Daily Archives

October 25, 2021

ବିଜେପି ମହିଳା ମୋର୍ଚ୍ଚାର ଏସପି କାର୍ଯ୍ୟାଳୟ ଘେରାଉ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ମହିଳା ମୋର୍ଚ୍ଚା ତରଫରୁ ଆଜି ଏକ ବିରାଟ ଶୋଭାଯାତ୍ରା ବାହାରି ଏସପି କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରଭାରୀ ନଳିନୀ ପାଣିଙ୍କ ନେତୃତ୍ବରେ ଶତାଧିକ ମହିଳା ଏକତ୍ରୀତ ହୋଇ କଳାହାଣ୍ଡିର ମହାଲିଙ୍ଗ ଠାରେ ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯିବା…
ଅଧିକ ଖବର ଦେଖନ୍ତୁ...

ବିଲଡର ସ୍ୱାମୀଙ୍କ ସହ ବଢୁଥିବା ନିବିଡ଼ତାକୁ ସହିପାରିଲେନି ପତ୍ନୀ, ସୁପାରୀ ଦେଇ ମଡେଲଙ୍କୁ କଲେ ହତ୍ୟା

ପାଟନା: ନିଜ ସ୍ୱାମୀଙ୍କ ସହ ମଡେଲଙ୍କର ଅନ୍ତରଙ୍ଗ ହେବାକୁ ପତ୍ନୀ ଗ୍ରହଣ କରିପାରିଲେନି ଆଉ ସୁପାରୀ ଦେଇ ହତ୍ୟା କଲେ | ବିହାର ପାଟନାର ଚର୍ଚ୍ଚିତ ମଡେଲ ମୋନା ରାୟଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣାରେ କିଛି ଏଭଳି ସଙ୍ଗୀନ ତଥ୍ୟ ସାମ୍ନାକୁ ଆସିଛି | ଗତ ୧୨ ତାରିଖ ଦିନ କିଛି ଅଜ୍ଞାତ…
ଅଧିକ ଖବର ଦେଖନ୍ତୁ...

୧୨ଟି ରାଜ୍ୟର ପୁଲିସ ଖୋଜୁଥିବା କୁଖ୍ୟାତ ଡକାୟତ ଗିରଫ

ନୂଆଦିଲ୍ଲୀ: ୧୧ ବର୍ଷ ପରେ ପୁଲିସ ହାତରେ ଧରାପଡିଲା କୁଖ୍ୟାତ ଚୋର | ପ୍ରାୟ ୧୨ଟି ରାଜ୍ୟର ପୁଲିସଙ୍କୁ ଚକମା ଦେଇ ଖସି ପଳାଉଥିବା ଡ଼କାୟତକୁ ଶେଷରେ ଗାଜିଆବାଦ ପୁଲିସ ଧରିବାରେ ସକ୍ଷମ ହୋଇଛି | କବିନଗର ପୁଲିସ ବିଳାସପୂର୍ଣ୍ଣ ଜାଗୁଆର କାରରେ ବୁଲି ଚୋରି କରୁଥିବା ଆନ୍ତଃରାଜ୍ୟ ଡକାୟତ…
ଅଧିକ ଖବର ଦେଖନ୍ତୁ...

ରିକ୍ସା ଚାଳକଙ୍କୁ ୩କୋଟି ଟଙ୍କା ଦେବାକୁ ଆୟକର ବିଭାଗର ନୋଟିସ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମଥୁରାରେ ଜଣେ ରିକ୍ସା ଚାଳକଙ୍କୁ ଆୟକର ବିଭାଗ ନୋଟିସ ଦେଇଥିଲା। ଏହି ନୋଟିସ ପାଇବା ପରେ ରିକ୍ସା ଚାଳକ ସ୍ତବ୍ଧ ହୋଇଯାଇଥିଲେ। ଏହି ନୋଟିସ ଦେଇ ଆୟକର ବିଭାଗ ରିକ୍ସା ଚାଳକଙ୍କୁ ୩କୋଟି ଟଙ୍କା ଦେବାକୁ କହିଥିଲା। ଏହାପରେ ରିକ୍ସା ଚାଳକ ଉକ୍ତ ନୋଟିସ ଧରି…
ଅଧିକ ଖବର ଦେଖନ୍ତୁ...

ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ,୨ ଆହତ

ବୈପାରିଗୁଡା : ଗତକାଲି ରାତିରେ ଏକ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୨ଜଣ ଆହତ ହୋଇଛନ୍ତି ।  ତେବେ ଦୁର୍ଘଟଣାଗ୍ରସ୍ତ ଏହି ଟ୍ରକରୁ ବିଭିନ୍ନ ଯନ୍ତ୍ରପାତି ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ଅନୁଯାୟୀ, ଟିଏସ୍ ୦୭ ୟୁଇ ୩୫୮୭ ନମ୍ବର ବିଶିଷ୍ଟ ୧୪ ଚକିଆ ମାଲବାହୀ…
ଅଧିକ ଖବର ଦେଖନ୍ତୁ...

