Daily Archives

July 4, 2021

ଭଞ୍ଜନଗରରେ ବନ୍ଦ ହେଲା ଉତ୍ସର୍ଗୀକୃତ କୋଭିଡ କେୟାର ହସ୍‌ପିଟାଲ

ଭଞ୍ଜନଗର: କରୋନା ମହାମାରୀର ଦ୍ବୀତିୟ ଲହରକୁ ଦୃଷ୍ଟିରେ ରଖି ଗତ ଏପ୍ରିଲ ମାସ ୨୪ ତାରିଖରେ ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଏସ୍‌ସିଏସ୍‌ଟି ଛାତ୍ରୀ ନିବାସ ଏବଂ ସିଟି ସ୍କୁଲର ଛାତ୍ରାବାସରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ କେୟାର ହସ୍‌ପିଟାଲ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବୃଷ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଅନୁକୂଳ। ଜୀବନସାଥୀ…
ଅଧିକ ଖବର ଦେଖନ୍ତୁ...

ଏମ୍‌ସରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ

ଭଦ୍ରକ: ବରିଷ୍ଠ ବ‌ିଜେପି ନେତା ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବରସ୍ଥିତ ବାସଭବନରେ ଥିବାବେଳେ ଶ୍ରୀ ସେଠୀ ଆଜି ଅସୁସ୍ଥ ହୋଇ ପଡ଼ିଥିଲେ। ଏମ୍‌ସରେ ତାଙ୍କର କୋଭିଡ୍ ଟେଷ୍ଟ କରାଯିବା ପରେ ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ବାପାର କାଠଫାଳ ମାଡ଼ରେ ପୁଅର ମୃତ୍ୟୁ

ବିଶୋଇ: ବାପାର କାଠଫାଳ ମାଡ଼ରେ ପୁଅର ଜୀବନ ଯାଇଛି। ସେହିପରି ବୋହୂ ଗୁରୁତର ଆହତ ହୋଇଛନ୍ତି। ପୁଲିସ ଏନେଇ ମାମଲା ରୁଜୁ କରିବା ସହ ହତ୍ୟାକାରୀକୁ ଗିରଫ କରିଛି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍‌ ତାମଳବନ୍ଧ ଗ୍ରାମରେ। ସୂଚନା ଥାଉକି ରାମ ଟୁଡୁ (୬୫), ପୁଅ ଗୋପୀନାଥ…
ଅଧିକ ଖବର ଦେଖନ୍ତୁ...

ବେଆଇନ ନିର୍ମାଣ ପଥର ଚାଲାଣ, ଟ୍ରକ୍ ଜବତ, ୨ ଗିରଫ

ଖୋର୍ଦ୍ଧା : ଗତକାଲି ରାତିରେ ବେଆଇନ ଭାବେ ନିର୍ମାଣ ପଥର (କଳା ମୁଗୁନି) ଚାଲାଣ ବେଳେ ଖୋର୍ଦ୍ଧା ସଦର ଥାନା ପୁଲିସ ଏକ ଟ୍ରକ୍ ଜବତ କରିବା ସହ ୨ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ଏକ ଟ୍ରକ୍ (ଓଡି ୦୨ ଡବ୍ଲୁ ୩୨୦୨) କଳା ମୁଗୁନି ପଥର…
ଅଧିକ ଖବର ଦେଖନ୍ତୁ...

ହାର ମାନିନାହାନ୍ତି ଜନ୍ମରୁ ଦିବ୍ୟାଙ୍ଗ ଥିବା ୫୦ ବର୍ଷ ବୟସ୍କା କୁମାରୀ; ବିନା ସରକାରୀ ସହାୟତା‌ରେ ଏକାକୀ ଜାରି…

