Daily Archives

May 5, 2023

ରିଲିଜ ହେଲା ଅନୁଭବ ମହାନ୍ତିଙ୍କ ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର

ଢେଙ୍କାନାଳ: ଆସନ୍ତା ଜୁନ ୧୪ରେ ରିଲିଜ୍ ହେବାକୁ ଥିବା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ତଥା ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ପ୍ରିୟଦର୍ଶିନୀଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ଇନ୍ ଲଣ୍ଡନ’ର ଟ୍ରେଲର ଢେଙ୍କାନାଳରେ ରିଲିଜ ହୋଇଛି। ଗୁଡ୍ ନାଇଟ୍ କ୍ଲବ୍‌ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମଠାରେ…
ଅଧିକ ଖବର ଦେଖନ୍ତୁ...

ପୁଲିସ ବାବୁଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ ସୁନା-ରୁପା ଅଳଙ୍କାର

ରାୟଗଡ଼ା: ଚାନ୍ଦିଲି ଥାନା କୋତାପେଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ  ସ୍ଥାନୀୟ ସାଇପ୍ରିୟାନଗର ୧୨ ନମ୍ବର ସାହିରେ ଦୁର୍ବୃତ୍ତମାନେ ଗତକାଲି ବିଳମ୍ୱ ରାତିରେ ଘରେ କେହି ନଥିବା ବେଳେ କଲା କନା ବୁଲାଇଛନ୍ତି। ସୁଚନା ଅନୁଯାୟୀ କେସିଙ୍ଗା ପୁଲିସ ଥାନାର ଅତିରିକ୍ତ ଥାନା ଅଧିକାରୀ ଅନୁପ ଶତପଥୀଙ୍କ…
ଅଧିକ ଖବର ଦେଖନ୍ତୁ...

ବାୟୁସେନାର ସ୍ବତନ୍ତ୍ର ଅପରେସନ, ସୁଦାନରୁ ସୁରକ୍ଷିତ ଫେରିଲେ ଶେଷ ଭାରତୀୟ ଦଳ

ନୂଆଦିଲ୍ଲୀ: ସୁଦାନରେ ଫସି ରହିଥିବା ଭାରତୀୟ ନାଗରିକଙ୍କ ଶେଷ ଦଳ ସୁରକ୍ଷିତ ଭାବେ ଭାରତ ଫେରିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ବାୟୁସେନା ମେ ୩ ତାରିଖରେ ଏକ ସ୍ୱତନ୍ତ୍ର ଅପରେସନ୍ କରିଥିଲା। ଏହି ଅପରେସନ ଅଧୀନରେ ଦିଲ୍ଲୀ ନିକଟସ୍ଥ ହିଣ୍ଡନ ଏୟାରବେସରୁ ସାଉଦି ଆରବକୁ ଏକ…
ଅଧିକ ଖବର ଦେଖନ୍ତୁ...

ପାଚେରୀ ଡେଇଁ ଭିତରକୁ ପଶିଲା ଭାଲୁ, ଜୀବନ ପ୍ରତି ବିପଦ ଆଶଙ୍କା

ଇନ୍ଦ୍ରାବତୀ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗି ଗ୍ରାମ ପଞ୍ଚାୟତର ଚରାମୂଳା ଗ୍ରାମରେ ଭାଲୁ ଆତଙ୍କ ଦେଖାଯାଇଛି। ଗତ କିଛି ଦିନ ହେବ ଚରାମୂଳା ଗ୍ରାମରେ ଥିବା ୩୦୦ଏକର ବିଶିଷ୍ଟ ସୋଲାର ପ୍ଲାଣ୍ଟରେ ତିନି ଚାରୋଟି ଭାଲୁ ଉପଦ୍ରବ କରୁଥିବା ଦେଖିବାକୁ ମିଳୁଛି। ସୋଲାର…
ଅଧିକ ଖବର ଦେଖନ୍ତୁ...

ବିଲାୱଲ୍ ଆତଙ୍କବାଦ ଶିଳ୍ପର ମୁଖପାତ୍ର, ପୀଡ଼ିତ ଓ ଷଡଯନ୍ତ୍ରକାରୀ ଏକାଠି ବସିପାରିବେ ନାହିଁ : ଜୟଶଙ୍କର

ନୂଆଦିଲ୍ଲୀ : ଭାରତୀୟ ବୈଦେଶିକ ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ତାଙ୍କ ପାକ୍ ପ୍ରତିପକ୍ଷଙ୍କୁ କଡା ଭାଷାରେ ଜବାବ ଦେଇଛନ୍ତି। ଗୋଆ ରାଜଧାନୀ ପଣଜୀରେ ଚାଲିଥିବାସାଂଘାଇ ସହଯୋଗ ସଂଗଠନ(ଏସସିଓ )ର ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ପାକିସ୍ତାନୀ ବିଦେଶ…
ଅଧିକ ଖବର ଦେଖନ୍ତୁ...

