Daily Archives

October 28, 2021

ଜାମିନ ମିଳିବା ପରେ ବି ଏହି ସବୁ ନିୟମ ମାନିବେ ଆରୟନ, ଉଲଂଘନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ମୁମ୍ବାଇ: ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି କରୁଥିବ‌ା ମାମଲାରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କୁ ବମ୍ବେ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାରେ ତିନିଦିନ ଧରି ଶୁଣାଣି କରିବା ପରେ ହାଇକୋର୍ଟ ଆଜି ଅପରାହ୍ଣରେ ଆରୟନଙ୍କୁ ଜାମିନ ପ୍ରଦାନ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: କରୋନା କଟକଣା କୋହଳ ହୋଇଥିଲେ ବି ଭୁବନେଶ୍ୱରରେ ଏବେ କରୋନା ମିଟର ସ୍ଥିର ରହିଛି । ପ୍ରତିଦିନ ୩୦୦ତଳକୁ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ୱରରୁ ୧୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ଆଜି ଭୁବନେଶ୍ୱରରୁ ୨୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ସୁବର୍ଣ୍ଣପୁର ବନ୍ଦ   

ସୋନପୁର: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଏବଂ ସିବିଆଇ ତଦନ୍ତ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି…
ଅଧିକ ଖବର ଦେଖନ୍ତୁ...

ପ୍ରତିଶ୍ରୁତି ରଖିଲେ ବିଧାୟକ, ୪୮ ଘଣ୍ଟା ମଧ୍ୟରେ ଗାଁରେ ଜଳିଲା ବିଜୁଳି ଆଲୁଅ

ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପାଡ଼ାଲ ନିଜର ପ୍ରତିଶ୍ରୁତି ରକ୍ଷା କରିଛନ୍ତି। ସେ ଗ୍ରାମବାସୀକୁ ଦେଇଥିବା ପ୍ରତିଶ୍ରୁତି ୪୮ ଘଣ୍ଟା ମଧ୍ୟରେ ପୂରଣ କରିଛନ୍ତି। ଫଳରେ କୋରାପୁଟ ଜିଲ୍ଲା ବୈକାରୀଗୁଡ଼ା ବ୍ଲକ ଅନ୍ତର୍ଗତ ମହୁଲି ପଂଚାୟତର…
ଅଧିକ ଖବର ଦେଖନ୍ତୁ...

ଅବକାରୀ ବିଭାଗର ଚଢ଼ଉ; ୧୩୬ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ମାଲକାନଗିରି: ମାଲକାନଗିରି ଅବକାରୀ ବିଭାଗ ତରଫରୁ ଦୁଇଟି ସ୍ଥାନରେ ଚଢ଼ଉକାରୀ ୧୩୬ କିଲୋ ଗଞ୍ଜେଇ ଜବତ କରାଯିବ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି।ଵିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୧ ନିକଟସ୍ଥ ପାହାଡ଼ ଉପରେ ଗଞ୍ଜେଇ ରହିଥିବା ଖବର ପାଇ ଅବକାରୀ ଅଧିକ୍ଷକ ଅରୁଣ…
ଅଧିକ ଖବର ଦେଖନ୍ତୁ...

ଆରୟନଙ୍କୁ ଜାମିନ ମିଳିବା ପରେ ଟ୍ବିଟ କରି ଏଭଳି ଲେଖିଲେ ସୋନୁ ସୁଦ୍, ଟ୍ବିଟରରେ ଛାଇଲା ବଲିଉଡ କଳାକାରଙ୍କ…

ମୁମ୍ବାଇ: କିଛି ସପ୍ତାହ ଜେଲରେ ରହିବା ପରେ ଆଜି ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନଙ୍କୁ ଜାମିନ ମିଳିଛି। ମୁମ୍ବାଇର ଏକ କ୍ରୁଜରେ ଡ୍ରଗ ପାର୍ଟି ଚାଲିଥିବା ବେଳେ ଚଢ଼ାଉ କରି ଆରୟନଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଅନେକ ଦିନ ଜାମିନ ଆବେଦନ ଖାରଜ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକପ : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ଦୁବାଇ : ଆଜି ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଟି-୨୦ ବିଶ୍ବକପ ଗ୍ରୁପ-୧ର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ଭେଟୁଛି ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଟସ ଜିତିବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରନ ଫିଞ୍ଚ୍ କହିଛନ୍ତି ଯେ ଏହା ଏକ ଭଲ…
ଅଧିକ ଖବର ଦେଖନ୍ତୁ...

କେରଳ, କର୍ଣ୍ଣାଟକ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦକ୍ଷିଣ ଭାରତର ଅନେକ ରାଜ୍ୟରେ ୨୦୨୧ ନଭେମ୍ବର ୧…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଅପହରଣ ଅଭିଯୋଗ, ଏସ୍‌ପି କାର୍ଯ୍ୟାଳୟ ଘେରିଲେ ପରିବାର-ଗ୍ରାମବାସୀ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ୍ ଥାନା ଅଧୀନ କୁମ୍ଭିଲୋ ଗ୍ରାମରୁ ଜଣେ ଯୁବକ ନିଖୋଜ ହୋଇଯିବା ଘଟଣାକୁ ନେଇ ଆଜି ଯୁବକଙ୍କ ପିତା, ପରିବାର ଓ ଶତାଧିକ ଗ୍ରାମବାସୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ଧାରଣା ଦେଇଛନ୍ତି। ଯୁବକଙ୍କ ପିତା ତାଙ୍କ ପୁଅଙ୍କୁ ପତନିବର ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟମାନଙ୍କୁ ୪୪ ହଜାର କୋଟିର ଜିଏସଟି କ୍ଷତିପୂରଣ ରାଶି ପ୍ରଦାନ କଲେ କେନ୍ଦ୍ର ସରକାର, ଓଡ଼ିଶା ଭାଗରେ ୧୭୭୯ କୋଟି

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜିଏସଟି କ୍ଷତିପୂରଣ ବାବଦରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ  ୪୪ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହାକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ମୋଟ ୧ ଲକ୍ଷ ୫୯ ହଜାର କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରିସାରିଲେଣି । ପୂର୍ବରୁ ୧୫…
ଅଧିକ ଖବର ଦେଖନ୍ତୁ...