Daily Archives

February 2, 2023

ଖରାପ ରାସ୍ତା ପାଇଁ ବାହା ନ ହୋଇପାରି ଅଭିଆଡା ରହୁଛନ୍ତି ଏହି ଗାଁ’ର ଯୁବକ

ସରାଇକେଲା: ଝାଡ଼ଖଣ୍ଡର ସରାଇକେଲା ଜିଲ୍ଲାରେ ଏକ ନିଆରା ଗ୍ରାମ ଅଛି | ଯେଉଁଠାରେ ଗତ ୧୭ ବର୍ଷ ଧରି ରାସ୍ତା ଖରାପ ଯାଇଥିବାରୁ ଏହି ଗାଁ'ର ଯୁବକମାନେ ଏବେ ବିବାହ କରିପାରୁନାହାନ୍ତି | ଖରାପ ରାସ୍ତା ପାଇଁ କେହି ଝିଅ ଘର ବିବାହ ପାଇଁ ରାଜି ହେଉନଥିବାର ଯୁବକମାନେ କହିଛନ୍ତି | ଏହି କଥା ପାଇଁ…
ଅଧିକ ଖବର ଦେଖନ୍ତୁ...

ପିଲାଙ୍କ ସହ ପତ୍ନୀଙ୍କୁ ଦୁବାଇରେ ରହିବାକୁ କହିଥିଲେ, ଏବେ ପିଲାଙ୍କ ଖର୍ଚ୍ଚ ବହନ କରୁନାହାନ୍ତି ନୱାଜୁଦ୍ଦିନ

ମୁମ୍ବାଇ: ବଲିଉଡ ଜଗତରେ ଦମଦାର ଅଭିନୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକି ଏବେ ନିଜ ବୈବାହିକ ଜୀବନକୁ ନେଇ ବିବାଦରେ ଅଛନ୍ତି। ତାଙ୍କ ବିରୋଧରେ ପତ୍ନୀ ଆଲିଆ ଘରୋଇ ହିଂସାର ଅଭିଯୋଗ ଆଣିସାରିଥିବା ବେଳେ ଏବେ ନୱାଜୁଦ୍ଦିନ ନିଜ ପିଲାଙ୍କ ଖର୍ଚ୍ଚ ବହନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଆଇଏମଏଫ୍ ଝଟକା : ଋଣ ପରିଚାଳନା ଯୋଜନାକୁ ଖାରଜ କଲା

ଇସ୍ଲାମାବାଦ : ଆର୍ଥିକ ସଂକଟରେ ପଡ଼ିଥିବା ପାକିସ୍ତାନକୁ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି (ଆଇଏମଏଫ) । ପାକିସ୍ତାନ ସରକାରଙ୍କ ପକ୍ଷରୁ  ଆଇଏମଏଫ ନିକଟରେ ଦାଖଲ ଆବର୍ତ୍ତି ଋଣ ପରିଚାଳନା ଯୋଜନାକୁ ଅବାସ୍ତବ କହି ଖାରଜ କରିଦେଇଛି ଆଇଏମଏଫ । ଏହା ଫଳରେ ପାକିସ୍ତାନକୁ ମିଳିବାକୁ…
ଅଧିକ ଖବର ଦେଖନ୍ତୁ...

କୁନି ଝିଅର ପ୍ରଶ୍ନ ଶୁଣି ଟ୍ରେନ ଟଏଲେଟରେ ଲେଖାହୋଇଥିବା ଅଶ୍ଳୀଳ ଶବ୍ଦ ଲିଭାଇବାରେ ଲାଗିପଡିଛନ୍ତି ଏହି ବ୍ୟବସାୟୀ

ଧାନବାଦ: ଆପଣ ଅନେକ ସମୟରେ ଟ୍ରେନରେ ଯାତ୍ରା କରିଥିବେ | ଆଉ ଏହି ସମୟରେ ଟ୍ରେନର ଟଏଲେଟକୁ କେବେ ଯାଇଥିଲେ ଏହାର କବାଟରେ ଅନେକ ପ୍ରକାରର ଅଶ୍ଳୀଳ କଥା ଲେଖା ହୋଇଥିବାର ଦେଖିଥିବେ | ମା, ଭଉଣୀଙ୍କ ଉଦ୍ଦେଶ୍ୟରେ ଅଶ୍ଳୀଳ ଶବ୍ଦ ସାଙ୍ଗକୁ ଅନେକ ଯୁବତୀଙ୍କର ମୋବାଇଲ ନମ୍ବର ମଧ୍ୟ ଲେଖାହୋଇଥିବାର…
ଅଧିକ ଖବର ଦେଖନ୍ତୁ...

ଚୋରି କରିଛନ୍ତି ନା କିଣିଛନ୍ତି? ଆଶାକର୍ମୀଙ୍କ ନିକଟରୁ ୨ ଶିଶୁ ପୁତ୍ର ଉଦ୍ଧାର

ନୟାୁଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ମଦନପୁରରୁ ଆଜି ୨ ଶିଶୁ ପୁତ୍ରଙ୍କୁ ନୟାଗଡ଼ ଜିଲ୍ଲା ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଉଦ୍ଧାର କରିଛନ୍ତି। ଜଣେ ଶିଶୁର ବୟସ ୨ ବର୍ଷ ହୋଇଥିବା ବେଳେ, ଅନ୍ୟ ଜଣେ ଶିଶୁର ବୟସ ୧ ବର୍ଷ ବୋଲି ଜଣାପଡ଼ିଛି। ଏହି ଦୁଇ ପିଲାଙ୍କୁ ମଦନୁପରର ଆଶାକର୍ମୀ ସସ୍ମିତା…
ଅଧିକ ଖବର ଦେଖନ୍ତୁ...

