Daily Archives

October 20, 2021

ନାଲକୋର ଲିନ୍ ସ୍ଲରି ପ୍ରକଳ୍ପ ଉଦଘାଟନ କଲେ କେନ୍ଦ୍ର ଖଣି ସଚିବ

ଭୁବନେଶ୍ୱର : କେନ୍ଦ୍ର ଖଣି ସଚିବ, ଆଲୋକ ଟଣ୍ଡନ୍, ଆଇଏଏସ୍, ଆଜି ଅନୁଗୋଳଠାରେ ରାଷ୍ଟ୍ରାୟତ୍ତ ନବରତ୍ନ କମ୍ପାନୀ ନାଲକୋର ଲିନ୍ ସ୍ଲରି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ନାଲକୋର ବ୍ୟବସାୟିକ ସଫଳତା ତଥା ପରିବେଶ ପରିଚାଳନା ଏବଂ ଉତ୍ତମ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏହା ଏକ ଉଲ୍ଲେଖନୀୟ ପଦକ୍ଷେପ…
ଅଧିକ ଖବର ଦେଖନ୍ତୁ...

ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ: ଫସିଥିବା ୧,୩୦୦ରୁ ଅଧିକଙ୍କୁ ଉଦ୍ଧାର କଲା ଏନଡିଆରଏଫ

ନୈନିତାଲ: ଦେଶର ପାହାଡୀ ରାଜ୍ୟ ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ତଦ୍‌ଜନିତ ବନ୍ୟା ସେଠାରେ ତାଣ୍ଡବ ରଚିଛି। ଏପରିସ୍ଥିତିରେ ସେଠାର ବିଭିନ୍ନ ସ୍ଥାନରେ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ଫସି ରହିଥିବା ୧୩୦୦ରୁ ଅଧିକ ଲୋକଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏନଡିଆରଏଫ)ର ଯବାନମାନେ…
ଅଧିକ ଖବର ଦେଖନ୍ତୁ...

କାର୍‌ ଧକ୍କାରେ ୪ ବର୍ଷର ଶିଶୁପୁତ୍ର ମୃତ, କ୍ଷତିପୂରଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ହରଭଙ୍ଗା: ବୌଦ୍ଧ-ଫୁଲବାଣୀ ସୀମାନ୍ତ ଗେଟାମୁଣ୍ଡା ଗାଁରେ ଦୋକାନକୁ କୁରକୁରି କିଣି ଘରକୁ ଫେରିବା ସମୟରେ ୪ବର୍ଷର ଶିଶୁର ଅଜଣା କାର ଧକ୍କାରେ ମୃତ୍ୟୁ ଘଟିଛିା ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଫୁଲବାଣୀ-ଚାରିଛକ ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ମୃତ ଶିଶୁର ନାଁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୨୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଆଜି ଭୁବନେଶ୍ୱରରୁ ୨୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…
ଅଧିକ ଖବର ଦେଖନ୍ତୁ...

ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ଏନ୍‌କାଉଣ୍ଟର ମାମଲା: ସିମୁଳିଆ ଥାନାରେ ପୁଲିସ ବିରୋଧରେ ଏତଲା ଦେଲେ ପତ୍ନୀ

ବାଲେଶ୍ବର: ପୁଲିସ୍‌ ଗୁଳିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେକ୍‌ ହାଇଦର ମୃତ୍ୟୁ ଘଟଣାର ୩ ମାସ ପରେ ଆଜି ତାଙ୍କ ପତ୍ନୀ ହାସିନା ବିବି(୫୦) ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଯୋଜନାବଦ୍ଧ ଭାବେ ତାଙ୍କ ସ୍ବାମୀକୁ ପୁଲିସ ହତ୍ୟା କରିଥିବା ହସିନା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଦୁଦୁରାବସ୍ତ ଗ୍ରାମର ମାନସରଞ୍ଜନ ସାହୁ ନାମକ ଜଣେ ଯୁବକ ଆଜି ଅପରାହ୍ନରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ତେବେ ମାନସଙ୍କ ଆତ୍ମହତ୍ୟାର ପ୍ରକୃତ କାରଣ କ‘ଣ ଜଣାପଡ଼ିନଥିବା ବେଳେ ପାରିବାରିକ କଳହ ଯୋଗୁ ସେ ମାନସିକ ଭାରସାମ୍ୟ…
ଅଧିକ ଖବର ଦେଖନ୍ତୁ...

