Daily Archives

August 15, 2022

ସେନା, ରିଜର୍ଭ ବ୍ୟାଙ୍କ, ପିଏମଓ ଦେଶର ସବୁଠାରୁ ଭରସାଯୋଗ୍ୟ ଅନୁଷ୍ଠାନ : ସର୍ଭେ

ନୂଆଦିଲ୍ଲୀ : ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିପାଳନ କରୁଥିବାବେଳେ ଏହି ୭୫ ବର୍ଷ ମଧ୍ୟରେ ଦେଶ ଅନେକ କ୍ଷେତ୍ରରେ ଅଗ୍ରଗତି ଲାଭ କରିଛି । ଦେଶକୁ ଆଗେଇ ନେବାରେ ଦେଶର ବିଭିନ୍ନ ଅନୁଷ୍ଠାନ ମିଳିମିଶି କାମ କରିଛନ୍ତି । ତେବେ ଦେଶର କେଉଁ ଅନୁଷ୍ଠାନ ଉପରେ ଦେଶବାସୀଙ୍କ ଅଧିକ ଭରସା ରହିଛି ?…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତାର ଅମୃତ ମହୋତ୍ସବରେ ୧୦୫ ବର୍ଷ ବୟସର ବୃଦ୍ଧା କଲେ ପତାକା ଉତ୍ତୋଳନ

ବ୍ରଜରାଜନଗର: ଦେଶ ସ୍ୱାଧୀନତାର ‘ଅମୃତ ମହୋତ୍ସବ’ ପାଳନ କରୁଛି। ଏହି ଅବସରରେ ୭୬ତମ ସ୍ୱାଧୀନତା ଦିବସ ପ୍ରବଳ ବର୍ଷା ସତେ ଝାରସଗୁଡାବାସୀ ଧୁମଧାମରେ ପାଳନ କରିଥିଲେ। ପ୍ରବଳ ବର୍ଷା ଓ ପବନ ଭଳି ପ୍ରତିକୂଳ ପାଗ ସତ୍ତ୍ବେ ଜଣେ ୧୦୫ ବର୍ଷର ବୃଦ୍ଧା ବାସ୍ମତି ଡିଲା ଝାରସୁଗୁଡା ବ୍ଲକ କୁଦପାଲି…
ଅଧିକ ଖବର ଦେଖନ୍ତୁ...

ରିଲିଜର ୪ଦିନରେ ୪୦କୋଟି ବି ଆୟ କରିପାରିଲାନି ଆମୀରଙ୍କ ଫିଲ୍ମ, ପଛରେ ପକାଇଦେଲେ ବରୁଣ ଓ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନଙ୍କ ଫିଲ୍ମ 'ଲାଲ ସିଂ ଚଢ଼ା' ବକ୍ସ ଅଫିସରେ ଫ୍ଲପ ବୋଲି ପ୍ରମାଣ ହେବାରେ ଲାଗିଛି। ଅଦ୍ବୈତ ଚନ୍ଦନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ରିଲିଜ୍ ସପ୍ତାହରେ ୫୦କୋଟିରୁ କମ୍ ରୋଜଗାର କରିଛି। କେବଳ ଏତିକି ନୁହେଁ, ଆମୀର ଖାନଙ୍କ…
ଅଧିକ ଖବର ଦେଖନ୍ତୁ...

ବିପଦ ସଂକେତ ଉପରେ ମହାନଦୀର ଜଳ; ବାଙ୍କୀରେ ବ୍ୟାପକ ଫସଲ ନଷ୍ଟ, କଇଁମୁଣ୍ଡିରେ ରାସ୍ତା ଉପରେ ୮ଫୁଟ ପାଣି

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ବିପଦ ସଂକେତ ଉପରେ ମହାନଦୀର ଜଳ ପ୍ରବାହିତ ହେଉଛି। ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ୧୨ଟି ଗାଁର ଲୋକେ  ଜଳବନ୍ଦି ହୋଇଯାଇଛନ୍ତି। ବାଙ୍କୀ, ବୈଦେଶ୍ୱର, କଇଁମୁଣ୍ଡିକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି କଇଁମୁଣ୍ଡିରେ ରାସ୍ତା ଉପରେ ୮ଫୁଟ…
ଅଧିକ ଖବର ଦେଖନ୍ତୁ...

ଦେଶ ପାଳୁଛି ସ୍ୱାଧୀନତାର ଅମୃତ ମହୋତ୍ସବ, ସେପଟେ ପରିଚୟ ଅପେକ୍ଷାରେ ସଂଗ୍ରାମୀ ପରିବାର

ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ଇଂରେଜ କବଳରୁ ଦେଶକୁ ଉଦ୍ଧାର କରି ସ୍ୱାଧୀନତା ଆଣି ଦେଇଥିବା ମହାପୁରୁଷମାନଙ୍କୁ ଦେଶ ଝୁରୁଛି । ସୂର୍ଯ୍ୟ-ଚନ୍ଦ୍ର-ତାରା ଥିବା ଯାଏ ତାଙ୍କ ବୀରତ୍ୱ ଗାଥା ଇତିହାର ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ । ସଂଗ୍ରାମୀ ପରିବାରକୁ ଦେଶ ସବୁ ବେଳେ…
ଅଧିକ ଖବର ଦେଖନ୍ତୁ...