ନିଜ ସମସ୍ୟା ନିଜେ ସମ୍ଭାଳ.. ଆମକୁ ଦାୟୀ କରନି : ପାକିସ୍ତାନକୁ କହିଲା ତାଲିବାନ

କାବୁଲ : ପାକିସ୍ତାନର ପେଶାଓ୍ବରରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି ଆକ୍ରମଣ ପାଇଁ ପାକିସ୍ତାନ ପକ୍ଷରୁ ତେହରିକ-ଏ-ତାଲିବାନ-ପାକିସ୍ତାନକୁ ଦାୟୀ କରାଯାଉଛି । ଆଫଗାନିସ୍ତାନର ତାଲିବାନ ଶାସକ ମଧ୍ୟ ଆଫଗାନିସ୍ତାନ ମାଟିକୁ…
ଅଧିକ ଖବର ଦେଖନ୍ତୁ...

ଭାଲେଣ୍ଟାଇନ୍‌ସ ଡେ’ ପୂର୍ବରୁ ୯୫ ନିୟୁତ ମାଗଣା କଣ୍ଡୋମ ବାଣ୍ଟିବ ଏହି ଦେଶ

ନୂଆଦିଲ୍ଲୀ: ଯୌନ ସଂକ୍ରମିତ ରୋଗ (ଏସଟିଡି) ଏବଂ କିଶୋରବସ୍ଥାରେ ଗର୍ଭଧାରଣକୁ ରୋକିବା ସହ ସୁରକ୍ଷିତ ଯୌନ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଥାଇଲାଣ୍ଡ ସରକାର ଭାଲେଣ୍ଟାଇନ୍‌ସ ଡେ’ ପୂର୍ବରୁ ୯୫ ନିୟୁତ ମାଗଣା କଣ୍ଡୋମ ବାଣ୍ଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଥାଇଲାଣ୍ଡ…
ଅଧିକ ଖବର ଦେଖନ୍ତୁ...

କୃଷ୍ଣା ଅଭିଷେକଙ୍କ ପରେ କପିଲଙ୍କ ସାଥ୍ ଛାଡ଼ିଲେ ଏହି ହାସ୍ୟ ଅଭିନେତା

ମୁମ୍ବାଇ: 'କପିଲ ଶର୍ମା ସୋ' ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି। ଏହି ସୋ’ ଭାରତର ୧ନଂ କମେଡି ସୋ’ ହୋଇଥିବା ବେଳେ ଅନେକ କଳାକାର ଏଠାକୁ ନିଜ ଫିଲ୍ମର ପ୍ରମୋସନ କରିବାକୁ ଆସୁଥିବା ଦେଖାଯାଇଥାଏ। ତେବେ ଲୋକପ୍ରିୟ ଥିବା ଏହି ସୋ’ ସହ ଜଡ଼ିତ ଏକ ବଡ଼ ଖବର ଏବେ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକାଙ୍କୁ ନେଇ ବୁଲୁଥିବାବେଳେ ଧକ୍କା ଦେଲା କାର, ମେଡିକାଲ ବେଡ଼ରେ ବରଣମାଳା ପିନ୍ଧାଇଲେ ପ୍ରେମିକ

ପାଟନା: ଆପଣ ଫିଲ୍ମ 'ବିବାହ' ଦେଖିଥିବେ | ଏଥିରେ ଅଭିନେତା ଶାହିଦ କପୁର କିଭଳି ମେଡିକାଲ ବେଡ଼ରେ ଅଭିନେତ୍ରୀ ତଥା ଭାବି ପତ୍ନୀଙ୍କ ମଥାରେ ସିନ୍ଦୂର ଭରୁଛନ୍ତି ତାହା ନିଶ୍ଚୟ ଦେଖିଥିବେ | ବିହାରର ଅରୱାଲରେ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଏଠାରେ ପ୍ରେମୀ ଯୁଗଳ ଡାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...

ଦେଶର ଘରୋଇ ବିମାନଗୁଡ଼ିକ ୨୦୨୨ରେ ୫୪୬ଟି ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି : ସରକାର

ନୂଆଦିଲ୍ଲୀ: ୨୦୨୨ ବର୍ଷରେ ଦେଶ ଭିତରେ ବିମାନ ଚଳାଚଳ ସମୟରେ ଘରୋଇ ବିମାନ ସେବା ଯୋଗାଇଥିବା ଏୟାରଲାଇନ୍ସର ବିମାନଗୁଡ଼ିକ ମୋଟ ୫୪୬ଟି ଯାନ୍ତ୍ରିକ/ବୈଷୟିକ ତ୍ରୁଟି (ସ୍ନାଗ୍‌)ର ସମ୍ମୁଖୀନ ହୋଇଥିଲା ବୋଲି ଗୁରୁବାର ଦିନ ସରକାର ସଂସଦରେ କହିଛନ୍ତି। ଏଗୁଡ଼ିକ ମଧ୍ୟରୁ ଦେଶର ସର୍ବବୃହତ ବିମାନ…
ଅଧିକ ଖବର ଦେଖନ୍ତୁ...