Daily Archives

January 28, 2023

ମହିଳାଙ୍କୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର : ୨୨ରୁ ୩୦ ଭିତରେ ମା’ ହେଲେ ଭଲ

ଗୌହାଟୀ: ମହିଳାଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ଗୁରୁମନ୍ତ୍ର। ସଠିକ ସମୟରେ ବିବାହ ଓ ମା’ ହେବା ଜରୁରୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା। ସେ ଆଜି କହିଛନ୍ତି ଯେ ମହିଳାମାନେ ଉପଯୁକ୍ତ ବୟସରେ ବିବାହ କରିବା ସହ ମା’ ହେବା ଉଚିତ। ଏଭଳି ନହେଲେ…
ଅଧିକ ଖବର ଦେଖନ୍ତୁ...

ବଦଳିଲା ନାଁ: ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ

ନୂଆଦିଲ୍ଲୀ: ବଦଳିଲା ମୋଗଲ ଗାର୍ଡେନର ନାଁ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ଆଜି ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଏହା 'ଅମୃତ ଉଦ୍ୟାନ' ଭାବରେ ଜଣାଯିବ। ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ। ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ…
ଅଧିକ ଖବର ଦେଖନ୍ତୁ...

‘କଲେଜିୟମର ସୁପାରିସ ଉପରେ ସରକାର ବସିରହିବା ଗଣତନ୍ତ୍ର ପାଇଁ ମାରାତ୍ମକ’: ଆଇନ ମନ୍ତ୍ରୀ ରିଜିଜୁଙ୍କୁ ସମାଲୋଚନା କଲେ…

ମୁମ୍ବାଇ: ଦେଶରେ ବିଚାରପତି ନିଯୁକ୍ତିକୁ ନେଇ ଏବେ ସୁପ୍ରିମ୍‌କୋର୍ଟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ‘ଶୀତଳ ଯୁଦ୍ଧ’ ଚାଲିଛି! ଏପରିସ୍ଥିତିରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ରୋହିଣ୍ଟନ୍‌ ଫାଲି ନରିମାନ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍‌ ବ୍ୟବସ୍ଥା ବିରୋଧରେ କେନ୍ଦ୍ର ଆଇନ…
ଅଧିକ ଖବର ଦେଖନ୍ତୁ...

ଶାହରୁଖଙ୍କ ସହ ମିଶି ‘ପଠାନ’ ଫିଲ୍ମ ଦେଖିଲେ କି ଅମ୍ବାନୀଙ୍କ ପରିବାର! ଜାଣନ୍ତୁ ଭାଇରାଲ ହେଉଥିବା ଫଟୋ…

ମୁମ୍ବାଇ: ସୋସିଆଲ ମିଡିଆରେ ବୟକଟ ସତ୍ତ୍ୱେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ 'ପଠାନ' ଜାନୁଆରୀ ୨୫ରେ ବକ୍ସ ଅଫିସରେ ରିଲିଜ ହୋଇଥିଲା ​​| ଆଉ ତୃତୀୟ ଦିନରେ ଫିଲ୍ମଟି ୩୪ରୁ ୩୬ କୋଟି ଟଙ୍କା ରୋଜଗାର କରିଥିବାବେଳେ ଦୁଇ ଦିନ ମଧ୍ୟରେ ସାରା ବିଶ୍ୱରେ ୨୩୫କୋଟି ରୋଜଗାର କରିଥିଲା। ତେବେ…
ଅଧିକ ଖବର ଦେଖନ୍ତୁ...

ମୋତେ ବିବାହ କରି ମୋ ପିଲାଙ୍କ ବାପା ହେବେ ବୋଲି ପ୍ରସ୍ତାବ ଦେଇଥିଲେ ସୁକେଶ : ଚାହତ ଖାନ୍ନା

ମୁମ୍ବାଇ: ୨୦୦କୋଟି ମନିଲଣ୍ଡରିଂ ମାମଲାରେ ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ କାରନାମା ନେଇ ଏବେ ଆଉ ଜଣେ ଅଭିନେତ୍ରୀ ମୁହଁ ଖୋଲିଛନ୍ତି। ପୂର୍ବରୁ ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜାକଲିନ ଫର୍ଣ୍ଣାଡିଜ ସୁକେଶଙ୍କୁ ନେଇ ବଡ଼ ବଡ଼ ରହସ୍ୟ ଉପରୁ ପରଦା ଉଠାଇଥିବା ବେଳେ ଏବେ ଟେଲି…
ଅଧିକ ଖବର ଦେଖନ୍ତୁ...

