Daily Archives

May 29, 2023

ଆଇପିଏଲ ଫାଇନାଲ : ଚେନ୍ନାଇ ଆଗରେ ୨୧୫ ରନର ଲକ୍ଷ୍ୟ ରଖିଲା ଗୁଜରାଟ

ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ଫାଇନାଲରେ ଚେନ୍ନାଇ ଆଗରେ ୨୧୫ ରନର ଏକ ବଡ଼ ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ ଟାଇଟନ୍ସ । ଏହି ସ୍କୋରକୁ ଆଇପିଏଲ ଫାଇନାଲରେ ସବୁଠାରୁ ବଡ଼ ସ୍କୋର ବୋଲି କୁହାଯାଉଛି । ଏହା ପୂର୍ବରୁ ୨୦୧୬ ଆଇପିଏଲ ଫାଇନାଲରେ…
ଅଧିକ ଖବର ଦେଖନ୍ତୁ...

ମେ ୩୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ

କଟକ: ଆସନ୍ତା ମେ ୩୧ରେ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ | ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)ର ପରୀକ୍ଷା ନିୟନ୍ତ୍ରକ ଏହି ସୂଚନା ଦେଇଛନ୍ତି | ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇବ | ଏଥର ପ୍ରାୟ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଆଶା କରିଥିଲେ ପୁଅ, ହେଲା ଝିଅ: ରାକ୍ଷସ ପାଲଟିଲା ବାପା,୨୦ ଦିନର ଝିଅକୁ ବିଷ ଇଞ୍ଜେକ୍‌ସନ୍‌ ଦେଇ ହତ୍ୟା ଉଦ୍ୟମ

ନୀଳଗିରି: ରାକ୍ଷସ ସାଜିଲା ବାପା। ଝିଅ ଜନ୍ମ ହେବାରୁ ରାଗରେ ତାକୁ ହତ୍ୟା କରିବା ପାଇଁ ଖୋଜୁଥିଲା ସୁଯୋଗ। ଆସନ୍ତାକାଲି ଏକୋଇଶିଆ କାର୍ଯ୍ୟକ୍ରମ ପାଇଁ ଶ୍ବଶୁରଘରେ ସମସ୍ତେ ବ୍ୟସ୍ତ ଥିବା ବେ‌ଳେ ଆଜି ଝିଅକୁ ସେ କୀଟନାଶକ ଇଞ୍ଜେକ୍‌ସନ ଦେଇଦେଇଛନ୍ତି। ଜୀବନ କ’ଣ ଜାଣି ନଥିବା କଅଁଳା ଶିଶୁଟି…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ପୁଅ ଆଇଏଏସ୍ ଅଧିକାରୀ, ଅନ୍ୟ ଜଣେ ବଡ଼ ବ୍ୟବସାୟୀ; ସବୁ ଥାଇ ବି ବୃଦ୍ଧାଶ୍ରମରେ ଆଶ୍ରୟ ନେଲେ ବାପା

ନୂଆଦିଲ୍ଲୀ: ଗୋଟିଏ ପୁଅ ଆଇଏଏସ୍ ଅଧିକାରୀ, ଅନ୍ୟ ଜଣେ ବଡ ବ୍ୟବସାୟୀ, ସବୁ ଥାଇ ବି ବୃଦ୍ଧାଶ୍ରମ ଚାଲିଗଲେ ବାପା। ଆଜ୍ଞା ହଁ, ଏହି ଘଟଣା ଆଗ୍ରାରେ ଘଟିଥିବା ଜଣାପଡ଼ିଛି। ପତ୍ନୀ ଏବଂ ପୁଅମାନଙ୍କ ଆଚରଣରେ ବିରକ୍ତ ହୋଇ ଜଣେ ବୃଦ୍ଧ ବୃଦ୍ଧାଶ୍ରମରେ ପହଞ୍ଚିଥିଲେ। ପ୍ରଥମେ ସେ ଜଣେ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଭୋଟର ତାଲିକା ଅପଡେଟ୍‌ କରିବାକୁ ୫ଟି ରାଜ୍ୟକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ କମିଶନ ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମ ଭଳି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ନିଜ ନିଜ ରାଜ୍ୟର ଭୋଟର ତାଲିକା ଅପଡେଟ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମେ’ ୨୪ ତାରିଖରେ ସଂପୃକ୍ତ ୫ଟି ରାଜ୍ୟର ମୁଖ୍ୟ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଦୁଇବର୍ଷର ଭଣଜାକୁ ଉଦ୍ଧାର କରିବାକୁ କୂଅକୁ ଡେଇଁଲେ ମାମୁ

ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ପୁରୁଣାତିଗିରିଆ ଗୋପାଳସାହିରେ ଆଜି ସକାଳେ ଦୁଇବର୍ଷର ଶିଶୁକୁ ଉଦ୍ଧାର କରିବାକୁ ତାଙ୍କ ମାମୁ କୂଅ ଭିତରକୁ ଡେଇଁଥିଲେ । ସୂଚନା ମୁତାବକ, ସକାଳ ପ୍ରାୟ ୭ଟାରେ କୂଅ ନିକଟରେ ଖେଳୁଥିବା ଗୋପାଳସାହିର ଜଣେ ଶିଶୁ ହଠାତ କୂଅରେ ପଡିଯାଇଥିଲେ | ଆଉ ଏହା ଦେଖି…
ଅଧିକ ଖବର ଦେଖନ୍ତୁ...

