Daily Archives

November 23, 2021

ଟଙ୍କା ଫେରସ୍ତ ଦାବିରେ ସାହାରା ଅଫିସ୍ ଆଗରେ ଜମାକାରୀଙ୍କ ବିକ୍ଷୋଭ

ଭଞ୍ଜନଗର : ସାହାରାରେ ଜମା ରଖିଥିବା ଟଙ୍କା ଫେରି ପାଇବା ଦାବିରେ ଶତାଧିକ ଜମାକାରୀ ଓ ଏଜେଣ୍ଟ୍ ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ସାହାରା ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାସହ ପ୍ରବଳ ପାଟିତୁଣ୍ଡ କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ପାଣି ଟାଙ୍କି ରଙ୍ଗ ଦିଆ କାମରେ ଚଂଚକତା ଅଭିଯୋଗ

ଜୟପୁର: ଜୟପୁର ବ୍ଲକରେ ପାଣି ଟାଙ୍କିଗୁଡିକରେ ଚାଲିଥିବା ରଙ୍ଗ ଦିଆକାମରେ ବ୍ୟାପକ ଚଂଚକତା ଓ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଭଳିକି କନିଷ୍ଠ ଯନ୍ତ୍ରୀମାନଙ୍କ ଇଷ୍ଟିମେଟ ନଥାଉଣୁ, ବିନା ଟେଣ୍ଡର ଓ ୱାର୍କ ଅର୍ଡରରେ ରଙ୍ଗ ଦିଆ କାମ ଚାଲିଛି । ଜୟପୁରର ୨୨ଟି ପଂଚାୟତ ପାଇଁ ରହିଥିବା…
ଅଧିକ ଖବର ଦେଖନ୍ତୁ...

ଆଖି ବୁଜିଲେ ଅମ୍ରିତ ପ୍ରଧାନ, ଚେନ୍ନାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

ଭୁବନେଶ୍ୱର: ସଫଳତାର ସହ ଫୁସଫୁସ ପ୍ରତିରୋପଣ ପରେ ବି ଶେଷରେ ଆଖି ବୁଜିଦେଇଛନ୍ତି ଚେନ୍ନାଇରେ ଚିକିତ୍ସାଧୀନ ଥିବା ଓଡ଼ିଆ ଯୁବକ ଅମ୍ରିତ ପ୍ରଧାନ | ଆଜି ତାଙ୍କର ଦେହାନ୍ତ ହୋଇଯାଇଥିବା ନେଇ ତାଙ୍କ ଭଉଣୀ ସୂଚନା ଦେଇଛନ୍ତି | କିଛିଦିନ ତଳେ ଅମ୍ରିତଙ୍କ ଫୁସଫୁସ ପ୍ରତିରୋପଣ ହୋଇଥିଲା | ସୂଚନା…
ଅଧିକ ଖବର ଦେଖନ୍ତୁ...

୪୧୧ କୋଟିର ବୃହତ୍‌ ପାଇପ ପାନୀୟ ଜଳ ପ୍ରକଳ୍ପ ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଧର୍ମଗଡ଼ ବିଧାୟକ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର କଲମପୁର, ଜୟପାଟଣା ଓ ଜୁନାଗଡ଼ ବ୍ଳକ ଅଞ୍ଚଳରେ ମୋଟ ୪୧୧ କୋଟି ଟଙ୍କା ଅଟକଳରେ ବୃହିତ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି। ଏହି ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ବିଗତ ଦିନରେ ପାନୀୟ ଜଳ ଲାଗି ଅଞ୍ଚଳବାସୀ…
ଅଧିକ ଖବର ଦେଖନ୍ତୁ...

୩ ଲକ୍ଷ ଟଙ୍କାର କୁଡ୍ଡୁ କାଠ ସହ ଟ୍ରକ୍‌ ଜବତ କଲା ବନ ବିଭାଗ

ଯୁଯୁମୁରା: ସମ୍ବଲପୁର ସଦର ରେଞ୍ଜ୍‌ ଅନ୍ତର୍ଗତ ଯୁଯୁମୁରା ସେକ୍‌ସନ୍‌ ବ୍ରାହ୍ମଣୀନାଳୀ ଗ୍ରାମ୍ୟ ଜଙ୍ଗଲରୁ ବନ ବିଭାଗ କୁଡ୍ଡୁକାଠ ବୋଝେଇ ହୋଇଥିବା ଏକ ଦଶ ଚକିଆ ଟ୍ରକ୍‌ ଜବତ କରିଛି। କୌଣସି ସୂତ୍ରରୁ ଖବର ପାଇ ସଦର ରେଞ୍ଜର ଅକ୍ଷୟ ମହାରଣାଙ୍କ ନେତୃତ୍ବରେ ବସିଆପଡ଼ା ଫରେଷ୍ଟର୍‌ ପ୍ରଶାନ୍ତ…
ଅଧିକ ଖବର ଦେଖନ୍ତୁ...

