Daily Archives

February 24, 2021

ଚୀନ ଟିକାକୁ ମଞ୍ଜୁରୀ ଦେଲା ନାହିଁ ଶ୍ରୀଲଙ୍କା, ଭାରତକୁ ଦେଲା କରୋନା ଟିକାର ଅର୍ଡର

କଲମ୍ବୋ: ଚୀନକୁ ବଡ ଝଟକା ଦେଇଛି ଶ୍ରୀଲଙ୍କା | ଶ୍ରୀଲଙ୍କା ଚୀନରେ ନିର୍ମିତ କରୋନା ଟିକା ସିନୋଫର୍ମକୁ ବ୍ୟବହାର କରିବାକୁ ମନା କରିଦେଇଛି | ଶ୍ରୀଲଙ୍କା ସିନୋଫର୍ମ ଟିକାକୁ ମଞ୍ଜୁରୀ ଦେବାକୁ ମନା କରିଥିବାବେଳେ ଶ୍ରୀଲଙ୍କା କ୍ୟାବିନେଟର ସହପ୍ରବକ୍ତା ଡାକ୍ତର ରମେଶ ପାଥିରାନା କହିଛନ୍ତି ଚୀନ…
ଅଧିକ ଖବର ଦେଖନ୍ତୁ...

ଅହମଦାବାଦ ଟେଷ୍ଟ : ୯୯ ରନରେ ୩ ଓ୍ବିକେଟ ହରାଇଲା ଭାରତ

ଅହମଦାବାଦ : ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ୩ୟ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୩ ଓ୍ବିକେଟ ହରାଇ ୯୯ ରନ କରିଛି । ଫଳରେ ଭାରତ ଏବେ ଇଂଲଣ୍ଡଠାରୁ ୧୩ ରନ ପଛରେ ରହିଛି । ରୋହିତ ଶର୍ମା ୫୫ ରନ ଓ ଅଜିଙ୍କ୍ୟ ରାହାଣେ ୧ ରନ କରି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସଠିକ୍‌ ନିଷ୍ପତ୍ତି ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ। ବୃଷ: ଯେଉଁ କାମ ହାତକୁ ନେବେ ପୂରା ମନୋଯୋଗରେ କରିବେ। ଧନଲାଭର ଯୋଗ ରହିଛି। କୌଣସି ବନ୍ଧୁ ସହିତ ମତଭେଦ ହୋଇପାରେ। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ସମୟ ପରେ ବି ଡାକ୍ତର ନ ପହଂଚିବାରୁ ଚାଲିଗଲା ରୋଗୀଙ୍କ ଜୀବନ, ଚିତ୍ରକୋଣ୍ଡା ଡାକ୍ତରଖାନାରେ ଉତ୍ତେଜନା

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଘଟିଛି ଏକ ଅଭାବନୀୟ ଘଟଣା l ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଡାକ୍ତର, ଷ୍ଟାଫ୍ ନର୍ସ ନଥିବାରୁ ରୋଗୀରଙ୍କୁ ଜରୁରୀ ଚିକିତ୍ସା ଦିଆଯାଇପାରି ନାହିଁ। ଡାକ୍ତରଙ୍କ ଅଭାବରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

୮୦ କୋଟି ଟଙ୍କାର ବିଦ୍ୟୁତ ବିଲ ଦେଖି ଅସୁସ୍ଥ ହୋଇପଡିଲେ ବୁଢା ମଉସା

ମୁମ୍ବାଇ: ବେଳେବେଳେ ଜଣେ ବ୍ୟକ୍ତିଙ୍କୁ ଏମିତି କିଛି ଝଟକା ଲାଗିଥାଏ ଯେ ଯାହାଦ୍ୱାରା ସେ ଅସୁସ୍ଥ ହୋଇପଡନ୍ତି | ମହାରାଷ୍ଟ୍ରର ନାଲାସୋପାରାରେ ଏମିତି ଏକ ଘଟଣା ଘଟିଛି, ଯେଉଁଠି ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କର ୮୦ କୋଟି ଟଙ୍କାର ବିଦ୍ୟୁତ ବିଲ ଦେଖି ଅସୁସ୍ଥ ହୋଇପଡିଛନ୍ତି | ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଆତ୍ମହତ୍ୟା ପାଇଁ ରଖିଥିବା ବିଷ ଆଇସକ୍ରିମ ଖାଇ ମହିଳାଙ୍କ ପୁଅ ଓ ଭଉଣୀର ମୃତ୍ୟୁ

