Daily Archives

January 8, 2021

ଏଟିସିରେ ତିନି ସିଫ୍ଟ୍ ପାଇଁ ଉଷା ପାଢ଼ୀଙ୍କୁ ଚିଠି ଲେଖିଲେ ନବ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଦିନକୁ ଦିନ ବିମାନ ସେବା ବୃଦ୍ଧି ପାଉଥିବା ବେଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ଏହାର ଚାପ ବଢ଼ିବାକୁ ଲାଗିଛି। ଏବେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ଦୁଇ ସିଫ୍ଟରେ କାମ ହେଉଥିବା ବେଳେ ୧୨ ତାରିଖ ଠାରୁ ମୁମ୍ବାଇ-ବେଙ୍ଗାଲୁରୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ଆଇପିଏସ୍‌ ଅଧିକାରୀଙ୍କୁ ମିଳିଲା ନୂଆ ଦାୟିତ୍ବ

ଭୁବ‌ନେଶ୍ବର: ରାଜ୍ୟ ସରକାର ଆଇପିଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ଗୃହ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ତଥା ଗୃହ ବିଭାଗରେ ଓଏସ୍‌ଡି ଭାବେ କାର୍ଯ୍ୟରତ ବିଜୟ କୁମାର ଶର୍ମାଙ୍କୁ କଟକସ୍ଥିତ ପ୍ରିଣ୍ଟିଂ ଷ୍ଟେସନାରୀ ଆଣ୍ଡ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ଓ ହୃଦୟ ବିରୋଧାଭାସ ସୃଷ୍ଟି କରିପାରନ୍ତି। ଜୀବନରେ ଆଗକୁ ବଢ଼ିବା ପାଇଁ ଲୋକଙ୍କ ସାହାଯ୍ୟ ପାଇବେ। ପ୍ରେମିକଙ୍କ ସହିତ ସମ୍ବନ୍ଧ ସୁଖଦ ହେବ। ବୃଷ: ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସାମନାକୁ ଆସିବ। କୌଣସି ଶୁଭ ସମାଚାର ପାଇବାର ସମ୍ଭାବନା ଅଛି। ସମାଜରେ ଆପଣଙ୍କର…
ଅଧିକ ଖବର ଦେଖନ୍ତୁ...

ଥାନାରେ ହାଜର ହେଲେ ବଲିଉଡ୍ କୁଇନ୍ କଙ୍ଗନା ରାଣାୱତ

ମୁମ୍ବାଇ: ବାନ୍ଦ୍ରା ପୁଲିସ ନିକଟରେ ହାଜର ହେଲେ ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ତାଙ୍କ ଭଉଣୀ ରଙ୍ଗୋଲୀ । ଦେଶଦ୍ରୋହ ମାମଲାରେ ଜେରା ପାଇଁ ଆଜି ଏମାନେ ଥାନାରେ ହାଜର ହୋଇଥିଲେ । ୱାଇ ଶ୍ରେଣୀ ସୁରକ୍ଷା ଭିତରେ କଙ୍ଗନା ଓ ରଙ୍ଗୋଲୀ ବାନ୍ଦ୍ରା ପୁଲିସ ଥାନାରେ ପହଞ୍ଚିଥିଲେ । ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

୧୦ରୁ ଖୋଲିବ ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିର, ପର୍ଯ୍ୟଟକ ଉତ୍ସାହିତ

ପାଟଣାଗଡ଼: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ଆସନ୍ତା ୧୦ ତାରିଖରୁ ଖୋଲିବ। ଏଥିପାଇଁ ଶୁକ୍ରବାର ପାଟଣାଗଡ଼ ଜଗନ୍ନାଥ ମନ୍ଦିର ପରିସରସ୍ଥିତ ସୁଭଦ୍ରା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ତଥା ଦେବୋତ୍ତର ବିଭାଗ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ସାଇବର ଠକେଇ: ୫୦ହଜାର ଟଙ୍କା ଲୁଟି ନେଲେ ଠକ

