Daily Archives

May 6, 2022

କେଜ୍ରିୱାଲ ଓ ମାନ ପାପ କରୁଛନ୍ତି: ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ ପୁଲିସ ଦ୍ବାରା ବିଜେପି ନେତା ତେଜିନ୍ଦର ପାଲ ସିଂ ବଗ୍ଗା ଗିରଫଦାରି ମାମଲାରେ କେବଳ ବିଜେପି ନୁହେଁ, ବରଂ କଂଗ୍ରେସ ନେତାମାନେ ମଧ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଜି କଂଗ୍ରେସ…
ଅଧିକ ଖବର ଦେଖନ୍ତୁ...

ପୁଲିସ ମାଓବାଦୀ ଗୁଳିବିନିମୟ: ବହୁ ନକ୍ସଲ ମୃତାହତ ସୂଚନା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୁଣି ମାଓବାଦୀ ମାତିଛନ୍ତି। ଆଜି ଦନ୍ତେଵାଡା ଜିଲ୍ଲାର ଅରଣପୁର ଥାନା ଅଂଚଳରେ ପୁଣି ପୁଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଚାଲିଥିବା ନେଇ ଏସପି ସିଦ୍ଧାର୍ଥ ତିଵାରୀ ପ୍ରକାଶ କରିଛନ୍ତି। ଅରଣପୁର ଜଂଗଲରେ ମାଓବାଦୀ କ୍ୟାମ୍ପ କରି…
ଅଧିକ ଖବର ଦେଖନ୍ତୁ...

ମୋ ସ୍ବାମୀଙ୍କୁ ସେମାନେ ମାରୁଥିଲେ; ମୁଁ ସାହାଯ୍ୟ ପାଇଁ ବିକଳ ଚିତ୍କାର କରୁଥିଲି, କେହି ଆସିଲେନି ଦୂରରେ ଠିଆହୋଇ…

ହାଇଦ୍ରାବାଦ୍ : ମଣିଷ ମାନବିକତା ହରାଇ ବସୁଛି? ହାଇଦ୍ରାବାଦରେ ଘଟିଥିବା ଘଟଣା ଏହା ହିଁ ଇଙ୍ଗିତ କରୁଛି। ଏକ ବ୍ୟସ୍ତବହୁଳ ରାସ୍ତାରେ ସମସ୍ତଙ୍କ ଆଖି ସାମ୍ନାରେ ଜଣଙ୍କୁ ପିଟିପିଟି ହତ୍ୟା କରାଯାଉଛି କିନ୍ତୁ କେହି ବି ମୁହଁ ଖୋଲୁ ନାହାନ୍ତି। ବରଂ ଘଟଣାର ଭିଡିଓ ଉତ୍ତୋଳନ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମସଜିଦରେ ଲାଉଡସ୍ପିକର ଲଗାଇବା ମୌଳିକ ଅଧିକାର ନୁହେଁ : ଆହ୍ଲାବାଦ ହାଇକୋର୍ଟ

ବାଙ୍ଗାଲୋର : ମସଜିଦରେ ଲାଉଡସ୍ପିକର ଲଗାଇବା ଲାଗି ଆଗତ ଏକ ପିଟିସନକୁ ଖାରଜ କରିଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହା ଏକ ମୌଳିକ ଅଧିକାର ନୁହେଁ ବୋଲି ହାଇକୋର୍ଟ ନିଜ ରାୟରେ କହିଛନ୍ତି । ଇରଫାନ ନାମକ ବ୍ୟକ୍ତିଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ବିବେକ କୁମାର ବିରଳା ଓ ଜଷ୍ଟିସ…
ଅଧିକ ଖବର ଦେଖନ୍ତୁ...

ପୂଜା ପାଇଁ ମନ୍ଦିରକୁ ଆସିଥିଲେ ଅଟୋ ଚାଳକ, ଗଛ ଡାଳ ପଡି ମୃତ୍ୟୁ

ଭଞ୍ଜନଗର: ପୂଜା ପାଇଁ ଆସିଥିଲେ ମନ୍ଦିର। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଅଟୋ ରଖି ମନ୍ଦିର ପାଖରେ ଚାଲି ଚାଲି ଯାଉଥିବା ବେଳେ ଗଛ ଡାଳ ପଡି ଚାଲି ଗଲା ପ୍ରାଣବାୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧିନ ଗୁଜୁରାଳି ଗ୍ରାମ ଛକ ଠାରେ। ମୃତକ ଜଣକ ହେଲେ ତାରସିଂ ଥାନା ଅଧିନ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀର ମଧ୍ୟକୁ ଅନୁପ୍ରବେଶ କରିବାକୁ ୨୦୦ ପାକ୍‌ ଆତଙ୍କବାଦୀ ସୁଯୋଗ ଅପେକ୍ଷାରେ ଅଛନ୍ତି: ସେନା

