Daily Archives

November 26, 2021

ରିଲିଜ ହେଲା ‘୮୩’ର ଟ୍ରେଲର: ତାଜା ହେଲା ୧୯୮୩ ଐତିହାସିକ ବିଶ୍ୱକପ ବିଜୟର ସ୍ମୃତି

ସବୁ ପ୍ରତିକ୍ଷାର ହେଲା ଅନ୍ତ, ରିଲିଜ ହେଲା ଅପକମିଙ୍ଗ ମୁଭି ୮୩ର ଟ୍ରେଲର । ଟିଜରଟି ପୁଣି ଥରେ ତାଜା କରିଛି ୧୯୮୩ ମସିହାରେ ଭାରତର ଐତିହାସିକ ବିଶ୍ୱକପ ବିଜୟର ସ୍ମୁତିକୁ । ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ । ଟ୍ରେଲର ରିଲିଜ ପୂର୍ବରୁ ଟିଜରକୁ ବେଶ…
ଅଧିକ ଖବର ଦେଖନ୍ତୁ...

ଶୀତ ଦିନେ ୨୦ମିନିଟ୍‌ ଶରୀରକୁ ଦିଅନ୍ତୁ ସୂର୍ଯ୍ୟକିରଣରେ, ମିଳିବ ଏହି ସବୁ ଫାଇଦା

ଶୀତ ଦିନେ ସକାଳ ସମୟରେ କଅଁଳ ଖରାରେ ବସିବାର ମଜା ଅଲଗା ରହିଥାଏ । କିଛି ଲୋକ ସକାଳ ସମୟରେ ହେଉଥିବା ଶୀତର ପ୍ରକୋପରୁ ବଞ୍ଚିବା ପାଇଁ କଅଁଳ ଖରାରେ ବସିଥାନ୍ତି । କିନ୍ତୁ ସକାଳର କଅଁଳ ଖରା ଶୀତରୁ ରକ୍ଷା କରିବା ସହ ଶରୀରର ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ । ଆଜି ଆମେ ସେହି ସବୁ ଫାଇଦା…
ଅଧିକ ଖବର ଦେଖନ୍ତୁ...

୨୨ କିଲୋମିଟର୍‌ ପାଦଯାତ୍ରା କଲେ ଚାଷୀ

ସମ୍ବଲପୁର : ନିଜର ନ୍ୟାଯ୍ୟ ଦାବି ପୂରଣ ପାଇଁ ୨୨ କିମି ପଦଯାତ୍ରା କରି ଜିିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଚାଷୀ। ଶୁକ୍ରବାର ଯୁଯୁମୁରା ବ୍ଲକ୍‌ ପଡ଼ିଆବାହାଲ ଅଞ୍ଚଳର ଶତାଧିକ ଚାଷୀ ପଡ଼ିଆବାହାଲଠାରୁ ଏକ ଶୋଭାଯାତ୍ରାରେ ବାହାରି ପାଦରେ ଚାଲିଚାଲି ସମ୍ବଲପୁର ଆସିଥିଲେ ।…
ଅଧିକ ଖବର ଦେଖନ୍ତୁ...

୧୨ ବାଲି ଚାଲାଣକାରୀକୁ ବାନ୍ଧିଲା ପୁଲିସ

ରାଉରକେଲା : ବିଶ୍ରା ତେତେରକେଲା ଘାଟରୁ ବେଆଇନ ବାଲି ଚାଲାଣ ବାଲି ମାଫିଆଙ୍କୁ ମହଙ୍ଗା ପଡ଼ିଛି। ବିଶ୍ରା ପୁଲିସ ମୁଖ୍ୟ ଅଭିଯୁକ୍ତ ଭରତ ମାହାତୋ ସମେତ ୧୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଅନ୍ୟମାନେ ହେଲେ ଟ୍ରାକ୍ଟର, ଟିପ୍ପର ଓ ଜେସିବି ଡ୍ରାଇଭର ବିଶ୍ରା ଥାନା…
ଅଧିକ ଖବର ଦେଖନ୍ତୁ...

ଗାଁ ଗାଁ ବୁଲି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଲେ ଜିଲ୍ଲାସ୍ତରୀୟ ଅଧିକାରୀ

ଦେବଗଡ଼ :୨୦୧୯ ମସିହାରୁ କରୋନା ମହାମାରୀ ଯୋଗୁଁ ଜନ ଶୁଣାଣି ଅଭିଯୋଗ ହୋଇପାରି ନାହିଁ । ତେଣୁ ଜନସାଧାରଣଙ୍କର ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ବ୍ଲକସ୍ତରୀୟ ଗ୍ରାମଗୁଡିକୁ ଗସ୍ତ କରି ସଂପୃକ୍ତ ଅଂଚଳର ଜନସାଧାରଣଙ୍କ ସହିତ ତାଙ୍କର ଆପତ୍ତି ଅଭିଯୋଗ ଗ୍ରହଣ କରି ତାର ଏକ ପୁଙ୍ଖାନୁପୁଙ୍ଖ…
ଅଧିକ ଖବର ଦେଖନ୍ତୁ...