ବୈଷୟିକ କାରଣରୁ ଦୁଇ ଦିନ ବନ୍ଦ ରହିବ ଜୟପୁର- ଭୁବନେଶ୍ବର ବିମାନ ଚଳାଚଳ

ଜୟପୁର: ବୈଷୟିକ କାରଣକୁ ନେଇ ଆଜି ଓ ଆସନ୍ତାକାଲି ଦୁଇ ଦିନ ଜୟପୁର –ଭୁବନେଶ୍ବର ବିମାନ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି। ୩୧ତାରିଖ ଠାରୁ ପୁଣି ନିର୍ଦ୍ଧାରିତ ସମୟରେ ଏହା ଚଳାଚଳ କରିବ ବୋଲି ଇଣ୍ଡିଆ ୱାନ ଏୟାର ପକ୍ଷରୁ ସୂଚନା ମିଳିଛି। ଏହି ମାସରେ ଗତ ୧୧ତାରିଖ ଦିନ ଦିନକ ପାଇଁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ଷ୍ଟକବଜାର ହେଲା ବିଶ୍ବର ୫ମ ବୃହତ୍ତମ

ମୁମ୍ବାଇ : ନିକଟରେ ଘରୋଇ ଇକ୍ୱିଟି ମାର୍କେଟ ବା ପୁଞ୍ଜି ବଜାରରେ ଦେଖାଦେଇଥିବା ଉନ୍ନତି ଆଧାରରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଷ୍ଟକ ବଜାର ଭାବେ ନିଜର ମାନ୍ୟତା ଫେରିପାଇଛି । ଜାନୁଆରୀରେ ଫ୍ରାନ୍ସ ଏହି ମାମଲାରେ ଭାରତକୁ ପଛରେ ପକାଇ ଦେଇଥିଲା । କିନ୍ତୁ ଏବେ ପୁଣି ଥରେ ସକାରାତ୍ମକ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା କାରରେ ଲାଗୁଛି ନିଆଁ! ଏପରି ଅଘଟଣ ପୂର୍ବରୁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ସଂପ୍ରତି ସାରା ଦେଶରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ବିଭିନ୍ନ ସ୍ଥାନରେ ଗାଡ଼ିରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସୁଛି। ଗତ ସପ୍ତାହରେ ଜୟପୁରରେ ମହିନ୍ଦ୍ରାର ଫ୍ଲାଗସିପ୍ ମଡେଲ ମହିନ୍ଦ୍ରା ଏକ୍ସୟୁଭି ୭୦୦ରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଗାଡ଼ିଟିରେ ରାସ୍ତା ମଝିରେ…
ଅଧିକ ଖବର ଦେଖନ୍ତୁ...

ଧାର୍ମିକ ଉଦ୍ଦେଶ୍ୟରେ ହେଉଥିଲେ ମଧ୍ୟ ଅସ୍ୱାସ୍ଥ୍ୟକର, ଅବୈଜ୍ଞାନିକ ପଶୁ ବଳି ପ୍ରଥାକୁ ବନ୍ଦ କରିବା ଦରକାର: କେରଳ…

କୋଚି: ଧାର୍ମିକ ଉଦ୍ଦେଶ୍ୟରେ କରାଯାଉଥିଲେ ମଧ୍ୟ ପଶୁ ବଳି ପରି ଅସ୍ୱାସ୍ଥ୍ୟକର, ଅବୈଜ୍ଞାନିକ ପ୍ରଥାକୁ ବନ୍ଦ କରାଯିବା ଦରକାର ବୋଲି କେରଳ ହାଇକୋର୍ଟ କହିଛନ୍ତି। ନିଜ ଧାର୍ମିକ ବିଶ୍ୱାସର ଏକ ଅଂଶ ଭାବେ ପଶୁ ବଳି ଏକ ଅତ୍ୟାବଶ୍ୟକ ଏବଂ ଅବିଚ୍ଛେଦ୍ୟ ଅଂଶ ଏବଂ ତେଣୁ ଏଥିରେ ହସ୍ତକ୍ଷେପ…
ଅଧିକ ଖବର ଦେଖନ୍ତୁ...