Daily Archives

May 6, 2022

ନିର୍ବନ୍ଧ ଉତ୍ସବକୁ ସଂପର୍କୀୟ ଓ ବନ୍ଧୁଙ୍କୁ ନିମନ୍ତ୍ରଣ କଲେ ଯୁବତୀ, ସ୍ଥାନରେ ପହଞ୍ଚି ସଭିଏଁ ହୋଇଗଲେ ଆଶ୍ଚର୍ଯ୍ୟ

ଭାଇରାଲ୍‌ ଭିଡିଓ: ବିବାହ ଏକ ଏପରି ପ୍ରଥା ଯାହା ସଂପର୍କରେ ଅନେକ ଦିନ ଆଗରୁ ସଂପର୍କୀୟମାନେ ଅବଗତ ଥାଆନ୍ତି। ବିବାହ ସ୍ଥିର ହେବାରୁ ନେଇ ନିର୍ବନ୍ଧ, ହଳଦୀ, ସଂଗୀତ ଆଦି ପ୍ରତ୍ୟେକ ଉତ୍ସବ ସଂପର୍କରେ ପ୍ରିୟଜନଙ୍କୁ ଜଣାଥାଏ। ମାତ୍ର ଏପରି କେଉଁ ବିବାହ ଦେଖିଛନ୍ତି କି, ଯେଉଁଥିରେ ବିବାହ ଦିନ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟ ବେଳେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଶୁକ୍ରବାର ଦିନ ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି | ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ବଡ କଥା ଯେ ନିହତ ଆତଙ୍କବାଦୀଙ୍କ ମଧ୍ୟରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆଶ୍ରାଫ ମୋୖଲଭୀର ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ଗିରଫ ହେଲେ ୭.୨୧ କୋଟି ଟଙ୍କାର ମାଲିକ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତ

ଭୁବନେଶ୍ବର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏଲ୍‌ଆଇଙ୍କ ୯୧ଟି ପ୍ଲଟ ସହ ୭ କୋଟି ୨୧ ଲକ୍ଷ ଟଙ୍କାର ସଂପତ୍ତି କାଲି ଠାବ ହୋଇଥିଲା। ଭିଜିଲାନ୍ସ ବିଭାଗକୁ ସୂଚନା ମିଳିଛି ଯେ, ଶ୍ରୀ ରାଉତଙ୍କ ଆୟ…
ଅଧିକ ଖବର ଦେଖନ୍ତୁ...

ମାଇଣ୍ଡଟ୍ରି ଓ ଏଲଏଣ୍ଡଟି ଇନଫୋଟେକ୍ ମଧ୍ୟରେ ମିଶ୍ରଣ ହେବ, ସୃଷ୍ଟି ହେବ ଦେଶର ୫ମ ବୃହତ୍ତମ ଆଇଟି କମ୍ପାନି

ବାଙ୍ଗାଲୋର : ଏଲଏଣ୍ଡଟି ଅଧିନସ୍ଥ ଦୁଇଟି ପ୍ରମୁଖ ଆଇଟି କମ୍ପାନି ଏଲଏଣ୍ଡଟି ଇନଫୋଟେକ ଓ ମାଇଣ୍ଡଟ୍ରି ମଧ୍ୟରେ ମିଶ୍ରଣ ହେବ । ଶୁକ୍ରବାର ଦିନ ବସିଥିବା ଏହି ଦୁଇ କମ୍ପାନିର ବୋର୍ଡ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏହି ମିଶ୍ରଣ ପରେ ସୃଷ୍ଟି ହେବାକୁ ଥିବା କମ୍ପାନି…
ଅଧିକ ଖବର ଦେଖନ୍ତୁ...

ବରକୁ ସୁଇମିଂ ପୁଲ୍‌କୁ ଠେଲିଦେଲେ କନ୍ୟା, ଆଉ ତାପରେ…

ଭାଇରାଲ୍‌ ଭିଡିଓ: ବିବାହରେ ଯଦି ମଜା ନାହିଁ, ମସ୍ତି ନାହିଁ ତେବେ ତାହା ‌କି ପ୍ରକାରର ବିବାହ! ଆପଣ ଏପରି ଅନେକ ବିବାହ ଦେଖିଥିବେ ଯେଉଁ ବିବାହରେ କିଛି ନିଆରା ଘଟଣା ଘଟିଥିବ। ମାତ୍ର କେଉଁ ବିବାହରେ ବରକୁ କନ୍ୟା ସୁଇମିଂ ପୁଲ୍‌ ଭିତରକୁ ଠେଲି ଦେଉଥିବାର ଦେଖିଛନ୍ତି କି? ଏପରି ଏକ ଭିଡିଓ…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ଭାରତୀୟ ସାମ୍ବାଦିକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ‘ଓ ମାଇଁ ଗଡ୍’, ସୋସିଆଲ୍ ମିଡିଆରେ…

