Daily Archives

May 1, 2023

ସମ୍ବାଦ ଆମ ଓଡ଼ିଶା ଓ କଳିଙ୍ଗା ଯୁବକ ସଂଘ ପକ୍ଷରୁ ଶ୍ରମିକ ଦିବସ ଅବସରରେ ରକ୍ତ ଦାନ ଶିବିର

ଘୁ ଉଦୟଗିରି: ଶ୍ରମିକ ଦିବସ ଅବସରରେ ସୋମବାର କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସଭାଗୃହ ଠାରେ ସମ୍ବାଦ ଆମ ଓଡ଼ିଶା ଓ କଳିଙ୍ଗା ଯୁବକ ସଂଘ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ…
ଅଧିକ ଖବର ଦେଖନ୍ତୁ...

ଜି ନ୍ୟୁଜ୍ ମାଟରାଇଜ୍ ସର୍ଭେ : କର୍ଣ୍ଣାଟକରେ କ୍ଷମତାକୁ ଫେରିବ ବିଜେପି

ନୂଆଦିଲ୍ଲୀ : କର୍ଣ୍ଣାଟକର ନିର୍ବାଚନୀ ଲଢେଇ ଆରମ୍ଭ ହୋଇଯାଇଛି । କ୍ଷମତା ଦୌଡ଼ରେ ସାମିଲ ହୋଇଛନ୍ତି ସବୁ ରାଜନୈତିକ ଦଳ । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରତିଶ୍ରୁତି ଦିଆଯାଉଛି। ୨୨୪ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ଭାଗ୍ୟ ମେ ୧୦ ରେ ଭୋଟଗ୍ରହଣ ହେବ । ମେ' ୧୩ ତାରିଖରେ…
ଅଧିକ ଖବର ଦେଖନ୍ତୁ...

ଉର୍ଫି ଯାହା ନକରନ୍ତି, ତାହା କରିଦେଲେ ଇଶା; ପୋଷାକ ସହ ଏହି ଜିନିଷ ପିନ୍ଧିବାକୁ ଭୁଲିଗଲେ

ମୁମ୍ବାଇ: ଅନେକ ବଲିଉଡ ଫିଲ୍ମ ଓ ୱେବ ସିରିଜରେ ନଜର ଆସି ଲୋକପ୍ରିୟ ହୋଇପାରିଛନ୍ତି ଅଭିନେତ୍ରୀ ଇଶା ଗୁପ୍ତା। ନିକଟରେ ତାଙ୍କ ଅଭିନୀତ ୱେବ ସିରିଜ୍ ‘ଆଶ୍ରମ-୩’ ରିଲିଜ୍ ହୋଇଥିଲା। ଏଥିରେ ତାଙ୍କର ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା। ସବୁବେଳେ ନିଜର ସିଜିଲିଂ ଫଟୋକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଭିନ୍ନ ରୂପରେ ଧୋନି, ଦେଶ ସେବାରେ ବଳାଇଛନ୍ତି ମନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅନ୍ୟତମ ସଫଳ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଶ ଭଲ ପାଇଥାଏ। ମାହିଙ୍କ ଖେଳିବା ଶୈଳୀଠାରୁ ଆରମ୍ଭ କରି ତାଙ୍କ ଚାଲିଚଲଣ ଓ ସମସ୍ତଙ୍କୁ ଭଲପାଇବା ସ୍ନେହ ସମ୍ମାନ କରିବା ହେତୁ ସେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇ ପାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ

ନୂଆଦିଲ୍ଲୀ: କେରଳରେ ଗତ ମାସ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ବନ୍ଦେ ଭାରତ ଟ୍ରେନ ଉପରକୁ ପଥର ମାଡ ହୋଇଛି। କେରଳର ମାଲାପୁରମ ଜିଲ୍ଲାର ଥିରୁନାଭାୟା ଓ ତିରୁର ଦେଇ ଏହି ଟ୍ରେନ ଯାଉଥିବାବେଳେ ଆକ୍ରମଣକାରୀମାନେ ଏଭଳି ଅଘଟଣ ଘଟାଇଛନ୍ତି। ପଥରଟି…
ଅଧିକ ଖବର ଦେଖନ୍ତୁ...