ମମିତା ହତ୍ୟାକାଣ୍ଡକୁ ନେଇ ପୁରୀରୁ ପଶ୍ଚିମ ଓଡ଼ିଶା ଯାଏଁ ବିକ୍ଷୋଭ

ଭୁବନେଶ୍ବର:  ମମିତାଙ୍କ ପରିବାରକୁ ନ୍ୟାୟ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବରଖାସ୍ତ ଦାବି ଜୋର ଧରିଛି । କଳାହାଣ୍ଡିରୁ ଭୁବନେଶ୍ୱର ଓ ବଲାଙ୍ଗିରରୁ ପୁରୀ ଯାଏଁ ବିକ୍ଷୋଭ ହୋଇଛି । ଆଉ ରାସ୍ତାରେ ଦେଖିବାକୁ ମିଳିଛି ଲୋକଙ୍କ ଆକ୍ରୋଶ । ବିଜେପି ଦିନିକିଆ କଳାହାଣ୍ଡି ବନ୍ଦ…
ଅଧିକ ଖବର ଦେଖନ୍ତୁ...

ପଞ୍ଚାୟତ ରାଜନୀତି: ଗାଁ ପରିବେଶ ଉଷ୍ମ, ଆରମ୍ଭ ହେଲାଣି ଦଳ ଡିଆଁ

କଟକ: ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଗାଁ ରାଜନୀତିରେ ଭରିଲାଣି ଉଷ୍ମତା। ନେତା ଏବେଠାରୁ ରଣନୀତି ପ୍ରସ୍ତୁତ କଲେଣି। ଦଳ ଡିଆଁ ରାଜନୀତି ବି ଆରମ୍ଭ ହୋଇଗଲାଣି। କଟକ ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବାରବାଟୀ-କଟକକୁ ବାଦ୍‌ଦେଲେ ବାକି ୮ଟି ନିର୍ବାଚନମଣ୍ଡଳୀରେ…
ଅଧିକ ଖବର ଦେଖନ୍ତୁ...

ଚିଟଫଣ୍ଡ ମାମଲା: ଭଞ୍ଜନଗରରେ ଗୁଜରାଟ ପୁଲିସର ୯ ଜଣିଆ ଟିମ୍ 

ଭଞ୍ଜନଗର: ଗୁଜୁରାଟ ପୁଲିସର ବିଭିନ୍ନ ଥାନାରେ ଥିବା ମାମଲାରେ ଫେରାର୍ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ବର୍ତ୍ତମାନ ସ୍ବତନ୍ତ୍ର ଅଭିଯାନ ଚାଲିଛି । ଏହି ପରିପ୍ରେକ୍ଷିରେ ଏକ ଟିମ୍ ସୁରତ ଠାରେ ବିଭିନ୍ନ ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଗସ୍ତରେ…
ଅଧିକ ଖବର ଦେଖନ୍ତୁ...

ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ୯ ଓ୍ବିକେଟରେ ହରାଇଲା ଭାରତ

ଦୁବାଇ : ଟି-୨୦ ବିଶ୍ବକପର ଏକ ଅଭ୍ୟାସ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୯ ଓ୍ବିକେଟରେ ପରାସ୍ତ କରିଛି । ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୧୫୩ରନର ବିଜୟ ଲକ୍ଷ୍ୟକୁ ଭାରତ  ସହଜରେ ମାତ୍ର ଗୋଟିଏ ଓ୍ବିକେଟ ହରାଇ ଜିତି ନେଇଥିଲା । ଭାରତ ପକ୍ଷରୁ କେଏଲ ରାହୁଲ ୩୯, ରୋହିତ ଶର୍ମା ୬୦ (୪୧ ବଲ ),…
ଅଧିକ ଖବର ଦେଖନ୍ତୁ...