Daily Archives

November 24, 2021

‘ସ୍ନାପ୍‌ଚାଟ୍‌’ରେ ପ୍ରେମ: ନାବାଳିକାଙ୍କୁ ଅପହରଣ ଉଦ୍ୟମ କରି ବନ୍ଧାହେଲେ ୨ ଅଭିଯୁକ୍ତ

ରାଉରକେଲା: ନାବାଳିକା(୧୩) ରାଉରକେଲାର। ଯୁବକ ପଞ୍ଜାବ ହୋସିୟାରପୁର ତଲୱାରା ଗାଁର। ଉଭୟଙ୍କ ମଧ୍ୟରେ ପ୍ରାୟ ବର୍ଷେ ହେଲା ସାମାଜିକ ଗଣମାଧ୍ୟମ ‘ସ୍ନାପଚାଟ୍‌’ରେ ପ୍ରେମ୍‌ ସମ୍ପର୍କ ଗଢ଼ିଉଠିଥିଲା। ପ୍ରେମ ନିବିଡ଼ ହେବାରୁ ଉଭୟେ ଲୁଚି କୁଆଡ଼େ ପଳାଇବାକୁ ମନସ୍ଥ କରିଥିଲେ। ଯୋଜନାମୁତାବକ ଯୁବକ…
ଅଧିକ ଖବର ଦେଖନ୍ତୁ...

ପିଉସୀଙ୍କ ସଂଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭଣଜା

ବୈପାରିଗୁଡା: ଜନୈକ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ସଂଦେହ ଜନକ ସ୍ଥିତି ସୃଷ୍ଟି ହୋଇଛି। ଘଟଣା ଅନୁଯାୟୀ ସାଧବ ପାଙ୍ଗିଙ୍କ ପତ୍ନୀ ସୁନ୍ଦରୀ ପାଙ୍ଗି (୫୫) ଙ୍କର ମଙ୍ଗଳବାର ସନ୍ଧ୍ୟା ସାତଟା ବେଳେ ମୃତ୍ୟୁ ହୋଇଯାଇଥିବା ବେଳେ ମୃତ୍ୟୁକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏହି ଘଟଣାଟି ଘଟିଛି…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ବାତିଲ ଦାବିରେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା

ଯାଜପୁର ସଦର : ଯୁକ୍ତ ତିନି ଦ୍ବିତୀୟ ବର୍ଷ ବାଣିଜ୍ୟ ବିଭାଗର ମାଇକ୍ରୋ ଇକୋନୋମିକ୍ସ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀମାନେ ଯାଜପୁର ନରସିଂହ ଚୌଧୁରୀ ମହାବିଦ୍ୟାଳୟର ମୁଖ୍ୟ ଫାଟକରେ  ତାଲା ପକାଇ ପ୍ରତିବାଦ ଜଣାଇଛନ୍ତି। ପାଠ୍ୟକ୍ରମ ସରି ନଥିବାବେଳେ କଲେଜ କର୍ତ୍ତୃପକ୍ଷ ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

୯ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ 

ଖୋର୍ଦ୍ଧା: ୫୦ଗ୍ରାମ ବ୍ରାଉନସୁଗାର ସହ ୩ ଗିରଫ। ବ୍ରାଉନସୁଗାର କାରବାର ବେଳେ ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇଥିଲା। ଚଢ଼ାଉ ବେଳେ ୫୦ ଗ୍ରାମ ବ୍ରାଉନସୁଗାର, ୮ଟି ମୋଟର ସାଇକଲ ସହ ୩ଜଣଙ୍କୁ ଗିରଫ କରିଛି ପୁଲିସ। ମିଳିଥିବା ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା-ଆନ୍ଧ୍ର ବିବାଦର ସମାଧାନ ପାଇଁ ଗଠନ ହେଲା କମିଟି

ଭୁବନେଶ୍ବର: ବହୁଚର୍ଚ୍ଚିତ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମା  ବିବାଦର ସମାଧାନ ପାଇଁ କମିଟି ଗଠନ ହୋଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମାଧାନ ପାଇଁ ଏହି କମିଟି ଗଠନ ହୋଇଛି। କମିଟିରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଅଛନ୍ତି ୮ ଜଣ ସଦସ୍ୟ ଅଛନ୍ତି। ସଦସ୍ୟ ମାନେ ହେଲେ ଉନ୍ନୟନ କମିସନର…
ଅଧିକ ଖବର ଦେଖନ୍ତୁ...

