Daily Archives

December 3, 2021

ପାଚିକା ଚୟନକୁ ନେଇ ଉତ୍ତେଜନା, ସିଡିପିଓ ହଟହଟା 

ବସ୍ତା/ଗାନ୍ଧିଛକ: ବସ୍ତା ବ୍ଲକ ରଘୁନାଥପୁର ପଞ୍ଚାୟତ ବେଲି ଗ୍ରାମରେ ଆଜି ଅଙ୍ଗନବାଡି ପାଚିକା ଚୟନକୁ କେନ୍ଦ୍ରକରି ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଆଉ ଏଥିରେ ବସ୍ତା ସିଡିପିଓଙ୍କୁ ଆଜି ହଟହଟା ହେବାକୁ ପଡ଼ିଥିଲା। ସୂଚନା ଅନୁସାରେ, ବେଲି ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ପାଚିକା…
ଅଧିକ ଖବର ଦେଖନ୍ତୁ...

ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ମାଡ଼ିଆସୁଛି ‘ଜୋୱାଦ୍’; ପୁରୀଠାରୁ ୪୬୦ କିଲୋମିଟର ଦୂରରେ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ଜୋୱାଦ୍’ ପଶ୍ଚିମ-କେନ୍ଦ୍ରୀୟ  ବଙ୍ଗୋପ ସାଗରରେ  ଗତ ୬ ଘଣ୍ଟା  ଧରି ଘଣ୍ଟା ପ୍ରତି  ୧୪ କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି।  ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୨୮୦ କିଲୋମିଟର…
ଅଧିକ ଖବର ଦେଖନ୍ତୁ...

ବାତ୍ୟା ‘ଜୱାଦ’ ପ୍ରଭାବୀ ହେଲେ ‌ଧୋଇପାରେ ରାସ୍ତାଘାଟ, ହୋଇପାରେ ଭୂସ୍ଖଳନ

ରାୟଗଡ଼ା: ବାତ୍ୟା ‘ଜୱାଦ’ ଲ୍ୟାଣ୍ଡଫଲ୍ କରିବା ପରେ ରାୟଗଡ଼ାରେ ବଢ଼ିବ ବର୍ଷା। ୪୦ ରୁ ୫୦ କିମି ବେଗରେ ପବନ ବହିବ। ବର୍ଷା ପ୍ରଭାବରେ ରାସ୍ତାଘାଟ ଧୋଇଯିବା ସହ ଭୂସ୍ଖଳନ ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ଏପରି ସତର୍କ ସୂଚନା ପରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଣ୍ଟା ଭିଡ଼ିଛି…
ଅଧିକ ଖବର ଦେଖନ୍ତୁ...

ପିକନିକ ସାରି ଫେରିଲା ବେଳକୁ କାର ଭିତ‌ରେ ଗୁଡ଼ାଇ ହୋଇ ରହିଥିଲା ଅଜଗର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦେଖିଲେ ଭୟ ଲାଗୁଛି। ଭିଡିଓରେ କାର ସାମ୍ନାରେ ଏକ ସାପ ଗୁଡ଼ାଇ ହୋଇ ରହିଥିବା ଦେଖିବାକୁ ମିଳୁଛି। ପ୍ରକାଶିତ ରିପୋର୍ଟ ମୁତାବକ, କିଛିଦିନ ତଳେ ଅଷ୍ଟ୍ରେଲିଆର ଏକ ପରିବାର ପିକନିକ୍ ପାଇଁ ଯାଇଥିଲେ। ଏହି ସମୟରେ…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ଶରୀରରେ ଏସବୁ ସମସ୍ୟା ଦେଖା ଦେଉଛି କି, ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ:  ଯଦି ଆପଣଙ୍କୁ ବାରମ୍ବାର ଥକ୍କାପଣ, ମୁଣ୍ଡ ବୁଲାଇବା, ଓଜନ ବଢିବା ଏବଂ ମାଂସପେଶୀ ଦୁର୍ବଳ ଲାଗିବା ଭଳି  ଅସୁବିଧା ଦେଖା ଦେଉଛି ତେବେ ଶରୀରରେ ଥାଇରଏଡ୍ ଭଳି ସମସ୍ୟା ଥାଇପାରେ। ଏଭଳି ସମୟରେ ଫାଇବର୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହି ରୋଗରୁ ମୁକ୍ତି ମିଳିପାରିବ । ଥାଇରଏଡ୍…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନର ବିପଦ କମାଇବ କି ବୁଷ୍ଟର ଡୋଜ୍? ପଢନ୍ତୁ, କଣ ପରାମର୍ଶ ରଖିଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତରେ ଡିସେମ୍ୱର ୨ ତାରିଖରେ କର୍ଣ୍ଣାଟକରୁ ଚିହ୍ନଟ ହୋଇଥିଲା ଓମିକ୍ରନର ପ୍ରଥମ ୨ଟି ନମୂନା । ମାତ୍ର ୨୪ ଘଣ୍ଟା ପରେ ବେଙ୍ଗାଲୁରୁ, ଦିଲ୍ଲୀ, ମୁମ୍ୱାଇ ପରି ସହରରେ ଓମିକ୍ରନ ମାମଲା ସାମ୍ନାକୁ ଆସିଲାଣି । ଏପରି ଅବସ୍ଥାରେ ପ୍ରଶ୍ନ ଉଠୁଛି, ଓମିକ୍ରନକୁ ରୋକାଯିବ କେମିତି? ଡେଲଟା…
ଅଧିକ ଖବର ଦେଖନ୍ତୁ...

ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ଶବ ଧରି ଧାରଣାରେ ବସି‌ଲେ ପରିବାର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଜି ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଅସ୍ତ୍ରୋପଚାର ପରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାରବର୍ଗ ମହିଳାଙ୍କ ଶବ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଟକ ସମ୍ମୁଖରେ ଧାରଣାରେ…
ଅଧିକ ଖବର ଦେଖନ୍ତୁ...

ଦୁରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ; ଯାତ୍ରୀମାନେ ସୁରକ୍ଷିତ, ୪ ଘଣ୍ଟା ବିଳମ୍ବରେ ଟ୍ରେନ୍ ଛାଡ଼ିଲା

ବ୍ୟାସନଗର/ଧର୍ମଶାଳା: ଯଶୋବନ୍ତପୁର-ହାୱଡା ଦୂରନ୍ତ ଏକ୍ସପ୍ରେସ ହାୱଡା ଅଭିମୁଖେ ଯାତ୍ରା କରୁଥିବା ବେଳେ ଆଜି ସକାଳ ୧୦ଟାରେ ହରିଦାସପୁର ଷ୍ଟେସନ ନିକଟରେ ଲାଇନ୍ ଚ୍ୟୁତ ହୋଇଥିଲା। ଇଞ୍ଜିନ୍ ସହିତ ଗୋଟିଏ ବଗି ଲାଇନ୍ ଚ୍ୟୁତ ହୋଇଥିଲା। ମାତ୍ର ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି…
ଅଧିକ ଖବର ଦେଖନ୍ତୁ...

‘ଜୱାଦ’ ପାଇଁ ୨ ଦିନ ବନ୍ଦ ରହିବ ଶିମିଳିପାଳ, ଯାତ୍ରା ବାତିଲ କରନ୍ତୁ ପର୍ଯ୍ୟଟକ

ବାରିପଦା: ବାତ୍ୟା ‘ଜୱାଦ’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାକୁ ଦୃଷ୍ଟିରେ ରଖି ୪ ଓ ୫ ତାରିଖ (ଶନିବାର, ରବିବାର) ଦୁଇ ଦିନ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ବର୍ଷା ସମୟରେ ଶିମିଳିପାଳ ଭିତରେ…
ଅଧିକ ଖବର ଦେଖନ୍ତୁ...

ବାୟୁ ପ୍ରଦୂଷଣ ଯୋଗୁ ମହିଳାମାନଙ୍କ ମଧ୍ୟରେ ୨୫% ଓ ପୁରୁଷଙ୍କ କ୍ଷେତ୍ରରେ ୨୪% ବଢ଼ିଛି ଫୁସଫୁସ କର୍କଟ

ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଦଳ  ଫୁସଫୁସ ଏଡେନୋକାରସିନୋମା (ଏଲଏଡିସି) ଘଟଣା ବୃଦ୍ଧି ପାଇଁ ବାୟୁ ପ୍ରଦୂଷଣକୁ ଦାୟୀ ବୋଲି କହିଛନ୍ତି। ଏଡେନୋକାରସିନୋମା ଏକ ପ୍ରକାର ଫୁସଫୁସ କର୍କଟ । ଅନ୍ୟପକ୍ଷରୁ ଅଧ୍ୟୟନରୁ ଏହା ଜଣାପଡ଼ିଛି କି, ସମଗ୍ର ଦୁନିଆରେ…
ଅଧିକ ଖବର ଦେଖନ୍ତୁ...