Daily Archives

February 26, 2021

ଚାକିରି କରାଇବାକୁ କହି ଠକେଇ: ୩ ଗିରଫ

ଅନୁଗୁଳ: ଚାକିରି କରାଇ ଦେବାକୁ କହି ଠକେଇ କରିଥିବା ୩ ଜଣ ଲୋକଙ୍କୁ ଗିରଫ କରିଛି ପୁଲିସ। ସେମାନେ ହେଲେ ରାଜକିଶୋରପଡାର ରଂଜନ ତ୍ରିପାଠୀ, ମିତାଲି ତ୍ରିପାଠୀ ଓ ରେଙ୍ଗାଳି ଥାନା ବଜ୍ରକୋଟ ଅଂଚଳର ରଂଜନ ସାହୁ। ପୁଲିସ ସୂଚନା ଅନୁସାରେ, ଏମାନେ ଖବରକାଗଜରେ ଏକ ଜାଲ ନିଯୁକ୍ତି ବିଜ୍ଞାପନ…
ଅଧିକ ଖବର ଦେଖନ୍ତୁ...

ଚାକିରି ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ; ଜେଲଗଲା ଯୁବକ, ଦୁଇଦିନିଆ ରିମାଣ୍ଡରେ ଆଣିବ ପୁଲିସ

ଧଉଳି: ରେଲବାଇରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କ‌ା ଠକି ନେଇଥିବା ଜଣେ ଯୁବକକୁ ଧଉଳି ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ସେ ହେଲା ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ କରୁଣ ଗ୍ରାମର ସରୋଜ କୁମାର ଜେନା (୨୯) । ତେବେ କୋର୍ଟରେ ସରୋଜର ଜାମିନ ନାମଂଜୁର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଶ୍ରୀଜଗନ୍ନାଥଙ୍କ କେଉଁ ବରିଷ୍ଠ ସେବାୟତ ଓ ପୂଜକଙ୍କୁ ଡକାଇ ଘରେ ହୋମଯଜ୍ଞ କଲେ ମମତା ବାନାର୍ଜୀ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଶରଣରେ ମମତା । ପୁରୀରୁ ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କୋଲକାତା ଯାଇ ମମତାଙ୍କ ଘରେ ପୂଜାର୍ଚ୍ଚନା  କରିଛନ୍ତି । ଆଜି ନିର୍ବାଚନ କମିସନ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ମମତାଙ୍କ ବାସଭବନରେ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଚୀନ ଟିକା ଉପରେ ଭରସା ନାହିଁ, ଭାରତୀୟ ଟିକା ବ୍ୟବହାର କରିବ ଶ୍ରୀଲଙ୍କା

କଲୋମ୍ବୋ : ଚୀନ କରୋନା ଟିକା ବଦଳରେ ଭାରତରେ ପ୍ରସ୍ତୁତ ଟିକା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା । ଚୀନ କମ୍ପାନି ସିନୋଫାର୍ମ ଦ୍ବାରା ପ୍ରସ୍ତୁତ କରୋନା ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଂପୂର୍ଣ୍ଣ ହୋଇନଥିବାରୁ ଶ୍ରୀଲଙ୍କା ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶ୍ରୀଲଙ୍କା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରଚନାତ୍ମକ କାର୍ଯ୍ୟରେ ସମୟ ବିତିବ। କୌଣସି ପ୍ରତିଷ୍ଠିତ ଲୋକଙ୍କ ସହିତ ସାକ୍ଷାତ ହେବ। ନୂଆ କାରବାରରେ ଯଥେଷ୍ଟ ଲାଭ ପାଇବେ। ବୃଷ: ରାଜନୀତିକ, ସାମାଜିକ କାର୍ଯ୍ୟରେ ସମୟ ଦେବେ। ବ୍ୟବସାୟରେ ଲାଭ ହୋଇପାରେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ପାଇବେ। ମିଥୁନ: କୌଣସି କାମରେ…
ଅଧିକ ଖବର ଦେଖନ୍ତୁ...

ଅଦାଲତଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ‘ସିସୋର’ର ସଂପତ୍ତି ବାଜ୍ୟାପ୍ତି ପରେ ନିଲାମ ହେବ, ନିଲାମଲବ୍ଧ ଅର୍ଥ କ୍ଷତିଗ୍ରସ୍ତ…

କଟକ: ସିସୋର ଗ୍ରୁପ ଅଫ୍ କମ୍ପାନିଜର ସ୍ଥାବର ଓ ଅସ୍ଥାବର ସ˚ପତ୍ତି ବାଜ୍ୟାପ୍ତ କରି ନିଲାମ କରିବା ପାଇଁ ଚିଟ୍‌ଫଣ୍ତ ମାମଲାର ଶୁଣାଣି ଲାଗି ଗଠିତ ସ୍ବତନ୍ତ୍ର ଅଦାଲତ (ଡେଜିଗ୍‌ନେଟେଡ୍‌ କୋର୍ଟ) ନିର୍ଦ୍ଦେଶ ଦେଇଛନ୍ତି। ନିଲାମଲବ୍ଧ ଅର୍ଥ ଏହି ସ˚ସ୍ଥାର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ଶିକ୍ଷୟିତ୍ରୀରୁ ପୁଲିସ ଅଫିସରର ଯାତ୍ରା: ପରୀକ୍ଷା ଦେବାବେଳେ ପୁନମଙ୍କ ଗର୍ଭରେ ଥିଲା ୯ ମାସର ଶିଶୁ

ସଫଳତା ପାଇବାକୁ ହେଲେ କୌଣସି ସହଜ ବାଟ ନଥାଏ | ସଫଳତା ତାଙ୍କୁ ହିଁ ମିଳିଥାଏ, ଯିଏ କଠିନ ପରିଶ୍ରମ କରିଥାନ୍ତି | ଆଜି ଆମେ ଆପଣଙ୍କୁ ପୁନମ ଦଲାଲ ନାମ୍ନୀ ଅଫିସରଙ୍କ ବାବଦରେ କହିବୁ ଯିଏ ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଯାହାକି ପରିଶ୍ରମ ଓ ଇଛାଶକ୍ତିକୁ ପ୍ରମାଣିତ କରେ | ଏହି…
ଅଧିକ ଖବର ଦେଖନ୍ତୁ...

ଆଠଗଡ଼ରେ ବ୍ରାଉନ୍‌ ସୁଗାର ପରେ ଗଞ୍ଜେଇ ସହ କାର ଜବତ, ଚାଳକ ଅଟକ

ଆଠଗଡ: କଟକ ଜିଲ୍ଲା ଆଠଗଡ଼ ଅଂଚଳ ନିଶା ସାମ୍ରାଜ୍ୟର ଗଡ଼ ପାଲଟିଛି। ଏସ୍‌ଟିଏଫ୍‌ ଟିମ୍‌ ଗତ ୨୦ ତାରିଖରେ ଆଠଗଡ ଥାନା ଅନ୍ତର୍ଗତ ରାଧାପତିପୁର ନିକଟସ୍ଥ ପାରିଜାତ ହୋଟେଲ ଉପରେ ଚଢ଼ାଉ କରି ୧୭୪ ଗ୍ରାମର ବ୍ରାଉନ୍‌ ସୁଗାର ଜବତ କରିଥିବା ବେଳେ ଆଜି ପୁଣି ଗଂଜଇେ ସହ ଏକ କାର ଜବତ କରିଛି। ନିଶା…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ପରିବା-ଫଳ ଦୋକାନରେ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ପରିବା ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ବନ୍ଦ ପାଳନ ଯୋଗୁଁ ସମସ୍ତ ଦୋକାନ ବନ୍ଦ ଥିବାରୁ ଏକ ବଡ଼ଧରଣର ଦୁର୍ଘଟଣାରୁ ରକ୍ଷା ମିଳିଛି । ସୂଚନାନୁସାରେ, ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ସମ୍ମୁଖସ୍ଥ ପରିବା ଓ ଫଳ…
ଅଧିକ ଖବର ଦେଖନ୍ତୁ...

ଯୌନ ଉତ୍ପୀଡ଼ନ ମାମଲାକୁ କାର୍ପେଟ ତଳେ ଚାପି ଦେଇ ହେବନାହିଁ : ଜିଲ୍ଲା ଜଜଙ୍କୁ ତଦନ୍ତର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ…

ନୂଆଦିଲ୍ଲୀ: ‘ଯୌନ ଉତ୍ପୀଡ଼ନ ମାମଲାକୁ କାର୍ପେଟ ତଳେ ଚାପିଦେବାକୁ ଅନୁମତି ଦିଆଯାଇ ପାରିବ ନାହିଁ’ ବୋଲି ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) କହିଛନ୍ତି। ଏଥିସହ ମଧ୍ୟପ୍ରଦେଶର ଜନୈକ ଅବସରପ୍ରାପ୍ତ ଜିଲ୍ଲା ଜଜଙ୍କ ବିରୋଧରେ କନିଷ୍ଠ ମହିଳା ନ୍ୟାୟିକ ଅଧିକାରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...