Daily Archives

March 16, 2024

ନୂଆ ୫୯ଟି ଲାଗିବା ପରେ ୧୧୦ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ

ଜୟପୁର: ଜୟପୁର ସହର ଦେଇ ଯାଇଥିବା ଏନଏଚ୍ ୨୬(ଗାନ୍ଧୀଛକରୁ ବୋରିଗୁମ୍ମା ରାସ୍ତା-ଏଲଆଇସି କାର୍ଯ୍ୟାଳୟ) ଓ ଏନଏଚ ୩୨୬(ଗ୍ଲୋକାଲ ହସ୍ପିଟାଲ ଛକରୁ ଗାନ୍ଧୀଛକ) ପର୍ଯ୍ୟନ୍ତ ଲାଗିଥିବା ସିସିଟିଭି ମାଧ୍ୟମରେ ଏଣିକି ପୁଲିସ କାଟିବ ଇ-ଚାଲାଣ । ଏହା ଆସନ୍ତା ୪ଦିନ ପରେ ଇ-ଚାଲାଣ କଟାଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ସେନାର ୨ ଅଧିକାରୀଙ୍କ ସମେତ ୭ ମୃତ

ଇସଲାମାବାଦ: ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ଦୁଇ ଅଧିକାରୀ ଏବଂ ପାକିସ୍ତାନୀ ସେନାର ୭ ଜଣ ସୈନିକ ନିହତ ହୋଇଛନ୍ତି। ତେବେ ଏହାର ପ୍ରତିଶୋଧ ନେଇ ପାକିସ୍ତାନୀ ସେନା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ପଣ୍ୟବାହୀ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତ ଓ ଆରବ ମହାସାଗରରେ ଭାରତୀୟ ନୌସେନାର ବଢୁଥିବା ଶକ୍ତି ଓ ପ୍ରଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ପ୍ରାୟ ୪୦ ଘଣ୍ଟାର ଅପରେସନ ଚଳାଇ ନୌସେନାର କମାଣ୍ଡୋମାନେ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଏକ ଜାହାଜକୁ ଉଦ୍ଧାର କରିବାକୁ ସଫଳ ହୋଇଛନ୍ତି । ଭାରତୀୟ ନୌସେନାର ଜଣେ…
ଅଧିକ ଖବର ଦେଖନ୍ତୁ...

ସାଉଥରେ ଡେବ୍ୟୁ କରିବା ଚର୍ଚ୍ଚା ଉପରେ କରୀନା ଦେଲେ ଏଭଳି ପ୍ରତିକ୍ରିୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଏବେ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦି କ୍ରୁ' ପାଇଁ ଚର୍ଚ୍ଚା ଅଛନ୍ତି। ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ | ଫିଲ୍ମର ଗୀତକୁ ନେଇ ଏବେ ଲୋକେ ଚର୍ଚ୍ଚା କରୁଥିବା ବେଳେ ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଭୋଟର କାର୍ଡ ହଜି ଯାଇଛି କି ? ଡୁପ୍ଲିକେଟ ପାଇଁ ଏଭଳି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ। ଏହା ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍ ଏବଂ ଓଡ଼ିଶା ପ୍ରଭୃତି ୪ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ଭୋଟ ଦେବା ପାଇଁ ଭୋଟର କାର୍ଡ ଜରୁରୀ। କିନ୍ତୁ ଯଦି ଭୋଟର କାର୍ଡ ହଜିଯାଇଛି, ନଷ୍ଟ ହୋଇଯାଇଛି ଅବା ଚୋରି…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ ଫେଜ୍ ୨ ନେଇ ବଡ଼ ଅପଡେଟ୍: ୟୁଏଇରେ ହେବନି ବୋଲି ଜୟ ଶାହା ଦେଲେ ସୂଚନା

କୋଲକାତା: ଆଇପିଏଲ ୨୦୨୪ ର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୨ ରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ, ଏପ୍ରିଲ୍ ୭ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ କେବଳ ପ୍ରକାଶ ପାଇଛି । ଏହା ପରେ ଟୁର୍ନାମେଣ୍ଟ କେବେ ଓ କେଉଁଠାରେ ଅନୁଷ୍ଠିତ ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ଏହାର…
ଅଧିକ ଖବର ଦେଖନ୍ତୁ...

