଧ୍ୟ କମିସନ୍‌ ତାଙ୍କୁ ନିର୍ଦେଶ ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ବାଙ୍ଗାଲୋରକୁ ୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା କୋଲକାତା

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ୩୯ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାରୋରକୁ ୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି କୋଲକାତା ନାଟଇ୍‌ ରାଇଡର୍ସ। ଆବୁଧାବିର ଶେଖ ଜୟେଦ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୧୫ରୁ କଳାହାଣ୍ଡି ଜିଲ୍ଲାରେ ଖରିଫ ଋତୁର ଧାନ ସଂଗ୍ରହ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୦୨୦-୨୦୨୧ ବର୍ଷ ଖରିଫ ଋତୁରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କିମିଟିର ବୈଠକ ଭବାନୀପାଟଣା ଅହରସ୍ଥିତ ଆସ୍ୱାନ ଭିସି ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଡ଼ା. ଗାଭାଲି ପରାଗ ହର୍ଷଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଋତୁ…
ଅଧିକ ଖବର ଦେଖନ୍ତୁ...

ବାଲିଅନ୍ତାରେ ଦୁଇ ବାଇକ ମଧ୍ୟରେ ଧକ୍କା, ୨ ଗୁରୁତର

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଳକାଟି ଫାଣ୍ଡି ଅଧୀନ ସାଇଫନ ନିକଟରେ ଆଜି ସଂଧ୍ୟା ସାଢ଼େ ୫ଟା ସମୟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଦ୍ବୟ ହେଲେ ବାଲିପାଟଣା ଥାନା ରାଜସ ପଞ୍ଚାୟତ ଅଧୀନ କୃଷ୍ଣପୁର ଗ୍ରାମର …
ଅଧିକ ଖବର ଦେଖନ୍ତୁ...