Daily Archives

March 16, 2024

ଗାଜା ପାଲଟିଛି ଅଳିଆଗଦା: ୨.୩ କୋଟି ଟନ୍ ଆବଜର୍ନା ଜମା, ସଫା କରିବାକୁ ଲାଗିବ ବର୍ଷ ବର୍ଷ

ଗାଜା: ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଗାଜାରେ ଚାଲିଥିବା ବିବାଦ ଭିତ୍ତିଭୂମିରେ ବ୍ୟାପକ କ୍ଷତି ଘଟାଇଛି। ଏହି କାରଣରୁ ପ୍ରାୟ ୨ କୋଟି ୩୦ ଲକ୍ଷ ଟନ୍ ଆବର୍ଜନା ଜମା ହୋଇଛି ଏବଂ ବିସ୍ଫୋରକ ସାମଗ୍ରୀ ମଧ୍ୟ ବିଭିନ୍ନ ସ୍ଥାନରେ ପଡ଼ି ରହିଛି। ଜାତିସଂଘର ମାନବିକ ସହାୟତା କର୍ମଚାରୀ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ହରିୟାଣା କମ୍ପାନିରେ ବଏଲର ବିସ୍ଫୋରଣ, ଦୁଇ ଡଜନରୁ ଅଧିକ କର୍ମଚାରୀ ଆହତ

ଗୁରୁଗ୍ରାମ: ହରିୟାଣାର ରେଓ୍ଵାରିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ରେଓ୍ଵାରିର ଶିଳ୍ପାଞ୍ଚଳ ଧାରୁହେରାରେ ବଏଲର ବିସ୍ଫୋରଣରେ ଅନେକ ଲୋକ ଗୁରୁତର ଭାବେ ଜଳି ଆହତ ହୋଇଯାଇଛନ୍ତି। ଲାଇଫ୍ ଲଙ୍ଗ୍ ନାମକ ଏକ କମ୍ପାନିର ବଏଲର ବିସ୍ଫୋରଣ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଏହି କମ୍ପାନୀ…
ଅଧିକ ଖବର ଦେଖନ୍ତୁ...

ମୋଦୀ-ରାହୁଲଙ୍କ ଆସନ ସମେତ ୧୫ ବଡ଼ ଆସନରେ ମତଦାନ କେବେ ? ଜାଣନ୍ତୁ

ନୂଆଦିଲ୍ଲୀ: ୧୮ ତମ ଲୋକସଭା ପାଇଁ ନିର୍ବାଚନ ତାରିଖ ଭାରତର ନିର୍ବାଚନ କମିସନ ଘୋଷଣା କରିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ନିର୍ବାଚନ ତାରିଖ ଘୋଷଣା କରି କହିଛନ୍ତି, ସାରା ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ ଓ ଜୁନ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ସପ୍ତାହଟି ଆପଣଙ୍କ ଲାଗି ବହୁତ ଭଲ। ଚାକିରି, ଶିକ୍ଷା ଓ ବ୍ୟବସାୟରେ ଉନ୍ନତି ଯୋଗ ରହିଛି। କୌଣସି ପ୍ରକାର ବିବାଦଠାରୁ ନିଜକୁ ଦୂରରେ ରଖନ୍ତୁ। ବିଦେଶରେ କାରବାର ସ୍ଥାପିତ କରିବା ପାଇଁ ରାସ୍ତା ଉନ୍ମୁକ୍ତ ହେବ। ନେତୃତ୍ବ କରିବାର କ୍ଷମତା ଆପଣଙ୍କୁ ଆତ୍ମସନ୍ତୋଷ ଆଣିଦେବ। ଆପଣଙ୍କର…
ଅଧିକ ଖବର ଦେଖନ୍ତୁ...

ମୋଦୀ ଦେଉଛନ୍ତି ମାଗଣା ମୋବାଇଲ ସହିତ ୩ ବର୍ଷର ଅସୀମିତ ଡାଟା !: ସାବଧାନ ନ ହେଲେ ଆକାଉଣ୍ଟ ନିମିଷକେ ଖାଲି କରିବେ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଶନିବାର ଦିନ ନିର୍ବାଚନ ଆୟୋଗ ଏପ୍ରିଲ ୧୯ ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ ଟି ପର୍ଯ୍ୟାୟରେ ନିର୍ବାଚନ କରିବାକୁ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଏକ ଖବର ମଧ୍ୟ ଶୀଘ୍ର ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଉଛି ଯେ…
ଅଧିକ ଖବର ଦେଖନ୍ତୁ...