ୱାଇନ ଗ୍ଲାସ ଧରି ଫଟୋ ସେୟାର କରି କଙ୍ଗନା କହିଲେ, ‘ପୁଲିସ ଯଦି ଗିରଫ କରିବାକୁ ଆସେ ମୁଁ ଏଭଳି ମୁଡ଼ରେ ଅଛି’

ମୁମ୍ବାଇ: ମୋଦୀ ସରକାର କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିବା ପରେ କଙ୍ଗନା କୃଷକ ଆନ୍ଦୋଳନକୁ ଖାଲିସ୍ତାନୀ ଆନ୍ଦୋଳନ ସହ ତୁଳନା କରିଥିଲେ। କଙ୍ଗନା ରଣାୱତ କୃଷକ ପ୍ରସଙ୍ଗକୁ ନେଇ ନିଜ ଫେସବୁକ ଆକାଉଣ୍ଟରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ, ଖାଲିସ୍ତାନୀ ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

କନିଷ୍ଠ ବିଶ୍ବକପ୍ ହକି : ଭାରତକୁ ୫-୪ରେ ହରାଇଲା ଫ୍ରାନ୍ସ

ଭୁବନେଶ୍ବର: କନିଷ୍ଠ ହକି ବିଶ୍ଵକପରେ ପ୍ରଥମ ମ୍ୟାଚରେ କଡା ଟକ୍କର ଦେବା ସତ୍ତ୍ବେ ହାରିଯାଇଛି ଭାରତ । ଫ୍ରାନ୍ସ ୫-୪ରେ ଭାରତକୁ ପରାସ୍ତ କରିଛି । ଫ୍ରାନ୍ସ ମ୍ୟାଚର ପ୍ରଥମ ୫୦ ସେକେଣ୍ଡରେ ହିଁ ପ୍ରଥମ ଗୋଲ୍ କରି ଭାରତକୁ ବେକଫୁଟକୁ ନେଇ ଯାଇଥିଲା । ଫ୍ରାନ୍ସ ତରଫରୁ ସର୍ବାଧିକ ଅଧିନାୟକ…
ଅଧିକ ଖବର ଦେଖନ୍ତୁ...

ପଂଚମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ରାଇରଙ୍ଗପୁର/ଜାମଦା: ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଂଚଳରେ ଲଜ୍ଜା । ଜଣେ ପଂଚମ ଶ୍ରେଣୀର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।  ପୁଲିସ ମାମଲା ରୁଜୁ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଯୁବକର ନାଁ ବଳରାମ ମୁଣ୍ଡା। ଅଭିଯୋଗ ଅନୁଯାୟୀ ଜାମଦା ଥାନା ବଡ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶରେ ଦ୍ରୁତ ଗତିରେ ବଦଳୁଛି ରାଜନୈତିକ ସମୀକରଣ

ନୂଆଦିଲ୍ଲୀ : ଆଗକୁ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହାକୁ ନେଇ ରାଜ୍ୟରେ ଏବେ ରାଜନୈତିକ ପରିବେଶ ଉଷ୍ମ ହୋଇଉଠିଛି । ଏହା ସହିତ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳିବାରେ ଲାଗିଛି । ଆଜି କଂଗ୍ରେସର ବିଦ୍ରୋହୀ ବିଧାୟିକା ଅଦିତି ସିଂ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ କରିବା ଲାଗି ଦିନଟି ଭଲ। ଆପଣଙ୍କ ଉପରେ ଲୋକଙ୍କ ଭରସା ବଢ଼ିବ। ଆପଣଙ୍କ ବ୍ୟବସାୟ କାୟା ବିସ୍ତାର କରିବ। ବୃଷ: ଅଫିସ କାମରେ ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ଜରୁରୀ କାମରେ ଅନ୍ୟ ସହରକୁ ଯାଇପାରନ୍ତି। ପାରିବାରିକ ଜୀବନ…
ଅଧିକ ଖବର ଦେଖନ୍ତୁ...