ଏଟିଏମରେ ଟଙ୍କା ଭର୍ତ୍ତି ହେବାବେଳେ ୨୯ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

ଭଦ୍ରକ: ଏଟିଏମ ମେସିନରେ ଟଙ୍କା ଲୋଡ଼ ବେଳେ ଲୁଟେରା ଲୁଟିନେଲେ ଟଙ୍କା ଭର୍ତ୍ତି ଟ୍ରଙ୍କ । ଟ୍ରଙ୍କରେ ଲୋଡ ପାଇଁ ୨୯ ଲକ୍ଷ ଟଙ୍କା ଥିଲା | ଆଉ ଏଟିଏମ ଲୋଡ଼ କରିବାକୁ ଯାଇଥିବା କର୍ମଚାରୀ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଟାଉନ ଥାନା ଅଧିନସ୍ଥ ଚରମ୍ପା…
ଅଧିକ ଖବର ଦେଖନ୍ତୁ...

୮୫ଲକ୍ଷ ଟଙ୍କା ଖର୍ଚ୍ଚ କରି ଘର ସଜ୍ଜା ପାଇଁ ଦୁଇଟି ଅଲିଭ ଗଛକୁ ଆନ୍ଧ୍ରରୁ ମଗାଇଛନ୍ତି ମୁକେଶ ଆମ୍ବାନୀ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ଜାମନଗର ବଙ୍ଗଳାକୁ ଦୁଇଟି ବିରଳ ଅଲିଭ୍ ଗଛ ଆସିଛି। ଯାହା ଆନ୍ଧ୍ରର ଏକ ନର୍ସରୀରେ ରହିଥିଲା। ୧୮୦ ବର୍ଷ ପୁରୁଣା ଅଲିଭ୍ ଗଛକୁ ପ୍ରାୟ ତିନି ବର୍ଷ ପୂର୍ବେ ସ୍ପେନରୁ ଗୌତମୀ ନର୍ସରୀକୁ ଅଣାଯାଇଥିଲା । ନଭେମ୍ବର ୨୪ ତାରିଖ ଅର୍ଥାତ ବୁଧବାର ଦିନ ଏହି ଦୁଇଟି ବଡ଼…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସ୍ଥଗିତ କାମ ସମାପ୍ତ କରି ପାରିବେ। ବନ୍ଧୁବାନ୍ଧବଙ୍କ ଠାରୁ ଆର୍ଥିକ ସାହାଯ୍ୟ ପାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ। ବୃଷ: ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ବଡ଼ ନିବେଶ…
ଅଧିକ ଖବର ଦେଖନ୍ତୁ...

ତେଲ ଟ୍ୟାଙ୍କର ଧକ୍କାରେ ମହିଳା ମୃତ

ଖୋର୍ଦ୍ଧା: ଆଜି ଅପରାହ୍ଣ ପ୍ରାୟ ୬ଟା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ନୟାଗଡ଼-ଖୋର୍ଦ୍ଧା ରାସ୍ତାରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ଏକ ତେଲ ଟ୍ୟାଙ୍କର ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ନୟାଗଡ଼ ଖଣ୍ଡପଡ଼ା ବୋରଗାଁର କଣିନାୟକ…
ଅଧିକ ଖବର ଦେଖନ୍ତୁ...

ରାତି ପାହିଲେ ପ୍ରଥମାଷ୍ଟମୀ : ମାଧବାନନ୍ଦଜୀଉଙ୍କ ପକ୍ଷରୁ ମହାପ୍ରଭୁଙ୍କ ପାଇଁ ଗଲା ପଢୁଆଁ ଭାର

ନିଆଳି: ରାତି ପାହିଲେ ପ୍ରଥମାଷ୍ଟମୀ। ପଢୁଆଁ ହେବେ ବଡଠାକୁର। ଏଥିପାଇଁ ଆଜି (ଶୁକ୍ରବାର) ମାମୁଁ ଘର ମାଧବାନନ୍ଦଜୀଉ ପକ୍ଷରୁ ଗଲା ପଢୁଆଁ ଭାର। ବଡଠାକୁର ଜଗନ୍ନାଥ ଓ ବଡଭାଇ ବଳଭଦ୍ର ମା' ସୁଭଦ୍ରା ଆସନ୍ତାକାଲି ପଢୁଆଁ ହେବେ। ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...