Daily Archives

October 23, 2021

ପକୋଡା ଖାଇବାକୁ ଏହି କମ୍ପାନୀ ଦେଉଛି ୧ ଲକ୍ଷ ଟଙ୍କାର ଦରମା!

ଲଣ୍ଡନ: ଆପଣ ଚିକେନ ପକୋଡା ଖାଇବାକୁ ପସନ୍ଦ କରନ୍ତି କି ? ଯଦି ହଁ, ତେବେ ବର୍ତ୍ତମାନ ଏମିତି ଏକ ଚାକିରିର ଅଫର ଆସିଛି ଯେଉଁଥିରେ ଆପଣଙ୍କ ପେଟ ପୁରା ହେବା ସଙ୍ଗେସଙ୍ଗେ ଦରମା ମଧ୍ୟ ମିଳିବ | ବ୍ରିଟେନର ଏକ କମ୍ପାନୀ ଏମିତି ଏକ ନିଯୁକ୍ତି ବିଜ୍ଞାପନ ବାହାର କରିଛି ଯେଉଁଥିରେ 'ଟେଷ୍ଟ ଟେଷ୍ଟର'…
ଅଧିକ ଖବର ଦେଖନ୍ତୁ...

ଫୋନ ପେ ବ୍ୟବହାରକାରୀଙ୍କୁ ଝଟକା, ମୋବାଇଲ ରିଚାର୍ଜ ଉପରେ ଦେବାକୁ ହେବ ଅଧିକ ଟଙ୍କା

ନୂଆଦିଲ୍ଲୀ: ଯୁଗ ବଦଳିବାରେ ଲାଗିଛି । ଏବେ ଛୋଟ ଛୋଟ କାରବାର ପାଇଁ ଲୋକମାନେ ସିଧାସଳଖ ଟଙ୍କାର ବ୍ୟବହାର କରିବା ପରିବର୍ତ୍ତେ ଅନଲାଇନ ପେମେଣ୍ଟ କରିବାକୁ ପସନ୍ଦ କରୁଛନ୍ତି । ତେଣୁ ମୋବାଇଲକୁ ବି ମନିପର୍ସ ଭାବେ ବ୍ୟବହାର କରାଯାଉଛି । ଏହାସହ ମୋବାଇଲ ପ୍ୟାକେଜ ରିଚାର୍ଜ, ଟିଭି ପ୍ୟାକେଜ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକା ଶେଷ ନିଶ୍ୱାସ ତ୍ୟାଗ କରିବା ପୂର୍ବରୁ ଆଇସିୟୁରେ ପହଞ୍ଚିଲେ ପ୍ରେମିକ, ତା’ପରେ…

ନୂଆଦିଲ୍ଲୀ: ପ୍ରେମରେ ପ୍ରତିଶ୍ରୁତି ଗୁରୁତ୍ବ କେତେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ବ୍ରିଟେନର ଜଣେ ପ୍ରେମିକ । ବ୍ରିଟେନରେ ଜଣେ ଯୁବକଙ୍କ ବାନ୍ଧବୀଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ହେଲେ ମୃତ୍ୟୁ ପୂର୍ବରୁ ପ୍ରେମିକଜଣକ ପ୍ରେମିକା ପାଇଁ କରିଥିବା କାମ ଏବେ ଅନ୍ୟ ପ୍ରେମୀଯୁଗଳଙ୍କ…
ଅଧିକ ଖବର ଦେଖନ୍ତୁ...

ଟି-୨୦ ବିଶ୍ବକପ୍ : ରୋମାଞ୍ଚକର ମ୍ୟାଚରେ ଅଷ୍ଟ୍ରେଲିଆ ୫ ଓ୍ବିକେଟରେ ବିଜୟୀ

ଆବୁଧାବି : ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପର ଏକ ଲିଗ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଦ୍ବାରା ୧୧୯ ରନର ଏକ ଛୋଟିଆ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଦକ୍ଷିଣ ଆଫ୍ରିକା…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ହତ୍ୟାକାରୀକୁ ଆଜୀବନ ଜେଲଦଣ୍ଡ, ଚରିତ୍ରକୁ ସନ୍ଦେହ କରି ମୁଣ୍ଡ ଗଣ୍ଡି ଅଲଗା କରିଦେଇଥିଲା ଅଭିଯୁକ୍ତ ସ୍ବାମୀ

ବାରିପଦା: ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଆଜି ବାରିପଦା ଜିଲ୍ଲା ଦୌରାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଏଥିସହିତ ଆସାମୀକୁ ୫ହଜାର ଟଙ୍କା ଜରିମାନା ଆଦେଶ ମଧ୍ୟ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ଏକମାସ ଜେଲଦଣ୍ଡ…
ଅଧିକ ଖବର ଦେଖନ୍ତୁ...