ହାଜରେ ହେଲେନି ଅନନ୍ୟା, ପଚରାଉଚରା ପାଇଁ ନୂଆ ସମନ ଜାରି କରିବ ଏନସିବି

ମୁମ୍ବାଇ: ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲାରେ ଆଜି ତୃତୀୟ ଥର ପାଇଁ ବଲିଉଡ ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଜେରା କରିଥାନ୍ତା ଏନସିବି। ହେଲେ ସମନ ମିଳିବା ପରେ ‌ବି ସେ ଆଜି ଏନସିବିରେ ହାଜର ହୋଇନଥିବା ଜଣାପଡ଼ିଛି। ଅନନ୍ୟାଙ୍କୁ ସକାଳ ୧୧ଟାରେ…
ଅଧିକ ଖବର ଦେଖନ୍ତୁ...

ଗୋବିନ୍ଦ ସାହୁ ସ୍କୁଲର ମାଲିକ, କଲେଜର ନୁହେଁ ବୋଲି କହିଲେ ମହାଲିଙ୍ଗ କଲେଜ ପରିଚାଳନା କମିଟି ସଦସ୍ୟ

ଭୁବନେଶ୍ବର:  ମମିତା ମେହେର ମୃତ୍ୟୁ ଘଟଣାରେ ଚର୍ଚ୍ଚାକୁ ଆସିଥିବା ମହାଲିଙ୍ଗ କଲେଜର ପରିଚାଳନା କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ସଦସ୍ୟ କଲେଜକୁ ଜାଣିଶୁଣି ବଦନାମ କରାଯାଉଥିବା ଅଭିଯୋଗ ଆଣିଛନ୍ତି । ଖାଲି…
ଅଧିକ ଖବର ଦେଖନ୍ତୁ...

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ନିର୍ବାଚିତ ହେଲେ ନୂଆ ମହନ୍ତ

ପ୍ରୟାଗରାଜ: ଅଖିଳ ଭାରତୀୟ ଆଖଡ଼ା ପରିଷଦର ନୂତନ ଅଧ୍ୟକ୍ଷ ଭାବେ ମହନ୍ତ ରବୀନ୍ଦ୍ର ପୁରୀ ନିର୍ବାଚିତ ହୋଇଛନ୍ତି | ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ଆଖଡ଼ା ପରିଷଦର ପରବର୍ତ୍ତୀ ମୁଖ୍ୟ କିଏ ହେବେ ସେ ନେଇ ଚର୍ଚ୍ଚା ଜୋର ଧରିଥିଲା | ଆଉ ଶେଷରେ ରବୀନ୍ଦ୍ର ପୁରୀ ନୂତନ ମୁଖ୍ୟ ଭାବେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ପୌର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ; ପୁଣି ହେବ ସୀମା ନିର୍ଦ୍ଧାରଣ, ଆସନ ସଂରକ୍ଷଣ

ଭୁବନେଶ୍ବର : ପୌର ନିର୍ବାଚନ ପାଇଁ ରାଜ୍ୟରେ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟରେ ଥିବା ବିଭିନ୍ନ ମ୍ୟୁନିସିପାଲିଟି ଓ ଏନଏସିରେ ପୁଣି ଥରେ ଆସନ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣ କରାଯିବ । ଏ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ…
ଅଧିକ ଖବର ଦେଖନ୍ତୁ...

ଶାହାରୁଖଙ୍କ ପରେ ଆରୟନକୁ ଭେଟିବାକୁ ଗଲେ ମା’ ଗୌରୀ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନ ଡ୍ରଗ୍ସ ମାମଲାର ଗିରଫ ହୋଇ ଜେଲରେ ବନ୍ଦୀ ଅଛନ୍ତି। ପୁଅଙ୍କୁ ଭେଟିବାକୁ ଶାହାରୁଖ ଖାନଙ୍କ ସ୍ତ୍ରୀ ଗୌରୀ ଖାନ ଅର୍ଥର ରୋଡ ଜେଲରେ ପହଞ୍ଚିଛନ୍ତି। ଆରୟନ ଖାନଙ୍କୁ ନେଇ ବାପା-ମା’ ଦୁହେଁ ବହୁତ ଚିନ୍ତାରେ ଅଛନ୍ତି। ମା’…
ଅଧିକ ଖବର ଦେଖନ୍ତୁ...