Daily Archives

February 8, 2023

ଭୁଶୁଡିଲା ସରକାରୀ କଲେଜ ପାଚେରୀ: ବଡଭାଇ ମୃତ, ସାନଭାଇ ଗୁରୁତର

ରାଉରକେଲା: ପାନପୋଷ ସରକାରୀ ସ୍ବୟଂ ଶାସିତ କଲେଜ ପାଚେରୀ ଭୁଶୁଡି ପଡିବାରୁ ବଡଭାଇର ମୃତ୍ୟୁ ହୋଇଛି। ସାନ ଭାଇ ଗୁରୁତର ହୋଇଛନ୍ତି। ମୃତକ ହେଲେ କୈଳାସ ଜେନା (୩୫)। ଗୁରୁତର ସାନ ଭାଇ ସୁରେଶ ଜେନାଙ୍କୁ ରାଉରକେଲା ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ…
ଅଧିକ ଖବର ଦେଖନ୍ତୁ...

ଠିକା ଶ୍ରମିକ ଶୋଷଣ ପ୍ରତିବାଦରେ ବିକ୍ଷୋଭ

ରାଉରକେଲା: ଠିକା ଶ୍ରମିକଙ୍କୁ ଶୋଷଣ ପ୍ରତିବାଦରେ ସି ଆଇ ଟି ୟୁ ନେତ୍ବତ୍ବରେ ଦେଶବ୍ୟାପୀ ଇସ୍ପାତ ଶିଳ୍ପରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକମାନଙ୍କ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଷ୍ଟିଲ ପ୍ଲାଣ୍ଟ, ଖଣିରେ କାମ କରୁଥିବା ସ୍ଥାୟୀ ଓ ଠିକା…
ଅଧିକ ଖବର ଦେଖନ୍ତୁ...

ମାଳଦ୍ବୀପରେ କ୍ରିତିଙ୍କ ସହ ନିର୍ବନ୍ଧ କରିବେ ପ୍ରଭାସ !

ମୁମ୍ବାଇ: ବହୁ ପ୍ରତୀକ୍ଷିତ ପ୍ୟାନ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ରେ ପ୍ରଥମ ଥର ପାଇଁ ସାଥିରେ ନଜର ଆସିବେ ସାଉଥ ସୁପରଷ୍ଟାର ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନ୍। ‘ଆଦିପୁରୁଷ’ରେ ଦୁ‌ହେଁ ପ୍ରଥମ ଥର ପାଇଁ ‌ସାଙ୍ଗ ହୋଇ କାମ କରୁଥିବା ବେଳେ ଏବେ ପରସ୍ପରକୁ ଦୁହେଁ ଡେଟ୍ କରୁଥିବା ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ଶିଶୁ ଅବତାରରେ ନଜର ଆସିଲେ ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ର ବିଚାରପତିମାନେ

ନୂଆଦିଲ୍ଲୀ: ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ଟିଭି ସୋ’। ଏହାର ଏପର୍ଯ୍ୟନ୍ତ ଦୁଇଟି ସିଜନ ଆସିଛି। ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ’ ଦ୍ବିତୀୟ ସିଜନକୁ ଦର୍ଶକମାନେ ଖୁବ ପସନ୍ଦ କରୁଛନ୍ତି। ‘ଶାର୍କ ଟ୍ୟାଙ୍କ ଇଣ୍ଡିଆ‘ ଦ୍ବିତୀୟ ସିଜନର ବିଚାରପତିମାନେ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ମୋ ଭାଷଣ କାହିଁକି କାଟିଲ ? ରାହୁଲ ଗାନ୍ଧୀଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦରେ ଦେଇଥିବା ବୟାନର କେତେକ ଆପତ୍ତିଜନକ ଅଂଶକୁ ସଂସଦର ରେକର୍ଡରୁ କାଟିଦିଆଯିବାକୁ ନେଇ ବିବାଦ ଦେଖାଦେଇଛି । ଏ ନେଇ ଅସନ୍ତୋଷ ପ୍ରକାଶ କରି ରାହୁଲ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ପୁରୀ ମଧ୍ୟରେ ନୂତନ ମେମୁ ଟ୍ରେନ ଚଳାଚଳ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସାକ୍ଷାତ କଲେ ଭଦ୍ରକ ସାଂସଦ

ଭଦ୍ରକ: ଆଜି ସଂସଦ ଭବନର କେନ୍ଦ୍ର ରେଳମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ସାକ୍ଷାତ କରିଛନ୍ତି | ରେଳମନ୍ତ୍ରୀଙ୍କ ନିକଟରେ ସାଂସଦ ଭଦ୍ରକରୁ ପୁରୀ ଓ ପୁରୀରୁ ଭଦ୍ରକ ମଧ୍ୟରେ ନୂତନ ପାସେଞ୍ଜର ମେମୁ ଟ୍ରେନ ପ୍ରଚଳନ, ଯାଜପୁର…
ଅଧିକ ଖବର ଦେଖନ୍ତୁ...

