Daily Archives

January 27, 2021

ସ୍ୱାମୀଙ୍କୁ ମୁଣ୍ଡଜାମିନ ରଖି ପତ୍ନୀଙ୍କ ଅଳଙ୍କାର ଲୁଟ୍‌ ମାମଲା : ୫ ଅଭିଯୁକ୍ତଙ୍କ ସହ ୬ ଗିରଫ, ମାଷ୍ଟରମାଇଣ୍ଡ୍…

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ଅପହରଣ ପରେ ମୁଣ୍ଡଜାମିନ ରଖି ତାଙ୍କ ପତ୍ନୀଙ୍କ ଠାରୁ ସୁନା ଗହଣା ଲୁଟି ନେବା ଘଟଣାର ମାସେ ୧୦ ଦିନ ପରେ ପର୍ଦ୍ଦାଫାସ କରିଛି ଖଲ୍ଲିକୋଟ ପୁଲିସ। ସୁନା ଗହଣା କିଣିଥିବା ବଣିଆ ଏବଂ ୫ ଲୁଟେରାଙ୍କୁ ପୁଲିସ…
ଅଧିକ ଖବର ଦେଖନ୍ତୁ...

ସଫେଇ କର୍ମଚାରୀଙ୍କ ପାଇଁ “ବଡା ଖାନା’’ କାର୍ଯ୍ୟକ୍ରମ

ବାରିପଦା : ବାରିପଦା ପୌରପରିଷଦ ପକ୍ଷରୁ ସଫେଇ କର୍ମଚାରୀଙ୍କ ପାଇଁ ଏକ ନିଆରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୌରପରିଷଦ କଲ୍ୟାଣ ମଣ୍ଡପରେ ସଫେଇ କର୍ମଚାରୀ, ସ୍ୱଚ୍ଛ ସୁପରଭାଇଜର୍‌, ସ୍ୱଚ୍ଛ ସାଥୀ ଓ ୱାର୍ଡ ଅଫିସର ମାନଙ୍କୁ ନେଇ ଆଜି ଏକ ‘‘ବଡା ଖାନା’’ କାର୍ଯ୍ୟକ୍ରମ…
ଅଧିକ ଖବର ଦେଖନ୍ତୁ...

ବାରିପଦାରେ ଆରମ୍ଭ ହେଲା ବାଇକ୍‌ ଆମ୍ବୁଲାନ୍‌ସ ସେବା, ଅପହଞ୍ଚ ଇଲାକାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାଜିବ ବାହକ

ବାରିପଦା: ଆଦିବାସୀ ଅଧ୍ୟୁଷିତ ଓ ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ବାଇକ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା। ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଏହି ବାଇକ ଆମ୍ବୁଲାନ୍ସ ସେବା ଜିଲ୍ଲାର ଖଣି ପାରିପାର୍ଶ୍ବିକ ଅଞ୍ଚଳରେ କାର୍ଯ୍ୟକାରୀ ହେବ।…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷଙ୍କ ପିତା ହରିଶ ମହାନ୍ତିଙ୍କ ପରଲୋକ

ବାରିପଦା: ବିଶିଷ୍ଟ ଶିକ୍ଷାବିତ, ସୁଲେଖକ, ସାହିତ୍ୟିକ ତଥା ଏମକେସି ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିଶ ଚନ୍ଦ୍ର ମହାନ୍ତିଙ୍କର ଗତକାଲି ୮୮ ବର୍ଷ ବୟସରେ ପରଲୋକ ଘଟିଯାଇଛି। ବାରିପଦା ପୌରପରିଷଦ ୱାର୍ଡ ନଂ-୧୦ ଅନ୍ତର୍ଗତ ନିଜ ବାସଭବନରେ ଗତକାଲି ସକାଳ ୯.୪୫ରେ ସ୍ବର୍ଗତ…
ଅଧିକ ଖବର ଦେଖନ୍ତୁ...

ଦେବୋତ୍ତର ବିଭାଗର ଅପାରଗତା, ହରିବଳଦେବଜୀଉ ମହାପ୍ରଭୁଙ୍କ ଦୈନିକ ନୀତିରେ ବିଘ୍ନ

ବାରିପଦା  : ୨ୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀଶ୍ରୀ ହରିବଳଦେବଜୀଉ ମହାପ୍ରଭୁଙ୍କ ରୀତିନୀତିରେ ଆଜି ଗୁରୁତର ବିଘ୍ନ ଦେଖାଦେଇଛି। ଦୈନନ୍ଦିନ ନୀତି ପାଇଁ ରେଜିଷ୍ଟରରେ ଉଲ୍ଲେଖ କରାଯାଇଥିବା ଖଲି ଦନା ସାମଗ୍ରୀ ସେବାୟତମାନଙ୍କୁ ଯୋଗାଇ ଦିଆ ନ ଯିବା ଫଳରେ ମହାପ୍ରଭୁଙ୍କ ଅବକାଶ ବାଲ୍ୟ ଭୋଗ ସକାଳ…
ଅଧିକ ଖବର ଦେଖନ୍ତୁ...

