Daily Archives

January 24, 2021

ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବ ବାଂଲାଦେଶର ୧୨୨ ଜଣିଆ ଦଳ

ନୂଆଦିଲ୍ଲୀ : ଏଥର ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସାମରିକ ବାହିନୀର ଏକ ୧୨୨ ଜଣିଆ ପରେଡ ଦଳ ଅଂଶଗ୍ରହଣ କରିବ । ପ୍ରଥମ ଥର ପାଇଁ ବାଂଲାଦେଶର ଏତେବଡ଼ ଦଳ ଭାରତର  ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଉଛି । ବାଂଲାଦେଶ ପରେଡ ଦଳର ନେତୃତ୍ବ ନେବେ ଲେପ୍ଟନାଣ୍ଟ କର୍ଣ୍ଣେଲ ଆବୁ ମହମ୍ମଦ…
ଅଧିକ ଖବର ଦେଖନ୍ତୁ...

ପ୍ଲାଟଫର୍ମରେ ଟଳିପଡିଲେ କ୍ରସର ମାଲିକ

ରାଉରକେଲା : ରାଉରକେଲା ଷ୍ଟେସନରେ ଟ୍ରେନ୍‌କୁ ଅପେକ୍ଷା କରିଥିବା ଟଳି ପଡିଲେ କ୍ରସର ମାଲିକ। ମୃତକ ଜଣକ ହେଲେ ଉତ୍ତରପ୍ରଦେଶ ମାଲିଖାନ୍‌ପୁରର ସୁରେନ୍ଦ୍ର ନାଥ ପାଣ୍ଡେ (୬୦)। ରାଉରକେଲା ରେଳବାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)କୁ…
ଅଧିକ ଖବର ଦେଖନ୍ତୁ...

ଭାରତର ତେଜସ ଲଢୁଆ ବିମାନ ଖରିଦ ପାଇଁ ବିଦେଶୀ ରାଷ୍ଟ୍ରଙ୍କ ଆଗ୍ରହ : ହାଲ୍ ମୁଖ୍ୟ

ବାଙ୍ଗାଲୁରୁ : ଭାରତର ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏଲସିଏ ମାର୍କ୧ଏ ବା ତେଜସ ବିମାନ ଖରିଦ ପାଇଁ ଅନେକ ବିଦେଶୀ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତ ବୋଲି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍) ଅଧ୍ୟକ୍ଷ ଆର.ମାଧବନ କହିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି ଯେ ପ୍ରଥମ ରପ୍ତାନି ଅର୍ଡର…
ଅଧିକ ଖବର ଦେଖନ୍ତୁ...

ତାଇଓ୍ବାନ ଉପରେ ଚୀନର ଆକ୍ରମଣ ଆଶଙ୍କା, ଯୁଦ୍ଧ ଜାହାଜ ପଠାଇଲା ଆମେରିକା

ତାଇପେଇ : ଆମେରିକାରେ କ୍ଷମତା ପରିବର୍ତ୍ତନ ଉପରେ ସମଗ୍ର ବିଶ୍ବର ଦୃଷ୍ଟି ରହିଥିବାବେଳେ ଚୀନ ନିଜର କ୍ଷୁଦ୍ର ପଡ଼ୋଶୀ ଦେଶ ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ଏହା ଫଳରେ ଆମେରିକା ନୌସେନା ସକ୍ରିୟ ହୋଇଉଠିଛି । ତାଇଓ୍ବାନକୁ ସହାୟତା କରିବାକୁ ଆମେରିକା ନୌସେନାର…
ଅଧିକ ଖବର ଦେଖନ୍ତୁ...

ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରିବା ପ୍ରସ୍ତାବ ନାହିଁ: ଭାଇରାଲ ଚିଠିକୁ ନେଇ…

ଜୟପୁର: ଅଭିବକ୍ତ କୋରାପୁଟ ଜିଲ୍ଲାର ସର୍ବପୁରାତନ ସରକାରୀ ମହାବିଦ୍ୟାଳୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟ କରାଯିବାର କିଛି ଯୋଜନା ନାହିଁ। ଏଭଳି ସ୍ପଷ୍ଟ ଭାବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧାନସଭାର ସଚିବଙ୍କୁ ଦିଆଯାଇଥିବା ଚିଠିରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାର ଲୋକଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟରେ ଆଶାନୁରୂପ ଲାଭ ହେବ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ। ବୃଷ: ପରିବାର ମଧୢରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। ହୋଟେଲ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ମିଥୁନ: ମନରେ ନକାରାତ୍ମକ…
ଅଧିକ ଖବର ଦେଖନ୍ତୁ...

ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ବାପ ପୁଅ ଆହତ

ବନ୍ତଳା :ଅନୁଗୁଳ ବ୍ଲକ ମାଣପୁର ଗ୍ରାମ ନିକଟରେ ଆଜି ସନ୍ଧ୍ୟାରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ବାପ ଓ ପୁଅ ଆହତ ହୋଇଛନ୍ତି । ପ୍ରାପ୍ତସୂଚନା ଅନୁଯାୟୀ ବନ୍ତଳା ଥାନା କରଡାସିଙ୍ଗ ଗ୍ରାମର କାହ୍ନୁ ଗୋଛାୟତ (୨୪) ପ୍ରତିଦିନ ଭଳି ଆଜି ମଧ୍ୟ ବନ୍ତଳା ଅଞ୍ଚଳକୁ ଦିନ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଜାତୀୟ ମତଦାତା ଦିବସ, ପାଳନ ପାଇଁ ପ୍ରସ୍ତୁତି ଶେଷ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ୧୧ତମ ଜାତୀୟ ମତଦାତା ଦିବସ ପାଳନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସରିଛି । କୋଭିଡ-୧୯ ମହାମାରୀର କଟକଣାକୁ ଦୃଷ୍ଟିରେ ରଖି ଏବର୍ଷ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ମତଦାତା ଦିବସ ତା…
ଅଧିକ ଖବର ଦେଖନ୍ତୁ...

ଟ୍ରକ ଧକ୍କାରେ ମୋପେଡ ଚାଳକଙ୍କ ମୃତ 

ଜୟପୁର: ଗତକାଲି ରାତି ସାଢ଼େ ୧୦ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ଅନ୍ତା ଗାଁ ନିକଟରେ ଜଣେ ଲୁନା ଚାଳକଙ୍କୁ ଗୋଟିଏ ଟ୍ରକ ଧକ୍କା ଦେବା ଫଳରେ ମୋପେଡ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଜଣକ ହେଉଛନ୍ତି ପାମ୍ପୁଣୀଗାଁର ବୃନ୍ଦାବନ ରାଉଳ(୫୫)। ସେ ଜୟପୁର ଆସି ନିଜ ମୋପେଡ ନଂ…
ଅଧିକ ଖବର ଦେଖନ୍ତୁ...

ପୁଣି ଧୋକାଦେଲା ଚୀନ, ପୂର୍ବ ଲଦାଖରେ ନିଜର ସୈନ୍ୟ ସଂଖ୍ୟା ବଢାଇଚାଲିଛି

ନୂଆଦିଲ୍ଲୀ : ପରସ୍ପର ମଧ୍ୟରେ ଭରସା ବୃଦ୍ଧି କରି ପୂର୍ବ ଲଦାଖରୁ ସେନା ପ୍ରତ୍ୟାହାର ପାଇଁ ଭାରତ-ଚୀନ ମଧ୍ୟରେ କଥାବାର୍ତ୍ତା ଚାଲିଥିବାବେଳେ ଚୀନ ତାହାର ଓଲଟା କାମ କରିଚାଲିଛି । ପୂର୍ବ ଲଦାଖସ୍ଥିତ ଏଲଏସିର ଫରଓ୍ବାର୍ଡ ପୋଜିସନଗୁଡ଼ିକରେ ଚୀନର ପିଏଲଏ ନିଜର ସୈନ୍ୟସଂଖ୍ୟା ବୃଦ୍ଧି କରିଚାଲିଛି…
ଅଧିକ ଖବର ଦେଖନ୍ତୁ...