୨୦୨୪ ନିର୍ବାଚନ: ସମସ୍ତଙ୍କ ପାଇଁ କର ବା ମର ସ୍ଥିତି

ନୂଆଦିଲ୍ଲୀ: ୧୮ ତମ ଲୋକସଭା ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ ୧ରେ ୭ମ ପର୍ଯ୍ୟାୟ ଭୋଟ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ସନ୍ଦେଶଖାଲି ମାମଲା : ଶାହାଜାହାଁ ଶେଖର ଭାଇ ଆଲମଗିରି ଗିରଫ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲି ନାରୀ ଯୌନ ନିର୍ଯ୍ୟାତନା ମାମଲାରେ ସିବିଆଇ ଆଉ ୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଶାହାଜାହାଁ ଶେଖର ଭାଇ ଆଲମଗିରକୁ ଗିରଫ କରିଛି ସିବିଆଇ । ଏହାବ୍ୟତୀତ ମଫୁଜର ମୌଲା ଓ ଶିଲାଜୁର ମୌଲାକୁ ମଧ୍ୟ ସିବିଆଇ ଗିରଫ କରିଛି। ମଫୁଜର ମୌଲା ଟିଏମସି ଯୁବ…
ଅଧିକ ଖବର ଦେଖନ୍ତୁ...

ଜଣାଶୁଣା ହୋଟେଲରେ ପରଷାଯାଇଥିବା ଦୋସାରୁ ବାହାରିଲା ୮ଟି ଅସରପା

ନୂଆଦିଲ୍ଲୀ: ଯେତେବେଳେ ଆପଣ କୌଣସି ବଡ ଏବଂ ପ୍ରସିଦ୍ଧ ରେସ୍ତୋରାଁ କିମ୍ବା ହୋଟେଲକୁ ଖାଇବାକୁ ଯାଆନ୍ତି, ସେତେବେଳେ ଆପଣଙ୍କର କେବଳ ଗୋଟିଏ ଆଶା ଥାଏ ଯେ ଖାଦ୍ୟ ସ୍ୱାଦିଷ୍ଟ ହୋଇଥିବ ଏବଂ ପରିଷ୍କାର ପରିଚ୍ଛନ୍ନତା ସହିତ ପ୍ରସ୍ତୁତ ହୋଇଥିବ | କିନ୍ତୁ ସୋସିଆଲ ମିଡିଆରେ ଏବେ ଏକ ଦୋସାର ଫଟୋ…
ଅଧିକ ଖବର ଦେଖନ୍ତୁ...

ଚହଲଙ୍କ ସ୍ତ୍ରୀ ଟ୍ରୋଲର୍ସଙ୍କୁ କଲେ ଅନୁରୋଧ, ମୋ ପରିବାରରେ ହେଉଛି ଅଶାନ୍ତି, ପ୍ଲିଜ୍ ଘୃଣା ପ୍ରଚାର କରନ୍ତୁ ନାହିଁ

କୋଲକାତା: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡ଼ିଆ ସେଂସେସନରୁ ଏବେ ଷ୍ଟାର ପାଲଟିବାରେ ଲାଗିଛନ୍ତି। ସେ ଜଣେ ଉଚ୍ଚକୋଟୀର ଡ୍ୟାନ୍ସର ତେବେ ରିୟଲିଟ ଶୋ’ ‘ଝଲକ ଦିଖଲା ଯା’କୁ ଆସିବା ପରେ ତାଙ୍କର ଲୋକପ୍ରିୟତା ଅଧିକ ବଢ଼ିଯାଇଛି। ଏହା ପୂର୍ବରୁ…
ଅଧିକ ଖବର ଦେଖନ୍ତୁ...