ବିବାଦ କୋଡିଙ୍ଗାମାଳି ଖଣି ଅଞ୍ଚଳରେ, ତାତି କୋରାପୁଟରେ

କୋରାପୁଟ: ଛିଣ୍ଟୁନି କୋଡିଙ୍ଗାମାଳି ଖଣି ଅଞ୍ଚଳରେ ବିବାଦ। ସପକ୍ଷ, ବିପକ୍ଷ କର୍ମଚାରୀଙ୍କ ମଧ୍ୟରେ ପ୍ରତିଦିନ ବିବାଦ ଦେଖାଉଥିବାବେଳେ ଦଳ ଦଳ ହୋଇ କୋରାପୁଟ ଜିଲ୍ଲାପାଳଙ୍କୁ ଆସି ଭେଟୁଥିବା ଦେଖିବାକୁ ମିଳିଛି। ଆଜି କୋରାପୁଟ ଉପଜିଲ୍ଲାପାଳଙ୍କ ନିକଟରେ ଗୋଟିଏ ଦଳ ଆସି ଡେରା…
ଅଧିକ ଖବର ଦେଖନ୍ତୁ...

ୟେସ୍ ବ୍ୟାଙ୍କ ସହ-ପ୍ରତିଷ୍ଠାତା ରାଣା କପୁରଙ୍କୁ ପୁଣି ଗିରଫ କଲା ଇଡି

ନୂଆଦିଲ୍ଲୀ : ୟେସ ବ୍ୟାଙ୍କର ସହ-ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରମୋଟର ରାଣା କପୁରଙ୍କୁ ପୁଣି ଥରେ ଗିରଫ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ ବା ଇଡି । ଦେବାଳିଆ ହୋଇଯାଇଥିବା ପିଏମସି ବ୍ୟାଙ୍କରେ ହୋଇଥିବା ୪୩୦୦ କୋଟି ଟଙ୍କାର ଠକେଇ ସହ ସଂପୃକ୍ତ ଏକ ମନିଲଣ୍ଡରିଂ ବା ବେଆଇନ ଅର୍ଥ କାରବାର…
ଅଧିକ ଖବର ଦେଖନ୍ତୁ...

ଓଜନ କମ କରିବା ଓ କର୍କଟ ରୋଗରୁ ଦୂରରେ ରଖିବା ସହ ଏହି ସବୁ ରୋଗରୁ ସୁରକ୍ଷା ଦିଏ ଲାଲ ରଙ୍ଗର କଦଳୀ

ଆପଣମାନେ ହଳଦିଆ ଏବଂ ସବୁଜ ରଙ୍ଗର କଦଳୀ ବିଷୟରେ ଶୁଣିଥିବେ, କିନ୍ତୁ ଆପଣ କେବେ ଲାଲ ରଙ୍ଗର କଦଳୀ ବିଷୟରେ ଶୁଣିଛନ୍ତି କି?  ଲାଲ ରଙ୍ଗର କଦଳୀ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି, କେହି କେହି ହୁଏତ ପ୍ରଥମ ଥର ଏହା ଶୁଣୁଥିବେ। ଲାଲ ରଙ୍ଗର କଦଳୀ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ପୂର୍ବ ଏସିଆର କିଛି…
ଅଧିକ ଖବର ଦେଖନ୍ତୁ...

ରାଉରକେଲାରେ ୨୩୦ ଫୁଟ ଉଚ୍ଚରେ ଉଡିଲା ତ୍ରିରଙ୍ଗା

ରାଉରକେଲା: ୭୨ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ର ମୁଖ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଦୀପକ ଚଟ୍ଟରାଜ ସେକ୍ଟର-୬ରେ ‘ଇସ୍ପାତ ସରୋବର ଉଦ୍ୟାନ’ର ଉଦଘାଟନ କରିଛନ୍ତି। ଏହି ଉଦ୍ୟାନର ବିଶେଷତ୍ଵ ହେଉଛି ଏହାର ମଧ୍ୟଭାଗରେ ଥିବା ୭୦ ମିଟର ( ପ୍ରାୟ ୨୩୦…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଯୋଜନା ଅନୁସାରେ କାମ ସ˚ପୂର୍ଣ୍ଣ ହୋଇଯିବ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବେକାରଙ୍କୁ ରୋଜଗାର ମିଳିପାରେ। ବ୍ୟବସାୟରେ ଲାଭ ହେବ। ବୃଷ: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ଟେଣ୍ଟ୍ ହାଉସ୍ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଭ୍ରମଣରେ ସମୟ ବିତିବ। ପରିବାରରେ…
ଅଧିକ ଖବର ଦେଖନ୍ତୁ...