Daily Archives

August 4, 2022

ଷ୍ଟିଲ କଂପାନି ଉପରେ ଜିଏସ୍‌ଟି ଚଢ଼ଉ; ୧ କୋଟିରୁ ଅଧିକ ଟିକସ୍‌ ଫାଙ୍କି ଥିବା ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲା ରେଙ୍ଗାଲିକ୍ୟାମ୍ପ ଛକରେ ଥିବା ବଂଶଲ୍ ଷ୍ଟିଲ ଓ ମାର୍ବଲ୍‌ ଦୋକାନ ଉପରେ ଜିଏସ୍‌ଟି ଠକେଇ ଅଭିଯୋଗରେ ଚଢ଼ଉ ହୋଇଛି। ଗୁରୁବାର ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ଜିଏସ୍‌ଟି ବିଭାଗର ତିନୋଟି ଟିମ୍ ମିଳିତ ଚଢ଼ାଉ କରିଥିଲେ। ଦୋକାନ ମାଲିକ ପ୍ରାୟ ୧ କୋଟି  ଟଙ୍କାରୁ…
ଅଧିକ ଖବର ଦେଖନ୍ତୁ...

ପୋଷଣ ସହିତ ଶିଶୁକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରେ ମା’ କ୍ଷୀର: ଶିଶୁରୋଗ ବିଶେଷଜ୍ଞ

ଭୁବନେଶ୍ୱର: ‘‘ମା’ କ୍ଷୀରରେ ଶିଶୁ ପାଇଁ ଆବଶ୍ୟକ ପୋଷଣ ଶକ୍ତି ରହିଛି। ଏହା ଶିଶୁ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ପିଲାକୁ ବିଭିନ୍ନ ପ୍ରକାରର ସଂକ୍ରମଣରୁ ରକ୍ଷା କରିଥାଏ। ଶିଶୁର ଶାରୀରିକ, ମାନସିକ ଏବଂ ବୌଦ୍ଧିକ ବିକାଶ ଲାଗି ମା’ କ୍ଷୀର ସର୍ବୋତ୍କୃଷ୍ଟ ଆହାର। ତେଣୁ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

କଅଁଳ କାନ୍ଧରେ ପରିବାର ବୋଝ: ଶ୍ମଶାନ ଘାଟରେ ଶବ ଦାହ ବେଳେ ସହଯୋଗ କରି ରୋଜଗାର

ରାଉରକେଲା: ପ୍ରାୟ ଚାରି ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ହୋଇସାରିଛି। ଏବେ ପରିବାର କହିଲେ ୫ ଜଣ। ବଡ଼ ଭାଇ ଟ୍ରକ୍‌ରେ ଖଲାସୀ ଥିବାରୁ ବାହାରେ ରହୁଥିବାବେଳେ ରୋଗାଗ୍ରସ୍ତ ମା’ ବିଛଣାରେ। ଅନ୍ୟ ତିନି ନାବାଳକ ଭାଇ-ଭଉଣୀ ସ୍ଥାନୀୟ ସରକାରୀ ସ୍କୁଲରେ ଅଧ୍ୟୟନରତ। ଏ ସମସ୍ତଙ୍କ ଭରଣପୋଷଣର ଭାର…
ଅଧିକ ଖବର ଦେଖନ୍ତୁ...

ଯିଏ ଡରୁଛି, ତାକୁ ଡରାଅ; ଏହି ଚିନ୍ତାଧାରା ସହ କାମ କରୁଛି ବିଜେପି: ତେଜସ୍ବୀ ଯାଦବ

ପଟନା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ସରଗରମ ହୋଇଛି। ଏହାକୁ ପ୍ରତିଶୋଧର ରାଜନୀତି ବୋଲି କହି ବିରୋଧୀ ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏବେ ବିହାରର ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ପ୍ରତିକ୍ରିୟା ମଧ୍ୟ ଏହି ପ୍ରସଙ୍ଗରେ ଆସିଛି।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା: ବାପାଙ୍କୁ ବଞ୍ଚାଇବା ପାଇଁ ମିଛ କହିଥିଲା ଝିଅ

