Daily Archives

September 18, 2021

ମୋଦୀ ବିରୋଧୀ ଚେହେରା ହେବାରେ ବିଫଳ ହୋଇଛନ୍ତି ରାହୁଲ ଗାନ୍ଧୀ, ମମତା ବାନାର୍ଜୀଙ୍କୁ ଚାହୁଁଛନ୍ତି ଦେଶବାସୀ: ଟିଏମସି

କୋଲକାତା: ଟିଏମସି ପକ୍ଷରୁ ଆସିଛି ବଡ଼ ବୟାନ। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ଟକ୍କର ଦେଇପାରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା ବାନାର୍ଜୀଙ୍କୁ ଛାଡ଼ିଦେଲେ ଆଉ କେହି ମୋଦୀଙ୍କୁ ଟକ୍କରର ଦେଇପାରିବେ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ…
ଅଧିକ ଖବର ଦେଖନ୍ତୁ...

୨୭ ସେପ୍ଟମ୍ବର ଭାରତବନ୍ଦ ପାଇଁ ବାମପନ୍ଥୀ ଦଳର ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଓ ବାମଦଳ ଗୁଡ଼ିକ ପକ୍ଷରୁ ଆସନ୍ତା ୨୭ ତାରିଖରେ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହାକୁ କଂଗ୍ରେସ ସମର୍ଥନ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାରେ ଭାରତବନ୍ଦକୁ କିଭଳି ସଫଳ କରାଯିବ ସେନେଇ ଆଜି ଉକ୍ତ ଦଳ ଗୁଡ଼ିକ ପକ୍ଷରୁ ଏକ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ବିଧାୟକ ଦଳ ବୈଠକରେ ନିଷ୍ପତ୍ତି : ସୋନିଆ ବାଛିବେ ପଂଜାବର ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ଆଜି ଅନୁଷ୍ଠିତ ପଂଜାବ କଂଗ୍ରେସ ବିଧାୟକ ଦଳ ନେତା ବୈଠକରେ ଦୁଇଟି ସଂକଳ୍ପ ଗୃହୀତ ହୋଇଛି । ପ୍ରଥମ ସଂକଳ୍ପରେ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିବାବେଳେ ଦ୍ବିତୀୟ ସଂକଳ୍ପରେ ବିଧାୟକ ଦଳ ନେତା ଅର୍ଥାତ ପରବର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଆପ ନେତାଙ୍କ ବୟାନକୁ ନେଇ ରାଗି ଗଲେ ରାକ୍ଷୀ, କହିଲେ-‘ମୋ ଠାରୁ ଦୂରେଇ ରୁହ, ନଚେତ…’

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି। ରାକ୍ଷୀ ସାୱନ୍ତଙ୍କ ଆଇଟମ ଡ୍ୟାନ୍ସ ବି ଚର୍ଚ୍ଚାରେ ରହିଥାଏ। ନିକଟରେ ଆମ ଆଦମୀ ପାର୍ଟି ନେତା ରାଘବ ଚଡ୍ଡା ଏକ ବୟାନରେ ସାକ୍ଷୀ ସାୱନ୍ତଙ୍କୁ ନେଇ ଆଲୋଚନା କରିଥିଲେ। ଏହା ରାକ୍ଷୀ…
ଅଧିକ ଖବର ଦେଖନ୍ତୁ...

ବଜାରରୁ ଶସ୍ତା ସାବୁନ କିଣିବା ବାପାଙ୍କୁ ମହଙ୍ଗା ପଡ଼ିଲା, ଜଳିଗଲା ଶିଶୁର ଶରୀର

ନୂଆଦିଲ୍ଲୀ: ଶିଶୁମାନଙ୍କ ଚର୍ମ ବହୁତ କୋମଳ ହୋଇଥାଏ। ସେଥିପାଇଁ ବାପା-ମା’ ଶିଶୁଙ୍କ ଶରୀର ପାଇଁ ବ୍ୟବହୃତ ତେଲ ହେଉ ଅବା ପାଉଡର କି ସ୍ୟାମ୍ପୁ କିଣିବା ସମୟରେ ବହୁ ଯତ୍ନଶୀଳ ହୋଇ କିଣି ଥାଆନ୍ତି। କିନ୍ତୁ ଅନେକ ଥର ଅଧିକ ଟଙ୍କା ଖର୍ଚ୍ଚରୁ ବଞ୍ଚିବା ପାଇଁ ବାପା-ମା’ମାନେ ଏମିତି କିଛି…
ଅଧିକ ଖବର ଦେଖନ୍ତୁ...

