Daily Archives

October 5, 2021

ଚେନ୍ନାଇର ବିଜୟ ପାଇଁ ପ୍ରାର୍ଥନା କରୁଥିବା ଜିଭାଙ୍କ ଫଟୋ ଭାଇରାଲ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଝିଅ ‘ଜିଭା’ଙ୍କୁ ସବୁବେଳେ କିଛି ନା କିଛି କାରଣରୁ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଥାଏ । ଆଉ ଏବେ ଜିଭାଙ୍କ ଗୋଟିଏ ଫଟୋ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଚେନ୍ନାଇ-ଦିଲ୍ଲୀ ମ୍ୟାଚ୍ ସମୟର…
ଅଧିକ ଖବର ଦେଖନ୍ତୁ...

୧୧ ଜଣ ଗଂଜେଇ ବେପାରୀଙ୍କ ୩ କୋଟି ୫ ଲକ୍ଷ ଟଂକାର ସଂପତ୍ତି ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗଂଜେଇ କାରବାର ଜୋରସୋରରେ ଚାଲିଥିବା ବେଳେ ପୁଲିସ ଏବଂ ଅବକାରୀ ବିଭାଗ ଏହାକୁ ରୋକ ଲଗାଇବା ପାଇଁ ଜୋରସୋରରେ ଧରପଗଡ ଆରମ୍ଭ କରିଛନ୍ତି। ତେବେ ଗଂଜେଇ ବେପାରି ଜେଲ ଯିବା ପରେ ପୁଣି ଫେରି ଏହି କାମରେ ଲିପ୍ତ ହେଉଥିବାରୁ ପୁଲିସର ମୁଣ୍ଡ ବ୍ୟଥାର କାରଣ…
ଅଧିକ ଖବର ଦେଖନ୍ତୁ...

କରୋନା ମହାମାରୀ ପ୍ରଭାବ : ୧୫-୨୪ ବର୍ଷ ବର୍ଗର ୧୪% ଭାରତୀୟ ମାନସିକ ଅବସାଦଗ୍ରସ୍ତ : ୟୁନିସେଫ ରିପୋର୍ଟ

ନୂଆଦିଲ୍ଲୀ : ଗତ ଦୁଇବର୍ଷ ହେଲା ସାରା ବିଶ୍ବକୁ କବଳିତ କରି ରଖିଥିବା କରୋନା ମହାମାରୀ ଲୋକମାନଙ୍କ ମାନସିକ ଅବସ୍ଥାକୁ ଗୁରୁତରଭାବେ ପ୍ରଭାବିତ କରିଛି । ସବୁଠାରୁ ଅଧିକ ମାନସିକ ଆଘାତ ପାଇଛନ୍ତି କିଶୋର ଓ ଯୁବପୀଢି । ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ୟୁନିସେଫ ପକ୍ଷରୁ ପ୍ରକାଶିତ ଏକ…
ଅଧିକ ଖବର ଦେଖନ୍ତୁ...

ଚାକିରି ଲୋଭ ଦେଖାଇ ଠକିଥିଲେ ଟଙ୍କା, ଗିରଫ ହେଲେ ୬ ଅଭିଯୁକ୍ତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଚାକିରି ଦେବା ଆଳରେ ଟଙ୍କା ଠକେଇ ଅଭିଯୋଗରେ ୬ ଜଣ ଯୁବକଙ୍କୁ ସ୍ଥାନୀୟ ଟାଉନ୍‌ ଥାନା ପୁଲିସ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ବିହାରର ମନୀଷ ଯାଦବ ଓ ପୁରୀର ସୌମ୍ୟରଞ୍ଜନ ନାଏକଙ୍କୁ ଚାକିରି ଦେବା ନିମନ୍ତେ ଗ୍ଲେଜ୍‌…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ କାରବାର ଘଟଣାରେ ଅଭିନେତାଙ୍କ ସମେତ ୪ ଗିରଫ, ୩ ବନ୍ଧୁକ ସହ ୧୬ ରାଉଣ୍ଡ ଗୁଳି ଜବତ

