Daily Archives

October 23, 2021

ହିନ୍ଦୁ ହୋଇ ଲଜ୍ଜିତ ଅନୁଭବ କରୁଛି: ସ୍ଵରା ଭାସ୍କର

ନୂଆଦିଲ୍ଲୀ: ହିନ୍ଦୁ ହୋଇ ନିଜକୁ ଲଜ୍ଜିତ ଅନୁଭବ କରୁଛି | କିଛି ଏଭଳି ଟ୍ୱିଟ କରି ଏବେ ଟ୍ରୋଲର ଶିକାର ହୋଇଛନ୍ତି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର | ସ୍ୱରା ଭାସ୍କର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଟ୍ୱିଟ କରି କହିଛନ୍ତି ଯେ ମୁଁ ଜଣେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ କର୍ମୀ ହେବାକୁ ଚାଁହୁଛନ୍ତି କି? ମାନିବାକୁ ପଡିବ ଏସବୁ ନିୟମ!

ନୂଆଦିଲ୍ଲୀ: ଆପଣ କଂଗ୍ରେସ ଦଳରେ ଯୋଗ ଦେବାକୁ ଚାଁହୁଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ କିଛି ନିୟମ ମାନିବାକୁ ପଡିବ | ମଦ୍ୟପାନ, ଡ୍ରଗ୍ସ ସେବନଠାରୁ ଦୂରେଇ ରହିବା ସହ ଦଳ ବିରୋଧରେ କାହାକୁ କହିବେ ନାହିଁ | ସୂଚନା ମୁତାବକ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିବାକୁ ଚାହୁଁଥିବା…
ଅଧିକ ଖବର ଦେଖନ୍ତୁ...

ଓ୍ବେଷ୍ଟଇଣ୍ଡିଜ ପାଇଁ ଲଜ୍ଜା : ମାତ୍ର ୫୫ରେ ଅଲଆଉଟ୍

ଦୁବାଇ : ଦୁବାଇଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପର ଏକ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଦଳ ଲଜ୍ଜାଜନକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳ ମାତ୍ର ୫୫ ରନ କରି ଅଲଆଉଟ ହୋଇଯାଇଛି । ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଟିକା କମ୍ପାନିର ମୁଖ୍ୟମାନଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ : ୧୦୦ କୋଟି ଟିକା ମାଇଲଖୁଣ୍ଟ ଅତିକ୍ରମ କରିବାର ଦୁଇଦିନ ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ଟିକା ଉତ୍ପାଦନ କରୁଥିବା କମ୍ପାନିର ମୁଖ୍ୟମାନଙ୍କୁ ଭେଟିଛନ୍ତି । ବୈଠକରେ ଯୋଗ ଦେଇଥିବା କମ୍ପାନିମାନେ ହେଲେ ସେରମ ଇନଷ୍ଟିଚ୍ୟୁଟ, ଭାରତ ବାୟୋଟେକ, ଡ.ରେଡ୍ଡିସ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣା ପରେ ଜଳିଗଲା ବୋଲେରୋ: ଜଣେ ମୃତ, ୫ ଗୁରୁତର

କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ରେଙ୍ଗାଲି କେନାଲ ସଡ଼କର ଗରାମିଆଁ ଗୁରୁରିହାଟ ବିର୍ସାମୁଣ୍ଡା ପଡ଼ିଆ ପାଖ ରାସ୍ତାରେ ଆଜି ଏକ ବଲେରୋ (ଓଆର୍-୩୩ଆର୍-୭୩୧୩) ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୧୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ଓ ୨୪୩ ଜଣ ସୁସ୍ଥ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି | ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା | ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ଆଜି ଏହି ସଂଖ୍ୟା କମିଛି | ଆଜି ଭୁବନେଶ୍ୱରରୁ ୧୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

