Daily Archives

May 8, 2022

୩ବର୍ଷ ବନ୍ଦ ରହିବା ପରେ ଏବେ ପୁଣି ଆକାଶରେ ଉଡ଼ିବ ଜେଟ୍ ଏୟାରୱେଜ୍‌, ମିଳିଲା ସୁରକ୍ଷା କ୍ଲିୟରାନ୍ସ

ନୂଆଦିଲ୍ଲୀ: କିଛି ମାସ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ବନ୍ଦ ହୋଇଯାଇଥିଲା ବିମାନ କମ୍ପାନି ଜେଟ୍‌ ଏୟାରୱେଜ୍‌। ୨୦୧୯ରେ କମ୍ପ‌ାନି ବନ୍ଦ ହୋଇଥିବା ବେଳେ ଏବେ ପୁଣି ଥରେ ଜେଟ୍‌ ଏୟାରୱେଜର ବିମାନ ଆକଶାରେ ଉଡ଼ିବ ବୋଲି ଜଣାପଡ଼ିଛି। ଏନେଇ ଆଜି ଜେଟ ଏୟାରୱେଜକୁ ଗୃହ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

୧୦ ତାରିଖ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବେ କୁଡ଼ିଆ ଘରେ ରହୁଥିବା ଲୋକେ: ଏସ୍‌ଆରସି

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସ୍ଵତନ୍ତ୍ର  ରିଲିଫ କମିସନରଙ୍କ ଜିଲ୍ଲାପାଳଙ୍କୁ ନିର୍ଦେଶ। ରିଲିଫ କମିସନର ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଗଞ୍ଜାମ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୬୭ ରନ୍‌ରେ ପରାସ୍ତ କଲା ବାଙ୍ଗାଲୋର, ଓ୍ଵାନିନ୍ଦୁ ହସରଙ୍ଗାଙ୍କୁ ୫ ଓ୍ଵିକେଟ୍‌

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୪ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ଦମଦାର ବୋଲିଂ କରିଛି। ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬୭ ରନ୍‌ରେ ପରାସ୍ତ କରିଛି। ହାଇଦ୍ରାବାଦ୍‌ ୧୯.୨ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୫ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ଶାହାଙ୍କୁ ନୈଶ୍ୟ ଭୋଜିରେ ଆପ୍ୟାୟିତ କରିବାର ପରଦିନ ଗାଙ୍ଗୁଲି କହିଲେ; ମମତା ତାଙ୍କର ‘ଅତି ନିକଟତର’

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିଜ କୋଲକାତା ବାସଭବନରେ ରାତ୍ରୀ ଭୋଜନରେ ଆପାୟିତ କରିବାର ଗୋଟିଏ ଦିନ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ‘ଅତି ନିକଟତର’ ଏବଂ ଯେତେବେଳେ ତାଙ୍କୁ କୌଣସି ସାହାଯ୍ୟ…
ଅଧିକ ଖବର ଦେଖନ୍ତୁ...

ଡ. ରଜତ କରଙ୍କ ବିୟୋଗରେ ଓଡ଼ିଶା ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ସୁସାହିତ୍ୟିକ, ଜଗନ୍ନାଥ ସଂସ୍କୃତିର ଅନନ୍ୟ ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ରଜତ କର ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ…
ଅଧିକ ଖବର ଦେଖନ୍ତୁ...

ତାଜମହଲରେ ବନ୍ଦ ଥିବା ୨୨ ଗୁପ୍ତ କୋଠରୀ ଖୋଲିବାକୁ କୋର୍ଟର ଦ୍ୱାରସ୍ଥ

ଆଗ୍ରା: ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବାକୁ ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି | ଆହ୍ଲାବାଦ ହାଇକୋର୍ଟର ଲଖନଉ ବେଞ୍ଚରେ ଏକ ପିଟିସନ ଦାଖଲ କରାଯାଇଛି ଯେ ତାଜମହଲରେ ତାଲା ପଡିଥିବା ୨୨ଟି କୋଠରୀ ଖୋଲାଯିବା ଉଚିତ ଏବଂ ଏଏସଆଇ ଦ୍ୱାରା ଏହାର ଯାଞ୍ଚ କରାଯିବା ଉଚିତ। ତାଜମହଲରେ…
ଅଧିକ ଖବର ଦେଖନ୍ତୁ...

ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ ଓ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ.ରଜତ କରଙ୍କ ଦେହାନ୍ତ

ଭୁବନେଶ୍ବର: ବିଶିଷ୍ଟ ଶିକ୍ଷାବିତ୍, ଜଗନ୍ନାଥ ସଂସ୍କୃତିର ପ୍ରବକ୍ତା, ସୁସାହିତ୍ୟିକ, ସୁବକ୍ତା ତଥା ଜଣାଶୁଣା ଆଧ୍ୟାତ୍ମିକ ପ୍ରବଚକ ଡକ୍ଟର ରଜତ କୁମାର କରଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବା ପୁତ୍ର ରଂଜିତ କର ସୂଚନା…
ଅଧିକ ଖବର ଦେଖନ୍ତୁ...

ଭାରତ ଦୁନିଆରେ ଏକ ନମ୍ବର ଦେଶ ନହେବା ପର୍ଯ୍ୟନ୍ତ ଭଗବାନ ମୋତେ ମୃତ୍ୟୁ ନଦିଅନ୍ତୁ: କେଜ୍ରିୱାଲ

ମୁମ୍ବାଇ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ମହାରାଷ୍ଟ୍ରରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ନାଗପୁରରେ ସାମ୍ବାଦିକମାନଙ୍କୁ ସାକ୍ଷାତକାର ଦେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନାଁ ନ ନେଇ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିଛନ୍ତି। ପୂର୍ବରୁ ଅନେକ ଥର…
ଅଧିକ ଖବର ଦେଖନ୍ତୁ...

ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ; ଥାନାରେ ଏତଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

ମାଲକାନଗିରି: କାଲିମେଳା ବ୍ଲକର ସୁଧାକୋଣ୍ଡା ଗ୍ରାମରେ ଗତ ଏକ ମାସ ତଳେ ଜଣେ ଦିବ୍ୟାଙ୍ଗ ଯୁବତୀକୁ ଜଣେ ବ୍ୟକ୍ତି ବାରମ୍ବାର ଦୁଷ୍କର୍ମ କରି ଗର୍ଭବତୀ କରିବା ଘଟଣା ଥମିନଥିବା ବେଳେ ଏବେ ପୁଣି ଆଉ ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ ହୋଇଥିବା ଘଟଣା ପଦାକୁ ଆସିଛି। ଏହି ଘଟଣା ମଧ୍ୟ କାଲିମେଳା…
ଅଧିକ ଖବର ଦେଖନ୍ତୁ...

ଗାଡ଼ି ଧକ୍କାରେ ଯୁବକ ମୃତ, ଶବ ରଖି ରାସ୍ତାରୋକ କଲେ ପରିବାର

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ରେଙ୍ଗାଳବେଡା ହାଇସ୍କୁଲ ଛକରେ ଶନିବାର ରାତିରେ ଏକ ଅଜଣା କାର୍ ଧକ୍କାରେ ମାନଗୋବନ୍ଦ ନାୟକଙ୍କ ପୁଅ ବୈକୁଣ୍ଠ ନାୟକ (୪୦)ଙ୍କ ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ସେ ରାତିରେ ଖାଇ ସାରି  ରାସ୍ତାରେ ବୁଲା ବୁଲି କରୁଥିଲେ। ଏହି ସମୟରେ ଏକ…
ଅଧିକ ଖବର ଦେଖନ୍ତୁ...