୪ ପର୍ଯ୍ୟଟକ ବୁଡ଼ିବା ପରେ ପଦକ୍ଷେପ ନେଲା ପ୍ରଶାସନ: ପୁରୀ ବେଳାଭୂମିରେ ଲଗାଇଲା ନାଲି ପତାକା

ପୁରୀ: କ୍ରମାଗତ ଭାବେ ଦୁଇ ଦିନରେ ୪ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ିଯିବା ପରେ ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି। ପ୍ରଶାସନ ତରଫରୁ ପୁରୀ‌ ବେଳାଭୂମିରେ ନାଲି ପତାକା ଲଗାଯାଇ ପର୍ଯ୍ୟଟକମାନଙ୍କୁ ସତର୍କ ସୂଚନା ଦିଆଯାଇଛି। ବିଶେଷ ଭାବରେ ସମୁଦ୍ରର ୧୩ ନମ୍ବର ଜୋନ୍‌ ବେଳାଭୂମିରେ ନାଲି ପତାକା…
ଅଧିକ ଖବର ଦେଖନ୍ତୁ...

ମାଗଣାରେ ଫଳ ଦେଲେ ନାହିଁ ବୋଲି ଦିବ୍ୟାଙ୍ଗଙ୍କୁ ରାସ୍ତାରେ ଉଠାଇ କଚାଡ଼ି ଦେଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଜଣେ ଦିବ୍ୟାଙ୍ଗଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରୁଥିବା ସହିତ ରାସ୍ତାରେ ଉଠାଇ କଚାଡ଼ି ଦେଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ସଫେଇ…
ଅଧିକ ଖବର ଦେଖନ୍ତୁ...

ସବୁ ସେଲିବ୍ରିଟିଙ୍କ ଖାସ୍‌ ବନ୍ଧୁ ଓରି ଏବେ ଈଶା ଅମ୍ବାନୀଙ୍କର ବି ‘ବେଷ୍ଟ୍‌ ଫ୍ରେଣ୍ଡ୍‌’

ମୁମ୍ବାଇ: ଏସିଆର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଅଲିଅଳି ଝିଅ ଈଶା ଅମ୍ବାନୀ ନିଜର ଷ୍ଟାଇଲ୍‌ ସେନ୍ସ ପାଇଁ ବେଶ୍‌ ଜଣାଶୁଣା। ସେ ନିକଟରେ ମେଟ୍ ଗାଲା ୨୦୨୩ରେ ଯୋଗ ଦେଇଥିଲେ। ସେଠାରେ ବି ତାଙ୍କ ଷ୍ଟାଇଲ୍‌ ଓ ପୋଷାକ ସମସ୍ତଙ୍କ ମନ କିଣିଛି। ଏକ ସୁନ୍ଦର ଶାଢ଼ି ଗାଉନ୍‌ ପିନ୍ଧି ନ୍ୟୁୟର୍କ…
ଅଧିକ ଖବର ଦେଖନ୍ତୁ...

କନ୍‌ସର୍ଟ ସମୟରେ ମୁମ୍ବାଇ ଦର୍ଶକଙ୍କ ଉପରକୁ ଅଣ୍ଡରଓ୍ଵୟାର୍ ଫିଙ୍ଗିଲେ ଆମେରିକୀୟ ବଏ ବ୍ୟାଣ୍ଡ୍ ବ୍ୟାକ୍‌ଷ୍ଟ୍ରିଟ୍‌…

ମୁମ୍ବାଇ: ଦୀର୍ଘ ୧୩ ବର୍ଷ ପରେ ଆମେରିକୀୟ ବଏ ବ୍ୟାଣ୍ଡ ବ୍ୟାକ୍‌ଷ୍ଟ୍ରିଟ୍‌ ବଏଜ୍‌ର ସଦସ୍ୟମାନେ ଭାରତରେ ସୋ’ ପରିବେଷଣ କରିବା ପରେ ହଜାର ହଜାର ପ୍ରଶଂସକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ! ମୁମ୍ବାଇର ବିକେସିସ୍ଥିତ ଜିଓ ଗାର୍ଡେନ୍‌ସରେ ସେମାନଙ୍କ କନସର୍ଟର ଭିଡିଓ ଏବେ ସୋସିଆଲ ମିଡିଆରେ…
ଅଧିକ ଖବର ଦେଖନ୍ତୁ...

ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ନୁହେଁ କୋଭିଡ୍, କିନ୍ତୁ ବିପଦ ଟଳିନି :  ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଜେନିଭା:  ଗତ ତିନିବର୍ଷ ହେଲା ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କୋଭିଡ୍ ମହାମାରୀ ଆଉ ବିଶ୍ବ ପାଇଁ ସ୍ବାସ୍ଥ୍ୟ ସଂକଟ ହୋଇ ରହିନାହିଁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଘୋଷଣା କରିଛି ଯେ  କୋଭିଡ୍  ଆଉ ‘ଗ୍ଲୋବାଲ ହେଲଥ୍ ଏମର୍ଜେନ୍ସି’ ନୁହେଁ । ୨୦୨୦ ଜାନୁଆରି ମାସରେ ହୁ କୋଭିଡକୁ…
ଅଧିକ ଖବର ଦେଖନ୍ତୁ...