Daily Archives

October 11, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନକୁ ଅଭିନବ ବିଚାର ଆସିବ। ବିଶେଷ କାମରେ ଅନ୍ୟ ଲୋକଙ୍କର ସାହାଯ୍ୟ ପାଇବେ। ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ। ବୃଷ: ଚାକିରି ବୃତ୍ତିରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହୋଇଯିବ। ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ଧନଲାଭର ନୂଆ ଅବସର ପାଇବେ।…
ଅଧିକ ଖବର ଦେଖନ୍ତୁ...

ଅଭିନୟ କରୁକରୁ ମଞ୍ଚ ଉପରେ ଚାଲିଗଲା କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: ଋଷର ରାଜଧାନୀ ମସ୍କୋରେ ଥିବା ପ୍ରସିଦ୍ଧ ମଞ୍ଚ ବୋଲଶୋଇ ଥିଏଟରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏହି ମଞ୍ଚରେ ଅଭିନୟ କରୁଥିବା ସମୟରେ ଜଣେ କଳାକାରଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା କଳାକାରଙ୍କ ନାମ ୟେଭେନି କୁଲେଶ ଓ ବୟସ ୩୭ ବର୍ଷ ବୋଲି ଜଣାପଡ଼ିଛି। ପ୍ରକାଶିତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ଏଲିମିନେଟର: କୋଲକାତା ଆଗରେ ୧୩୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

ସାର୍‌ଜା: ଆଇପିଏଲ୍‌-୨୦୨୧ର ପ୍ଲେ ଅଫ୍‌ ପର୍ଯ୍ୟାୟର ଏଲିମିନେଟର ମୁକାବିଲା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ମଧ୍ୟରେ ହୋଇଛି। ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସର ଅଧିନାୟକ ବିରାଟ…
ଅଧିକ ଖବର ଦେଖନ୍ତୁ...

ସ୍ୱିସ୍ ବ୍ୟାଙ୍କରେ କେତେ ଅଛି ଭାରତୀୟଙ୍କ କଳାଟଙ୍କା? କେନ୍ଦ୍ର ସରକାରଙ୍କୁ ୩୩ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲେ…

ନୂଆଦିଲ୍ଲୀ: ବିଦେଶରେ ଗଚ୍ଛିତ ଥିବା କଳାଧନ ବିରୋଧରେ କେନ୍ଦ୍ର ସରକାରଙ୍କୁ ଆଜି ଆଉ ଏକ ସଫଳତା ମିଳିଛି । କଳାଧନକୁ ନେଇ ସ୍ୱିଜରଲାଣ୍ଡ ସହ ହୋଇଥିବା ଚୁକ୍ତି ମୁତାବକ ସ୍ୱିସ୍ ବ୍ୟାଙ୍କରେ ଥିବା ଭାରତୀୟ ଖାତା ଧାରକଙ୍କ ତୃତୀୟ ତାଲିକା ପ୍ରକାଶ ପାଇଛି । ଭାରତକୁ ସ୍ୱିଜରଲାଣ୍ଡ ସରକାର ପ୍ରାୟ ୩୩…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ସଂକଟ ପରିଚାଳନା ଗୋଷ୍ଠୀ ଗଠନ କଲେ କୋଇଲା, ରେଳ ଏବଂ ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ କୋଇଲା, ରେଳ ଏବଂ ଶକ୍ତି ମନ୍ତ୍ରାଳୟ ଏକ ସଂକଟ ପରିଚାଳନା ଗୋଷ୍ଠୀ ଗଠନ କରିଛନ୍ତି। ଏହି ତିନୋଟି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ସଙ୍କଟ ପରିଚାଳନା ଗୋଷ୍ଠୀରେ ସାମିଲ ଥିବା ବେଳେ ସେମାନେ ୨୪ଘଣ୍ଟା ବିଦ୍ୟୁତ୍ ସଙ୍କଟ ଉପରେ ନଜର ରଖିବେ।…
ଅଧିକ ଖବର ଦେଖନ୍ତୁ...