ଶ୍ରୀନଗର: ଉତ୍ତର ସେନା କମାଣ୍ଡର ଲେଫ୍‌ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଶୁକ୍ରବାର ଦିନ କହିଛନ୍ତି ଯେ ସଂପ୍ରତି ପାକ୍‌ ଆତଙ୍କବାଦୀମାନଙ୍କର ଦେଶ ମଧ୍ୟକୁ ଅନୁପ୍ରବେଶ ବହୁ ପରିମାଣରେ ହ୍ରାସ ପାଇଛି। ତଥାପି ବର୍ତ୍ତମାନ ୨୦୦ରୁ ଅଧିକ ପାକ୍‌ ତାଲିମ ପ୍ରାପ୍ତ ଆତଙ୍କବାଦୀ ଜମ୍ମୁ- କଶ୍ମୀର…
ଅଧିକ ଖବର ଦେଖନ୍ତୁ...

ଧାମିଙ୍କୁ ହରାଇବାକୁ କଂଗ୍ରେସ ରଚିଲା ଚକ୍ରବ୍ୟୁହ! ଏହି ମହିଳାଙ୍କୁ ଦେଲା ଟିକେଟ

ଡେରାଡୁନ: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବିରୋଧରେ ଲଢ଼ିବାକୁ କଂଗ୍ରେସ ନିର୍ମଳା ଗହଟୋରିଙ୍କୁ ପ୍ରାର୍ଥୀ କରିଛି। ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ମତଦାନ ମେ ୩୧ରେ ହେବାକୁ ଥିବାବେଳେ ୩ ଜୁନ୍ ରେ ଭୋଟ୍…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନଙ୍କ ହତ୍ୟା ଘଟଣାରେ ସିବିଆଇ ତଦନ୍ତ କରାଯାଉ: ଶାହା

କୋଲକାତା: ପଶ୍ଚିମବଙ୍ଗର ଉତ୍ତର କୋଲକାତାର କାଶୀପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀଙ୍କର ମୃତଦେହ ଉଦ୍ଧାର ହୋଇଛି | ରହସ୍ୟମୟ ପରିସ୍ଥିତିରେ ଏକ କୋଠା ଭିତରେ କର୍ମୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ମୃତକଙ୍କ ନାମ ଅର୍ଜୁନ ଚୌରାସିଆ ବୋଲି…
ଅଧିକ ଖବର ଦେଖନ୍ତୁ...

ପାରାବାରିକ କଳହରୁ ମୁକ୍ତି‌ ଓ ଚାକିରି ଆଶାରେ ବୋହୂକୁ ଗୁଣିଆ ହାତରେ ଟେକିଦେଲେ ଶାଶୂ, ଦୁଷ୍କର୍ମର ଶିକାର ହେଲେ ମହିଳା

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍‌ ରାଇବଣିଆ ଥାନା ଅଞ୍ଚଳର ଜୈନିକା ମହିଳାଙ୍କୁ ଜଣେ ଗୁଣିଆ ଦୀର୍ଘ ୭୯ ଦିନ ଧରି ଏକ ବନ୍ଦ କୋଠରୀ ଭିତରେ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ବାରମ୍ବାର ଦୁଷ୍କର୍ମ କରିବା ଭଳି ଅଭାବନୀୟ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ…
ଅଧିକ ଖବର ଦେଖନ୍ତୁ...

ଗ୍ରୀନ ହାଉସ୍ ଗ୍ୟାସ ଯୋଗୁଁ ନିଶ୍ଚିହ୍ନ ହେବ ସାମୁଦ୍ରିକ ଜୀବଜଗତ

ଭୁବନେଶ୍ବର : ଗ୍ରୀନ ହାଉସ୍ ଗ୍ୟାସ ବା ସବୁଜ ଘର ବାଷ୍ପ ପ୍ରଭାବରୁ ଲୋପ ପାଇଯିବ ସମୁଦ୍ର ତଳେ ଥିବା ଜୀବଜଗତ । ବଢିଚାଲିଥିବା ଗ୍ରୀନ ହାଉସ୍ ଗ୍ୟାସ ନିର୍ଗମନକୁ ଏବେଠାରୁ ନିୟନ୍ତ୍ରଣ ନ କଲେ ଆସନ୍ତା ୨୩୦୦ ମସିହା ସୁଦ୍ଧା ବିଶ୍ବର ଅନେକ ପ୍ରକାରର ଜୀବ ପ୍ରଜାତି ଲୋପ ପାଇଯିବେ । ସାଇନ୍ସ…
ଅଧିକ ଖବର ଦେଖନ୍ତୁ...