ଜୟପୁର: କୋରାପୁଟ ଜିଲ୍ଳାରେ ବି ବଢ଼ି ଚାଳିଛି ସାଇବର ଠକେଇ। ୱାଟସଅଫ୍ କଲ ଜରିଆରେ କାଳିଆଗାଁ ପିଜିସିଏଲରେ ସହକାରୀ ପରିଚାଳକ ଭାବେ କାମ କରୁଥିବା ଇଂ ନରେଶ କୁମାର ଠକେଇର ଶିକାର ହୋଇଛନ୍ତି। ସେ ତାଙ୍କ ବନ୍ଧୁ ଶିବ ଶଙ୍କର ଭାବି ୫୦ହଜାର ଟଙ୍କା ଏକ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନସଫର କରିବା ପରେ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି : ଜାନୁଆରି ଶେଷ ପର୍ଯ୍ୟନ୍ତ ପୂର୍ବଭଳି ଭିଡିଓ କନଫରେନ୍ସିଂରେ ମାମଲା ଶୁଣାଣି

କଟକ : ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ଜାନୁଆରି ଶେଷ ପର୍ଯ୍ୟନ୍ତ ପୂର୍ବଭଳି କଟକଣା ଭିତରେ କାର୍ଯ୍ୟ କରିବ। କରୋନା ଭୂତାଣୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏ ନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଛି। ଫୁଲ୍ କୋର୍ଟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ଏପରି…
ଅଧିକ ଖବର ଦେଖନ୍ତୁ...

ନଗଡ଼ା ରାସ୍ତାରେ ଗୁଳି ଫୁଟିଲା: ଚାଷୀଙ୍କ ମୃତ୍ୟୁ, ୩୦ ହଜାର ଲୁଟ୍

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ନଗଡ଼ା ରାସ୍ତାରେ ଗତକାଲି ରାତିରେ ଗୁଳି ଫୁଟିଛି । ଏହି ଗୁଳିକାଣ୍ଡରେ ଜଣେ କ୍ଷୁଦ୍ରଚାଷୀଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗାଁର ଗୋବିନ୍ଦ ବେହେରା(୫୫)। ମୃତକଙ୍କ ପୁଅ ମାନସ…
ଅଧିକ ଖବର ଦେଖନ୍ତୁ...

କୋଭିଡ କଟକଣା ମଧ୍ୟରେ କୋରାପୁଟ ଜିଲ୍ଲାରେ ବାଜିଛି ସ୍କୁଲ ବେଲ୍; ୫୩.୫ ପ୍ରତିଶତ ଛାତ୍ରଛାତ୍ରୀ ଅନୁପସ୍ଥିତ

କୋରାପୁଟ: ବର୍ଷକ ପରେ ଆଜି କୋଭିଡ କଟକଣା ମଧ୍ୟରେ କୋରାପୁଟ ଜିଲ୍ଲାରେ ବାଜିଛି ସ୍କୁଲ ବେଲ୍। ବେଲ ବାଜିବା ପୂର୍ବରୁ ପହଞ୍ଚି ଯାଇଥିଲେ ଛାତ୍ରଛାତ୍ରୀ। ଏହାପୂର୍ବରୁ ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀମାନେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ପାଛୋଟି ନେଇଥିଲେ। ତେବେ ଆଜି ପ୍ରଥମ ଦିନରେ…
ଅଧିକ ଖବର ଦେଖନ୍ତୁ...

୬ଟି ରାଜ୍ୟକୁ ବ୍ୟାପିଲା ବାର୍ଡ ଫ୍ଲୁ, ଓଡ଼ିଶାରେ ଏ ଯାଏ କୌଣସି ନମୁନା ପିଜିଟିଭ୍ ବାହାରି ନାହିଁ

ନୂଆଦିଲ୍ଲୀ: ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କେରଳ ପରେ ଏବେ ହରିୟାଣା ଏବଂ ଗୁଜୁରାଟରେ ‘ବାର୍ଡ ଫ୍ଲୁ’ ବ୍ୟାପିଥିବା ସୁନିଶ୍ଚିତ ହୋଇଛି। ଏହି ସବୁ ରାଜ୍ୟରେ ଶହ ଶହ ସଂଖ୍ୟାରେ ପକ୍ଷୀମାନଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନେ ‘ଏଚ୍‌୫ଏନ୍‌୧ ଏଭିଏନ୍‌ ଇନ୍‌ଫ୍ଲୁଏଞ୍ଜା…
ଅଧିକ ଖବର ଦେଖନ୍ତୁ...