ନୂଆଦିଲ୍ଲୀ: ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ଓ ମାଇଁ ଗଡ୍' କହୁଥିବାର ଭିଡିଓ। ପ୍ରଧାନମନ୍ତ୍ରୀ ଏବେ ତିନି ଦିନିଆ ୟୁରୋପ ଗସ୍ତ ଶେଷ କରି ଭାରତ ଫେରିଛନ୍ତି। ମୋଦୀ ଡେନମାର୍କ ରାଜଧାନୀ କୋପେନ୍‌ହେଗନ ଗସ୍ତ କରିଥିଲେ। ମୋଦୀ ତାଙ୍କ ଡେନମାର୍କ ପ୍ରତିପକ୍ଷ ମେଟେ…
ଅଧିକ ଖବର ଦେଖନ୍ତୁ...

ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ମିଳିଲା ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ, ମୃତକଙ୍କ ପରିବାରକୁ ଭେଟିବାକୁ…

କୋଲକାତା: ପଶ୍ଚିମବଙ୍ଗର ଉତ୍ତର କୋଲକାତାର କାଶୀପୁର ଅଞ୍ଚଳରେ ଶୁକ୍ରବାର ସକାଳେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀଙ୍କର ମୃତଦେହ ଉଦ୍ଧାର ହୋଇଛି | ରହସ୍ୟମୟ ପରିସ୍ଥିତିରେ ଏକ କୋଠା ଭିତରେ କର୍ମୀଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ଏହି ଅଞ୍ଚଳରେ ଉତ୍ତେଜନା…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରପ୍ରଦେଶରୁ ହରିୟାଣା ଚାଲାଣ ହେଉଥିଲା ୫ କୁଇଣ୍ଟାଲ ଗଂଜେଇ, ଭୁବନେଶ୍ବରରେ ଧରାପଡ଼ିଲା ଟ୍ରକ୍‌

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଏହା ଭୁବନେଶ୍ବରରେ ଧରାପଡ଼ିଛି। ଏନ୍‌ସିବି ଭୁବନେଶ୍ବର ଜୋନ୍‌ ୫ କୁଇଣ୍ଟାଲ ୬ କିଲୋ ଗଂଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲୱାନ ସିଂହ (୩୧), ଜସପ୍ରୀତ ସିଂହ (୩୫) ଓ ଜସନୁର…
ଅଧିକ ଖବର ଦେଖନ୍ତୁ...

କାଳବୈଶାଖୀ: ୧୪ ଜିଲ୍ଲାକୁ ୟେଲୋଓ୍ଵାର୍ଣ୍ଣିଂ ଜାରି; ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ବହିବ ଘୂର୍ଣ୍ଣିଝଡ଼

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୭ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, ଗଜପତି, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି।…
ଅଧିକ ଖବର ଦେଖନ୍ତୁ...

ତେଜିନ୍ଦର ବଗ୍ଗା ଗିରଫଦାରି ମାମଲାରେ ନାଟକୀୟ ମୋଡ: ପଂଜାବ ପୁଲିସ୍ ଅପଦସ୍ଥ, ଦିଲ୍ଲୀ ପୁଲିସ ସହ ଫେରୁଛନ୍ତି

ନୂଆଦିଲ୍ଲୀ : ପଂଜାବ ପୁଲିସ ଦ୍ବାରା ବିଜେପି ନେତା ତେଜିନ୍ଦର ପାଲ ସିଂ ବଗ୍ଗା ଗିରଫଦାରି ମାମଲାରେ ଏକ ନାଟକୀୟ ମୋଡ଼ ଆସିଛି । ପଂଜାବ ପୁଲିସ ତାଙ୍କୁ ଗିରଫ କରି ସଡ଼କ ପଥରେ ମୋହାଲି ନେଇଯାଉଥିବାବେଳେ ହରିୟାଣାଠାରେ ସ୍ଥାନୀୟ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହାପରେ ହରିୟାଣା ପୁଲିସ…
ଅଧିକ ଖବର ଦେଖନ୍ତୁ...