Daily Archives

November 29, 2022

ସରିଯିବ ଶିକ୍ଷାବର୍ଷ: ବହି ଖୋଲା ହୋଇନି, ତିନି ଶିକ୍ଷକ ଆନ୍ଦୋଳନରେ

ପ୍ରତାପୁର: ଅଧା ବର୍ଷ ସରିଗଲା, ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବେଶ୍ ପଛରେ ପଡ଼ିଛି। ବର୍ଷ ସରିବାକୁ ବସିଥିବା ବେଳେ ଛାତ୍ରଛାତ୍ରୀଙ୍କ ଗୋଟିଏ କିମ୍ବା ଦୁଇଟି ବିଷୟ ମାତ୍ର ପଢ଼ାଯାଇଛି। ଅନେକ ଶ୍ରେଣୀରେ ଏକାଧିକ ପାଠବହି ଏଯାଏ ପୃଷ୍ଠା ଖୋଲା ଯାଇ ନଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ବିରଳ ଘଟଣା : ଏକା ସଙ୍ଗେ ଦୁଇଟି ଆଗ୍ନେୟଗିରିରୁ ଉଦଗୀରଣ

ହାଓ୍ବାଇ : ସୋମବାରଦିନ ହାଓ୍ବାଇର ମୌନାଲୋଆ ଆଗ୍ନେୟଗିରିରୁ ଅଗ୍ନି ଉଦଗୀରଣ ଆରମ୍ଭ ହେବା ପରେ ଏକ ବିରଳ ଘଟଣା ଘଟିଛି । ତାହା ହେଉଛି ଦୁଇଟି ଆଗ୍ନେୟଗିରିରୁ ଏକାସମୟରେ ଅଗ୍ନି ଉଦଗୀରଣ । ମୌନାଲୋଆଠାରୁ ମାତ୍ର ୨୧ କିଲୋମିଟର ଦୂରରେ ଥିବା କିଲାଇ ଆଗ୍ନେୟଗିରିରୁ ଗତ କିଛି ବର୍ଷ ହେଲା ଅଗ୍ନି…
ଅଧିକ ଖବର ଦେଖନ୍ତୁ...

୪ ବର୍ଷରେ ଧର୍ମଗୁରୁ ହେଲେ ଏହି ଶିଶୁ: ମୋର ମୃତ୍ୟୁ ପରେ ଏଠାରେ ଜନ୍ମ ନେବି, କହିଥିଲେ ପୂର୍ବତନ ଗୁରୁ

ସିମଲା: ୨୦୧୫ ମସିହାର ପ୍ରତିଶ୍ରୁତି ମୁତାବକ ଏବେ ମିଳିଲେ ଗୁରୁ | ନିଜର ଦେହାନ୍ତବେଳେ ଧର୍ମଗୁରୁ ଯାହା କହିଥିଲେ ସେ ଅନୁଯାୟୀ ଖୋଜିବା ପରେ ଏବେ ନୂଆ ଧର୍ମଗୁରୁ ମିଳିଛନ୍ତି | କଥାଟି ଶୁଣିବାକୁ ଗପ ଲାଗୁଥିଲେ ବି ଏକଥା ଏକଦମ ସତ | ଆଉ ନୂତନ ଧର୍ମଗୁରୁଙ୍କର ବୟସ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ବିବାହ ଉତ୍ସବରେ ନାଚିବା ବେଳେ ଟାଣିନେଲା ଯମ, ଟଳିପଡ଼ିଲେ ମନୋଜ

ଲକ୍ଷ୍ନୌ: ବିବାହ ଉତ୍ସବରେ ନାଚିବା ବେଳେ ଟାଣିନେଲା ଯମ। ନାଚୁ ନାଚୁ ଟଳିପଡ଼ିଲେ ୪୦ବର୍ଷୀୟ ବ୍ୟକ୍ତି। ନଭେମ୍ବର ୨୫ରେ ଏକ ବିବାହ କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ଉତ୍ତରପ୍ରଦେଶର ବାରାଣସୀର ଜଣେ ୪୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ମନୋଜ ବିଶ୍ୱକର୍ମା ବୋଲି ଜଣାପଡ଼ିଥିବା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ସଭାରେ ପଶିଗଲା ଷଣ୍ଢ, ମୋଦୀଙ୍କୁ ଦାୟୀ କଲେ ଗେହଲୋଟ୍