ଆମ ସରକାର ଆସିଲେ…..ଆଜମ ଖାଁଙ୍କ ଖୋଲା ଚେତାବନୀ

ରାମପୁର : ସମାଜବାଦୀ ପାର୍ଟି ନେତା ଆଜମ ଖାନ ଆଜିକାଲି ରାମପୁରରେ ଅଛନ୍ତି ଏବଂ ପୌର ନିର୍ବାଚନ ପାଇଁ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି ସମୟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଖୋଲାଖୋଲିଭାବେ ପୁଲିସ ଓ ପ୍ରଶାସନକୁ ଧମକ ଦେଇଥିବା ଦେଖାଯାଇଥିଲା । ଯୋଗୀ ଆଦିତ୍ୟନାଥଙ୍କ…
ଅଧିକ ଖବର ଦେଖନ୍ତୁ...

ଜ୍ୟାକେଟ୍ ୨ଲକ୍ଷ, ସ୍ବେଟସାର୍ଟ ୩୩ହଜାର; ପୋଷାକର ଦାମ୍ ଅଧିକ ରଖି ‌ଟ୍ରୋଲ ହେଲେ ଆରୟନ

ମୁମ୍ବାଇ: ଡ୍ରଗ୍ସ ସେବନକୁ ନେଇ ବିବାଦରେ ରହିସାରିଥିବା ଆରୟନ ଖାନ୍ ଏବେ ନିଜର ପୋଷାକ ବ୍ୟବସାୟ ଆରମ୍ଭ କରିଛନ୍ତି। ବାଦଶାହ ଶାହରୁଖଙ୍କ ପୁଅ ଆରୟନ ଫିଲ୍ମରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ସେ ନିଜର ପୋଷାକ ବ୍ରାଣ୍ଡ ଡି’ଆଭୋଲ.ଏକ୍ସ ଲଞ୍ଚ କରିଛନ୍ତି। କିଛି ଦିନ ତଳେ…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳରେ ପୁଣି‌ ସେକ୍ସ ରାକେଟ୍‌; ରାଣୀ ମହୁମାଛି ସମେତ ୨ ଯୁବତୀ, ୪ ଗ୍ରାହକ ଅଟକ

ଢେଙ୍କାନାଳ: ଅଳ୍ପ ଦିନର ବ୍ୟବଧାନ ପରେ ଢେଙ୍କାନାଳ ସହରରେ ପୁଣି ଥରେ ସେକ୍ସ ରାକେଟ ଠାବ ହୋଇଛି। ରାଣୀ ମହୁମାଛି ସମେତ ଦୁଇ ଜଣ ଯୁବତୀ ଓ ଚାରି ଯୁବକଙ୍କୁ ସଦର ଥାନା ପୁଲିସ ଅଟକ ରଖିଛି। ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି ଯେ, ଦୁଇ ଯୁବତୀ ପଶ୍ଚିମବଙ୍ଗର ଥିଲେ। ସୂଚନା ଅନୁସାରେ ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ଅଟୋର ପଙ୍କଚର ଚକାକୁ କିଭଳି ପରିବର୍ତ୍ତନ କରୁଛନ୍ତି ଏହି ବ୍ୟକ୍ତି ଦେଖନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ଘଟଣା ଓ ଦୁର୍ଘଟଣାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଥାଏ। ଏଥିମଧ୍ୟରୁ କିଛି ଘଟଣାର ଦୃଶ୍ୟ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ଏମିତି ଏକ ଭିଡିଓ ନିକଟରେ ଭାଇରାଲ ହୋଇଛି। ‌ଯେଉଁଥିରେ ଦେଖିବାକୁ ମିଳୁଛି, ଏକ ଅଟୋ ରାସ୍ତାରେ ଯାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ କାରବାରରେ ଲାଭ ମିଳିବ । ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ପରିଶ୍ରମ ଅନୁଯାୟୀ ସୁଫଳ ପାଇବେ । ବୃଥା ବିବାଦ, କଳିଝଗଡ଼ା, ମାଲିମକଦ୍ଦମା ଭିତରେ ନ ପଶିବା ବିଜ୍ଞତାର ପରିଚାୟକ । ଚାପ ଯୋଗୁଁ ମାଂସପେଶୀୟ ଯନ୍ତ୍ରଣା ହୋଇପାରେ । ବୃଷ:…
ଅଧିକ ଖବର ଦେଖନ୍ତୁ...