Daily Archives

September 18, 2021

ବିପଦ ସଂକେତ ତଳକୁ ଖସିଲା ବୈତରଣୀର ବନ୍ୟା ଜଳ  

ଭଦ୍ରକ: ବୈତରଣୀ  ନଦୀର ଜଳ ସ୍ତର ବିପଦ ସଂକେତ ତଳେ ପ୍ରବାହିତ ହେଉଛି। ଆଜି ସକାଳ ଠାରୁ ଜଳ  ସ୍ତର ହ୍ରାସ ପାଇ  ସନ୍ଧ୍ୟା ସୁଦ୍ଧା ୧୭.୪୨ ମିଟର ତଳେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ନଥିବାରୁ ଜଳ ସ୍ତର କମିଛି। କିନ୍ତୁ ତଳିଆ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ରାସ୍ତା-ଘାଟ ଓ…
ଅଧିକ ଖବର ଦେଖନ୍ତୁ...

ରାଜସ୍ୱ ସଚିବଙ୍କ ବୋରିଗୁମ୍ମା ଗସ୍ତ 

ବୋରିଗୁମ୍ମା: କୋରପୁଟ ଜିଲ୍ଲା ବୋରିଗୁମ୍ମା ଗସ୍ତରେ ଓଡ଼ିଶାର ରାଜସ୍ୱ ସଚିବ। ଆଜି ବୋରିଗୁମ୍ମା ବ୍ଲକ କୁମୁଲି ଏବଂ କାମତା ଗସ୍ତରେ ଯାଇ ସରକାରୀ ଉଚ୍ଚ ବିଦ୍ୟାଳୟ କୁମୁଲି ପରିଦର୍ଶନ କରିଥିଲେ ରାଜସ୍ୱ ସଚିବ ବିଷ୍ଣୁ ପ୍ରସାଦ ସେଠୀ ଏବଂ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅକତର। ସ୍ମାର୍ଟ କ୍ଲାସ ଏବଂ…
ଅଧିକ ଖବର ଦେଖନ୍ତୁ...

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳର ବୈଠକର କିଛି ସମୟ ପୂର୍ବରୁ ସେ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଅପମାନିତ…
ଅଧିକ ଖବର ଦେଖନ୍ତୁ...

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ରୁ ଊର୍ଧ୍ବ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଢ଼େଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ କଂଗ୍ରେସରେ କନ୍ଦଳ, ଇସ୍ତଫା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର

ଚଣ୍ଡିଗଡ଼ : ପଞ୍ଜାବ କଂଗ୍ରେସରେ କନ୍ଦଳ ଶେଷ ହେବାର ନାଁ ଧରୁ ନାହିଁ । କଂଗ୍ରେସ ହାଇକମାଣ୍ଡଙ୍କ ଅଣଦେଖାକୁ ନେଇ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବେଶ ମର୍ମାହତ ଥିବା କୁହାଯାଉଛି । ଆଜି ଅପରାହ୍ଣ ୫ଟା ବେଳେ କଂଗ୍ରେସ ବିଧାୟକ ଦଳର ବୈଠକ ହେବାକୁ ଥିବାବେଳେ ତା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ-ଜୟପୁର ମଧ୍ୟରେ ତିଆରି ହେବ ଦେଶର ପ୍ରଥମ ଇ-ହାଇୱେ! ରାସ୍ତାରେ ଚାଲୁଥିବା ସମୟରେ ଚାର୍ଜ ହେବ ଗାଡ଼ି

ନୂଆଦିଲ୍ଲୀ: ସାରା ବିଶ୍ୱ ପ୍ରଦୂଷଣ ରୋକିବାକୁ ବିଦ୍ୟୁତ୍ ଚାଳିତ ଯାନ ଉପରେ ଗୁରୁତ୍ୱ ଦେଉଛି । ଭାରତରେ ବି ଏନେଇ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ କରାଯାଉଛି । ହେଲେ ସରକାରଙ୍କ ଉଦ୍ୟମ ପରେ ବି ଭାରତରେ ବିଦ୍ୟୁତ୍ ଚାଳିତ ଯାନ ବ୍ୟବହାରକାରୀଙ୍କ ସଂଖ୍ୟା ବିଶେଷ ବୃଦ୍ଧି ହେଉନଥିବା ନଜର ଆସିଛି…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୩୧ରେ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ, ଆଜି ଟିଏମସିିରେ ଯୋଗ ଦେଲେ ବାବୁଲ ସୁପ୍ରିୟ

ନୂଆଦିଲ୍ଲୀ: ଆସାନସୋଲ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ଆଜି ତୃଣମୂଳ କଂଗ୍ରେସ (ଟିଏମସି) ରେ ଯୋଗ ଦେଇଛନ୍ତି। ଜୁଲାଇ ୩୧,୨୦୨୧ରେ ରାଜନୀତିରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଥିଲେ। ସେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗଦେବେ ନାହିଁ ବୋଲି ଦାବି କରି ରାଜନୀତି…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ ପରେ ପଦ ଛାଡ଼ିବେ ଶାସ୍ତ୍ରୀ, କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍

ନୂଆଦିଲ୍ଲୀ: କ୍ରି‌କେଟର ଅନିଲ କୁମ୍ବଲେଙ୍କ ଜୀବନରେ ନୂଆମୋଡ  ଆସିପାରେ। ଟି-୨୦ ବିଶ୍ବକପ ପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯିବ ଏବଂ ଏହାପରେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଟିମ୍ ଇଣ୍ଡିଆର ମୁଖ୍ୟକୋଚ୍ ପଦବି ପାଇଁ ଅନିଲ କୁମ୍ବଲେଙ୍କୁ ଆବେଦନ କରିବାକୁ କହିପାରେ।…
ଅଧିକ ଖବର ଦେଖନ୍ତୁ...

ଜେଲ୍ ଗଲେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ

ରାଉରକେଲା: ବିଶ୍ରାମ ଗୃହରେ ଥିବା ଜଣେ ଆଦିବାସୀ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଅଭିଯୁକ୍ତ ହେଉଛନ୍ତି ଇଣ୍ଡିଆନ ଅଏଲ ଫିଲିଂ ଷ୍ଟେସନର କର୍ମଚାରୀ ସୁମନ୍ତ ନନ୍ଦ। ରାଉରକେଲା ଏୟାର ଷ୍ଟ୍ରିପରେ ଏକ ଠିକା…
ଅଧିକ ଖବର ଦେଖନ୍ତୁ...

୬ ଦିନ ହେଲା ପାଣି ଘେରରେ କୋଷ୍ଠୀମାଲିକାପୁର ଓ ସରଦୋଳା ଜେନା ସାହି: ଏଯାଏଁ ରିଲିଫ୍ ମିଳିନାହିଁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ତିର୍ତୋଲ ବ୍ଲକ କନକପୁର ପଞ୍ଚାୟତ କୋଷ୍ଠୀମାଲିକାପୁର ଓ ସରଦୋଳା ଜେନା ସାହି ୬ ଦିନ ହେଲା ପାଣି ଘେରରେ ରହିଛି। ୧୬ଟି ପରିବାରକୁ ଏ ପର୍ଯ୍ୟନ୍ତ ରିଲିଫ୍ ମିଳିନାହିଁ।  ଗାଁ ପାଖ ରାସ୍ତାର ଗୋଟିଏ ପାର୍ଶ୍ୱରେ ବର୍ଷା ପାଣି ନିଷ୍କାସନ ନ ହେବା ଫଳରେ ଧାନଗଛ…
ଅଧିକ ଖବର ଦେଖନ୍ତୁ...