Daily Archives

January 8, 2021

ବନ୍ଦ ଖଣିରୁ ୯ ଟନ୍‌ ଚୋରା ମାଙ୍ଗାନିଜ ଜବତ

ଯୋଡ଼ା : ଯୋଡ଼ା ଖଣି ମଣ୍ତଳ ଅନ୍ତର୍ଗତ ବନେଇକଳାରେ ବନ୍ଦ ପଡ଼ିଥିବା ଟିସ୍କୋ ମାଙ୍ଗାନିଜ ଖଣିରୁ ବନ ବିଭାଗ ଓ ଖଣି ବିଭାଗ ଆଜି ୯ ଟନ୍‌ ଚୋରା ମାଙ୍ଗାନିଜ ଜବତ କରିଛନ୍ତି। ଜବତ ମାଙ୍ଗାନିଜର ବଜାର ମୂଲ୍ୟ ୧ ଲକ୍ଷ ୮୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଗତକାଲି ବନ ବିଭାଗର ମୋବାଇଲ…
ଅଧିକ ଖବର ଦେଖନ୍ତୁ...

୯ମାସ ପରେ ଖୋଲିଲା ସ୍କୁଲ: ଉତ୍ସବମୁଖର ହେଲା ପରିବେଶ

ଜୟପୁର:‌ କରୋନା ସଂକ୍ରମଣ ଭୟରେ ଗତ ୯ମାସ ଧରି ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ କରି ଦେଇଥିଲେ। ପରିସ୍ଥିତି ସାମାନ୍ୟ ସ୍ବାଭାବିକ ହେବା ପରେ ଆଜି ଖୋଲିବାକୁ ନିର୍ଦେଶ ଦେଇଥିଲେ। କିଭଳି ଆଗାମୀ ଦିନରେ କେହି ସଂକ୍ରମିତ ହେବେ ନାହିଁ ଏଥି ପାଇଁ ବି କଟକଣା ଜାରୀ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କମିଲା ସୁନା ଓ ରୁପାଦର

ନୂଆଦିଲ୍ଲୀ : ଆଜି ଦେଶରେ ସୁନା ଓ ରୁପାଦର ହ୍ରାସ ପାଇଛି । ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ  ଆଜି ସଂଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନାଦର ୧୦ ଗ୍ରାମ ପିଛା ୫୦୪୨୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ଦର ୪୮୭୧୦ ଟଙ୍କା ଥିଲା । ଏହା ଗତକାଲିର ଦର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରୁ ଆଜି ସୁସ୍ଥ ହେଲେ ୨୪୪ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୨୪୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏଥିସହିତ ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୩୨୭୫୩୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି…
ଅଧିକ ଖବର ଦେଖନ୍ତୁ...

ଲକଡାଉନ ନିୟମ ଭାଙ୍ଗିବାରୁ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ମା’ଙ୍କୁ ଧରିଲା ପୁଲିସ

ନୂଆଦିଲ୍ଲୀ: କରୋନାଭାଇରସର ନୂଆ ଷ୍ଟ୍ରେନ ଚିହ୍ନଟ ହେବା ପରେ ବ୍ରିଟେନରେ ଲକଡାଉନ ଜାରି କରାଯାଇଛି। ଏହାରି ଭିତରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଲଣ୍ଡନରେ କରୋନା ଲକଡାଉନ ହେତୁ ଫସି ଯାଇଛନ୍ତି। କୁହାଯାଉଛି କି କୋଭିଡ୍ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଲଣ୍ଡନ ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଫୋନ କରି ପୀଡ଼ିତାଙ୍କୁ ଡ଼କାଇଥିଲା ଅଭିଯୁକ୍ତ ପୂଜାରୀ

ବଦାୟୁଁ: ଉତ୍ତରପ୍ରଦେଶରେ ଅଙ୍ଗନବାଡ଼ି ଦିଦିଙ୍କୁ ଗଣଦୁଷ୍କର୍ମ ସହ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାଁ ସତ୍ୟନାରାୟଣ ହୋଇଥିବା ବେଳେ ଗତକାଲି ଗଣଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିଲା। ଆଜି ସତ୍ୟନାରାୟଣକୁ କୋର୍ଟ ଚାଲାଣ…
ଅଧିକ ଖବର ଦେଖନ୍ତୁ...

