Daily Archives

October 22, 2021

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ପାଇଁ ଡାକରା ଆସିବ। ଧର୍ମକାର୍ଯ୍ୟରେ ଆପଣଙ୍କର ବହୁତ ଆସ୍ଥା ରହିବ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବେ। ବୃଷ: ରଚନାତ୍ମକ କାର୍ଯ୍ୟରେ ଆପଣଙ୍କର ଖ୍ୟାତି ବଢ଼ିବ। ଆପଣଙ୍କ ମନର କୌଣସି ବିଶେଷ ଇଚ୍ଛା ପୂରା ହେବ। ସକାରାତ୍ମକ ଭାବନା…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଦୁର୍ଘଟଣା: ୧ ମୃତ, ୪ ଗୁରୁତର

ରାଉରକେଲା: ହାତିବାରୀ ଥାନା ଓହ୍ଲାଣି ରାସ୍ତାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପୂଜା ବୁଲିବାକୁ ଯାଉଥିବା ମହିଳାମାନଙ୍କୁ ଦୃତ ଗତିରେ ଯାଉଥିବା ଏକ ବାଇକ ଧକ୍କା ଦେଇଛି। ଫଳରେ ବାଇକ ଚାଳକ ଓ ୪ ମହିଳା, ମୋଟ୍‌ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ହାତିବାରୀ ଗୋଷ୍ଠୀ…
ଅଧିକ ଖବର ଦେଖନ୍ତୁ...

୪୯ ଦିନ ପରେ ଟ୍ୱିଟ କରି ପାକିସ୍ତାନକୁ କଡା ଟାର୍ଗେଟ କଲେ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା

କାବୁଲ: ୪୯ ଦିନ ପରେ ସୋସିଆଲ ମିଡ଼ିଆକୁ ଫେରିଲେ ଆଉ ପାକିସ୍ତାନକୁ କଡା ଟାର୍ଗେଟ କଲେ | ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଆଜି ଆଫଗାନିସ୍ତାନର ଅବସ୍ଥାକୁ ନେଇ ପାକିସ୍ତାନକୁ କଡା ଟାର୍ଗେଟ କରିଛନ୍ତି | ତାଲିବାନ କାବୁଲକୁ ଦଖଲ କରିବା ପରଠାରୁ ସେ ପଞ୍ଜସିର ଉପତ୍ୟକାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲରେ କଟକ ଦଳ ସ୍ଥାନ ପାଇବା ନେଇ ଆଶା ବଢିଲା, ବିଡ ପେପର କିଣିଲା ଜେଏସପିଏଲ

କଟକ: ଏଥର ଆଇପିଏଲ ଟିମରେ କଟକ ଦଳ ସ୍ଥାନ ପାଇବା ଆଶା ଦେଖାଦେଇଛ। କଟକ ପାଇଁ ଆଗ୍ରହ ଦେଖାଇଛନ୍ତି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ଅଧ୍ୟକ୍ଷ ନବୀନ ଜିନ୍ଦଲ। ଏ ନେଇ ବିସିସିଆଇ, ଓସିଏ କିମ୍ବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ। ତେବେ ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଟି୨୦ ବିଶ୍ବକପ : ୮ ଓ୍ବିକେଟରେ ଜିତିଲା ଶ୍ରୀଲଙ୍କା

ସାରଜା  : ସାରଜାଠାରେ ଖେଳାଯାଉଥିବା ଗ୍ରୁପ-ବିର ଏକ ମ୍ୟାଚରେ ଶ୍ରୀଲଙ୍କା ନେଦରଲାଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଶ୍ରୀଲଙ୍କା ଗ୍ରୁପ-ଏର ପ୍ରଥମ ସ୍ଥାନରେ ରହି ସୁପର-୧୨ରେ ପ୍ରବେଶ କରିଛି । ଅନ୍ୟପକ୍ଷରେ ଏହି ପରାଜୟ ସହ ନେଦରଲାଣ୍ଡ ବିଦାୟ ନେଇଛି । ଏହି ମ୍ୟାଚରେ…
ଅଧିକ ଖବର ଦେଖନ୍ତୁ...

