Daily Archives

April 5, 2021

ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ଫ୍ଲାଏଓଭର ନିର୍ମାଣ ପ୍ରସଙ୍ଗ , ଆସନ୍ତା ୧୨ ତାରିଖ ସୁଦ୍ଧା ଫିଜିବିଲିଟି…

ଖୋର୍ଦ୍ଧା : ଆସନ୍ତା ୧୨ ତାରିଖରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ୍ ଗଡ଼କରୀ ଓଡ଼ିଶା ଆସୁଛନ୍ତି । ଏହା ମଧ୍ୟରେ ଜାତୀୟ ରାଜପଥ ପ୍ରାଧିକରଣ ୧୬ ନମ୍ବର ଜାତୀୟ ରାଜପଥର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ନିକଟରେ ଫ୍ଲାଏଓଭର ନେଇ ନିଜର ଫିଜିବିଲିଟି ରିପୋର୍ଟ ଦାଖଲ କରିବ ବୋଲି ଆଜି ଜିଲ୍ଳାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ମାନବିକତା ଦେଖାଇଲେ; ଗଛ ମୂଳରୁ ମୁମୂର୍ଷୁ ମହିଳା ଉଦ୍ଧାର

ସୁନ୍ଦରଗଡ଼: କିଛି ଦିନ ହେଲା ସୁନ୍ଦରଗଡ଼ ଶଙ୍କରା ପୁଲିସ ବାରାକ ପଡ଼ିଆ କଡ଼ ଏକ ଗଛ ମୂଳେ ଭୋକ-ଉପାସରେ ମୁମୂର୍ଷୁ ହୋଇ ପଡ଼ି ରହିଥିଲେ ଜଣେ ମାନସିକ ବିକୃତ ମହିଳା। ସେ ରାସ୍ତା ଦେଇ ସମସ୍ତେ ଯାଉଥିଲେ, ଏପରିକି ପୁଲିସ ବାବୁମାନଙ୍କର ଯାତାୟତ ମଧ୍ୟ ଲାଗି ରହିଥିଲା। କିନ୍ତୁ ସମସ୍ତେ ଦେଖି ନଦେଖିଲା…
ଅଧିକ ଖବର ଦେଖନ୍ତୁ...

ରାସ୍ତା କାମ ଶ୍ରମିକଙ୍କୁ ଠିକାଦାର ମଜୁରୀ ଦେଇ ନଥିବା ଅଭିଯୋଗ

ଜୟପୁର: ବୋରିଗୁମ୍ମା ବ୍ଲକର ସର୍ଗିଗୁଡା ପଞ୍ଚାୟତର ସାନଦୁବୁଲି ନିକଟରେ ନୂଆରେ ନିର୍ମାଣ କରାଯାଇଥିବା ପିଚୁରାସ୍ତା କାମରେ ନିୟୋଜିତ ୧୫ଜଣ ମହିଳା ଶ୍ରମିକଙ୍କର ମଜୁରୀ ଗତ ଦୁଇମାସ ହେବ ଠିକାଦାର ଦେଉ ନଥିବା ଅଭିଯୋଗ ହୋଇଛି। ଏହି ମହିଳାଙ୍କୁ ନେଇ ସମାଜସେବୀ ବି.ହରିରାଓ ଜିଲ୍ଲା ଶ୍ରମ…
ଅଧିକ ଖବର ଦେଖନ୍ତୁ...

ଜଲାପୁଟ-ମୁସିମ୍‌ ପୁଟ ରାସ୍ତା ନିର୍ମାଣ ପ୍ରସଙ୍ଗ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୁଗ୍ମ ବୈଠକ

କୋରାପୁଟ: କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଜୁଲାପୁଟରୁ ମୁସିମପୁଟକୁ ଯୋଡୁଥିବା ରାସ୍ତାର ଉନ୍ନତିକରଣ ପାଇଁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନ୍ଧ୍ର ଓ ଓଡ଼ିଶା କର୍ତ୍ତୃପକ୍ଷଙ୍କୁ ନେଇ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

