Daily Archives

January 28, 2023

ନିଶା ନେବା ଅଭ୍ୟାସ ଛଡାଇବା ପାଇଁ ତାନ୍ତ୍ରିକକୁ ଡାକି ସ୍ବାମୀର ହତ୍ୟା କଲା ସ୍ତ୍ରୀ

ଶାହଜହାଁପୁର: ନିଶା ନେବା ଅଭ୍ୟାସ ଛଡାଇବା ପାଇଁ ତାନ୍ତ୍ରିକକୁ ଡାକି ସ୍ବାମୀର ହତ୍ୟା କଲା ସ୍ତ୍ରୀ। ୟୁପିର ଶାହଜହାଁପୁରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା। କିଛି ଦିନ ତଳେ ଜଣେ ଯୁବକଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ମିଳିବା ପରେ ପୁଲିସ ତଦନ୍ତ କରିବାରୁ…
ଅଧିକ ଖବର ଦେଖନ୍ତୁ...

ଉଚ୍ଚଶିକ୍ଷା ବିଭାଗକୁ ହାଇକୋର୍ଟଙ୍କ ଝଟକା: ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର

କଟକ: ପିଏଚଡି କରିଥିବା କରିଥିବା ସରକାରୀ କଲେଜ ଅଧ୍ୟାପକଙ୍କୁ ପ୍ରଦାନ କରାଯାଇଥିବା ତିନୋଟି ଆଡଭାନ୍ସ ଇନକ୍ରିମେଣ୍ଟକୁ ପ୍ରତ୍ୟାହାର ପ୍ରସଙ୍ଗରେ ଉଚ୍ଚଶିକ୍ଷା ବିଭାଗକୁ ଝଟକା ଲାଗିଛି। ଉଚ୍ଚଶିକ୍ଷା ବିଭାଗର ୨୦୧୫, ଜାନୁଆରି ୭ର ଏପରି ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି…
ଅଧିକ ଖବର ଦେଖନ୍ତୁ...

ଏସ୍‌ପିଙ୍କ ଭିଡିଓ ଦେଖି ଲୋକେ କହୁଛନ୍ତି କେଉଁ ହିରୋଠୁ କମ୍‌ ନୁହନ୍ତି

ମିର୍ଜାପୁର: ଆଜିକାଲି ସଭିଙ୍କୁ ରିଲ୍ସ ବନାଇବା ନିଶା ଘାରିଛି। ସମସ୍ତେ ଟ୍ରେଣ୍ଡ୍‌ରେ ରହିବାକୁ ଚାହାନ୍ତି। ସାଧାରଣ ଲୋକରୁ ନେଇ, ସେଲିବ୍ରେଟି ଓ ଅଧିକାରୀ କାହାକୁ ବି ଏ ନିଶା ଛାଡ଼ିନି। କେବଳ ଏତିିକି ନୁହେଁ, ଆଜିକାଲି ପୁଲିସ୍‌ କର୍ମୀ ବି ରିଲ୍ସ ବନାଇ ସୋସିଆଲ୍‌ ମିଡିଆରେ ଛାଡ଼ିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭାରତ ଚୀନ୍‌ ଉପରେ ନଜର ରଖି ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଛି: ଆମେରିକୀୟ ରିପୋର୍ଟ

ପୁଣେ: ଭାରତ ଏହାର ଆଣବିକ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ ଜାରି ରଖିଛି ଏବଂ ପାରମ୍ପାରିକ ଭାବରେ ପାକିସ୍ତାନ ଉପରେ ଧ୍ୟାନ ଦେଇ ଦେଶର ପରମାଣୁ ରଣନୀତିକୁ ସଂପ୍ରତି ଚୀନ୍‌ ଉପରେ ଅଧିକ କେନ୍ଦ୍ରୀଭୂତ କରିଥିବା ଜଣାପଡିଛି ବୋଲି ଫେଡେରେସନ୍‌ ଅଫ୍‌ ଆମେରିକାନ୍‌ ସାଇଟିଷ୍ଟ (ଏଫ୍‌ଏଏସ୍‌)ର ୨୦୨୨…
ଅଧିକ ଖବର ଦେଖନ୍ତୁ...

