Daily Archives

January 2, 2022

ଯୋଗୀ ସରକାରଙ୍କ ମନ୍ତ୍ରୀଙ୍କ ଉପରେ ବୋହୂ ଆଣିଲେ ଯୌତୁକ ନିର୍ଯାତନା ଅଭିଯୋଗ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମାଗିଲେ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ମନ୍ତ୍ରୀ ଥିବା ଆଶୁତୋଷ ଟଣ୍ଡନଙ୍କ ପରିବାର ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ତାଙ୍କ ବୋହୂ । ଅଭିଯୋଗ ଆଣିଥିବା ବୋହୂ ଦିଶା ହେଉଛନ୍ତି ଆଶୁତୋଷ ଟଣ୍ଡନଙ୍କ ଭାଇ ଦିବଂଗତ ଲାଲାଜୀ ଟଣ୍ଡନଙ୍କର ପୁତ୍ରବଧୂ। ଦିଶାଙ୍କ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଘରକୁ ବନ୍ଧୁ ଆସିବେ। ଯେକୌଣସି କାମ କରିବା ପୂର୍ବରୁ ଅଭିଭାବକଙ୍କ ପରାମର୍ଶ ନିଅନ୍ତୁ। ଆତ୍ମବିଶ୍ବାସ ବଜାୟ ରଖିବା ଆପଣଙ୍କ ପକ୍ଷେ କଷ୍ଟକର ହୋଇପାରେ। ବୃଷ: ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ବନ୍ଧୁ ଓ ଶିକ୍ଷକଙ୍କର ସହଯୋଗ ପାଇବେ। ଭାଗୀଦାରି…
ଅଧିକ ଖବର ଦେଖନ୍ତୁ...

ଚୀନର ପାରା ଓଡ଼ିଶାରେ! ଗୋଡ଼ରେ ଲାଗିଛି ଚାଇନିଜ୍‌ ଭାଷାରେ ଲିଖିତ ମୁଦି

ରାଉରକେଲା: କାଂଶବାହାଲରେ ଆଜି ଅପରାହ୍ନରେ ଏକ ପାରା ଉଦ୍ଧାର ହୋଇଛି। ଏହି ପାରାର ଆକାର ସାଧାରଣ ପାରାଠାରୁ ବଡ଼। ତେବେ ଏହି ପାରା ଗୋଡ଼ରେ ଚୀନ ଭାଷାରେ ଲିଖିତ ଏକ ମୁଦି ରହିଛି। ମୁଦି ଭିତରେ ପାରା ଗୋଡ଼ରେ ଲାଗିଛି ଅଜଣା ଯନ୍ତ୍ର। ଉକ୍ତ ମୁଦିରେ ଇଂରାଜୀରେ କ୍ରମିକ ସଂଖ୍ୟା(ସିରିଏଲ୍‌ ନମ୍ବର)…
ଅଧିକ ଖବର ଦେଖନ୍ତୁ...

୩ ଦିନ ପର୍ଯ୍ୟନ୍ତ ଶୀତରୁ ନିସ୍ତାର ନାହିଁ; ରାଜ୍ୟର ୫ ଜିଲ୍ଲା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କଲା ଆଇଏମଡି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ରାଜ୍ୟର ପାଞ୍ଚଟି ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରିଛି। ରାଜ୍ୟରେ ଆସନ୍ତା ତିନି ଦିନ ପାଇଁ ଶୀତ ଲହରୀ ଜାରି ରହିବ ବୋଲି ଆଇଏମଡି ଚେତାବନୀ ଦେଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ…
ଅଧିକ ଖବର ଦେଖନ୍ତୁ...

