Daily Archives

September 27, 2021

ବଜ୍ରପାତରେ ଚାଷୀ ଦମ୍ପତିଙ୍କ ସହିତ ୩ ମୃତ

ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା କୁଶାମୁରା ବଡ଼ମାଲରେ ସୋମବାର ଏକ ଦୁଃଖଦ ଘଟଣା ଘଟିଛି । ବଜ୍ରପାତରେ ଏକ ଦମ୍ପତି ସହ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଏହି ଗାଁର ଅନ୍ତର୍ଯ୍ୟାମୀ ମାଝୀ (୪୫), ତାଙ୍କ ସ୍ତ୍ରୀ ପଦ୍ମିନୀ ମାଝୀ (୩୭) ଓ କୃଷି ଶ୍ରମିକ ବୁଧୁଆ ବାଗେ…
ଅଧିକ ଖବର ଦେଖନ୍ତୁ...

୧୪୭ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ଚିହ୍ନଟ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି : ୮୧୧ କିଲୋ ଗଞ୍ଜେଇ ଜବତ, ୭ ଗିରଫ

ମାଲକାନଗିରି : ମାଲକାନଗିରି ଜିଲ୍ଲା  ଚିତ୍ରକୋଣ୍ଡା ପୁଲିସକୁ ପୁଣି ମିଳିଛି ଗଂଜେଇ ଚାଲାଣ ରୋକିବାରେ ସଫଳତା। ଆଜି ପୁଲିସ ପକ୍ଷରୁ ୮୧୧ କିଲୋ ଗଞ୍ଜେଇ ଜବତ କରାଯିବା ସହ ୭ ଜଣକୁ ଗିରଫ କରାଯାଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ଭାରତ ବନ୍ଦ ବେଳେ ଅଭାବନୀୟ ଘଟଣା: ପୁଲିସ ଡିସିପିଙ୍କ ଗୋଡ଼ ଉପରେ ଗାଡ଼ି ଚଢାଇଦେଲେ ଯୁବକ

ନୂଆଦିଲ୍ଲୀ: ଭାରତ ବନ୍ଦ ବେଳେ ପ୍ରଦର୍ଶନକାରୀଙ୍କ ଉତ୍ପାତ । ପୁଲିସ ଡିସିପିଙ୍କ ଗୋଡ ଉପରେ ଚଢାଇଦେଲେ ଏସୟୁଭି ଗାଡି । ଏଭଳି ଏକ ସାଂଘାତିକ ଘଟଣା ଏବେ ବେଙ୍ଗଗଲୁରୁରୁ ସାମ୍ନାକୁ ଆସିଛି । ଉତ୍ତର ବେଙ୍ଗଗଲୁରୁର ଡିସିପି ଧର୍ମେନ୍ଦ୍ର ମୀନାଙ୍କ ସହ ଏଭଳି ଏକ ଅଘଟଣ ଘଟିଛି। ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ନଈ କୂଳିଆ ଅଞ୍ଚଳରେ ମାତିଛି ମଣିଷଖିଆ ମଗର; ୩ ମାସରେ ନେଲାଣି ୩ ଜୀବନ

କେନ୍ଦ୍ରାପଡା:  କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ। ଭିତରକନିକାର ଡାଙ୍ଗମାଳ ଠାରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ପ୍ରତିବର୍ଷ ପ୍ରଜନନ କେନ୍ଦ୍ରରୁ ୪ ଫୁଟରୁ ଅଧିକ ଲମ୍ବର କୁମ୍ଭୀରଙ୍କୁ ଭିତରକନିକାର ନଦୀ ନାଳରେ ଛାଡି ଦିଆଯାଉଛି । ଧିରଧିରେ…
ଅଧିକ ଖବର ଦେଖନ୍ତୁ...