ସମ୍ବିଧାନକୁ ଏକଛତ୍ରବାଦ କବଳରୁ ବଞ୍ଚାଇବାର ଶେଷ ସୁଯୋଗ : ଖଡଗେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ତାରିଖ ଘୋଷଣା ହେବା ପରେ କଂଗ୍ରେସ ବିଜେପି ଉପରେ ଆକ୍ରମଣକୁ ଜୋରଦାର କରିଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମୋଦୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ଭାରତ ପାଇଁ ନ୍ୟାୟର ଦ୍ୱାର ଖୋଲିବ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ମୋ ବାପା ମୋତେ ହତ୍ୟା କରିବାକୁ ଚାହୁଁଥିଲେ : ରବି କିଶନ

ମୁମ୍ବାଇ: ଭୋଜପୁରୀ ତାରକା ରବି କିଶନଙ୍କୁ ଆଜି କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ। ଜଣେ ମହାନ ଅଭିନେତା ହେବା ବ୍ୟତୀତ ସେ ଜଣେ ସଫଳ ରାଜନେତା | ଭୋଜପୁରୀ ଚଳଚ୍ଚିତ୍ର ବ୍ୟତୀତ ରବି କିଶନ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଅନେକ ନାମ ଅର୍ଜନ କରିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ଅକ୍ଷୟ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ-୨୦୨୪ର ଦ୍ବିତୀୟ ପର୍ଯ୍ୟାୟ: ଭାରତ ବାହାରେ ହେବା ନେଇ ଚର୍ଚ୍ଚା

କୋଲକାତା: ଆଇପିଏଲ୍-୨୦୨୪ର ପ୍ରଥମ ପର୍ଯ୍ୟାୟ ସିଡ୍ୟୁଲ ଘୋଷଣା କରାଯାଇ ସାରିଛି। ତେବେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଦ୍ବିତୀୟ ପର୍ଯ୍ୟାୟ ସିଡ୍ୟୁଲ ଭାରତରେ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଭାରତରେ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ…
ଅଧିକ ଖବର ଦେଖନ୍ତୁ...

ଦାଦନ ଯିବା ହେଲା କାଳ: କାମ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ହେଲା ମୃତ୍ୟୁ

ଧର୍ମଗଡ: ରାଜ୍ୟ ସରକାର ଗ୍ରାମାଂଚଳ ଲୋକମାନଙ୍କୁ ନିଜ ଗ୍ରାମରେ କାର୍ଯ୍ୟ ସଂସ୍ଥାନ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ବାସ୍ତବରେ ବିଭାଗୀୟ ଅଧିକାରୀମାନଙ୍କ ଠିକାଦାର ପୋଷା ଓ ଲାଭଖୋର ମନୋବୃତ୍ତି ଯୋଗୁଁ ଲୋକେ କାମ ନ ପାଇ ନିଜ ପେଟ ପୋଷିବା…
ଅଧିକ ଖବର ଦେଖନ୍ତୁ...

‘ଥ୍ରୀ ଇଡିଏଟସ’ ଅଭିନେତା ଅଖିଳ ମିଶ୍ରାଙ୍କ ମୃତ୍ୟୁର ୬ମାସ ପରେ ଦ୍ଵିତୀୟ ବିବାହ କରିବେ ସ୍ତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ‘ଥ୍ରୀ ଇଡିଏଟସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରାଙ୍କର ଗତବର୍ଷ ମୃତ୍ୟୁ ହୋଇଥିଲା | ସେପ୍ଟେମ୍ବରରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ସୁଜାନେ ବର୍ନେଟ୍ ଦ୍ଵିତୀୟ ବିବାହ କରିବାକୁ…
ଅଧିକ ଖବର ଦେଖନ୍ତୁ...