ସରକାରୀ ଚାକିରି ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଠକେଇ, ବନ୍ଧାହେଲେ ରେଳ ଅଧିକାରୀ

ବାରିପଦା: ରେଳ ବିଭାଗରେ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କେନ୍ଦୁଝର ଯୋଡ଼ା ଅଞ୍ଚଳରୁ ଜଣେ ଅଭିଯୁକ୍ତକୁ ବାରିପଦା ଟାଉନ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ଜିଲ୍ଲାର କିଶୋର ଚନ୍ଦ୍ର ବେହେରା। ଅଭିଯୁକ୍ତ ଜଣଙ୍କ ରେଳ ବିଭାଗର…
ଅଧିକ ଖବର ଦେଖନ୍ତୁ...

ହୋଟେଲରୁ ଯାଇ ପୋଖରୀ ପାଖରେ କିଭଳି ପହଞ୍ଚିଲେ ମନୀଷ, ଭିଡିଓ ଜାରି କରି ଏଭଳି କହିଲେ ବାପା

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷଙ୍କ ମୃତ୍ୟୁ ମାମଲାକୁ ୨୪ଘଣ୍ଟାରୁ ଅଧିକ ସମୟ ବିତିଥିଲେ ବି ଏହା ପଛର ପ୍ରକୃତ କାରଣ ସାମ୍ନାକୁ ଆସିପାରିନାହିଁ। ମୃତ୍ୟୁ ପୂର୍ବରୁ ଅର୍ଥାତ ଶନିବାର ରାତିରେ ଯେଉଁ ହୋଟେଲରେ ମନୀଷଙ୍କୁ ଦେଖିବାକୁ ମିଳିଥିଲା ତାକୁ ସିଲ୍ କରିଦିଆଯାଇଛି ।…
ଅଧିକ ଖବର ଦେଖନ୍ତୁ...

ନୂଆଗାଁ ଛକରେ ଯୁବକଙ୍କ ବେକରୁ ସୁନାଚେନ ଝାମ୍ପିନେଲେ ଦୁର୍ବୃତ୍ତ

ଧଉଳି: ନୂଆଗାଁ ଛକରେ ଯୁବକଙ୍କ ବେକରୁ ସୁନାଚେନ ଝାମ୍ପିନେଲେ ଦୁର୍ବୃତ୍ତ। ଧଉଳି ଥାନା ଅଧୀନ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥର ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ଦୁଇଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କ ସୁନା ଚେନ ଝାମ୍ପି ନେଇ ସୂଚନା ମିଳିଛି। ଲୁଟର ଶିକାର ଯୁବକ ହେଲେ ଲକ୍ଷ୍ମୀ ନାରାୟଣ…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୧୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୬୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

ଫ୍ଲିପକାର୍ଟରୁ ଗ୍ରାହକ ମଗାଇଥିଲେ ୫୧,୯୯୯ ଟଙ୍କାର ଆଇଫୋନ- ୧୨, ଘରକୁ ଆସିଲା ୫ଟଙ୍କାର ସାବୁନ

ମୁମ୍ବାଇ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମୟ ବଞ୍ଚାଇବା ପାଇଁ ଲୋକେ ଅନଲାଇନରୁ ଜିନିଷ କିଣିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ଏହା ଆମ୍ଭମାନଙ୍କ ପାଇଁ ବହୁତ ସୁବିଧା ବି ହେଉଛି। କାରଣ ଘରେ ବସି ବିଭିନ୍ନ ପ୍ରକାର ମନ ପସନ୍ଦର ସାମଗ୍ରୀକୁ ମଗାଇ ପାରୁଛୁ। କିନ୍ତୁ ଅନେକ ସମୟରେ ଇ-କର୍ମସ…
ଅଧିକ ଖବର ଦେଖନ୍ତୁ...