୧୩ କୋଟି ଟଙ୍କାର ଗଞ୍ଜେଇ ଗଛକୁ ନଷ୍ଟ କଲା ପୁଲିସ

ମାଲକାନଗିରି: ମାଲକାନଗିରି ପୁଲିସ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ବେଧଡକ ଚାଲିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବାରେ ସଫଳତା ହାସଲ କରି ଚାଲିଛନ୍ତି। ଏହି କ୍ରମରେ ଆଜି ପୁଣି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ବୋଦାପୁଟ…
ଅଧିକ ଖବର ଦେଖନ୍ତୁ...

ଡିଜେର ବିକଟାଳ ଶବ୍ଦରେ ମରିଗଲେ ୬୩ କୁକୁଡ଼ା

ପଞ୍ଚଲିଙ୍ଗେଶ୍ବର: ବର ଓ ବରଯାତ୍ରୀ ବିବାହ ଶୋଭାଯାତ୍ରାରେ ଆସୁଥିବା ବେଳେ ଡିଜେ ସାଉଣ୍ଡର ବିକଟାଳ ଶଦ୍ଦରେ ଜଣେ ବ୍ୟକ୍ତିଙ୍କ ଫାର୍ମରୁ ୬୩ଟି କୁକୁଡ଼ାଙ୍କ ମୃତ୍ୟୁ ହୋଇଯାଇଛି। ବାଲେଶ୍ବର ଜିଲ୍ଲା ଔପଦା ବ୍ଳକ କାଣ୍ଡଗରଡ଼ି ଗାଁକୁ ଗତ ରବିବାର ଦିନ ବିବାହ ପାଇଁ ବର ଓ ବରଯାତ୍ରୀ ଦଳ ଡିଜେ ବଜାଇ…
ଅଧିକ ଖବର ଦେଖନ୍ତୁ...

କୃଷକ କାର୍ଡ ଖେଳିଲେ ରାଜ୍ୟ ସରକାର: ୪୮୪ କୋଟି ୧୦ ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳକୁ କ୍ୟାବିନେଟନର ଅନୁମୋଦନ

ଭୁବନେଶ୍ବର: ଗ୍ରାମାଂଚଳରେ ରୋଜଗାର ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ ପାଂଚବର୍ଷ ପାଇଁ ୪୮୪.୧୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହି ଅର୍ଥରାଶିର ବ୍ୟବସ୍ଥା ହୋଇଛି । ଏହାଦ୍ୱାରା କୃଷି ଉଦ୍ୟୋଗୀଙ୍କୁ ରିହାତି ପ୍ରଦାନରେ ସହାୟକ…
ଅଧିକ ଖବର ଦେଖନ୍ତୁ...

ଟ୍ରକରେ ଗୋଡ଼ କଟିଥିବା ଚାଳକ ପୁର୍ଣ୍ଣଙ୍କୁ ଆର୍ଥିକ ସହାୟତା ପାଇଁ ଅନୁରୋଧ କଲେ ପରିବାର

ଜୟପୁର: ଗତ ଜୁଲାଇ ୩୧ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଜଣେ ପରିବାରର ସଦସ୍ୟ ଅସୁସ୍ଥ ଥିବାରୁ ଦେଖିବାକୁ ଯାଇଥିଲେ ଟ୍ରକ ଚାଳକ ତଥା ପାରାବେଢ଼ାର ପୁର୍ଣ୍ଣ ଚନ୍ଦ୍ର ପାଢ଼ୀ। ସେଠାରୁ ଫେରିବା ସମୟରେ ସେ ଗୋଟିଏ ଟ୍ରକକୁ ହାତ ମାରି ଆସୁଥିଲେ। ଟ୍ରକ ଉପରକୁ ଚଢ଼ିବା ସମୟରେ ସେ ଭାରସାମ୍ୟ ହରାଇଥିଲେ।…
ଅଧିକ ଖବର ଦେଖନ୍ତୁ...

୨୫୭ ଖଣ୍ଡ କାଠ ପଟା ଜବତ, ୫ ଗିରଫ

ଦେବଗଡ଼: ଦେବଗଡ଼ ବନଖଣ୍ଡ କଂସର ସେକ୍ସନ ଅନ୍ତର୍ଗତ ତାଳଡ଼ିହି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୫୭ ଖଣ୍ଡ କାଠ ପଟା ଜବତ କରିବା ସହ ୫ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ତାଲଡିହି ଗ୍ରାମର ପୁରୁଷୋତ୍ତମ ମାଝୀ, ଝାରଖଣ୍ଡର ମାକବୁଲ ମିଆଁ, ମାନିରୁଦ୍ଦିନ ଆନସାରୀ,…
ଅଧିକ ଖବର ଦେଖନ୍ତୁ...