ଭଞ୍ଜନଗର: ପିଲାଟି ଦିନରୁ ବାପା ଛାଡି ଚାଲିଗଲେ। ମାଆ ଦୁଇ ଭାଇ ପରିବାରର ସାହାର ହୋଇଥିବା ବେଳେ ଦୁଇ ଭାଇ ମଧ୍ୟ କିଛି ବର୍ଷ ବ୍ୟବଧାନରେ ରୋଗରେ ଆକ୍ରାନ୍ତ ହୋଇ ଦୁହେଁ ଆରପାରିକୁ ଚାଲି ଯାଇଛନ୍ତି। ଭାଗ୍ୟକୁ ଆଦରି ମାଆ ସହ ଯେନତେନ ଚଳି ଆସୁଥିବା ବେ୍ଳେ ମାଆ ମଧ୍ୟ ଜୀବନ ସଂଗ୍ରାମରେ ଦୀର୍ଘ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମରେ କରୋନା ଦ୍ବିତୀୟ ଲହର ମୃତ୍ୟୁ ସଂଖ୍ୟା ୧୦୦ ଛୁଇଁଲା

ଛତ୍ରପୁର: ଗଞ୍ଜାମରେ କରୋନା ସଂକ୍ରମଣ ହାରରେ ବେଶ୍ ସୁଧାର ଆସିଛି। ହେଲେ ମୃତ୍ୟୁହାର ଥମୁନି। ଆଜି ପୁଣି କରୋନାରେ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୬୫ ବର୍ଷୀୟ ବୃଦ୍ଧା, ୪୪ ବର୍ଷୀୟ ଜଣେ ମହିଳା ଓ ୩୮ ବର୍ଷୀୟ ଜଣେ ପୁରୁଷ ରହିଛନ୍ତି। ଏହାକୁ ମିଶାଇ ଦ୍ବିତୀୟ ଲହର୍‌ ମୃତ୍ୟୁ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ ଏୟାର ବେସରେ ଆକ୍ରମଣ ପରେ ଶ୍ରୀନଗର ସହରରେ ଡ୍ରୋନ୍ ବ୍ୟବହାର ଉପରେ ଲାଗିଲା ରୋକ

ଶ୍ରୀନଗର: ଜମ୍ମୁ ବାୟୁସେନା ବେସରେ ଡ୍ରୋନ୍ ଆକ୍ରମଣର ଏକ ସପ୍ତାହ ପରେ ଶ୍ରୀନଗର ପ୍ରଶାସନ ଡ୍ରୋନ୍ ବ୍ୟବହାର, ପରିବହନ, ଗଛିତ କରି ରଖିବା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ ମହମ୍ମଦ ଏଜାଜଙ୍କ କାର୍ଯ୍ୟାଳୟ ଦ୍ୱାରା ଜୁଲାଇ ୩ରେ ଜାରି କରାଯାଇଥିବା ନିର୍ଦେଶ…
ଅଧିକ ଖବର ଦେଖନ୍ତୁ...

ଅନୁଗୁଳ ଜିଲ୍ଲାରେ ଜନନୀ ସୁରକ୍ଷା ଓ ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଚାଲିଥିବା ଜନନୀ ସୁରକ୍ଷା ଓ ଣିଣୁ ସୁରକ୍ଷା କାର୍ଯ୍ୟକ୍ରମ ଉପରେ ପ୍ରଶ୍ନବାଚୀ ଲାଗିଚି। ସରକାରୀ ତଥ୍ୟ କହୁଛି ଜିଲ୍ଲାରେ  ଜନ୍ମ ହୋଇଛନ୍ତି ୧୦୮ ମଲାଛୁଆ। ମା’ ପେଟରୁ ହିଁ ତାଙ୍କର ଜୀବନ ଯାଇଛି। ୧୦୩ଜଣ ନବଜାତକ ଶିଶୁ ମା ଗର୍ଭରୁ ଜନ୍ମ ହେବାର କେଇଟା ମାସ ପରେ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଦଙ୍ଗା : ଜୁଲାଇ ୬ରୁ ପୁଣି ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ ଏନଏଚଆରସି ଦଳ

କୋଲକାତା : ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନ ପରବର୍ତ୍ତୀ ଦଙ୍ଗା ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଦ୍ବାରା ଗଠିତ ତଥ୍ୟ ଅନୁସଂଧାନକାରୀ ଦଳ ଆସନ୍ତା ୬ ଓ ୭ ତାରିଖରେ ମାଲଦା ଓ ୮ ତାରିଖରେ ମୁର୍ସିଦାବାଦ ଗସ୍ତରେ ଯାଇ ଦଙ୍ଗା ପ୍ରଭାବିତ ଅଞ୍ଚଳ ବୁଲି…
ଅଧିକ ଖବର ଦେଖନ୍ତୁ...