ଜୟପୁର : ରାଜସ୍ଥାନର ମେହସାନାରେ ଚାଲିଥିବା ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଭାଷଣ ଦେଉଥିବାବେଳେ ଏକ ଷଣ୍ଢ ପଶିଆସିଥିଲା । ଲୋକମାନଙ୍କୁ ଦେଖି ଷଣ୍ଢ ହଡ଼ବଡ଼େଇଯାଇ ଏଣେତେଣେ ଦୌଡ଼ିବାକୁ ଲାଗିଲା । ଏହି ସମୟରେ ଗେହଲୋଟ ମଜାରେ କହିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨ରେ ପଦ୍ମପୁରରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ

ବରଗଡ଼: ଆସନ୍ତା ୨ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ମଙ୍ଗ ଧରିବେ। ଏହି ଗୋଟିଏ ଦିନରେ ସେ ନିର୍ବାଚନମଣ୍ଡଳୀର ପାଇକମାଳ, ଝାରବନ୍ଧ ଏବଂ ପଦ୍ମପୁରଠାରେ ନିର୍ବାଚନୀ ସଭା କରିବେ। ଭୁବନେଶ୍ବରରୁ ହେଲିକପ୍ଟରରୁ ଆସି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଏଟିଏମ ତାଡି ଗାଡ଼ିରେ ବୋହିନେଲେ ଲୁଟେରା, ଦେଖନ୍ତୁ ଭିଡିଓ

ଜୟପୁର: ନା ଏଟିଏମ ଭାଙ୍ଗିଲେ, ନା ଟଙ୍କା ଚ୍ୟାମ୍ବର ଲୁଟିଲେ ବରଂ ପୁରା ଏଟିଏମ ତାଡ଼ିନେଇ ବୋହିନେଲେ | ରାଜସ୍ଥାନର ଯୋଧପୁରରେ ଡକାୟତମାନେ ଏଭଳି ଏକ କାରନାମା କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଆଉ ଏବେ ଏହାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ବି ଆଶ୍ଚର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୨ରେ ବିବାହ ତାରିଖ ଘୋଷଣା କରିବେ କିଆରା !

ମୁମ୍ବାଇ: ବଲିଉଡର ରୋମାଣ୍ଟିକ ଯୋଡି ସିଦ୍ଧାର୍ଥ ମଲହୋତ୍ରା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ଏବେ ସେମାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଉ ଏହାରି ମଧ୍ୟରେ ଏବେ ଏହି ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ମିଳିଥିବା ସୂଚନା ମୁତାବକ, କିଆରା ଏବଂ ସିଦ୍ଧାର୍ଥ ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

କଠୋର କୋଭିଡ କଟକଣା ହଟାଉ ଚୀନ : ଆଇଏମଏଫ

ବର୍ଲିନ : ଚୀନର କଠୋର କୋଭିଡ୍ କଟକଣାକୁ ନେଇ ଚିନ୍ତା ପ୍ରକଟ କରିଛି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫ୍ । ଉଚ୍ଚ ମୁଦ୍ରାସ୍ପୀତି, ଖାଦ୍ୟ ସଂକଟ ଓ ଶକ୍ତି ସଂକଟର ସମ୍ମୁଖୀନ ହେଉଥିବା ଚୀନର ଅର୍ଥନୀତି ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହେଉଛି ବୋଲି ଆଇଏମଏଫ କହିଛି । କୋଭିଡ କଟକଣାକୁ…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟରରୁ ନିଆଁ ବାହାରିଲା, ଧାନ ଅମଳ ବେଳେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ସମ୍ପତ୍ତି ପୋଡି ପାଉଁଶ

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ରାଜସ୍ ଗ୍ରାମ ପଞ୍ଚାୟତ ବତିଲୋ ଗ୍ରାମର ଚିତ୍ତରଞ୍ଜନ ପ୍ରଧାନ ଧାନ ଅମଳ କରୁଥିବା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଧାନ ଅମଳ ମେସିନରୁ ହଠାତ ନିଆଁ ଲାଗି ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି। ସୂଚନା…
ଅଧିକ ଖବର ଦେଖନ୍ତୁ...