Daily Archives

March 24, 2024

ବିଦେଶୀ ମଦ ଚାଲାଣ: ୪ ଗିରଫ, ହୋଲି ପାଇଁ ଘରେ ଗଚ୍ଛିତ ରଖିଥିଲେ

ରାଉରକେଲା: ବିଦେଶୀ ମଦ ଚାଲାଣ ଓ ଅନୈତିକ ବିକ୍ରି ଅଭିଯୋଗରେ ୪ ଜଣଙ୍କୁ ପୁଲିସ କାବୁ କରିନେଇଛି। ଘରେ ମଦ ରଖିଥିବା ଅଭିଯୋଗରେ ଲୁଆକେରାର ପିଣ୍ଟୁ କଂସାରୀ(୪୪) ଓ ବିଶ୍ବନାଥ କଂସାରୀ(୫୩)ଙ୍କୁ ସେକ୍ଟର-୧୫ ପୁଲିସ ଗିରଫକରି କୋର୍ଟଚାଲାଣ କରିଛି। ରବିବାର ପୂର୍ବାହ୍ନରେ ପୁଲିସ ଅଭିଯୁକ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ୩ଛୁଆକୁ ଜନ୍ମ ଦେଲା ଏସୀୟ ସିଂହୀ ରେବା

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏସିୟ ସିଂହୀ ରେବା ଜିତ୍ ସହ ମିଳନରୁ ଦ୍ଵିତୀୟ ଗର୍ଭରୁ ୩ଟି ଶାବକଙ୍କୁ ଜନ୍ମ ଦେଇଛି। ରେୱା ନବଜାତ ଶାବକଙ୍କର ଯତ୍ନ ନେଉ ନଥିବାର ଦୃଶ୍ୟ ସିସିଟିଭି ଦୃଶ୍ୟରେ ଦେଖିବାକୁ ମିଳିଥିଲା। ଛୁଆମାନଙ୍କୁ ମା' ଠାରୁ ଅଲଗା କରି ପ୍ରାଣୀ ଚିକିତ୍ସା କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତର ଘର ବାହାରେ ଉତ୍ତ୍ୟକ୍ତ ଜନତାଙ୍କ ବିକ୍ଷୋଭ

ନୂଆଦିଲ୍ଲୀ: ଦିଲ୍ଲୀରେ ଜଣେ ୪ ବର୍ଷର ନାବାଳିକାକୁ ତା’ର ଟ୍ୟୁସନ ଶିକ୍ଷକଙ୍କ ଭାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଶନିବାର ଘଟିଥିବା ଏହି ଘଟଣା ପୂର୍ବ ଦିଲ୍ଲୀର ଟ୍ୟୁସନ ଶିକ୍ଷକଙ୍କ ପାଣ୍ଡବ ନଗର ଘରେ ଘଟିଥିବା ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌-୨୦୨୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ରନ୍‌ରେ ଜିତିଲା ଗୁଜରାଟ ଟାଇଟନ୍ସ

ଅହମଦାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ପଞ୍ଚମ ମ୍ୟାଚରେ ଗୁଜରାଟ୍‌ ଟାଇଟନ୍ସ ରବିବାର  ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬ ରନ୍‌ରେ ବିଜୟୀ ହୋଇଛି। ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା  ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୨ ରନ୍‌…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଗ୍ରାମୀଣ ମହିଳାଙ୍କ ଇଂରାଜୀ କହିବା ଶୈଳୀ

ନୂଆଦିଲ୍ଲୀ: ଯିଏ ଯେକୌଣସି ପରିସ୍ଥିତିରେ ଥାଉ ନା କାହିଁକି ଇଚ୍ଛା ଓ ଆତ୍ମବିଶ୍ବାସ ଥିଲେ କୌଣସି କାମ ବି ଅସମ୍ଭବ ନୁହେଁ। ନିକଟରେ ଗ୍ରାମରେ ବସବାସ କରୁଥିବା ଜଣେ ମହିଳା ବି ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ଉକ୍ତ ମହିଳାଙ୍କ ନାମ ଯୋଶୋଦା ଲୋଧି, ଯିଏକି ଉତ୍ତରପ୍ରଦେଶର ସିରାଥୁରେ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗନବାଡ଼ି ସହାୟିକାଙ୍କ ଅବହେଳା; ଶିଶୁମାନେ କାନ୍ଦୁଥିବା ବେଳେ ଗେଟରେ ତାଲା ପକାଇ ଚାଲିଗଲେ

 ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌରୁ ଅଙ୍ଗନବାଡ଼ି ଦିଦିଙ୍କ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। ପିଲାଙ୍କୁ ନେବା ପାଇଁ ଯେତେବେଳେ ଅଭିଭାବକମାନେ ଆସି ଅଙ୍ଗନବାଡ଼ିରେ ପହଞ୍ଚିଥିଲେ ସେଠାକର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସ୍ଥାନୀୟଲୋକଙ୍କ କହିବାନୁସାରେ, ସମେସି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି; ସ୍ଥାନ ପାଇଲେ ୪ ମହିଳା, ୬ଟି ସ୍ଥାନରେ ନେତା…

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଇଁ ଓଡିଶାର ୨୧ଟି ଆସନ ମଧ୍ୟରୁ ୧୮ଟି ଆସନ ପାଇଁ ବିଜେପି ଜାରି କଲା ପ୍ରାର୍ଥୀ ତାଲିକା। ଏହି ତାଲିକାରେ ବିଜେପି ବଲାଙ୍ଗୀର, କଳାହାଣ୍ଡି, ଭୁବନେଶ୍ବର ଓ ଆସିକାରେ ବିଜେପି ମହିଳା ପ୍ରାର୍ଥୀ ‌କରିଛି। ବିଜେପି ୬ଟି ସ୍ଥାନ ଅର୍ଥାତ ବରଗଡ଼, ସମ୍ବଲପୁର,…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କ ଗିରଫଦାରୀ: ଦିଲ୍ଲୀରେ ବିଶାଳ ରାଲି କରିବାକୁ ଯୋଜନା କଲା ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ: ଦେଶର ସ୍ୱାର୍ଥ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଳିତ ବିରୋଧୀ ଦଳ ଇଣ୍ଡିଆନ୍‌ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍‌ ଆଲାଏନ୍‌ସ (ଇଣ୍ଡିଆ) ଆସନ୍ତା ୩୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ମହା ରାଲି କରିବ ବୋଲି ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ଗୋପାଳ ରାୟ ରବିବାର…
ଅଧିକ ଖବର ଦେଖନ୍ତୁ...

ଜାଣିନି ସେ ମୋବାଇଲ କୁଆଡେ ଗଲା? ଇଡି ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ କେଜ୍ରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାକୁ ନେଇ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି | ତେବେ ଏହାକୁ ନେଇ ଏକ ବଡ ଖୁଲାସା ହୋଇଛି । ସୂତ୍ରରୁ ପ୍ରକାଶ ଯେ, ନୂତନ ଏକ୍ସାଇଜ୍ ପଲିସି ୨୦୨୧ ପ୍ରସ୍ତୁତ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ…
ଅଧିକ ଖବର ଦେଖନ୍ତୁ...

କଙ୍ଗନାଙ୍କ ସହ ରାମାୟଣ ଧାରାବାହିକର ରାମ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ସେ ହିମାଚଳପ୍ରଦେଶର ମାଣ୍ଡିରୁ ନିର୍ବାଚନ ଲଢ଼ିବେ । ସୀତା ସୋରେନଙ୍କୁ ଦୁମକାରୁ ଟିକେଟ…
ଅଧିକ ଖବର ଦେଖନ୍ତୁ...