Daily Archives

January 28, 2023

ନିର୍ମାଣାଧୀନ ପାଣିଟାଙ୍କି ଉପରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ସିରିଙ୍ଗିଆ ନିକଟସ୍ଥ ମହାନୁଙ୍ଗୀ ଗ୍ରାମରେ ‘ବସୁଧା’ ଯୋଜନାରେ ନିର୍ମାଣାଧୀନ ପାଣିଟାଙ୍କି ଉପରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କନ୍ଧ ନୂଆପାଲି ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ପୁନେ ଫିଲ୍ମ ଇନଷ୍ଟିଚ୍ୟୁଟ୍ କ୍ୟାମ୍ପସରେ ସ୍କ୍ରିନିଂ ହେଲା ବିବିସିର ବିବାଦୀୟ ଗୋଧ୍ରା ଦଙ୍ଗା ଡକ୍ୟୁମେଣ୍ଟାରି

ପୁଣେ: ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫଟିଆଇଆଇ)ର କ୍ୟାମ୍ପସ୍‌ ପରିସରରେ ୨୦୦୨ର ଗୋଧ୍ରା ଦଙ୍ଗା ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ପ୍ରଦର୍ଶିତ କରାଯାଇଛି ବୋଲି ଶନିବାର ଦିନ ଏଫଟିଆଇଆଇ ଛାତ୍ର ସଂଘ ଦାବି କରିଛି। ଏଫଟିଆଇଆଇ ଛାତ୍ର ସଂଘ ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଆଦାନୀ ଗ୍ରୁପ ପାଇଁ ଏଲଆଇସିର ବୁଡ଼ିଲା ୧୮ ହଜାର କୋଟି ଟଙ୍କା!

ନୂଆଦିଲ୍ଲୀ: ଆମେରିକୀୟ ସଂସ୍ଥା ହିଣ୍ଡେନ୍‌ବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନୀ ଗ୍ରୁପ୍‌ ଅଧୀନରେ ଥିବା ତାଲିକାଭୁକ୍ତ କଂପାନିଗୁଡ଼ିକର ସେୟାର ମୂଲ୍ୟ ହ୍ରାସ ପାଉଛି। ଗତ ଦୁଇ ଦିନରେ ଷ୍ଟକ ବଜାରରେ ଆଦାନୀ ଗ୍ରୁପ୍‌ର କଂପାନିଗୁଡ଼ିକ ସେୟାର ମୂଲ୍ୟରେ ହ୍ରାସ ଘଟିବାରୁ କଂପାନିର…
ଅଧିକ ଖବର ଦେଖନ୍ତୁ...

ଭାରତପେ’ରେ ଥିବା ବେଳେ ମାସକୁ କେତେ ଟଙ୍କା ଦରମା ପାଉଥିଲେ ଅଶନୀର?

ନୂଆଦିଲ୍ଲୀ: ଗତବର୍ଷ ଅଶନୀର ଗ୍ରୋଭରଙ୍କୁ ଭାରତପେ’ ବୋର୍ଡର ନିର୍ଦ୍ଦେଶକ ପଦବୀ ସମେତ କମ୍ପାନିର ସମସ୍ତ ପଦବୀରୁ ହଟାଇ ଦିଆଯାଇଥିଲା। । ଅଶନୀର ଗ୍ରୋଭର ଏବଂ ତାଙ୍କ ପରିବାର କମ୍ପାନିର ପାଣ୍ଠିକୁ ଅପବ୍ୟବହାର କରିଥିବା ଅଭିଯୋଗ କରିଥିଲା ଭାରତପେ’। ଏବେ ଅଶନୀର ଭାରତପେ’ ଛାଡ଼ି ନିଜର ଆଉ ଏକ…
ଅଧିକ ଖବର ଦେଖନ୍ତୁ...

ଫେରାର ଅଭିଯୁକ୍ତଙ୍କ ଘର କାନ୍ଥରେ ପୋଷ୍ଟର ମାରିଲା ପୁଲିସ, କୋର୍ଟରେ ହାଜର ନହେଲେ ବ୍ୟାଜାପ୍ତ ହେବ ସଂପତ୍ତି

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ପଦ୍ମଗିରି ନିକଟସ୍ଥ ଏମଭି-୮୩ ଗ୍ରାମରେ ଆଜି ପୁଲିସ ତରଫରୁ ଫେରାର ଥିବା ଗଂଜେଇ ଆସାମୀମାନଙ୍କ ଘ‌ର କାନ୍ଥରେ ପୁଲିସ ପୋଷ୍ଟର ମରିଛି। ଅଭିଯୁକ୍ତମାନେ କୋର୍ଟରେ ହାଜର ନହେବା କାରଣରୁ ପୁଲିସ ଏହିଭଳି କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିସହ ଡାକବାଜି…
ଅଧିକ ଖବର ଦେଖନ୍ତୁ...