ହୀରାକୁଦ ଡ୍ୟାମ୍‌ରୁ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି, ମହାନଦୀର ତଳିଆ ଅଞ୍ଚଳରୁ ଟଳିନି ସଂକଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ୨୬ଟି ସ୍ଲୁଇସ୍‌ ଗେଟ ମାଧ୍ୟରେ ଜଳ ନିଷ୍କାସନ ଜାରି ରହିଛି। ଅପରାହ୍ନ ୪ଟାରେ ଅସ୍ଥାୟୀ ଭାବେ ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଥିଲା। ଏହା ପୂର୍ବରୁ ଜଳଭଣ୍ଡାରରୁ ୩୪ଟି ଗେଟ୍‌ ମାଧ୍ୟମରେ ଜଳ ନିଷ୍କାସନ ହେଉଥିଲା। ତେବେ ମହାନଦୀର ତଳିଆ ଅଞ୍ଚଳବାସୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ଦଳିତଙ୍କ ଉପରେ ଅତ୍ୟାଚାର ଥମୁନଥିବାରୁ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ଜୟପୁର: ରାଜସ୍ଥାନର ବାରଂରୁ ବିଧାୟକ ଥିବା ପାନଚାନ୍ଦ ମେଘୱାଲ ଆଜି ଇସ୍ତଫା ଦେଇଛନ୍ତି | କଂଗ୍ରେସ ବିଧାୟକ ଜଣକ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନିକଟକୁ ପଠାଇଦେଇଛନ୍ତି | ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଦଳିତ ବର୍ଗଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ସ୍ବାଧୀନତା ଦିବସରେ କର୍ଣ୍ଣାଟକର ଶିବମୋଗାରେ ସାଂପ୍ରଦାୟିକ ଉତ୍ତେଜନା, ୧୪୪ ଧାରା ଲାଗୁ

ବେଙ୍ଗାଲୁରୁ : ସୋମବାର ଦେଶ ୭୬ତମ ସ୍ବାଧୀନତା ଦିବସ ପାଳନ କରୁଥିବାବେଳେ କର୍ଣ୍ଣାଟକର ଦୁଇଟି ସହର ଶିବମୋଗା ଓ ମାଙ୍ଗାଲୁରୁରେ ସାଂପ୍ରଦାୟିକ ଉତ୍ତେଜନା ଦେଖାଦେଇଛି । ଶିବମୋଗାର ଅମିର ଅହମ୍ମଦ ସର୍କଲରେ ବୀର ସବରକର ଓ ଟିପୁ ସୁଲତାନଙ୍କ ପୋଷ୍ଟର ମାରିବାକୁ ନେଇ ହିନ୍ଦୁବାଦୀ ଓ ଆଉ ଏକ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ୍ ଟିକା ଅନୁମୋଦନ କରିବାରେ ପ୍ରଥମ ରାଷ୍ଟ୍ର ହେଲା ବ୍ରିଟେନ

ନୂଆଦିଲ୍ଲୀ: କରୋନା ଭାରିଆଣ୍ଟ ଓମିକ୍ରନ ପାଇଁ ଆସିଲା ଟିକା। ପ୍ରଥମ ଦେଶ ଭାବେ ଓମିକ୍ରନ ଟିକାକୁ ଅନୁମତି ଦେଲା ବ୍ରିଟେନ। ବ୍ରିଟେନର ମେଡିସିନ୍ ରେଗୁଲେଟର (ଏମଏଚଆରଏ) ମୋଡର୍ନା ଦ୍ୱାରା ପ୍ରସ୍ତୁତ 'ଦ୍ୱିପାକ୍ଷିକ' ଟିକାକୁ ବୁଷ୍ଟର ଭାବରେ ବ୍ୟବହାର କରିବାକୁ ବୟସ୍କମାନଙ୍କ ପାଇଁ ମଞ୍ଜରୀ…
ଅଧିକ ଖବର ଦେଖନ୍ତୁ...

ଫୁଲୁଛି ମହାନଦୀ: ନରସିଂହପୁରରେ ବନ୍ୟାର ପ୍ରକୋପ ବୃଦ୍ଧି, ପ୍ରଭାବିତଙ୍କୁ ଶୁଖିଲା ଖାଦ୍ୟ ସାଙ୍ଗକୁ ଔଷଧ ବଣ୍ଟନ

ନରସିଂହପୁର: କଟକ ଜିଲ୍ଲାର ନରସିଂହପୁର ବ୍ଲକରେ ବନ୍ୟାର ପ୍ରକୋପ ବୃଦ୍ଧି ପାଇଛି। ବ୍ଲକର ଓଡ଼ସିଙ୍ଗା, ମନ୍ଦାଣିଆଁ, ସାନ ଗାଁ, ରାଣୀଭୁଇଁ, ନୂଆପାଟଣା, ଡିମିରିଆ, ବାସେଳିହତା, ଆଦି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ଦିନରେ ଜଳ ସ୍ତର ବୃଦ୍ଧି ପାଉଛି। ଫଳରେ ଏହିସବୁ ଗାଁକୁ ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...