କଟକ: ବାଦାମବାଡ଼ି ଥାନା ପୁଲିସ ବନ୍ଧୁକ କାରବାର ଘଟଣାରେ ଜଣେ ଅଭିନେତାଙ୍କ ସମେତ ୪ ଜଣ ଦୁର୍ବୃତ୍ତକୁ ଗିରଫ କରିଛି। ପୁଲିସ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ୯ ଏମଏମ ପିସ୍ତଲ, ଗୋଟିଏ ଦେଶୀ ୭.୬୫ ଏମଏମ ପିସ୍ତଲ, ଗୋଟିଏ ସିକ୍ସର, ୧୬ଟି ଜୀବନ୍ତ ଗୁଳି ଜବତ କରିଛି। ସୂଚନା ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲେ ରସିକିଆ ହେଡମାଷ୍ଟର; ୭ଜଣ ଛାତ୍ରୀଙ୍କ ସହିତ କରୁଥିଲେ ଅଶ୍ଳୀଳ ବ୍ୟବହାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଚନ୍ଦ୍ରପୁରର ଜଣେ ସରକାରୀ ସ୍କୁଲ ହେଡମାଷ୍ଟର ସାତଜଣ ଛାତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଛି। ପୁଲିସ ଆଇପିସି ଧାରା ୩୭୬ ଓ ପୋକ୍ସୋ ଆକ୍ଟ ଜରିଆରେ ହେଡମାଷ୍ଟରଙ୍କୁୂ ଗିରଫ କରିଛି। ଛାତ୍ରୀମାନଙ୍କ ଅଭିଯୋଗ କ୍ରମେ ଗ୍ରାମବାସୀ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ସୁନ୍ଦରଗଡ଼ ପକ୍ସୋ କୋର୍ଟ; ଦୁଇ ଦିନରେ ୨ ଗଣଦୁଷ୍କର୍ମ ଓ ୧ ଦୁଷ୍କର୍ମ ମାମଲାରେ ରାୟ

ସୁନ୍ଦରଗଡ଼: ଆଜି ସ୍ଥାନୀୟ ପକ୍ସୋ କୋର୍ଟରେ ପୁଣି ଏକ ନାବାଳିକା ଗଣଦୁଷ୍କର୍ମ ଓ ଗୋଟିଏ ଶିଶୁ ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଛି। ୨୦୧୫ ମେ ୧୦ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ରଘୁନାଥପାଲି ଥାନା ତରକେରା ନିକଟ ଗଡିଆଟୋଲିରେ ସଂଘଟିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ କୋର୍ଟ ୩ ଜଣ…
ଅଧିକ ଖବର ଦେଖନ୍ତୁ...

କାନଫଟା ହର୍ଣ୍ଣରୁ ମିଳିବ ମୁକ୍ତି, ଶୁଭିବ ସୁମଧୁର ସଙ୍ଗୀତର ଧୁନ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦେଶର ଯାନବାହାନର ହର୍ଣ୍ଣ ଏବଂ ସାଇରନର ଶବ୍ଦ ବଦଳିପାରେ | କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ସୋମବାର ନାଶିକରେ ଏହା କହିଛନ୍ତି। ସେ କହିଛନ୍ତି ଯେ ସେ ଏପରି ଏକ ଆଇନ ଆଣିବାକୁ ଯୋଜନା କରୁଛନ୍ତି, ଯେଉଁଥିରେ ଯାନବାହାନର ହର୍ଣ୍ଣରେ କେବଳ ଭାରତୀୟ ଯନ୍ତ୍ରର…
ଅଧିକ ଖବର ଦେଖନ୍ତୁ...

କପା ଦେଇ କାଙ୍ଗାଳ ଚାଷୀ; ସାଦା କାଗଜରେ ଡିଲ୍‌, ସାକ୍ଷୀ ଥାନା ବାବୁ!

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ପୁଲିସର ବେଲଗାମ କାମକୁ ନେଇ ଏବେ ଚର୍ଚ୍ଚା। ଚାଷୀଙ୍କ ପାଇଁ ଦରଦ କମ୍‌। ମିଲର୍ସଙ୍କ ପାଇଁ ମଧ୍ୟସ୍ଥି ପୁଲିସ। ପୁଲିସର ସାହସରେ ମିଲର୍ସଙ୍କ କଳାବଜାର। ପ୍ରଥମେ ଚୋରି, ତାପରେ ସିନା ଜୋରି। ଆଉ ଏବେ ଏହି ଘଟଣାକୁ ନେଇ ‘ସମ୍ବାଦ’ରେ ଖବର ପ୍ରକାଶନ ପରେ…
ଅଧିକ ଖବର ଦେଖନ୍ତୁ...

୫୬ଟି ଚୀନ ଲଢୁଆ ବିମାନର ଅନୁପ୍ରବେଶ ପରେ ତାଇଓ୍ବାନରେ ହାଇଆଲର୍ଟ ଜାରି

ତାଇପେଇ : କ୍ଷୁଦ୍ର ଦେଶ ତାଇଓ୍ବାନ ଅଧିକାର କରିବାକୁ ଚୀନ ସେନା ଦୁଃସାହସ କରିବା ଆରମ୍ଭ କରିଦେଇଛି । ଗତ ୪ ଦିନ ହେଲା ଚୀନ ବାୟୁସେନାର ଲଢୁଆ ବିମାନଗୁଡ଼ିକ ତାଇଓ୍ବାନର ବାୟୁସୀମା (ପ୍ରତିରକ୍ଷା ଜୋନ) ଉଲ୍ଲଙ୍ଘନ କରିଚାଲିଛନ୍ତି । ଏହି ୪ ଦିନରେ ପ୍ରାୟ ଚୀନ ବାୟୁସେନାର ପ୍ରାୟ ୧୫୦ ଲଢୁଆ…
ଅଧିକ ଖବର ଦେଖନ୍ତୁ...