ଶୁଲିଆପଦାରେ ଯୁବକଙ୍କ ଆତ୍ମହତ୍ୟା ଘଟଣା: ‘ଏନ୍‌ଏଚ୍‌ଆରସି’ଙ୍କ ହସ୍ତକ୍ଷେପ ଲୋଡିଲେ ମାନବିକ ଅଧିକାର କର୍ମୀ

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦାରେ ପୁଲିସ୍ ନିର୍ଯାତନାର ଶିକାର ହୋଇ ଯୁବକଙ୍କ ଆତ୍ମହତ୍ୟା ଘଟଣାରେ ପୁରୀ ଜିଲ୍ଲା ପିପିଲି ବ୍ଲକ ଅନ୍ତର୍ଗତ କମଳା ସାଗର ପାଟଣା ଗାଁର ମାନବିକ ଅଧିକାର କର୍ମୀ ଅଖଣ୍ଡ ଜାତୀୟ ମାନବିକ ଅଧିକାର କମିସନଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ଏନେଇ ସେ କମିସନଙ୍କ…
ଅଧିକ ଖବର ଦେଖନ୍ତୁ...

ବାପାଙ୍କ ଆସିବା ଜାଣି ପୁଅଟି ଶୋଇ ପଡୁଥିବା ବେଳେ ଦେଖନ୍ତୁ କିପରି ଧାଇଁ ଯାଇ ସେବା କରୁଛି କୁନି ଝିଅ

ନୂଆଦିଲ୍ଲୀ: କନ୍ୟାଙ୍କୁ ଘରର ଲକ୍ଷ୍ମୀ ମନାଯାଏ। କନ୍ୟା ସନ୍ତାନଟିଏ ଜନ୍ମନେଲେ ଅନେକ ଲୋକ ଅଣଦେଖା କରୁଥିବା ବେଳେ କିଛି ଲୋକ ଅଛନ୍ତି ବଡ଼ ଧୁମ୍‌ଧାମ୍‌ରେ ସ୍ବାଗତ କରିଥାନ୍ତି। ତେବେ ଆପଣ ଏକଥା ବି ଜାଣନ୍ତି ଯେ ବାପ-ଝିଅର ସଂପର୍କ ଏ ଦୁନିଆର ସବୁଠାରୁ ଭଲ ସଂପର୍କ। ଜଣେ ବାପା ତା’ ଝିଅକୁ ବା…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଡଙ୍ଗାରୁ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକର ନଇରୀ ପଞ୍ଚାୟତର ନଇରୀ ଜେଟି ଓ ଗଙ୍ଗା ଜମୁନା ଘାଟ ମଧ୍ୟସ୍ଥ ଚିଲିକାର ହନୁମାନ ପେଣ୍ଠ ନିକଟରୁ ନାଚୁଣୀ ଥାନା ପୁଲିସ ଜଣେ ଯୁବ ମତ୍ସ୍ୟଜୀବୀଙ୍କର ଶବ ତାଙ୍କର ଡ଼ଙ୍ଗା ଉପରୁ ଉଦ୍ଧାର କରିଛି। ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ସାନ ନଈରୀ…
ଅଧିକ ଖବର ଦେଖନ୍ତୁ...

‘ପାଣି ଓ ରକ୍ତ ଏକାସଙ୍ଗେ ବୋହିପାରିବ ନାହିଁ’ ସିନ୍ଧୁ ନଦୀକୁ ନେଇ ଏଭଳି ସଂକେତ ଦେଇସାରିଥିଲେ ମୋଦୀ

ନୂଆଦିଲ୍ଲୀ : ଇଣ୍ଡସ ୱାଟର ଟ୍ରିଟି (ଆଇଡବ୍ଲ୍ୟୁଟି) ତଥା ସିନ୍ଧୁ ଜଳ ଚୁକ୍ତିରେ ପରିବର୍ତ୍ତନ ଆଣିବାପାଇଁ ଭାରତ ପାକିସ୍ତାନକୁ ‌ନୋଟିସ୍‌ କରିଛି। ଆଇଡବ୍ଲ୍ୟୁଟିର ଧାରା ଏକ୍ସଆଇଆଇ (୩) ଅନୁଯାୟୀ ସିନ୍ଧୁ ଜଳ ଚୁକ୍ତିର କମିସନରଙ୍କ ଦ୍ବାରା ଭାରତ ଜାନୁଆରି ୨୫ରେ ପାକିସ୍ତାନକୁ ଏହି ନୋଟିସ…
ଅଧିକ ଖବର ଦେଖନ୍ତୁ...

‘ସେଣ୍ଟର ଫର୍‌ ଜୁଡିସିଆଲ ଆର୍କାଇଭ୍’ ଗବେଷଣା ଓ ଇତିହାସକୁ ପରଖିବା ପାଇଁ ସୁଯୋଗ ଯୋଗାଇବ: ମୁଖ୍ୟମନ୍ତ୍ରୀ

କଟକ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ହାଇକୋର୍ଟ କର୍ମଚାରୀମାନଙ୍କ ପାଇଁ ଆବାସିକ ପରିସର ଓ ସେଣ୍ଟର ଫର ଜୁଡିସିଆଲ ଆର୍କାଇଭ୍ ବିଲଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ନିଜର ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜୁଡିସିଆଲ…
ଅଧିକ ଖବର ଦେଖନ୍ତୁ...