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛନ୍ତି ‘ମିନି କପଲ୍‌’; ବିବାହକୁ ନିଆରା କରିବାକୁ ନେଇଥିଲେ ଏହି ପଦକ୍ଷେପ

ନୂଆଦିଲ୍ଳୀ: କୁହାଯାଏ ଯୋଡ଼ି ଈଶ୍ବର ବନାଇ ଥାଆନ୍ତି। ଏହି କଥାକୁ ଯୋଦ୍ଧପୁରର ସାକ୍ଷୀ ଏବଂ ରାଜସମନ୍ଦର ଋଷଭ ପ୍ରମାଣିତ କରି ସାରିଛନ୍ତି। ଏହି ଦୁଇ ବର ଓ କନ୍ୟାଙ୍କ ଉଚ୍ଚତା ୩ ଫୁଟ୍‌ ୭ ଇଞ୍ଚ୍‌ ପାଖାପାଖି। ସାକ୍ଷୀ ବି.କମ୍‌, ଏମ୍‌ବିଏ କରିବା ପରେ ୧୦ମ ପିଲାଙ୍କୁ ଟ୍ୟୁସନ୍‌ କରନ୍ତି।…
ଅଧିକ ଖବର ଦେଖନ୍ତୁ...

ଲୁଚକାଳି ଖେଳୁଖେଳୁ ବିଦେଶରେ ହାଜର : ଜାହାଜର ନିବୁଜ କଣ୍ଟେନର ଭିତରେ ୬ଦିନ ଅଖିଆ-ଅପିଆ ଥାଇ ବି ବଞ୍ଚିଛି ବାଂଲାଦେଶୀ…

ନୂଆଦିଲ୍ଲୀ: କଥାରେ ଅଛି-ରଖେ ହରି ତ ମାରେ କିଏ? ଠିକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଦୀର୍ଘ ଛଅ ଦିନ ଧରି ଏକ ବନ୍ଦ ମାଲବୁହା କଣ୍ଟେନର ଭିତରେ ରହିବା ପରେ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଛି ଜଣେ ବାଂଲାଦେଶୀ ବାଳକ। କୌତୂହଳବଶତଃ ନିଜଦେଶର ସମୁଦ୍ରକୂଳରେ ଲୁଚକାଳି ଖେଳୁ ଖେଳୁ ସେ…
ଅଧିକ ଖବର ଦେଖନ୍ତୁ...

ଯୁଦ୍ଧ ବିମାନ ଦୁର୍ଘଟଣା: ମଝି ଆକାଶରେ ଧକ୍କା ହେବା ଫଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ଭାରତୀୟ ବାୟୁସେନାର ଦୁଇଟି ଯୁଦ୍ଧ ବିମାନ; ସୁଖୋଇ-୩୦ ଏବଂ ମିରାଜ-୨୦୦୦; ମଧ୍ୟରେ ଉଡ଼ାଣ କାଳରେ ମଝି ଆକାଶରେ ଧକ୍କା ହୋଇଥିଲା କି ନାହିଁ ତାହାର ଅନୁସନ୍ଧାନ ଭାରତୀୟ ବାୟୁସେନା (ଆଇଏଏଫ୍‌) କରିବ। ଉଡାଣ ଭରିବା କାଳରେ ଦୁଇଟି ଯୁଦ୍ଧ ବିମାନ…
ଅଧିକ ଖବର ଦେଖନ୍ତୁ...

ଜିନ୍ସ ପିନ୍ଧିଥିବା ଓକିଲଙ୍କୁ ପୁଲିସ ଡାକି କୋର୍ଟ ପରିସରରୁ ବାହାର କରିଦେଲେ ବିଚାରପତି

ଗୌହାଟୀ: ନିୟମ ନ ମାନି କୋର୍ଟକୁ ଜିନ୍ସ ପିନ୍ଧି ଆସିଲେ ଓକିଲ | ଆଉ ଏହା ଦେଖି ପୁଲିସ ଡକାଇ କୋର୍ଟ ପରିସରରୁ ଓକିଲଙ୍କୁ ବାହାର କରିଦେଲେ ବିଚାରପତି | ଆସାମର ଗୌହାଟୀରୁ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଗୌହାଟୀ ହାଇକୋର୍ଟରେ ଏକ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଥିଲା କାରଣ…
ଅଧିକ ଖବର ଦେଖନ୍ତୁ...

‘ବିଗ୍‌ ବସ୍‌-୧୬’ ପ୍ରମୋ ଭିଡିଓରେ ଦେଖିବାକୁ ମିଳିଲା ଏହି ମଜାଦାର ଦୃଶ୍ୟ, ଆପଣ ବି ହେବେ ହସି ହସି ବେଦମ

ମୁମ୍ବାଇ: ଆଗକୁ ଆସୁଛି କାର୍ତ୍ତିକ ଆର୍ଯ୍ୟାନଙ୍କ ଫିଲ୍ମ ‘ଶେହେଜାଦା’। ଫିଲ୍ମଟିର ପ୍ରମୋସନ କରିବା ପ‌ାଇଁ ‘ବିଗ୍‌ ବସ୍‌-୧୬’ ମଞ୍ଚରେ ପହଞ୍ଚିଥିଲେ କାର୍ତ୍ତିକ ଆର୍ଯ୍ୟାନ। ଯାହାର ଏକ କ୍ଲିପ୍‌ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। କ୍ଲିପ୍‌ଟିରେ ଏକ ମଜାଦାର ଦୃଶ୍ୟ…
ଅଧିକ ଖବର ଦେଖନ୍ତୁ...