Daily Archives

October 13, 2021

୫ କିଲୋଗ୍ରାମ ଗଞ୍ଜେଇ ଜବତ: ୨ ଗିରଫ

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ଓ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ପୃଥକ୍‌ ପୃଥକ୍‌ଭାବେ ଆଜି ସହରର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରାଯାଇଛି। ଚଢ଼ଉରେ ଆଜି ବଡ଼ ଧରଣର ସଫଳତା ମିଳିଛି। ଦୀର୍ଘ ଦିନ ହେଲା ଗଞ୍ଜେଇ ବେପାରରେ ଜଡ଼ିତ ଦୁଇ ଅଭିଯୁକ୍ତଙ୍କ ସମେତ ବେଆଇନ ମଦ ବିକ୍ରି କରୁଥିବା ୪ ଜଣ…
ଅଧିକ ଖବର ଦେଖନ୍ତୁ...

ଏନକାଉଣ୍ଟରରେ ଟପ୍‌ ଜୈସ୍‌ କମାଣ୍ଡର ଶାମ ସୋଫି ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅଓ୍ଵନ୍ତିିପୋରା ଠାରେ ହୋଇଥିବା ଏକ ଏନକାଉଣ୍ଟରରେ ଜୈସ୍‌-ଏ-ମହମ୍ମଦ (ଜେଇଏମ୍‌)ର କୁଖ୍ୟାତ ଆତଙ୍କବାଦୀ କମାଣ୍ଡର ନିହତ ହୋଇଛି। ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଅଓ୍ଵନ୍ତିପୋରାର ଟ୍ରାଲ ଅଞ୍ଚଳର ତିଲୱାନି ମୋହାଲା ଠାରେ ଘଟଥିବା ଗୁଳି ବିନିମୟ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୬ ସଂଗ୍ରାମୀଙ୍କ ସ୍ମୃତିରେ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚିତ

ଭୁବନେଶ୍ବର : କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଜି ଓଡ଼ିଶାର ୬ ଜଣ ମହାନ ସ୍ବାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ସହିଦ ବାଜି ରାଉତ, ସହିଦ ଚକରା ବିଷୋୟୀ, ସହିଦ ଚାଖି ଖୁଣ୍ଟିଆ ଓ ପାର୍ବତୀ ଗିରିଙ୍କ ସ୍ମୃତିରେ ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରୁ ଚିହ୍ନଟ ହେଲେ ୧୮୪ଜଣ ଓ ସୁସ୍ଥ ହେଲେ ୧୮୨ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ବର:ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୮୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। Update on newly detected #COVID19 cases…
ଅଧିକ ଖବର ଦେଖନ୍ତୁ...

ଶ୍ୱାସକ୍ରିୟାରେ ଅସୁବିଧା ହେବାରୁ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ

ନୂଆଦିଲ୍ଲୀ: ହଠାତ ସ୍ୱାସ୍ଥ୍ୟ ବିଗିଡ଼ିଯିବାରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି | ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଛି ବୋଲି କୁହାଯାଇଛି। ଦିଲ୍ଲୀ ଏମ୍ସର କାର୍ଡିଓ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଛି | ମନମୋହନ ସିଂଙ୍କ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ବଗିରେ ଚଢି ଅଣ-ଓଡ଼ିଆ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ବିଦ୍ୟୁତ ସଂଯୋଗ କାଟି ଉଦ୍ଧାର !

ଚିଲିକା : ଆଜି ସକାଳେ ଚିଲିକା ବ୍ଲକ ଅଧିନ କାଳୁପଡା ସ୍ଥିତ  କାଳୁପଡାଘାଟ ଷ୍ଟେସନରେ ରହିଥିବା ଏକ କୋଇଲା ବୋଝେଇ ଟ୍ରେନ ବଗି ଉପରକୁ ଅଚାନକ ଜଣେ ଯୁବକ ଚଢିଯାଇଥିଲେ । ଏହି ଅଣ ଓଡିଆ ଯୁବକଜଣକ ବଗି ଉପର ଦେଇ ଯାଇଥିବା ୩୩ ହଜାର ଭୋଲ୍ଟ ବିଦ୍ୟୁତ ତାରକୁ ଛୁଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ…
ଅଧିକ ଖବର ଦେଖନ୍ତୁ...

