Daily Archives

March 1, 2021

ସ୍ୱାମୀ- ସ୍ତ୍ରୀ ଭଳି ରହୁଥିଲେ ପୁରୁଷ ଯେତେ ନିର୍ଦ୍ଦୟ ହେଲେ ବି ତାଙ୍କୁ ବଳାତ୍କାରୀ ବୋଲି କୁହାଯାଇ ପାରିବ ନାହିଁ :…

ନୂଆଦିଲ୍ଲୀ: ‘ସ୍ୱାମୀ ଯେତେ ନିର୍ଦ୍ଦୟ ହେଲେ ବି ଯେତେବେଳେ ଦୁଇ ଜଣ ସ୍ୱାମୀ-ସ୍ତ୍ରୀ ଭାବରେ ବସବାସ କରୁଛନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଯୌନ ସମ୍ପର୍କକୁ ବଳାତ୍କାର ବୋଲି କୁହାଯାଇ ପାରିବ ନାହିଁ’ ବୋଲି ସୁପ୍ରିମ୍‌କୋର୍ଟ ଆଜି (ସୋମବାର) ମତ ଦେଇଛନ୍ତି। ଏଥିସହ ଏକାଠି ଥାଇ ପୁରୁଷ…
ଅଧିକ ଖବର ଦେଖନ୍ତୁ...

ଜୀବନ ଯନ୍ତ୍ରଣା: ଭିନ୍ନକ୍ଷମ ମାନଗୋବିନ୍ଦଙ୍କ ପାଇଁ ଆବାସ ସାତ ସପନ

ମହାକାଳପଡା:ରାଜଗଡ଼ ପଞ୍ଚାୟତ ନିୟାମତପୁର ଗ୍ରାମର ଭିନ୍ନକ୍ଷମ ମାନଗୋବିନ୍ଦ ଦାସ(୨୯)। ପରିବାର କହିଲେ ବୁଢା ବାପା। କିଛି ଦିନ ତଳେ ଆରପାରିକୁ ବାଟ କାଟିଛନ୍ତି ମା’। ମାନଗୋବିନ୍ଦଙ୍କ ଡାହାଣ ହାତ ଠିକ୍ ଭାବେ କାମ କରୁନି। ଭଲ ଭାବେ କଥା ବି କହି ପାରୁ ନାହାନ୍ତି। ବେଳେ ବେଳେ ବାତ ମାରୁଛି।…
ଅଧିକ ଖବର ଦେଖନ୍ତୁ...

ପିଏମ୍-କିଷାନ ଯୋଜନାର ସୁଫଳ ଓଡ଼ିଶାର ସବୁ ପଂଜୀକୃତ ଚାଷୀ ପାଉନାହାନ୍ତି, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ :…

ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍-କିଷାନ)ରେ ଓଡ଼ିଶାର ପ୍ରାୟ ୪୦ ଲକ୍ଷ ୫୦ ହଜାର ଚାଷୀ ପଞ୍ଜିକୃତ ହୋଇଥିବାବେଳେ ସମସ୍ତେ ଏହାର ସୁଫଳ ପାଉନାହାନ୍ତି । ସବୁ ପଂଜୀକୃତ ଚାଷୀ ଯେପରି ଏହାର ସୁଫଳ ପାଇବେ ସେ ଦିଗରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ …
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ପ୍ରେସ ଗାଡିରୁ ମିଳିଲା ଏକ କୁଇଣ୍ଟାଲ ଗଞ୍ଜେଇ

ଦେଓଗାଁ: ସୋମବାର ଭୋର ସକାଳ ୬ଟା ୧୫ ମିନଟ ସମୟରେ ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ସୋନଗଡ଼ ନଦୀ ଉପରେ ଦୁଇଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ହେଲେ ଗୋଟିଏ ଗାଡ଼ିରୁ ଏକ କୁଇଣ୍ଟାଲ ଗଞ୍ଜେଇ ମିଳିଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ଦେଓଗାଁ ଡାକବଙ୍ଗଳା ପଟରୁ ଯାଉଥିବା ଏକ…
ଅଧିକ ଖବର ଦେଖନ୍ତୁ...

ଭାରତର ଟିକା କମ୍ପାନିଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି ଚୀନ

ନୂଆଦିଲ୍ଲୀ : କରୋନା ଟିକା ପ୍ରସ୍ତୁତି କ୍ଷେତ୍ରରେ ଭାରତଠାରୁ ପଛେଇଯିବା ପରେ ଚୀନ ଏବେ ଭାରତର ଟିକା ପ୍ରସ୍ତୁତକାରୀ କମ୍ପାନିମାନଙ୍କ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରୁଛି । କିଛି ସପ୍ତାହ ତଳେ ଚୀନ ହ୍ୟାକରମାନେ  ଭାରତର ଦୁଇ ଟିକା ପ୍ରସ୍ତୁତିକାରୀ କମ୍ପାନି ସିରମ ଇନଷ୍ଟିଚ୍ୟୁଟ…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ ମୃତ୍ୟୁ, ଜାତୀୟ ରାଜପଥ ଅବରୋଧ

ଟିଟିଲାଗଡ: ସଡ଼କ ଦୁର୍ଘଟଣାରେ ଆଦର୍ଶ ବିଦ୍ୟାଳୟର ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ସେ ପାଟଣାଗଡ ଭଇସା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳୁ ଭୋରରୁ ସେ ନିଜ ଗାଁ ଟିଟିଲାଗଡ ବ୍ଲକ ତରାସିଙ୍ଗା ଠାରୁ ବାହାରି ଭଇସା ଯାଉଥିବା ସମୟରେ ବରଗାଁ ନିକଟସ୍ଥ ଲାନ୍ଥ ନଦୀ ବ୍ରିଜ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟ ପରାମର୍ଶଦାତା ଭାବରେ ନିଯୁକ୍ତ କଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂ। ବର୍ତ୍ତମାନ ଆଗାମୀ ନିର୍ବାଚନ ପାଇଁ ସେ ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂଙ୍କ ପାଇଁ କାମ କରିବେ। ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ୩ ନକ୍ସଲ ଗିରଫ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲା ଅନ୍ତର୍ଗତ ଆସୁର ଥାନା ଅଂଚଳରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ସହ ୩ ଜଣ ନକ୍ସଲଙ୍କୁ ଗିରଫ କରାଯାଇଛି। ଜିଲ୍ଲା ପୁଲିସ ସମେତ ୨୨୯ ଓ ୧୯୬ ସିଆରପିଏଫ ବାଟାଲିୟନର ଯବାନ ପ୍ରତିଦିନ ଭଳି ଗଲଗମ ଏବଂ ନଡପଲ୍ଲୀ ଜଂଗଲରେ କମ୍ବିଂ…
ଅଧିକ ଖବର ଦେଖନ୍ତୁ...

ସୁସ୍ଥ ହେଲେ ୭୬ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର: ଆଜି ରାଜ୍ୟରୁ ୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରିଛି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। Another 76 Covid patients have recovered and are being…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସାଧୀନ ଅବସ୍ଥାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ପାର୍ଥିବ ଶରୀରକୁ ପରିବାର ଲୋକଙ୍କ ଅପେକ୍ଷା

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କୁହୁରାକୋଟ ଗ୍ରାମର ଜଣେ କାର୍ଯ୍ୟରତ ବୀର ଯବାନଙ୍କର ଚିକିତ୍ସାଧୀନ ଅବସ୍ଥାରେ କୋଲକାତାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଖବର ପ୍ରସାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛ। ସୂଚନା ଅନୁସାରେ,…
ଅଧିକ ଖବର ଦେଖନ୍ତୁ...