ଛାତିରେ ଆଙ୍କିଛି ପ୍ରିୟାର ଚିତ୍ର, ‘ମତେ ଦେଖ ପଛେ ଟାଟୁକୁ ଦେଖନି’

'ତୋ ଭିତରେ ମୁଁ ରହିଛି, ମୋ ଭିତରେ ତୁ ରହିଛୁ, ତତେ ଛାଡି ରହିପାରେନା, ଛାତିରେ ଲେଖିଛି ତୋରି ନାଁ' ସବ୍ୟସାଚୀ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଫିଲ୍ମ 'ଛାତିରେ ଲେଖିଛି ତୋରି ନାଁ'ର ଶୀର୍ଷକ ଗୀତ ତ ଆପଣ ଶୁଣିଥିବେ | ଏଥିରେ ସବ୍ୟସାଚୀ କେବଳ ଅଭିନୟ କରିଥିଲେ | ହେଲେ ସେହି ଦିନଠାରୁ…
ଅଧିକ ଖବର ଦେଖନ୍ତୁ...

ପ୍ରଥମଥର ପାଇଁ ନୀରଜ କହିଲେ, ବିବାହ ପାଇଁ କିପରି ଝିଅ ଆବଶ୍ୟକ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସୁନା ପଦକ ହାସଲ କରିବା ପରେ ଲୋକେ ନୀରଜ ଚୋପ୍ରାଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ସର୍ଚ୍ଚ କରୁଥିବା ବେଳେ କେହିକେହି ତାଙ୍କ ବିବାହ ଯୋଜନା ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଏଯାବତ ଅନେକ ଇଣ୍ଟରଭ୍ୟୁରେ ନୀରଜଙ୍କୁ ପଚରା ଯାଉଛି କି ସେ ବିବାହ କେବେ କରିବେ?…
ଅଧିକ ଖବର ଦେଖନ୍ତୁ...

ସରସ୍ୱତୀ ଶିଶୁ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଲେ ଦିଗବିଜୟ, ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ

ଭୋପାଳ: ସରସ୍ୱତୀ ଶିଶୁ ମନ୍ଦିରକୁ ନେଇ ବିବାଦୀୟ ବୟାନ ଦେଲେ କଂଗ୍ରେସ ନେତା ଦିଗବିଜୟ ସିଂହ | ଆଉ ଏହାକୁ ଜୋରଦାର ବିରୋଧ କରିଛି ବିଜେପି | କେବଳ ବିଜେପି ନୁହେଁ ବରଂ ଶିଶୁମନ୍ଦିରର ଛାତ୍ରଛାତ୍ରୀ ମଧ୍ୟ ଦିଗବିଜୟଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି | ମିଳିଥିବା ସୂଚନା ମୁତାବକ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର କ୍ଲବ ସଭାପତି ନିର୍ବାଚନ : ଜିତିଲେ ଅସିତ ତ୍ରିପାଠୀ

ଭୁବନେଶ୍ବର : ବହୁଚର୍ଚ୍ଚିତ ଭୁବନେଶ୍ବର କ୍ଲବର ସଭାପତି ନିର୍ବାଚନ ଶେଷ ହୋଇଛି । ମୈଦାନରେ ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ-ଅସିତ ତ୍ରିପାଠୀ ଓ ବିଜୟ ପଟ୍ଟନାୟକ ଥିବାବେଳେ ବାଜି ମାରି ନେଇଛନ୍ତି ଅସିତ । ଅସିତଙ୍କୁ ମୋଟ ୭୭୬ ଖଣ୍ଡ ମିଳିଥିବାବେଳେ ବିଜୟଙ୍କୁ ୪୯୮ଖଣ୍ଡ ଭୋଟ…
ଅଧିକ ଖବର ଦେଖନ୍ତୁ...

ଧୀରେ ଧୀରେ ଦୁର୍ବଳ ହେଉଛି ଗୁଲାବ, ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ

ଭୁବନେଶ୍ବର : ଦକ୍ଷିଣ-ଓଡ଼ିଶା ଓ ଉତ୍ତର-ଆନ୍ଧ୍ରପ୍ରଦେଶ ଉପରେ ଥିବା ଗଭୀର ଅବପାତ ଏବେ ଘଣ୍ଟା ପ୍ରତି ୬ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଆଜି ସକାଳ ସାଢେ ୮ଟା ବେଳେ ଏହା ଦକ୍ଷିଣ-ଓଡ଼ିଶା ଓ ନିକଟବର୍ତ୍ତୀ ଦକ୍ଷିଣ-ଛତିଶଗଡ଼ ଉପରେ ମାଲକାନଗିରିଠାରୁ ୬୫ କିଲୋମିଟର ଉତ୍ତର,…
ଅଧିକ ଖବର ଦେଖନ୍ତୁ...