Daily Archives

November 13, 2021

‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଆଇଆଇଟି ଦିଲ୍ଲୀର ପୂର୍ବତନ ଛାତ୍ର ଦେଲେ…

ନୂଆଦିଲ୍ଲୀ: ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ଦେଶରେ ପ୍ରଥମ ସ୍କୁଲ ଅଫ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏସସିଏଆଇ) ପ୍ରତିଷ୍ଠା କରିଛି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ସଂପର୍କିତ ଗବେଷଣା ଲାଗି ଏକାଧିକ ଅତ୍ୟାଧୁନିକ ପ୍ରୟୋଗଶାଳା…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷା ଉଜାଡ଼ି ଦେଲା ଖରିଫ ଧାନ ଫସଲ

ବାଲିଅନ୍ତା: ଜଉଯୋଗ ଲାଗିବା ଯୋଗୁ ଅନେକ ମାତ୍ରାରେ ଧାନଫସଲ କ୍ଷଥିଗ୍ରସ୍ତ ହୋଇଥିଲା। ଏବେ ଲଗାଣ ବର୍ଷା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ବ୍ୟାପକ ଧାନଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଅନେକ ଚାଷୀଙ୍କ…
ଅଧିକ ଖବର ଦେଖନ୍ତୁ...

ଆଜମଗଡ଼ର ନାଁ ହେବ ଆର୍ଯ୍ୟମଗଡ଼ ! ଯୋଗୀ ଆଦିତ୍ୟନାଥଙ୍କ ସଂକେତ

ନୂଆଦିଲ୍ଲୀ : ଆଉ କିଛି ମାସ ପରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଜେପି ସମେତ ଅନ୍ୟ ଦଳମାନେ ପ୍ରଚାର ଆରମ୍ଭ କରିଦେଇଛନ୍ତି । ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥ ନିଜର ପୁରୁଣା ଫର୍ମୁଲା ଗ୍ରହଣ କରିଛନ୍ତି । ତାହା ହେଉଛି ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱାସ ଜିତିଲେ ରିକ୍ସାବାଲା: ସ୍ୱାମୀ ଓ ଝିଅ ଚାଲିଗଲା ପରେ ରିକ୍ସାବାଲା ନାଁରେ ସବୁ ସମ୍ପତ୍ତି କରିଦେଲେ ବୃଦ୍ଧା

ଭୁବନେଶ୍ବର: ସମ୍ପତ୍ତି ପାଇଁ ବାପ-ପୁଅ ଓ ଭାଇ-ଭାଇ ମଧ୍ୟରେ ଝଗଡା ଲାଗୁଛିି । ହେଲେ ରକ୍ତ ସଂପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତିର ଉତ୍ତରାଧିକାରୀ କରିଦେଇଛନ୍ତି ଜଣେ ବୃଦ୍ଧା । ଏମିତି ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି କଟକ ସହରର…
ଅଧିକ ଖବର ଦେଖନ୍ତୁ...

ଦେଖିପାରନ୍ତିନି ସତ ହେଲେ ତାଙ୍କ ‘ଅଣ୍ଡା ଆଚାର’କୁ ପସନ୍ଦ କରନ୍ତି ସାରା ଦେଶର ଲୋକ

ଥ୍ରୀସୁର: ଗତବର୍ଷ କରୋନା ମହାମାରୀ ସମୟରେ ସମସ୍ତଙ୍କ ଜୀବନ ପ୍ରଭାବିତ ହୋଇଥିଲା। କେହି କେହି ଚାକିରି ହରାଇଥିବାବେଳେ କାହାର ବ୍ୟବସାୟ ବନ୍ଦ ହୋଇଯାଇଥିଲା | କିନ୍ତୁ ଏହି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଏହିପରି ଅନେକ ଲୋକ ଆଗକୁ ଆସିଥିଲେ, ଯେଉଁମାନେ ସେମାନଙ୍କ ଦକ୍ଷତା ଦ୍ୱାରା ଜୀବିକାର…
ଅଧିକ ଖବର ଦେଖନ୍ତୁ...

୨୪୦ ବେରୋଜଗାର ଯୁବକ-ଯୁବତୀଙ୍କ ପାଇଁ ବୈଷୟିକ ଦକ୍ଷତା ତାଲିମ୍‌

ଭୁବନେଶ୍ବର: ମଞ୍ଚେଶ୍ୱରସ୍ଥିତ ସିପେଟ୍ ସିଏସ୍ ଟିଏସ୍ ଏବଂ ଜିଲ୍ଲା ଖଣିଜ ପାଣ୍ଠି କୋରାପୁଟର ମିଳିତ ଆନୁକୂଲ୍ୟରେ କୋରାପୁଟର ଖଣି ଖନନ ପ୍ରଭାବିତ ବ୍ଲକ ଗୁଡିକର ୨୪୦ ଜଣ ବେରୋଜଗାର ଯୁବକ-ଯୁବତୀ ମାନଙ୍କୁ ଛଅ ଗୋଟି ଟ୍ରେଡରେ ସିପେଟରେ ବୈଷୟିକ ଦକ୍ଷତା ତାଲିମ୍‌ ଦିଆଯିବାକୁ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୧୦୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୩୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ…
ଅଧିକ ଖବର ଦେଖନ୍ତୁ...

ଦୁଇ ଦିନରେ ୫୫୦ ମିଲି ବର୍ଷିଲା: ସହର ଭାସିଲା, ଧାନ ଫସଲ ଲେଉଟିଲା 

ଖୋର୍ଦ୍ଧା: ବଙ୍ଗୋପସାଗରରେ ଲଘୁଚାପ କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଛି । ବର୍ଷାରେ ଖୋର୍ଦ୍ଧା ସହରର ଓ ଆଖପାଖ ଅଂଚଳର ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଧାନ ବିଲରେ ଫଳନ୍ତି ଧାନଗଛ ବର୍ଷାରେ ଲେଉଟିବା ଆରମ୍ଭ କରିଛି । ଫଳରେ ଧାନ ଫସଲ ପଚିବା ଚିନ୍ତାରେ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରର ଗଡ଼ଚିରୋଲିରେ ଏନକାଉଣ୍ଟର ଘଟଣା: ମାଓବାଦୀଙ୍କ ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ନାଗପୁର: ମହାରାଷ୍ଟ୍ର ଗଡଚିରୋଲି ପୁଲିସର ସି-୬୦ କମାଣ୍ଡୋଙ୍କୁ ମିଳିଲା ବଡ଼ ସଫଳତା। ଆଜି ସକାଳେ କୋଟଗୁଲ-ଗ୍ୟାରାପଟ୍ଟୀ ଜଙ୍ଗଲରେ ଚାଲିଥିବା ଏନକାଉଣ୍ଟର ସମୟରେ ଗଡଚିରୋଲି ପୁଲିସର ସି-୬୦ କମାଣ୍ଡୋଙ୍କ ଗୁଳିରେ ପ୍ରଥମେ ୮ରୁ ଅଧିକ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଥିଲା। ଏବେ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ମଣିପୁର ଆକ୍ରମଣ : ଆତଙ୍କବାଦୀମାନେ ମିଆଁମାରରୁ ଆସିଥିଲେ !

ଇମ୍ପାଲ : ଆଜି ମଣିପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ୫ ଯବାନ ଓ ଦୁଇଜଣ ପରିବାର ସଦସ୍ୟ ମୃତ୍ୟୁବରଣ କରିବାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ସହିଦମାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।…
ଅଧିକ ଖବର ଦେଖନ୍ତୁ...