ଉତ୍ତରା ଛକରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ, ସ୍କର୍ପିଓ ଚାଳକ ଆହତ

ଧଉଳି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଉତ୍ତରା ଛକ ନିକଟରେ ଆଜି ସଂଧ୍ୟା ୭ଟା ସମୟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ତାଙ୍କ ପରିବାର ଲୋକ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଦୁର୍ଘଟଣା‌ ପରେ ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ କାୟା ମେଲାଉଛି ଓମିକ୍ରନ; ଦିନକରେ ୨୩ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ୩୭କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ ବଢ଼ିଯାଇଛି । ଗୋଟିଏ ଦିନରେ ୨୩ ଜଣ ଚିହ୍ନଟ ହୋଇଛନ୍ତି । ସବୁଠୁ ଚିନ୍ତାଜନକ କଥା ହେଉଛି, ଅଧା ଓମିକ୍ରନ ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । କେନ୍ଦୁଝରରୁ ସର୍ବାଧିକ ୭ ଜଣ, ଖୋର୍ଦ୍ଧାରୁ ୪ ଜଣ, ସମ୍ବଲପୁର ଓ ପୁରୀରୁ ୩ ଜଣ ଲେଖାଏଁ…
ଅଧିକ ଖବର ଦେଖନ୍ତୁ...

ଟେଷ୍ଟ ମ୍ୟାଚ ଜିତିିବା ପରେ ବି କାହିଁକି ଗଣମାଧ୍ୟମ ସାମ୍ନାକୁ ଆସୁନାହାନ୍ତି କୋହଲି? ଉତ୍ତର ରଖିଲେ ରାହୁଲ ଦ୍ରାବିଡ

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ କାଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛି । ପ୍ରଥମ ଟେଷ୍ଟ ମ୍ୟାଚ ଜିତି ଭାରତ ଏବେ ୧-୦ରେ ଆଗୁଆ ରହିଥିଲେ ବି ଦଳ ଭିତରେ ସବୁ କିଛି ଠିକ ନଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଦନ୍ତା ସମେତ ଦୁଇ ହାତୀ, ଲୋକେ ଭୟଭୀତ

ଖୋର୍ଦ୍ଧା: ସ୍ୱଳ୍ପ ସମୟ ବ୍ୟବଧାନରେ ପୁଣିଥରେ ଖୋର୍ଦ୍ଧା ସହର ମଧ୍ୟକୁ ହାତୀ ପ୍ରବେଶ କରିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟକୁ ପଶିଆସିଥିବା ହାତୀ ଦୁଇଟିଙ୍କୁ ଘଉଡ଼ାଇବାକୁ ପୁଲିସ ଓ ବନ ବିଭାଗ କର୍ମଚାରୀମାନେ ଅଭିଯାନ ଚଳାଇଛନ୍ତି । ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଓମିକ୍ରନ୍‌: ବ୍ରିଟେନ୍‌ରୁ ଫେରିଥିଲେ ପରିବାରର ୩ ଜଣ, ହୋମ୍ ଆଇସୋଲେସନ୍‌ରେ ଥିଲେ ୪ ଦିନ 

ବୁର୍ଲା: ସମ୍ବଲପୁର ସହରରେ ଗୋଟିଏ ପରିବାରର ୩ ସଦସ୍ୟ ଓମିକ୍ରନ ଆକ୍ରାନ୍ତ ଥିବା ଜଣାପଡିଛି। ଆକ୍ତାନ୍ତ ତିନିଜଣ ଯାକ ସମ୍ବଲପୁର ଜଗନ୍ନାଥ କଲୋନିର ବୋଲି ସୂଚନା ମିଳିଛି। ତିନିଜଣଙ୍କ ମଧ୍ୟରେ ଗୋଟିଏ ପରିବାରର ସ୍ୱାମୀ (୪୩), (୩୮) ଏବଂ ସେମାନଙ୍କର ଗୋଟିଏ ୧୦ ବର୍ଷର ଶିଶୁ ପୁତ୍ର ପଜିଟିଭ୍…
ଅଧିକ ଖବର ଦେଖନ୍ତୁ...

ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରୁ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଏବେ ରାଜଧାନୀରେ କରୋନା ସଂକ୍ରମଣ ସ୍ଥିର ରହିଛି। ଗତ କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ୧୦୦ଭିତରେ ରହୁଛି। ଆଜି ରାଜ୍ୟ ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ଭୁବନେଶ୍ବର…
ଅଧିକ ଖବର ଦେଖନ୍ତୁ...