Daily Archives

October 7, 2022

ଆଖଣ୍ଡଳମଣି ମନ୍ଦିରର ପୂଜକଙ୍କ ପୁଅ ପାଇଲେ ଓଏଏସ୍‌  

ବାଲିଆପାଳ: ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳର ପୁଅ ପ୍ରତୀକ କୁମାର ପଣ୍ଡା। ପ୍ରତୀକ ବାଲିଆପାଳ ଆଖଣ୍ଡଳମଣି ମନ୍ଦିରର ପୂଜକ କମଳ ଲୋଚନ ପଣ୍ଡା ଏବଂ ମାଆ ଗୀତାଞ୍ଜଳି ପଣ୍ଡାଙ୍କ ଏକମାତ୍ର ପୁଅ। ପ୍ରତୀକ ଓଏଏସ୍‌ ପରୀକ୍ଷାରେ ୩୩ତମ ସ୍ଥାନ ଅଧିକାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଭାରତର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ, ସତର୍କ ରହିବାକୁ ନିଜ ନାଗରିକଙ୍କୁ କହିଲା ଆମେରିକା

ନୂଆଦିଲ୍ଲୀ : ଭାରତରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଥିବାରୁ ସେଠାକୁ ଯିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ ଆମେରିକା ନିଜ ନାଗରିକମାନଙ୍କୁ ସତର୍କ କରିଦେଇଛି । ଏପରିକି ଜମ୍ମୁ ଓ କଶ୍ମୀର ନ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ଲଦାଖ ପାଇଁ ଏହି ସତର୍କତା ଜାରି କରାଯାଇନାହିଁ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଗଲା ୩ ଜୀବନ

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ପାଞ୍ଚଗୋଛିଆ ନିକଟରେ ବାଇକ୍‌ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ହୀରାକୁଦ କଦମପଡ଼ାର ପରମେଶ ପ୍ରସାଦ ରାଉତ ଓରଫ ପିଜୁସ ଓ ହଣ୍ଡାଲ୍‌କୋ କଲୋନିର ସନ୍ତୋଷ ନାଏକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣଙ୍କର ବୁର୍ଲା ଭିମ୍‌ସାର୍‌ରେ…
ଅଧିକ ଖବର ଦେଖନ୍ତୁ...

ଉଡିପାରୁନି ଚୀନ ନିର୍ମିତ ବିମାନ, କମ ପଇସାରେ ବିକ୍ରି କରିବାକୁ ଚାଁହୁଛି ନେପାଳ

କାଠମାଣ୍ଡୁ: ନେପାଳ ଏୟାରଲାଇନ୍ସ ଏବେ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଚାଇନାରେ ନିର୍ମିତ ବିମାନ ଏହାର ଏକ ପ୍ରମୁଖ କାରଣ । ବର୍ତ୍ତମାନ ନେପାଳ ଏୟାରଲାଇନ୍ସ ଏହାର ପାଞ୍ଚଟି ଚୀନ ନିର୍ମିତ ବିମାନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଛି କାରଣ ଏହି ବିମାନଗୁଡ଼ିକୁ ଲିଜ୍ ନେବାକୁ କେହି ଚାହୁଁ…
ଅଧିକ ଖବର ଦେଖନ୍ତୁ...

ଉପନିର୍ବାଚନ ପୂର୍ବରୁ ବଦଳିଲେ ଧମାନଗର ଓ ତିହିଡି ବିଡିଓ

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲା ଧାମନଗର ଓ ତିହିଡ଼ି ବିଡିଓଙ୍କୁ ବଦଳି ହୋଇଛି। ବିଡିଓ ଦୁର୍ଗାଚରଣ ମୁର୍ମୁଙ୍କୁ ଧାମନଗରରୁ ବଦଳି ହୋଇଛି। ସେହିପରି ତିହିଡିରୁ ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି ହୋଇଛି। ଏ ନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିତରାଜ ବିଭାଗ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକର ଝିଅ ଶୁଭାଙ୍ଗୀ ଖୁଣ୍ଟିଆଙ୍କୁ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ୯୭ ନମ୍ବର ରାଙ୍କ