କୁନ୍ଦା ଓ ମାର୍ଦ୍ଦିଗୁଛାରେ ଲଟକିଛି ବିକାଶ

ଖଜୁରୀପଡ଼ା : ଖଜୁରୀପଡ଼ା ବ୍ଲକ୍‌ ସଦରମହକୁମା ଠାରୁ ମାତ୍ର ୭କିଲୋମିଟର ଦୂରରେ ଥିବା ଗାଁ କୁନ୍ଦା ଓ ମାର୍ଦ୍ଦିଗୁଚ୍ଛା ଗ୍ରାମରେ ମୌଳିକ ସୁବିଧା ଅପହଞ୍ଚ ହୋଇଛି। ରାସ୍ତାଘାଟ, ପାନୀୟଜଳ ଓ ବିଜୁଳି ଭଳି ଅତ୍ୟାବଶ୍ୟକ ମୌଳିକ ସୁବିଧା ନଥିବା ବେଳେ ପ୍ରଶାସନ କିମ୍ବା ନିର୍ବାଚିତ ପ୍ରତିନିଧି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଶୁଳ୍କ ବର୍ଦ୍ଧିତକୁ ନେଇ କଂଗ୍ରେସର ଧାରଣା: ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା କଂଗ୍ରେସର ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ଆଜି ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ସାମ୍ନାରେ ବିଦ୍ୟୁତ ଶୁଳ୍କ ବର୍ଦ୍ଧିତକୁ ନେଇ ଧାରଣା ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ଅଭିଯୋଗ କରିଥିଲା ଯେ ୨୦୧୬ରେ ବିମୁଦ୍ରାକରଣ ଓ ପରେ ମହାମାରୀ କରୋନା ଯୋଗୁଁ…
ଅଧିକ ଖବର ଦେଖନ୍ତୁ...

ବିଜେପିର ଘରସଜଡ଼ା କସରତ, ଏକାଠି ହେଲେ ସାଂସଦ, ବିଧାୟକ ଓ ନେତୃବୃନ୍ଦ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ବିଜେପିର ଅଛନ୍ତି ୬ ବିଧାୟକ ଏବଂ ଜଣେ ଲୋକସଭା ସାଂସଦ। ଏହା ସହିତ ଜିଲ୍ଲାପରିଷଦ ସଭାପତି ମଧ୍ୟ ବିଜେପିରୁ ନିର୍ବାଚିତ। ତଥାପି ଜିଲ୍ଲାରେ ଦଳ ଯେପରି ପ୍ରଦର୍ଶନ କରିବା କଥା କରିପାରୁନାହିଁ। ଏପରିକି ଦଳର ନିର୍ବାଚିତ ସମସ୍ତ ବିଧାୟକ, ସାଂସଦ ଏବଂ…
ଅଧିକ ଖବର ଦେଖନ୍ତୁ...

ଫାର୍ମ ହାଉସରେ ହେମଗିରି ପୁଲିସର ଚଢ଼ଉ: ଚାଲିଥିଲା ଜୁଆ ଆଡ୍ଡା, ମାଲିକ ସମେତ ୧୮ ଗିରଫ

ସୁନ୍ଦରଗଡ଼: କନିକାସ୍ଥିତ ଏକ ଫାର୍ମ ହାଉସରେ ରବିବାର ହେମଗିରି ପୁଲିସ ଏକ ବଡ଼ ଧରଣର ଚଢ଼ାଉ କରିଛି। ବହୁଦିନ ଧରି ଏଠାରେ ଜୁଆ ଖେଳ ଚାଲିଥିଲା। ଆଡ୍ଡାରୁ ମାଲିକ ଉତ୍ତମ ଦେ (ଗୋପୁ) ସମେତ ୧୮ ଜଣକୁ ପୁଲିସ ଗିରଫ କରିଥିବା ବେଳେ ଗୋଟିଏ କାର୍, ୧୦ଟି ବାଇକ୍, ୧୭ଟି ମୋବାଇଲ ଓ ନଗଦ ୧.୭୬ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

ଉତ୍କଟ ପା‌ନୀୟ ଜଳ ସମସ୍ୟା

କୋରାପୁଟ: କୋରାପୁଟ ବ୍ଲକ ପଦ୍ମପୁର ପଞ୍ଚାୟତ ଅନ୍ତର୍ଗତ ମୋହନପଡା ଗାଁର ଅଧିବାସୀ ପିଇବାପାଣି ସମସ୍ୟା ନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତରଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମରେ ୩୬୪ଘର ରହୁଥିବା ବେଳେ ପିଇବା ପାଣି ପାଇଁ ମାତ୍ର ୪ଟି ନଳକୂପ ଅଛି । ମାତ୍ର ଦଃଖର ବିଷୟ ୩ନଳକୂପ ଅଚଳ…
ଅଧିକ ଖବର ଦେଖନ୍ତୁ...

ସିଓୟୁ ନାମରେ ନକଲି ନୋଟିସ, ଥାନାର ଦ୍ବାରସ୍ଥ ହେବେ କର୍ତ୍ତୃପକ୍ଷ

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ନାମରେ ନକଲି ନୋଟିସ ନେଇ ଥାନାର ଦ୍ବାରସ୍ଥ ହେବେ କର୍ତ୍ତୃପକ୍ଷ। ଆଜିଠୁ ବିଶ୍ବବିଦ୍ୟାଳୟ ଖୋଲୁଥିବା ଦର୍ଶାଇ ସାମାଜିକ ଗଣମାଧ୍ୟମରେ ଏକ ନୋଟିସ ଭାଇରାଲ ହେଉଥିଲା। ଏହାକୁ ନେଇ ଛାତ୍ରଛାତ୍ରୀମାନେ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପରେ…
ଅଧିକ ଖବର ଦେଖନ୍ତୁ...