Daily Archives

October 6, 2022

ସନ୍ନି ଦେଓଲ ନିଖୋଜ ! ପଞ୍ଜାବର ପଠାନକୋଟରେ ଲାଗିଲା ଏଭଳି ପୋଷ୍ଟର

ଚଣ୍ଡୀଗଡ: ପଞ୍ଜାବର ପଠାନକୋଟରେ ବିଜେପି ସାଂସଦ ତଥା ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ନିଖୋଜ ହେବାର ପୋଷ୍ଟର ଲଗାଯାଇଛି। ସାଂସଦଙ୍କ ନିଖୋଜ ହେବାର ଏହି ପୋଷ୍ଟରଗୁଡିକ ସହରର ଅନେକ ଘର, ରେଳ ଷ୍ଟେସନ ଏବଂ ଯାନବାହାନରେ ଲଗାଯାଇଛି। ସନ୍ନି ଦେଓଲ ଗୁରୁଦାସପୁର ଲୋକସଭା ଆସନରୁ ସାଂସଦ ଅଛନ୍ତି।…
ଅଧିକ ଖବର ଦେଖନ୍ତୁ...

ହାତରେ ଦିବଂଗତ ବାପାଙ୍କ ଫଟୋ ଧରି ଛଳଛଳ ଆଖିରେ ଜେଜେଙ୍କ ସହ ବାହାବେଦୀକୁ ଗଲା ଝିଅ, ଭାଇରାଲ୍ ହେଲା ଭିଡିଓ

ନୂଆଦିଲ୍ଲୀ: କଥାରେ ଅଛି ଝିଅ ଜନମ ପର ଘରକୁ। ଦେଖିବାକୁ ଗଲେ ଜଣେ ନାରୀ ତା ଜୀବନର କିଛି ଭାଗ ତା’ ପରିବାର ସହ କାଟେ ଓ ଅବଶିଷ୍ଟ ସମୟ ବିବାହ ପରେ ଶାଶୁଘରେ କାଟିଥାଏ । ସେଥିପାଇଁ ତ ନାରୀକୁ ସମାଜରେ ତ୍ୟାଗର ଦେବୀ ବୋଲି ବିବେଚନା କରାଯାଇଥାଏ । ଆମେ ସମସ୍ତେ ଜାଣନ୍ତି ପ୍ରତ୍ୟେକ ଝିଅର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜ କାମର ପ୍ରଶଂସା ଓ ପୁରସ୍କାର ପାଇବେ। ପ୍ରିୟ ବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ବ୍ୟବସାୟରେ ବିକ୍ରି ବଢ଼ି ଲାଭ ହେବ। ଜୀବନସାଥୀ ସହ ଘରେ ସିନେମା ଦେଖିବେ। ‌ ବୃଷ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହାରି ପ୍ରତି ଆକର୍ଷିତ ଅନୁଭବ କରିବେ। ବେକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଟିଭି ସାମ୍ବାଦିକଙ୍କ ନାମରେ ସରପଞ୍ଚଙ୍କୁ ୨୦ ହଜାର ଟଙ୍କା ଚାନ୍ଦା ଦାବି ଅଭିଯୋଗ

ଚନ୍ଦାହାଣ୍ଡି: ଟିଭି ସାମ୍ବାଦିକଙ୍କ ନାମରେ ସରପଞ୍ଚଙ୍କୁ ୨୦ ହଜାର ଟଙ୍କା ଚାନ୍ଦା ଦାବି ଅଭିଯୋଗ ହୋଇଛି। ଏନେଇ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ଅଭିଯୋଗ ହୋଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ସୂଚନା ଅନୁସାରେ ସରଧାପୁର ପଞ୍ଚାୟତ ସରପଞ୍ଚ ଲେବନୀ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍ ଭିଡିଓରେ ରାବଣର ନାଚ ଦେଖି ଲୋକେ କହିଲେ- ଇଏ ‘ଆଦିପୁରୁଷ’ର ରାବଣଠୁ ଢ଼େର ଭଲ

ମୁମ୍ବାଇ: ପ୍ରଭାସ ଏବଂ ସୈଫ ଅଲ୍ଲୀଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ ବିଷୟରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚଳଚ୍ଚିତ୍ରରେ ରାବଣ ଭୂମିକାରେ ଅଭିନୟ କରୁଥିବା ସୈଫ୍ ତାଙ୍କ ଲୁକ୍ ପାଇଁ ସୋସିଆଲ ମିଡିଆରେ ସମାଲୋଚିତ ହେଉଛନ୍ତି । ଏପରିକି ତାଙ୍କୁ ନେଇ ଅନେକ ମେମ୍…
ଅଧିକ ଖବର ଦେଖନ୍ତୁ...