୫ବର୍ଷ ଧରି ଫେରାର୍ ଥିବା ଦୁର୍ଦ୍ଦାନ୍ତ ଅପରାଧୀ କାଲା ହାତଖଣ୍ଡି ଗିରଫ 

ଖୋର୍ଦ୍ଧା: ବିଭିନ୍ନ ଅପରାଧିକ ମାମଲାରେ ଜଡ଼ିତ ଓ ନିଜର ଭାଇକୁ ହତ୍ୟା କରି ଫେରାର୍ ହୋଇଯାଇଥିଲା କାଇପଦର ଗାଁର କାଲା ହାତଖଣ୍ଡି । ଦୀର୍ଘ ୫ ବର୍ଷ ଧରି ପୁଲିସ ସହ ଲୁଚକାଳି ଖେଳିବା ପରେ ଖୋର୍ଦ୍ଧା ପୁଲିସ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ଆଜି ତାକୁ ଭୁବନେଶ୍ୱରରୁ ଗିରଫ କରିଛି । ଘଟଣା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

‘ଫନି’ରେ କ୍ଷତିଗ୍ରସ୍ତ ହୋଇଥିଲା ‌ରେଭେନ୍ସା ହେରିଟେଜ୍‌ ହଲ୍, ଅଢ଼େଇ ବର୍ଷ ପରେ ବି ଆରମ୍ଭ ହୋଇପାରିଲାନି ମରାମତି

କଟକ: ଦିନ କେଇଟା ପରେ ଫନି ବାତ୍ୟାକୁ ଅଢେଇ ବର୍ଷ ‌ହେବ। ମାତ୍ର ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ରେଭେନ୍ସା ବିଶ୍ବବିଦ୍ୟାଳୟ ହେରିଟେଜ୍‌ ହଲ୍‌ର ମରାମତି କାମ ଆଜି ସୁଦ୍ଧା ‌ହୋଇପାରିଲା ନାହିଁ। ୧୯୩୬ରେ ଓଡ଼ିଶାର ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାପରେ ଓଡ଼ିଶା ପ୍ରାଦେଶିକ ସଭା ଏହି ହଲ୍‌ରେ ୧୫…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ କୃତଜ୍ଞତା ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ଭାରତୀୟ ହକି ପାଇଁ ଉଲ୍ଲେଖନୀୟ ଅବଦାନ ଦେଇଥିବା ଓଡ଼ିଆ ଖେଳାଳି ବିରେନ୍ଦ୍ର ଲାକ୍ରାଙ୍କୁ ପତ୍ର ଲେଖି କୃତଜ୍ଞତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲାକ୍ରା ଓଡ଼ିଶାର ଗୌରବୋଜ୍ଜଳ ହକି ପରମ୍ପରାକୁ ବଜାୟ ରଖିଛନ୍ତି ବୋଲି ମୋଦୀ କହିଛନ୍ତି । ନିଜ ପତ୍ରରେ ମୋଦୀ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ଉଦ୍ୟାନ ପାଇଁ ବିପଦ ବଢାଉଛି ବେଆଇନ୍ ଚିଙ୍ଗୁଡି ଘେରି

ଭୁବନେଶ୍ବର: ଭିତରକନିକା ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନ ଅଞ୍ଚଳରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡି ଘେରି ଭିତରକନିକା ପାଇଁ ବିପଦ ସାଜିଛି । ଭିତରକନିକାର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଘେରି ହୋଇଥିବାରୁ ଜୈବ ବିବିଧତା ପ୍ରଭାବିତ ହେଉଛି । ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ଘେରିବାକୁ ସଜବାଜ ହେଉଛି ଆରଏସଏସର ଏହି ସଂଗଠନ

ନୂଆଦିଲ୍ଲୀ: ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ ଓ ଵିନିବେଶ ନିଷ୍ପତ୍ତିକୁ ନେଇ ମୋଦୀ ସରକାରଙ୍କ ଉପରେ ଖପ୍ପା ହୋଇଛି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ଏକ ଶାଖା କୁହାଯାଉଥିବା ଭାରତୀୟ ମଜଦୁର ସଂଗଠନ ବା ବିଏମଏସ | ଆଉ ମୋଦୀ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧ କରିବା ପାଇଁ ଭାରତୀୟ…
ଅଧିକ ଖବର ଦେଖନ୍ତୁ...