୧୮୦୦ ‌ଲିଟର ଦେଶୀ ମଦ ଜବତ, ୨ ଗିରଫ

ପୁରୀ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଓ ଅବକାରୀ ଅଧୀକ୍ଷକ ତତ୍ୱବାଧାନରେ ତଥା ସାତପଡ଼ା ଅବକାରୀ ଏସଆଇ ବିନୋଦ ବାସ୍କେଙ୍କ ନେତୃତ୍ୱରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଂଚଳରେ ଚଢ଼ଉ କରାଯାଇ ବେଆଇନ ଭାବେ ନିଶା କାରବାର କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି। ଜଣେ ଫେରାର ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କାର ଚୋରି ପାଣିପମ୍ପ ଓ ବିଦ୍ୟୁତ୍‌ ଉପକରଣ ଉଦ୍ଧାର, ୩ ଗିରଫ

କଂଟାବାଞ୍ଜି: ବଲାଙ୍ଗୀର ଜିଲ୍ଳା କଂଟାବାଞ୍ଜି ଧୁବାପଡ଼ାରୁ ପୁଲିସ ଲକ୍ଷାଧିକ ଟଙ୍କାର ଚୋରି ପାଣିପମ୍ପ ଓ ବିଦୁତ୍‌ ଉପକରଣ ଉଦ୍ଧାର କରିଛି। ଉଦ୍ଧାର ସାମଗ୍ରୀଗୁଡ଼ିକ ମଧ୍ୟରେ ୩ଟି ସବ୍‌ମର୍‌ସିବଲ୍‌ ପାଣିପମ୍ପ, ୨ଟି ବାଇକ୍‌, ୫ଟି ଜେନେରେଟର, ୨ଟି ସୋଲାର ପ୍ଲେଟ, ଷ୍ଟାବଲାଇଜର, ବିଦ୍ୟୁତ୍‌…
ଅଧିକ ଖବର ଦେଖନ୍ତୁ...

ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି, ପଞ୍ଜାବକୁ ବରବାଦ କରିଦେବେ: କ୍ୟାପଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼ : ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ସିଦ୍ଧୁଙ୍କୁ ସେ ମୁଖ୍ୟମନ୍ତ୍ରୀଭାବେ ଗ୍ରହଣ କରିବେ ନାହିଁ । ସିଦ୍ଧୁ ଜଣେ ଅଯୋଗ୍ୟ ବ୍ୟକ୍ତି । ମନ୍ତ୍ରୀ ଥିବାବେଳେ ସେ ଗୋଟିଏ ବିଭାଗକୁ ଚଳାଇପାରିଲେ ନାହିଁ, ମୁଖ୍ୟମନ୍ତ୍ରୀ ହେବା ପରେ ସେ ସମଗ୍ର…
ଅଧିକ ଖବର ଦେଖନ୍ତୁ...

ହିନ୍ଦୀ ପୁସ୍ତକ ‘କଲ୍ୟାଣୀ’ର ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମିଳିବ ସାହିତ୍ୟ ଅକାଦେମି ଅନୁବାଦ…

ଭୁବନେଶ୍ବର: ଘୋଷଣା ହେଲା ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇଥିବା ବିଜେତାଙ୍କ ନାଁ। ଏହି ପୁରସ୍କାର ପାଇଁ ୨୪ଜଣଙ୍କୁ ବଛାଯାଇଥିବା ବେଳେ ଓଡ଼ିଆ ଅନୁବାଦ ପାଇଁ ମଞ୍ଜୁ ମୋଦୀଙ୍କୁ ମନୋନୀତ କରାଯାଇଛି। ୨୪ଟି ଭିନ୍ନ ଭିନ୍ନ ଭାଷ‌ା ପାଇଁ ୨୪ଜଣଙ୍କୁ ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ: ୨ବର୍ଷୀୟ ଶିଶୁର ସଫଳ ଏକମୋ ଚିକିତ୍ସା କରିି ଇତିହାସ ରଚିିଲା ଭୁବନେଶ୍ବର ଏମ୍ସ

ଭୁବନେଶ୍ବର: ଇତିହାସ ରଚିିବା ସହ ନିଜ ସଫଳତାରେ ଏକ ନୂତନ ଫର୍ଦ୍ଦ ଯୋଡ଼ିଛି ଭୁବନେଶ୍ବର ଏମ୍ସ। ଜନୈକ ୨୨ମାସର ଶିଶୁ ଉପରେ ସଫଳ ଏକମୋ ଚିକିତ୍ସା କରିି ଏବେ ଚର୍ଚ୍ଚାରେ ଭୁବନେଶ୍ବର ଏମ୍ସ ହସ୍ପିଟାଲ। କାରଣ, ଏପରି ବିରଳ ସଫଳତା ଜିଲ୍ଲା କିମ୍ବା ରାଜ୍ୟରେ ନୁହେଁ, ଦେଶରେ ପ୍ରଥମ ବୋଲି…
ଅଧିକ ଖବର ଦେଖନ୍ତୁ...