୨୦୨୨ ଓସ୍କାର ପୁରସ୍କାର ଦୗଡ଼ରେ ଭାରତର ପ୍ରତିନିଧିତ୍ବ କରିବ ତାମିଲ ଫିଲ୍ମ ‘କୋଜଙ୍ଗାଲ୍’

ନୂଆଦିଲ୍ଲୀ: ପିଏସ୍ ବିନୋଥରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ 'କୋଜଙ୍ଗାଲ୍' (ପେବଲ୍ସ)କୁ ୯୪ତମ ଓସ୍କାର ପୁରସ୍କାର ଉତ୍ସବରେ ଭାରତକୁ ପ୍ରତିନିଧିତ୍ବ କରିବା ଲାଗି ମନୋନୀତ କରାଯାଇଛି। ଏଥିଲାଗି ଗଠିତ ୧୫ ଜଣିଆ ଚୟନ କମିଟିର ଅଧ୍ୟକ୍ଷ ଶାଜି ଏନ କରଣ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓସ୍କାର…
ଅଧିକ ଖବର ଦେଖନ୍ତୁ...

ପ୍ରାତଃ ଭ୍ରମଣ ସମୟରେ ଯୁବକଙ୍କୁ ଅପହରଣ; ରାୟଗଡ଼ାରୁ ଉଦ୍ଧାର କଲା ପୁଲିସ୍, ଦୁର୍ବୃତ୍ତ ଫେରାର୍

ରାୟଗଡ଼ା: ବ୍ୟବସାୟୀକ ଶତ୍ରୁତାକୁ କେନ୍ଦ୍ର କରି ପ୍ରାତଃ ଭ୍ରମଣ ସମୟରେ ବିଷମକଟକ ଅଞ୍ଚଳର ବିଦ୍ୟାଧର ପ୍ରଧାନୀ (୫୨) ଅପହରଣର ଶିକାର ହୋଇଛନ୍ତି। ପୁଲିସର ଛାନଭିନ୍ ପରେ ଅପହରଣର ୯ ଘଣ୍ଟା ପରେ ରାୟଗଡ଼ା ବସଷ୍ଟାଣ୍ଡରୁ ବିଦ୍ୟାଧରଙ୍କୁ ପୁଲିସ୍ ଉଦ୍ଧାର କରିଛି। ଅପହରଣ ପଛରେ ବ୍ୟବସାୟୀକ ଶତ୍ରୁତା…
ଅଧିକ ଖବର ଦେଖନ୍ତୁ...

ହୃଦରୋଗ ବିଶେଷଜ୍ଞଙ୍କ ଉଦ୍ୟମ ଯୋଗୁଁ ନୂଆ ଜୀବନ ପାଇଲା ୪ଦିନର ଶିଶୁକନ୍ୟା

ଭୁବନେଶ୍ବର: ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁକନ୍ୟା । ଡେକ୍ସଟ୍ରୋ-ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ ସୁସ୍ଥ କରିପାରିଛନ୍ତି…
ଅଧିକ ଖବର ଦେଖନ୍ତୁ...

୨୦୦ କୋଟି ଟଙ୍କା ଠକେଇ ମାମଲା: ନୋରାଙ୍କୁ ବିଏମଡବ୍ଲୁ କାର ଉପହାରରେ ଦେଇଥିବା ସ୍ବୀକାର କଲେ ସୁକେଶ

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ନୋରା ଫତେହୀ। ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ତାଙ୍କୁ ନେଇ ଦିନକୁ ଦିନ ଆସୁଥିବା ତଥ୍ୟ ଏବେ ତାଙ୍କ ସମସ୍ୟା ବଢ଼ାଇବାରେ ଲାଗିଛି। ଜାଲି କଳାକାର ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀନା ପଲ୍‌ଙ୍କ ବିରୋଧରେ ଚାଲିଥିବା ଆର୍ଥିକ ଠକେଇ ମାମଲା…
ଅଧିକ ଖବର ଦେଖନ୍ତୁ...