ଅଦ୍ଭୁତ ମାନସିକତା: ଝିଅ ଜନ୍ମ ହେବାରୁ ପୋଖରୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲା ବାପା

ପାଟନା: 'କନ୍ୟା ରତନ, କର ଯତନ' କଥା ଆପଣ ଶୁଣିଥିବେ | କିନ୍ତୁ କନ୍ୟା ଜନ୍ମ ହେବାରୁ ଜଣେ ବାପା ଆତ୍ମହତ୍ୟା ଉଦ୍ୟମ କରିବାର ଖବର ସାମ୍ନାକୁ ଆସିଛି | ବିହାରର ବାଗାହା ସବ-ଡିଭିଜନାଲ ହସ୍ପିଟାଲରେ ଜଣେ ମହିଳା ଝିଅଟିଏ ଜନ୍ମ ଦେଇଥିବାବେଳେ ତାଙ୍କ ସ୍ୱାମୀ ଏହି ଖବର ଶୁଣିବା ପରେ ପୋଖରୀକୁ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଟସ ଜିତିଲା କୋଲକାତା, ପ୍ରଥମେ ବୋଲିଂ କରିବ

ସାରଜା : ଆଜି ସାରଜା କ୍ରିକେଟ ଷ୍ଟାଡିୟମଠାରେ ଆଇପିଏଲ ୨୦୨୧ର ୨ୟ କ୍ବାଲିଫାୟାର ଦିଲ୍ଲୀ ଓ କୋଲକାତା ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ କୋଲକତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ଆସନ୍ତା ଅକ୍ଟୋବର ୧୫ରେ ହେବାକୁ ଥିବା ଫାଇନାଲ…
ଅଧିକ ଖବର ଦେଖନ୍ତୁ...

ହଂକଂ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଓଡ଼ିଶା ଦଳରେ ସାମିଲ ହୋଇଛନ୍ତି

ଭୁବନେଶ୍ବର: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି । ଆଉ ଏହି ଟିମରେ ସ୍ଥାନ ପାଇଛନ୍ତି ହଂକଂ ଦଳରେ ଅଧିନାୟକ ରହିସାରିଥିବା ଅଶୁଂମାନ ରଥ । ଜଣେ ଅନ୍ତର୍ଜାତୀୟ କ୍ରିକେଟ ଖେଳାଳି ଏବେ ଓଡିଶା ଦଳରେ ସାମିଲ ହେବା ନିହାତି ଭାବେ ଓଡିଶା ପାଇଁ ଫଳପ୍ରଦ ହେବ । ତେବେ ଆଗାମୀ…
ଅଧିକ ଖବର ଦେଖନ୍ତୁ...

ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ଗସ୍ତକୁ ନେଇ ଚୀନ୍‌ ଉଠାଇଲା ଆପତ୍ତି; କହିଲା ଏହା ଚୀନ୍‌ର ଜାଙ୍ଗନାନ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଆପତ୍ତି ଉଠାଇଛି ଚୀନ୍‌। ତେବେ, ଚୀନ୍‌ ଆପତ୍ତି ଉଠାଇବାର କିଛି ଘଣ୍ଟା ପରେ ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଭାରତୀୟ ନେତାଙ୍କ ରାଜ୍ୟ ଗସ୍ତକୁ ଚୀନ୍‌ ବିରୋଧ କରିବାର କୌଣସି କାରଣ ନାହିଁ। ଏବଂ ଏହା…
ଅଧିକ ଖବର ଦେଖନ୍ତୁ...