ଅନିଜାରୁ ୧୫୩ ସ୍ବାବ ସଂଗ୍ରହ, ୫୩ ନମୁନା ନେଗେଟିଭ୍  

ରାୟଗଡ଼ା: କରୋନା ତୃତୀୟ ଲହରୀ ମୁକାବିଲା ପାଇଁ ତତ୍ପର ହୋଇଛି ସ୍ବାସ୍ଥ୍ୟ ବିଭାଗ। ରାପିଡ୍ ରେସପନସ୍ ଟିମ୍ ଜରିଆରେ ବିଭିନ୍ନ ଗ୍ରାମାଞ୍ଚଳରେ ପହଞ୍ଚି ସ୍ବାବ ସଂଗ୍ରହ କରିବା ସହ ସଚେତନତା ଜାରି ରଖିଛି। ଆଜି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ରାପିଡ୍ ରେସପନସ୍ ଟିମ୍ (ଆରଆରଟି)…
ଅଧିକ ଖବର ଦେଖନ୍ତୁ...

ଅନନ୍ୟାଙ୍କୁ ୪ ଘଣ୍ଟା ଧରି ଜେରା ପରେ ବି ଉତ୍ତରରେ ସନ୍ତୁଷ୍ଟ ହୋଇନାହିଁ ଏନସିବି: ପୁଣି ସୋମବାରକୁ ଜେରା

ନୂଆଦିଲ୍ଲୀ:  ଆରୟନଙ୍କ ସହ ଅନନ୍ୟାଙ୍କ ହ୍ୱାଟସପ୍ ଚାଟ ସାମ୍ନାକୁ ଆସିବା ପରେ ଏନସିବି ପକ୍ଷରୁ ଲଗାତର ଭାବେ ଦୁଇଦିନ ହେବ ଅନନ୍ୟାଙ୍କୁ ଜେରା କରାଯାଇଛି । ପ୍ରଥମ ଦିନ ପଚରା ଉଚରା ପରେ ଏନସିବି ପକ୍ଷରୁ ଅନନ୍ୟାଙ୍କ ଠାରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଅନୁମାନ କରାଯାଉଛି । ଏହାପରେ…
ଅଧିକ ଖବର ଦେଖନ୍ତୁ...

ଗୁମୁଡ଼ାରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ଉ; ପରିତ୍ୟକ୍ତ ଘରୁ ୧୩୦ ପେଟି ବିଦେଶୀ ମଦ ଜବତ

ଗୁମୁଡ଼ା/ପଦ୍ମପୁର: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗୁମୁଡ଼ାରେ ଚଢ଼ଉ କରି ବ୍ୟାପକ ପରିମାଣର ବିଦେଶୀ ମଦ ଜବତ କରିଛି। ଏକ ପରିତ୍ୟକ୍ତ ଘରୁ ୧୩୦ ପେଟି ମଦ ଜବତ ପରେ ଏତେ ପରିମାଣର ମଦ କିଏ ଓ କାହିଁକି ଲୁଚାଇ ରଖିଥିଲା ତାକୁ ନେଇ ଖୋଳତାଡ଼ ଜାରି ରଖିଛି ଅବକାରୀ ଗୁଇନ୍ଦା ବିଭାଗ। ଗୁଇନ୍ଦା…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୨୦୨୨ରେ ଖେଳାଯିବ ଭାରତ-ଇଂଲଣ୍ଡ ସିରିଜର ୫ମ ଟେଷ୍ଟ ମ୍ୟାଚ

ଲଣ୍ଡନ : କୋଭିଡ୍ ସଂକ୍ରମଣ ଯୋଗୁଁ ଗତ ମାସରେ ସ୍ଥଗିତ ରହିଥିବା ଭାରତ-ଇଂଲଣ୍ଡ ଦ୍ବିପାକ୍ଷିକ ସିରିଜର ୫ମ ଟେଷ୍ଟ ମ୍ୟାଚ ଆସନ୍ତା ବର୍ଷ ଜୁଲାଇ ମାସରେ ହେବ । ଇଂଲଣ୍ଡ ଏଣ୍ଡ ଓ୍ବେଲସ କ୍ରିକେଟ ବୋର୍ଡର ଘୋଷଣା ଅନୁସାରେ ଏହି ମ୍ୟାଚଟି ମାଞ୍ଚେଷ୍ଟର ବଦଳରେ ଏଜବାଷ୍ଟନଠାରେ ଖେଳାଯିବ । ଏହି…
ଅଧିକ ଖବର ଦେଖନ୍ତୁ...

କ୍ୟାପଟେନଙ୍କ ପାକିସ୍ତାନୀ ମହିଳା ବନ୍ଧୁଙ୍କ ବାବଦରେ ଯାଞ୍ଚ କରିବେ ଚନ୍ନି ସରକାର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ନିକଟତର ବୋଲି କହିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦରଙ୍କୁ ବର୍ତ୍ତମାନ ଚନ୍ନି ସରକାର ଘେରିବାକୁ ପ୍ରସ୍ତୁତ…
ଅଧିକ ଖବର ଦେଖନ୍ତୁ...