ଘଟଗାଁ/ ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ପିପିଳିଆ ପଞ୍ଚାୟତ ମୁଣ୍ତାଟାଙ୍ଗର ଗ୍ରାମରେ ଜଣେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି। ସ୍ବାମୀଙ୍କ ବନ୍ଧୁ ନୁହେଁ ସ୍ବାମୀ ହିଁ ତାଙ୍କୁ ହତ୍ୟା କରିଥିବା ପୁଲିସ କହିଛି। ବାପାକୁ ବଞ୍ଚାଇବା ପାଇଁ ଝିଅ ମିଛ ବୟାନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବକେୟା ଅର୍ଥ ପାଇବେ। ଭାଗୀଦାରି ବ୍ୟବସାୟରେ ଲାଭ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ‌ ବୃଷ: ସୁସମ୍ବାଦ ପାଇବେ। ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଙ୍କ ସମ୍ମୁଖକୁ ଆସିବ।…
ଅଧିକ ଖବର ଦେଖନ୍ତୁ...

ଭାରତରେ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ୫ଜି ସେବା : ମନ୍ତ୍ରୀ

ନୂଆଦିଲ୍ଲୀ : ଅଗଷ୍ଟ ୧୦ ସୁଦ୍ଧା ୫ଜି ସ୍ପେକ୍ଟ୍ରମ ଆବଣ୍ଟନ ଶେଷ ହେବ ଓ  ଆସନ୍ତା ଅକ୍ଟୋବର ସୁଦ୍ଧା ୫ଜି ସେବା ଆରମ୍ଭ ହେବ ବୋଲି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି । ସେ କହିଛନ୍ତି ଯେ, ଭାରତରେ ୫ଜି ଟେଲିକମ ସେବା ଅନ୍ୟ ଦେଶମାନଙ୍କ ତୁଳନାରେ ଶସ୍ତା ରହିବ । ପୁଣି…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୈଷ୍ଣବ ମହାନ୍ତିଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ଠାରେ ବୈଷ୍ଣବ ପ୍ରସାଦ ମହାନ୍ତିଙ୍କ ଲିଖିତ ଦୁଇଟି ପୁସ୍ତକ ଶେଷ ଚିଠି ଓ ଭାଗବତ କଥାମୃତ ଉନ୍ମୋଚନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶ୍ରୀ ମହାନ୍ତିଙ୍କୁ ତାଙ୍କର ସାରସ୍ବତ କୃତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ…
ଅଧିକ ଖବର ଦେଖନ୍ତୁ...

୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡ଼ା: ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ ବେହେରା ତାଙ୍କ ବିଲ ପାସ କରି ଦେବା…
ଅଧିକ ଖବର ଦେଖନ୍ତୁ...

ଭିଡିଓ‌ରେ ମୁଁ ନାହିଁ, ମୋତେ ଫସାଇବାକୁ ଚେଷ୍ଟା କରାଯାଉଛି; ଅଶ୍ଲୀଳ ଭିଡିଓ ଭାଇରାଲ ପରେ ଏଭଳି କହିଲେ ସାଂସଦ

ହାଇଦ୍ରାବାଦ: ସାଂସଦଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ। ଆନ୍ଧ୍ରପ୍ରଦେଶର ୱାଇଏସଆର କଂଗ୍ରେସ ପାର୍ଟି ସାଂସଦ ଗୋରାନ୍ତଲା ମାଧବଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ରାଜ୍ୟରେ ରାଜନୈତିକ ତାତି ବଢ଼ିଛି। ଭିଡିଓରେ ସାଂସଦ ବୋଲି କୁହାଯାଉଥିବା ଜଣେ ପୁରୁଷ ଭିଡିଓ କଲ କରି ମହିଳାଙ୍କ ସହ ଅଶ୍ଲୀଳ…
ଅଧିକ ଖବର ଦେଖନ୍ତୁ...