ଅଳିଆ ଭିତରୁ ପାଇଲେ ୧ କୋଟିର ଡିଜାଇନର୍ ଆଇଟମ୍; ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ: ମଣିଷର ଭାଗ୍ୟ କେତେବେଳେ ଯେ ବଦଳିଯିବ କାହାକୁ ଜଣାନଥାଏ। ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ହଠାତ୍ ବଦଳିଗଲା ଯେତେବେଳେ ସେ ଅଳିଆ ଭିତରୁ ୧ କୋଟି ଟଙ୍କା ମୂଲ୍ୟର ଡିଜାଇନର୍ ଆଇଟମ୍ ପାଇଲେ। ଯେତେବେଳେ ସେ ଏହାର ମୂଲ୍ୟ ଜାଣିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଳିଆ ଉଠାଇବା କାମ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର କ୍ଲାଇମେଟ ମ୍ୟାନ୍ ସତ୍ୟବ୍ରତ ସାମଲଙ୍କ ଦ୍ୱାରା ୟୁଥ୍ ଫର ୱାଟର୍ ତରଫରୁ ଆର୍ଦ୍ରଭୂମି ତଥ୍ୟାବଳୀ ରିଲିଜ୍

ଭୁବନେଶ୍ୱର: ଓଡ଼ିଶାର ଆର୍ଦ୍ରଭୂମି ଉପରେ ଏକ ଗୁରତ୍ୱପୂର୍ଣ୍ଣ ତଥ୍ୟାବଳୀ ପ୍ରସ୍ତୁତ କରାଯାଇଛି । ଯାହା ୨୦୨୩ମସିହା ଫେବୃଆରୀ ୮ତାରିଖରେ ସତଭିକ୍ସୋଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ସତ୍ୟବ୍ରତ ସାମଲଙ୍କ ଦ୍ଵାରା ଭୁବନେଶ୍ୱରର ୟୁନିସେଫ୍ ସମ୍ମିଳନୀ କକ୍ଷରେ ଆରମ୍ଭ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ରାକ୍ଷୀଙ୍କ ଆଖିକୁ ଦେଖିଲେ ସତ ଜଣାପଡ଼ୁଛି, ମୁଁ ତାଙ୍କ ସହିତ ଅଛି: ପୂର୍ବ ସ୍ବାମୀ ରିତେଶ ସିଂହ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଓ ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ମଧ୍ୟରେ ଏବେ ବିବାଦ ଆରମ୍ଭ ହୋଇଥିବା ବେଳେ ମୁହଁ ଖୋଲିଛନ୍ତି ରାକ୍ଷୀଙ୍କ ପ୍ରଥମ ସ୍ବାମୀ ରିତେଶ ସିଂହ। ରାକ୍ଷୀ, ଆଦିଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ମଙ୍ଗଳବାର ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ…
ଅଧିକ ଖବର ଦେଖନ୍ତୁ...

ଉନ୍ନତ ସ୍ୱାସ୍ଥ୍ୟ ସେବା ପରିଚାଳନା ପାଇଁ ତାଇୱାନର ଚାଙ୍ଗ୍‌ ଗୁଙ୍ଗ୍‌ ବିଶ୍ୱବିଦ୍ୟାଳୟ ସହିତ ମିଳିତ ଭାବେ କାର୍ଯ୍ୟ…

ଭୁବନେଶ୍ୱର: ଜରୁରୀକାଳୀନ କ୍ଷେତ୍ରରେ ତ୍ବରିତ ଚିକିତ୍ସା ସେବା ଯୋଗାଇବା ନିମନ୍ତେ ରୋଗର ଶୀଘ୍ର ଚିହ୍ନଟ କରିବା ବେଶ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ କର୍କଟ କିମ୍ବା ପକ୍ଷାଘାତ (ପାରାଲିସିସ୍‌/ବ୍ରେନ୍‌ ଷ୍ଟ୍ରୋକ୍) ରୋଗୀଙ୍କୁ ଡାକ୍ତରଖାନାର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଏ, ରୋଗୀଙ୍କୁ…
ଅଧିକ ଖବର ଦେଖନ୍ତୁ...