ଦାରିଙ୍ଗବାଡ଼ିରେ ଭୂସ୍ଖଳନ ଭୟ: ୧୦୦ ପରିବାରର ୪୦୦ ଲୋକଙ୍କୁ ସ୍ଥାନାନ୍ତର

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ହାତୀମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରୀପଦର ଗ୍ରାମ ନିକଟରେ ଗତ ଲଘୁଚାପ ବର୍ଷାରେ ଭୁସ୍ଖଳନ ହୋଇ ପାହାଡ଼ରେ ବଡ଼ ବଡ଼ ଫାଟ ଦେଖା ଯିବା ସହ ମାଟି ଅତଡ଼ା ଖସିଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ ହୋଇଥିଲା। ଏହି ଖବର ପାଇ ବ୍ଳକ ଓ…
ଅଧିକ ଖବର ଦେଖନ୍ତୁ...

ଉତ୍ତର-କୋରିଆକୁ ନେଇ ବିସ୍ଫୋରକ ସ୍ଥିତି, ନୌଭେଳା ପଠାଇଲା ଆମେରିକା

ସିଓଲ : ତାଇଓ୍ବାନକୁ ନେଇ ପୂର୍ବ ଏସିଆରେ ଉତ୍ତେଜନା କମିନଥିବାବେଳେ ଉତ୍ତର କୋରିଆକୁ ନେଇ ଉତ୍ତେଜନା ଆରମ୍ଭ ହୋଇଯାଇଛି । ଉତ୍ତରକୋରିଆର ବାରମ୍ବାର କ୍ଷେପଣାସ୍ତ୍ର ପରୀକ୍ଷଣ ଓ ଉକ୍ତ ଅଂଚଳରେ ଆମେରିକା ଯୁଦ୍ଧ ଜାହାଜର ପ୍ରବେଶ ସ୍ଥିତିକୁ ବିସ୍ଫୋରକ କରିଦେଇଛି । ଦକ୍ଷିଣ କୋରିଆର ଜଣେ…
ଅଧିକ ଖବର ଦେଖନ୍ତୁ...

ଶିଖ ପରିବାରର ୪ଜଣଙ୍କୁ ହତ୍ୟା କରାଯିବା ପରେ ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଶିଖ ପରିବାରର ୪ଜଣଙ୍କୁ ହତ୍ୟା କରାଯିବା ପରେ ଆମେରିକାରେ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା। ଆମେରିକାର ଇଣ୍ଡିଆନାରେ ଥିବା ଏକ ହଷ୍ଟେଲରେ ଜଣେ ୨୦ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ହତ୍ୟା ଘଟଣା ପରେ ମୃତକଙ୍କ ସହ ରହୁଥିବା…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ସହିତ ସାଙ୍ଗର ସଂପର୍କକୁ ସନ୍ଦେହ କରି ହତ୍ୟା: ନଦୀରୁ ମୃତଦେହ ଉଦ୍ଧାର, ଜେଲ ଗଲା ଅଭିଯୁକ୍ତ 

କପ୍ତିପଦା/ଶାଳଚୁଆ: ନିଜ ପତ୍ନୀ ସହିତ ସାଙ୍ଗର ଅନୈତିକ ସଂପର୍କ ଥିବାର ସନ୍ଦେହ କରି ଶ୍ବଶୁର ଘରକୁ ଡ଼ାକି ଆଣି ହତ୍ୟା କରିଛି ସାଙ୍ଗ। କପ୍ତିପଦା ବ୍ଳକ ଶରତ ଥାନା କାଠଚୁଆ ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଅଭିଯୁକ୍ତ ରତନା ସାମାଡ଼କୁ ଗିରଫ କରିଛି ଶରତ ଥାନା ପୁଲିସ। ପୁଲିସ ସୂଚନା…
ଅଧିକ ଖବର ଦେଖନ୍ତୁ...

ସାଧୁଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା : ଭାଇରାଲ ଭିଡିଓ ଦେଖି କଡ଼ା କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

ରାୟପୁର: ଛତିଶଗଡର ଦୁର୍ଗ ଜିଲ୍ଲାରେ ସାଧୁଙ୍କୁ ଅତି ନିର୍ମମ ଭାବେ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି । ପିଲା ଚୋରି ସନ୍ଦେହରେ ୩ ସାଧୁଙ୍କୁ  ମାଡ଼ ମରାଯାଇଥିଲା। ଏପରିକି ମାଡ଼ ଖାଉଥିବା ସାଧୁମାନଙ୍କୁ ଉଦ୍ଧାର କରିବାକୁ ଆସିଥିବା ପୁଲିସଙ୍କୁ ବି ନିସ୍ତାର ମିଳି ନଥିଲା । ଏହି ବିବାଦ…
ଅଧିକ ଖବର ଦେଖନ୍ତୁ...