ଭଦ୍ରକ: ଭଦ୍ରକ ସହରରେ ବ୍ୟବସାୟୀ ସତ୍ୟ ନାରାୟଣ ଖୁଣ୍ଟିଆ ଓ ଗୃହିଣୀ ସବିତା ଖୁଣ୍ଟିଆଙ୍କ ଝିଅ ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ୯୭ ନମ୍ବର ରାଙ୍କରେ ଉତ୍ତୀର୍ଣ୍ଣ ହୋଇ ଭଦ୍ରକର ଗୌରବ ବୃଦ୍ଧି କରିଛନ୍ତି। ସୁଶ୍ରୀ ଭଦ୍ରକ ଫେକର୍  ହାଇସ୍କୁଲରୁ ମାଟ୍ରିକ ପାସ…
ଅଧିକ ଖବର ଦେଖନ୍ତୁ...

ପଙ୍ଗୁ ଲଂଘୟତେ ଗିରି: ଦୃଷ୍ଟିବାଧିତ ଏହି ୨ ଯୁବକ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତାର ସହ ହେଲେ ଉତ୍ତୀର୍ଣ୍ଣ

ଭୁବନେଶ୍ବର: କୁହାଯାଏ ଯେ, ପଙ୍ଗୁ ଲଂଘୟତେ ଗରି। ଇଚ୍ଛା ଶକ୍ତି ଥିଲେ, ଅସମ୍ଭବ କାମ ମଧ୍ୟ ସଫଳତାର ସହିତ କରିହେବ। ଏହାକୁ ପ୍ରମାଣିତ କରିଛନ୍ତି ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ। ଉଭୟ ପ୍ରସନ୍ନ ଏବଂ ପ୍ରାଚୁର୍ଯ୍ୟ ଆଜି ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ…
ଅଧିକ ଖବର ଦେଖନ୍ତୁ...

କିଏ ଅସଲି ଶିବସେନା ? ଅକଳରେ ନିର୍ବାଚନ କମିସନ

ମୁମ୍ବାଇ: ଶିବସେନାର ଏକନାଥ ସିନ୍ଦେ ଦଳ ଶୁକ୍ରବାର ଦିନ ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର 'ଧନୁ ଓ ତୀର' ପୋଲ ପ୍ରତୀକ ପାଇଁ ଦାବି କରିଛନ୍ତି । ସିନ୍ଦେ କ୍ୟାମ୍ପକୁ ଭେଟିବା ପରେ କମିସନ ଉଦ୍ଧବ ଠାକରେ ଗୋଷ୍ଠୀକୁ ଶନିବାର ସୁଦ୍ଧା ଜବାବ ଦେବାକୁ କହିଛନ୍ତି । ଠାକରେଙ୍କୁ ଲେଖିଥିବା ଏକ ଚିଠିରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦୀର୍ଘ ଦିନର ଅପେକ୍ଷାରେ ଭଲ ସୁଯୋଗ ପାଇବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଦୋକାନୀଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରିୟଜନଙ୍କ ଠାରୁ ପସନ୍ଦର ଉପହାର ମିଳିବ। ‌ ବୃଷ: ରାଜନୀତି କ୍ଷେତ୍ରରେ ବ୍ୟକ୍ତିଙ୍କ ଲାଗି ଦିନଟି ବିଶେଷ ରହିବ। ବହୁ ଦିନର ସ୍ବପ୍ନ ସାକାର…
ଅଧିକ ଖବର ଦେଖନ୍ତୁ...

ମୋଦୀ ପ୍ରଣାମ କରୁଥିବା ଏହି ମହିଳାଙ୍କୁ ଆପଣ ଜାଣନ୍ତି କି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟରରେ ଅନେକ ସମୟରେ ସକ୍ରିୟ ରହିଥାନ୍ତି | ତେବେ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଏଭଳି କିଛି ଫଟୋ ଟ୍ୱିଟ କରିଛନ୍ତି ଯାହାକୁ ନେଇ ଆଲୋଚନା ଜୋର ଧରିଛି। ଏହି ଫଟୋଗୁଡ଼ିକରେ ପ୍ରଧାନମନ୍ତ୍ରୀ ଜଣେ ବୃଦ୍ଧ ମହିଳାଙ୍କୁ ପ୍ରଣାମ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...