ନ୍ୟାୟ ପାଇଁ ଏସ୍‌ପି ଅଫିସ୍ ଆଗରେ ଧାରଣା ଦେଲେ ନିର୍ଯାତିତ ମହିଳା

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅର୍ନ୍ତଗତ ସିନ୍ଦୋଳ ଗ୍ରାମର ମନୋରମା ମହାନ୍ତି ନାମଙ୍କ ଜଣେ ବିବାହିତା ମହିଳା ନିଜର ଶଶୁର ଘର ଲୋକଙ୍କ ଦ୍ବାରା ନିର୍ଯାତନାର ଶିକାର ହେବା ପରେ ଏବେ ବାପ ଘରେ ଦୁଃଖ‌ରେ ଦିନ ବିତାଉଛନ୍ତି। ତାଙ୍କ ଉପରେ ହୋଇଥିବା ନିର୍ଯଶତନାକୁ ନେଇ ସେ ତିହିଡି…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନାର ଅଧାରୁ ଅଧିକ ଯବାନ ତୀବ୍ର ମାନସିକ ଚାପରେ ଅଛନ୍ତି : ରିପୋର୍ଟ

ନୂଆଦିଲ୍ଲୀ : ଭାରତୀୟ ସେନା ଏକ ଶକ୍ତିଶାଳୀ ଓ ଶୃଙ୍ଖଳିତ ସେନା ଭାବେ ସାରା ବିଶ୍ବରେ ପରିଚିତ  । ତେବେ  ଭାରତୀୟ ସେନା ସମ୍ପର୍କରେ ଆସିଥିବା ଏକ ଗବେଷଣା ରିପୋର୍ଟ ଚିନ୍ତା ସୃଷ୍ଟି କରିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ସେନାର ପ୍ରାୟ ଅଧାରୁ ଅଧିକ ଯବାନ ତୀବ୍ର ମାନସିକ ଚାପରେ…
ଅଧିକ ଖବର ଦେଖନ୍ତୁ...

ମେଡିକାଲ କଲେଜ ହଷ୍ଟେଲରେ ବାଘ ବୁଲୁଥିବା ଦେଖି ଆଇପିଏସ କହିଲେ ଏଭଳି କଥା…

ନୂଆଦିଲ୍ଲୀ: କର୍ଣ୍ଣାଟକର ଚାମରାଜନଗରରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ମେଡିକାଲ କଲେଜ ହଷ୍ଟେଲରେ ଏକ ଚିତାବାଘ ଖୁବ ଆରାମରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାର ଦୃଶ୍ୟ ସିସିଟିଭିରେ କୈଦ ହୋଇଯାଇଥିଲା। ମେଡିକାଲ କଲେଜ ହଷ୍ଟେଲରେ ବୁଲୁଥିବା ଏହି ବାଘର ଭିଡିଓକୁ…
ଅଧିକ ଖବର ଦେଖନ୍ତୁ...

ମାହାଙ୍ଗା ଡବଲ ମର୍ଡର ଘଟଣା: ଜଣେ ଡିଆଇଜିଙ୍କୁ ଦିଆଯିବ ତଦନ୍ତ ଦାୟିତ୍ବ

କଟକ: ମାହାଙ୍ଗାରେ ବହୁଚର୍ଚ୍ଚିତ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ହତ୍ୟା ମାମଲାର ତଦନ୍ତ କରିବେ ଜଣେ ଡିଆଇଜି। ଆଗାମୀ ୧୦ ଦିନ ମଧ୍ୟରେ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ। ବିଜେପି ଟିମକୁ ପୁଲିସ ଡିଜି ଅଭୟ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଘଟଣାର ତଦନ୍ତ…
ଅଧିକ ଖବର ଦେଖନ୍ତୁ...