ଏରୋ ଇଣ୍ଡିଆ ଶୋ ପାଇଁ ୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ଜାନୁୟାରୀ ୩୦ରୁ ଫେବୃଆରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବୃହତ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) ଏହାର…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କର ‘ଆଟ୍ ହୋମ୍’ ବନ୍ଧୁ ମିଳନରେ ଓଡ଼ିଆ ଅତିଥି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର "ଆଟ୍ ହୋମ୍"ବନ୍ଧୁ ମିଳନ ମହାସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଏହି ଭବ୍ୟ ଆସରରେ ବହୁ ମାନ୍ୟଗଣ୍ୟ ଓଡ଼ିଆ ଅତିଥି ଯୋଗ ଦେଇଥିଲେ। ସେଥି ମଧ୍ୟରେ କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ,…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଗାମୀ ୩ ମାସରେ ସଂପୂର୍ଣ୍ଣ ହେବ: ମୁଖ୍ୟ ଶାସନ ସଚିବ

ପୁରୀ: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ପୁରୀ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ରୀୟ ପରିଦର୍ଶନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିଦେଖିବା ସହ ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସଂପର୍କରେ କ୍ଷେତ୍ରୀୟ…
ଅଧିକ ଖବର ଦେଖନ୍ତୁ...

‘ପଠାନ୍’ର ଦିନକର ଆୟ ତୁମ ସାରାଜୀବନର ରୋଜଗାର ସହ ସମାନ; ଏଭଳି କହି କଙ୍ଗନାଙ୍କୁ ଟ୍ରୋଲ କଲେ ଶାହରୁଖଙ୍କ ପ୍ରଶଂସକ

ମୁମ୍ବାଇ: ବୁଧବାର ରିଲିଜ୍ ହୋଇଥିଲା କିଙ୍ଗ ଖାନ୍ ଶାହରୁଖଙ୍କ ଅଭିନୀତ ଫିଲ୍ମ ‘ପଠାନ’। ଏହି ଫିଲ୍ମର ରିଲିଜକୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ବୁଧବାର ଏହାର ଅନ୍ତ ଘଟିଥିଲା। ରିଲିଜ୍ ପୂର୍ବରୁ ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଆସାମୀଙ୍କୁ ୨୦ ବର୍ଷ ସଶ୍ରମ ଜେଲ

କଟକ: ୯ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି କଟକ ଆଡ୍‌-ହକ୍ ଅତିରିକ୍ତ ଦୌରା ଜଜ୍ ତଥା ଫାଷ୍ଟଟ୍ରାକ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ଗୟାଧର ପଣ୍ଡା ମାମଲାର ଅଭିଯୁକ୍ତ ବ୍ରଜକିଶୋର ଶତପଥୀ ଓ ନିମାଇ ମଣ୍ଡଳଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଓ ୨୦ ହଜାର ଟଙ୍କା…
ଅଧିକ ଖବର ଦେଖନ୍ତୁ...

ରୁଟି କରୁକରୁ ପୁଅ କଥାରେ ‘ମେରେ ନୈନା ସାୱନ୍‌ ଭାଦୋ’ ଗୀତ ଗାଇଥିବା ମହିଳାଙ୍କ ନମ୍ବର ମାଗିଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତବର୍ଷ ଜଣେ ମହିଳା ରୁଟି କରୁ କରୁ ଗୀତ ଗାଉଥିବା ବେଳର ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ମହିଳାଙ୍କୁ ଗୀତ ଗାଇବାକୁ ତାଙ୍କ କୁନି ପୁଅ ବାଧ୍ୟ କରୁଥିବାର ଭିଡିଓର ଆରମ୍ଭରେ ଶୁଣିବାକୁ ମିଳିଥିଲା। ତା’ପରେ ମହିଳା ଜଣକ ୧୯୭୬ ମସିହାର ଲୋକପ୍ରିୟ ଗୀତ ‘ମେରେ ନୈନା ସାୱନ୍‌…
ଅଧିକ ଖବର ଦେଖନ୍ତୁ...