ତିରୁବନନ୍ତପୁରମ: ନିଜ ଜୀବନ ହାରିବାକୁ ଆତ୍ମହତ୍ୟାର ବାଟ ବାଛିଥିଲେ | ଏଥିପାଇଁ ଆଇସକ୍ରିମରେ ମିଶାଇଥିଲେ ବିଷ | ତେବେ ନିଜେ ଖାଇବା ପୂର୍ବରୁ ଜାଣିନପାରି ବିଷାକ୍ତ ଆଇସକ୍ରିମ ଖାଇଦେଲେ ମହିଳାଙ୍କ ପୁଅ ଓ ଭଉଣୀ | ଆଉ ବିଷକ୍ରିୟା ଯୋଗୁଁ ଦୁହେଁ ଆରପାରିକୁ ଚାଲିଯାଇଛନ୍ତି | ଏହି ଘଟଣାରେ ଗିରଫ…
ଅଧିକ ଖବର ଦେଖନ୍ତୁ...

ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସରକାର ଜାରି କଲେ ସତର୍କ ସୂଚନା

ଭୁବନେଶ୍ବର: ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସରକାରଙ୍କ ସତର୍କତା ଜାରି କରିଛନ୍ତି। ଏସ୍ଆ‌ର୍ସି‌ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ସେ ଲେଖିଛନ୍ତି ଯେ, ହିଟୱେଭକୁ ପ୍ରତିହତ ପାଇଁ ସଚେତନତା କରାଯିବ । ଜଳଭାବ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୬ତମ ପ୍ରଗତି ବୈଠକ ଅନୁଷ୍ଠିତ, ଓଡ଼ିଶା ସମେତ ୧୨ଟି ରାଜ୍ୟରେ କାର୍ଯ୍ୟକାରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ୩୬ତମ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ୧୦ଟି ପ୍ରସଙ୍ଗର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ୮ଟି ପ୍ରକଳ୍ପ ସହିତ ଗୋଟିଏ ଯୋଜନା ଓ ଗୋଟିଏ କାର୍ଯ୍ୟକ୍ରମ ସଂକ୍ରାନ୍ତ ଅଭିଯୋଗ ସାମିଲ ରହିଥିଲା। ଆଠଟି…
ଅଧିକ ଖବର ଦେଖନ୍ତୁ...

ବୃଦ୍ଧାବସ୍ଥାରେ ଅଟୋ ଚଳାଇ ପୋଷୁଛନ୍ତି ପରିବାର; ନାତୁଣୀ ପାଠପଢ଼ା ପାଇଁ ବିକ୍ରି କରି ଥିଲେ ଘର, ସାହାଯ୍ୟରେ ମିଳିଲା…

ମୁମ୍ବାଇ: ମୁମ୍ବାଇର ଜଣେ ଅଟୋ ରିକ୍ସା ଚାଳକଙ୍କ ଦୁଃଖକୁ ଯିଏ ଶୁଣୁଥିଲା ତା’ ଆଖିରେ ଲୁହ ଜକେଇ ଆସୁଥିଲା। ତାଙ୍କର ଏହି ଦୁଃଖ କାହାଣୀ ପୋଷ୍ଟ ହେବାପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା। ଏହାପରେ ବୃଦ୍ଧଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଲୋକ ଆଗେଇ ଆସିଥି‌ଲେ। ବୃଦ୍ଧଙ୍କୁ ଏଯାବତ…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କ ବେଲୁନ୍ ପୋଷାକ ହେଲା ଭାଇରାଲ, ଲୋକେ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ପୁଣି ଥରେ ତାଙ୍କ ପୋଷାକକୁ ନେଇ ଟ୍ରୋଲ ହୋଇଛନ୍ତି। ଟୁଇଟରରେ ଅଭିନେତ୍ରୀମାନଙ୍କର ବିଭିନ୍ନ ପ୍ରକାରର କୌତୁହଳପୂର୍ଣ୍ଣ ଫଟୋକୁ ସେୟାର କରାଯାଉଛି। ଅଭିନେତ୍ରୀମାନେ ବି ନିଜ ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ନିଜ ଫଟୋ ସେୟାର କରିଥାଆନ୍ତି। ପ୍ରିୟଙ୍କାଙ୍କ…
ଅଧିକ ଖବର ଦେଖନ୍ତୁ...